Category ରାଜରାଜୁଡା କ୍ଷେତ୍ର

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ ଅସୁର ରାଜା ବାଣଶୂରର ରାଜ୍ୟ ଥିଲା ବାଣପୁର, ଯାହାର ଐତିହାସିକ ନାମ ଥିଲା ବଙ୍କାଡ଼ଗଡ଼। ବ୍ରଜବନ୍ଧୁ ଦାଶଙ୍କ ବାଣପୁର ଇତିହାସ ଏବଂ ଡାକ୍ତର ଦିବ୍ୟସିଂହ ମିଶ୍ରଙ୍କ ବାଣପୁର ଇତିକଥା ପୁସ୍ତକର ତଥ୍ୟ ଓ ଓଡିଶା…

ବଡ଼ମ୍ବାର ଜଗନ୍ନାଥ ମନ୍ଦିର

~ ବଡ଼ମ୍ବାର ଜଗନ୍ନାଥ ମନ୍ଦିର ~ ଉପସ୍ଥାପକ:  ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଶାର ସଂସ୍କୃତି, ପରମ୍ପରା, ଲୋକବିଶ୍ୱାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନ ସର୍ବାଗ୍ରେ l ମହାପ୍ରଭୁଙ୍କୁ ନେଇ ଉତ୍କଳର ଜନଜୀବନ ଗତିଶୀଳ l ଉତ୍କଳର ପ୍ରାକ୍ତନ ଗଡ଼ଜାତ ଗୁଡ଼ିକରେ ଥିବା ପ୍ରାଚୀନ ଜଗନ୍ନାଥ ମନ୍ଦିର ଏହାର ଦ୍ୟୋତକ l କଟକ ଜିଲ୍ଲାର ବଡ଼ମ୍ବାଗଡ଼ ଓଡ଼ିଶାର ଛବିଶ ଗଡ଼ଜାତ…

ଦର୍ପଣୀ କୋଠି

~ ଦର୍ପଣୀ କୋଠି ~ ଲେଖା: ଶ୍ରୀକାନ୍ତ ସିଂହ ଅଶିଣର ବର୍ଷଣକ୍ଳାନ୍ତ ଶରଦ ପ୍ରାତଃ। ପଶ୍ଚିମାକାଶରେ ଅସ୍ତଗାମୀ ନିଷ୍ପ୍ରଭ ଶଶାଙ୍କ, ଆଉ ଉଦିତ ରବିଙ୍କ ରକ୍ତିମ ଆଭାରେ ଉଦ୍ଭାସିତ ପୂର୍ବାଚଳର ନିର୍ମଳ ଆକାଶ। ବୃନ୍ତଚ୍ୟୁତ ସଜଫୁଟା ଶୁଭ୍ର-ନାରଙ୍ଗୀ ଶେଫାଳୀ ସାଥେ ମଧୁମାଳତୀ, ତରାଟ, କନିଅର, ଟଗର, କାଠଚମ୍ପା, ମଲ୍ଲୀ, ଜୁହି-ଜାଇ, ହେନା, ସ୍ବର୍ଣ୍ଣଚମ୍ପା, ରଙ୍ଗଣୀ ଆଦି…

ଆଠଗଡ଼

ଲେଖା: ଦେଵ ତ୍ରିପାଠୀ ସବୁଜ ଶ୍ୟାମଳଘେରା ଭିଜାମାଟିର ବାସ୍ନାରେ ବିଭୋର ଶାନ୍ତ ଶୀତଳ ଛାୟାଚ୍ଛନ୍ନ, ଅଥଚ ସହରିଆ ମାଟି ! ନାଁ ତା’ର #ଆଠଗଡ଼ ! ଚାରିପାଖରେ #ନଭଶ୍ଚୁମ୍ଭୀ ବୃକ୍ଷରାଜି, #କୁଳୁକୁଳୁ ସୁରରେ ପ୍ରବହମାନ #ସାପୁଆ ନଦୀର ଝଙ୍କାର, ପକ୍ଷୀର କୂଜନ, #ସ୍ନିଗ୍ଧ ପରିବେଶ ଏକଦା ପାଲଟି ଯାଇଥିଲା ସରଳ ନିଷ୍କପଟ ମଣିଷର ଘର !…

