Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ସତ୍ୟଜିତ ପଣ୍ଡା ~ ହେରାପଞ୍ଚମୀ ~ ହେରାପଞ୍ଚମୀ, ହେରା ଅର୍ଥ ଦେଖିବା, ମାଆ ହେରାପଞ୍ଚମୀ ତିଥିରେ ପ୍ରଭୁଙ୍କୁ ଟିକେ ଦେଖିବେ। ଓଡ଼ିଆ ଘରର ପରମ୍ପରା, ସଂସ୍କୃତି। ସ୍ଵାମୀ ଦୁଃଖଦେଲେ ସ୍ତ୍ରୀ ଟିକେ ରାଗିଯାଇ ରାଗ ସୁଜେଇବା ପାଇଁ କଳି କରେ। ଓଡ଼ିଆ ଘରର କଥା ଏଇ ହେରାପଞ୍ଚମୀ। ଆରେ . . ! ଏ…
ଲେଖା: ବନ୍ଧନ ଦଳେଇ ଆଷାଢ ମାସ ଶୁକ୍ଲ ଦ୍ୱିତୀୟା ତିଥିରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ମହୋତ୍ସବକୁ ଦର୍ଶନ କଲେ ଭକ୍ତଜନଙ୍କ ସାତକୋଟି ପାପରାଶି ନଷ୍ଟ ହୁଏ। ସ୍କନ୍ଧ ପୁରାଣ ଅନୁଯାୟୀ ଶ୍ରୀକ୍ଷେତ୍ର #ନୃସିଂହ_କ୍ଷେତ୍ର ନାମରେ ପରିଚିତ। ପୁରୁଷୋତ୍ତମଙ୍କ ଉପସ୍ଥିତି ଯୋଗୁଁ #ଶ୍ରୀକ୍ଷେତ୍ର ସର୍ବୋତ୍ତମ କ୍ଷେତ୍ର ଭାବେ ପରିଚିତ ଓ #ମର୍ତ୍ତ୍ୟବୈକୁଣ୍ଠ ନାମରେ ବିଦିତ। ଶ୍ରୀଜଗନ୍ନାଥ,…
ଲେଖା: ଦେଵ ତ୍ରିପାଠୀ ଆମ ଭାରତବର୍ଷର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣାଞ୍ଚଳର ପ୍ରାଣକେନ୍ଦ୍ର ରୂପେ ଚତୁର୍ଧାମର ପରିକଳ୍ପନା ଯେପରି ପ୍ରେରଣାପ୍ରଦ, ସେପରି ଭୌଗୋଳିକ ଅବସ୍ଥିତି ନେଇ ବଡ ବୈଚିତ୍ର୍ୟପୂର୍ଣ୍ଣ । ଉତ୍ତରରେ ହିମାଦ୍ରି ଶିଖରରେ ବଦ୍ରିଧାମ, ଅନ୍ୟ ତିନୋଟି ଧାମ – ଦ୍ଵାରକା, ରାମେଶ୍ୱର ଓ ଶ୍ରୀକ୍ଷେତ୍ର ସମୁଦ୍ର ଉପକଣ୍ଠରେ । ନୀଳସମୁଦ୍ର ଏବଂ ତୁଷାରାବୃତ…
ଲେଖା: ବନ୍ଧନ ଦଳେଇ ~ ଶ୍ରୀଜଗନ୍ନାଥଙ୍କ ଅଣସର ନୀତି ~ ପରଂବ୍ରହ୍ମ ପରମାତ୍ମା ସମଗ୍ର ଜଗତର କର୍ତ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ #ଦାରୁବ୍ରହ୍ମ ରୂପରେ ଶ୍ରୀକ୍ଷେତ୍ରରେ ବିରାଜମାନ କରିଛନ୍ତି। ବିଶ୍ୱାସର ଦୃଢ଼ତାରେ ହିଁ ତାଙ୍କୁ ଅନୁଭବ କରିହୁଏ। ମାନବଙ୍କ ଗହଣରେ ବିଜେ କରି ମାନବୀୟ ଲୀଳାରେ ଦୈନନ୍ଦିନ ପୁଜା ନୀତିରେ ସେ ସାମିଲ ହୋଇଥାଆନ୍ତି । ନିତ୍ୟ…
By: Kulendra Kumar Nanda ~ Gajanana Besha ~ The Gajanana Besha is done on the full – moon day in the month of Jyestha. This day is known as Snana Purnima. The deities are brought in a ceremonial procession to…
ଲେଖା: ସାସମଲ ମାନସ “ଭକ୍ତାଧୀନ ମହାପ୍ରଭୁ !” ଦନେଇ ବିଦ୍ୟାଧରଙ୍କ ପୁଅ ଗଜପତି ରାମଚନ୍ଦ୍ର ଦେବ(୧) ୧୫୬୮-୧୬୦୦ ଖ୍ରୀଷ୍ଟାବ୍ଦ । ଖୋର୍ଦ୍ଧା ବରୁଣାଇ ପାହାଡ଼ ତଳେ କଟକ କରି ରହିଲେ । ଏଇ ସମୟରେ ସେ କୁଜଙ୍ଗ ଗଡ଼ରୁ ବ୍ରହ୍ମ ଅଣାଇ ଖୋର୍ଦ୍ଧା କଟକେ ବନଯାଗ କରି ସୁମୂରୁତି କରାଇଲେ । ଶ୍ରାବଣ ଶୁକ୍ଳ ନବମୀ…
ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ୪୨ ଦିନ ବ୍ୟାପୀ ଚନ୍ଦନ ୨ ଭାଗରେ ବିଭକ୍ତ ହୋଇ ପାଳିତ ହୋଇଥାଏ। ପ୍ରଥମ ୨୧ ଦିନ ବାହାର ଚନ୍ଦନ ଓ ତତ୍ପର ୨୧ ଦିନ ଭିତର ଚନ୍ଦନ । ଚନ୍ଦନ ସମୟରେ ଶ୍ରୀଜୀଉମାନଙ୍କ ପାଖେ ଆଲଟ ଲାଗି ହୋଇଥାଏ। ଏହା ଏକ ଗୁପ୍ତସେବା…
ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ ଶ୍ରୀକ୍ଷେତ୍ରରେ ଅବସ୍ଥିତ ପଞ୍ଚ ମହାଦେବ ମଧ୍ୟରେ ଗୌଡ଼ବାଡ଼ ସାହିର ପ୍ରତିଷ୍ଠିତ ଶ୍ରୀଯମେଶ୍ୱର, ମାଣିକର୍ଣ୍ଣିକା ସାହିର ଶ୍ରୀକପାଳମୋଚନ, ଶ୍ରୀଲୋକନାଥ, ମାର୍କଣ୍ଡେୟ ପୁଷ୍କରିଣୀର ତୀରଦେଶରେ ଶ୍ରୀମାର୍କଣ୍ଡେଶ୍ୱର ଏବଂ ଇନ୍ଦ୍ରଦ୍ୟୁମ୍ନ ସରୋବର ସମୀପରେ ଶ୍ରୀନୀଳକଣ୍ଠେଶ୍ୱର ଅତ୍ୟନ୍ତ ରହସ୍ୟମୟ ଅଟନ୍ତି । ଏହା ପଞ୍ଚମହାଦେବ ବା ପଞ୍ଚପାଣ୍ଡବ ମଧ୍ୟ କୁହାଯାଏ । ଏହା ଯଥାକ୍ରମେ :…
ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ ଶ୍ରୀମନ୍ଦିରରେ ପ୍ରଚଳିତ ‘ମଣିବିମାନ’ ଶବ୍ଦ ବହୁ ପ୍ରାଚୀନ । ବିମାନ ଶବ୍ଦର ଅର୍ଥ ଯାନ ବା ଦେବଯାନ। ସାଧାରଣତଃ ମଣିରୂପକ ବୈଦୂର୍ଯ୍ୟଭରା ବିମାନକୁ ମଣିବିମାନ କୁହାଯାଏ । ପଞ୍ଚଦଶ ଶତାବ୍ଦୀରୁ ଅଷ୍ଟ।ଦଶ ଶତାବ୍ଦୀ ମଧ୍ୟରେ ଲେଖା ଯାଇଥିବା ଅନେକ ପଦ୍ୟାବଳୀରୁ ମଣିବିମାନ ଶବ୍ଦ ଦୃଷ୍ଟିଗୋଚର ହୋଇଥାଏ। ସେଥିମଧ୍ୟରୁ ବନମାଳୀଙ୍କ ପଦ୍ୟାବଳୀର…
ଉପସ୍ଥାପନା: #ଶ୍ରୀକ୍ଷେତ୍ର_ଇତିହାସ ଚନ୍ଦନ ମଣ୍ଡପରେ ଠାକୁରମାନଙ୍କ ସ୍ନାନବେଶ, ଭୋଗ ଇତ୍ୟାଦି ନୀତି ବଢିବା ପରେ ରାତ୍ରଚାପ ନୀତିକୁ ବିଜେ କରିଥାନ୍ତି। ଏହି ରାତ୍ରଚାପ ପୁଷ୍କରିଣୀରେ ତିନି ଘେରା ଭ୍ରମଣ କରିଥାଏ। ଏହାପରେ ଠାକୁରମାନଙ୍କ ଅନ୍ୟାନ୍ୟ ନୀତି ସଂପାଦିତ ହୋଇ ଚାପ ଉପରୁ ବିମାନ ଓ ପାଲିଙ୍କିରେ ଉପବେଶନ କରି ଶ୍ରୀମନ୍ଦିର ଅଭିମୁଖେ ବାହୁଡା ବିଜେ କରିଥାନ୍ତି।…