କିଲା ଡାଳିଯୋଡ଼ା

ଲେଖା: ଦେଵ ତ୍ରିପାଠୀ ~ କିଲା ଡାଳିଯୋଡ଼ା ~ ପ୍ରତି ମଣିଷର ଶୈଶବର ସ୍ମୃତିରେ ବିଜଡ଼ିତ କେତେ ରାଜା ଓ ରାଣୀଙ୍କ ଗାଥା ! ଇତିହାସ ପୃଷ୍ଠାରେ ହିଁ ରହିଯାଇଛି କେତେ କେତେ ସମ୍ରାଟ ଓ ସାମ୍ରାଜ୍ୟର କଥା ! ମ୍ଳାନ ଗୋଧୂଳିର ଅପରାହ୍ଣ ପରି କ୍ଷୀଣ, ଅତୀତର ସେହି ସମୟ ! ଜରାଜୀର୍ଣ୍ଣ ପଞ୍ଜୁରୀ…

ଯତନ ନଗର

ଲେଖା: ଗୋକୁଳାନନ୍ଦ ସାହୁ ~ ଯତନ ନଗର ~ ଢେଙ୍କାନାଳ ସହରରୁ ବାଜିଚୌକ୍ ଛକ ଦେଇ ଯୋରନ୍ଦା ଗାଦି ଓ କପିଳାସ ଗଲାବେଳେ ସାମ୍ନାରେ ଦେଖାଯାଏ ଛୋଟ ପାହାଡ ଉପରେ ରାଜତନ୍ତ୍ରର ମୁକସାକ୍ଷୀ, ଧ୍ବସ୍ତ ପ୍ରାୟ “ଯତନ ନଗର”। କେହି କେହି ତାକୁ ଯାତନା ନଗର ବୋଲି କହିଥାନ୍ତି। ସାରା ଦେଶରେ ଢେଙ୍କାନାଳ ରାଜ୍ୟର ରାଜପରିବାରର…

ଭୀମନଗରୀ

ଲେଖା: ରବୀନ୍ଦ୍ର କୁମାର ରଣା ଢେଙ୍କାନାଳ ଜିଲ୍ଲାର ବ୍ରାହ୍ମଣୀ ନଦୀ କୂଳରେ ସୁନ୍ଦର ପ୍ରାକୃତିକ ପରିବେଶରେ ଅବସ୍ଥିତ ପ୍ରାଚୀନ ଭୀମନଗରୀ (Bhimanagari) ବା ଏବେକାର ନାଧରା। ଢେଙ୍କାନାଳ ବଜାରରୁ ୨୦ କିମି ଏବଂ ଗୁଡ଼ିଆକାଟେଣି ବଜାରରୁ ମାତ୍ର ୫ କିମି ଦୂରରେ ଏହି ପ୍ରାଚୀନ ଅଞ୍ଚଳଟି ଅବସ୍ଥିତ। ଇତିହାସର ତଥ୍ଯ ଅନୁସାରେ ଦିନେ ଏହି ଭୀମନଗରୀ…

ଜତନନଗର

ଲେଖା: ଶ୍ରୀକାନ୍ତ ସିଂହ ଢେଙ୍କାନାଳ ଇତିହାସରେ ବର୍ବରତା ଓ ନିର୍ଯ୍ୟାତନାର ଅନନ୍ୟ ପ୍ରାସାଦ ହେଉଛି “ଜତନନଗର ରାଜପ୍ରାସାଦ” l ଲୋକ ମୁଖରୁ ଯାହା ଶୁଣାଯାଏ, ଏହା “ଜତନନଗର” ନୁହେଁ ଯାତନା ନଗର l ଏହି ମହଲ ନିର୍ମାଣ ସମୟରେ କୁଆଡ଼େ ଅନେକ ପ୍ରଜାଙ୍କର ଜୀବନ ନିର୍ବାପିତ ହୋଇଛି l ସେମାନଙ୍କ ଯନ୍ତ୍ରଣା ଜର୍ଜରିତ, ପାରିଶ୍ରମିକ ବିହୀନ…

ଆଠମଲ୍ଲିକ

ଲେଖା: ଶିବାଶିଷ ମହାପାତ୍ର ୧୮୯୦ ମସିହାର ଆଠମଲ୍ଲିକ ରାଜ୍ୟ । ଏକ ସ୍ବତନ୍ତ୍ର ରାଜ୍ୟର ପରିଚୟ ଲାଭ କରିବା ପୂର୍ବରୁ ଥିଲା ଏକ ଜମିଦାରୀ । ୧୮୭୪ ମସିହା ବେଳକୁ ଜମିଦାରୀ ଯାଗିରି ଉଠି ବନିଯାଇଥିଲା ଏକ ସ୍ବତନ୍ତ୍ର ରାଜ୍ୟ । କିମ୍ବଦନ୍ତୀ ଅନୁସାରେ କଦମ୍ବ ବଂଶଜ ରାଜା ପ୍ରତାପ ଦେଓ ଏଗାର ଶହ ଶତାବ୍ଦୀରେ…