Category ପର୍ଯ୍ୟଟନ କ୍ଷେତ୍ର

ପଶ୍ଚିମେଶ୍ବର ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ଅମଙ୍ଗେଇକୁଦ ପଶ୍ଚିମେଶ୍ବର ମନ୍ଦିର, ବ୍ଲକ ଆଠଗଡ଼, ଜିଲ୍ଲା କଟକ, ଓଡ଼ିଶା ~ ଯଶସ୍ବୀ ଭାରତ ଆମ ଯଶସ୍ବୀ ଉତ୍କଳ l ଅସୁମାରୀ କଳା, ଭାସ୍କର୍ଯ୍ୟ ତଥା ଐତିହାସିକ କୀର୍ତ୍ତିରାଜିରେ ସୁସମୃଦ୍ଧ ଆମ ଏ ରାଜ୍ୟ ଉତ୍କୃଷ୍ଟ କଳାର ଦେଶ ଉତ୍କଳ ପ୍ରଦେଶ l ଅଜସ୍ର ସୃଷ୍ଟି ସମ୍ଭାର, ପୁଣି ସୁକ୍ଷ୍ମ…

ବଟେଶ୍ୱର ମନ୍ଦିର

ଲେଖା: ଦେଵ ତ୍ରିପାଠୀ ~ ବଟେଶ୍ୱର ମନ୍ଦିର ~ ଦିନେ ସାରା ଶ୍ୟାମଳ ଭୂଇଁରେ ଥିଲା ସୃଷ୍ଟିର ଉଦ୍ଦାମତା ! ତରୁଲତାରେ ମଣ୍ଡିତ ଥିଲା ନବପତ୍ର, ପେନ୍ଥା ପେନ୍ଥା ଫୁଲରେ ମହୁର ଫୁଆରା ! ଶସ୍ୟ ଅମଳ ପରେ ପୁଣି ଏକ ସୃଜନ ପ୍ରକ୍ରିୟାର ପ୍ରସ୍ତୁତିରେ ଗାଁ ମାନ ଥିଲେ ଉତ୍ସବ ମୁଖରିତ ! ନୂତନ…

ବିଲ ଶାରଳା

ଲେଖା: ତ୍ରିଲୋଚନ ସ୍ୱାଇଁ ~ ତେନ୍ତୁଳିପଦାର ବିଲ ଶାରଳା ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ…

କୁଆଲୋ ଅଷ୍ଟଶମ୍ଭୁ ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ ~ କୁଆଲୋ ଅଷ୍ଟଶମ୍ଭୁ ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ…

ମହିମା ଗାଦି

ଲେଖା: ନିରଞ୍ଜନ ସାହୁ ~ ବିଶ୍ଵପ୍ରସିଦ୍ଧ ମହିମା ଗାଦି ଓ ଯୋରନ୍ଦା ମେଳା ~ ମଳୟ ଶିଖରୀ ଶିରୀ ଚୋରି କରି ବସିଲାଣି ମନ୍ଦ ସମୀର ସୁମନାକୁ ବାସ ଚୋରାଇ ନେବଟି ବୋଲି କହିଲାଣି ଭ୍ରମର । କେଶର କେଶରେ ହେଲାଣି ମଞ୍ଜୁଳ କେଶରେ ମଣ୍ଡନ କରିବା ଭଳିରେ ଫୁଟିଲାଣି କେତେ ବଞ୍ଜୁଳ । (ଲାବଣ୍ୟବତୀ/କବିସମ୍ରାଟ/ବସନ୍ତ…

ସିଦ୍ଧେଶ୍ୱର ମହାଦେବ

ଲେଖା: କୈବଲ୍ୟ ପଣ୍ଡା  ~ ସିଦ୍ଧେଶ୍ୱର ମହାଦେବ ~ ଏକ ଅଳସୀ ଶୀତୁଆ ଅପରାହ୍ନରେ ଆମେ ପହଂଚି ଯାଇଥିଲୁ ମହାନଦୀ ଉପତ୍ୟକାର ଅନୁଚ୍ଚ ପର୍ବତ ଶିଖରରେ ଥିବା ସିଦ୍ଧେଶ୍ଵର ମହାଦେବ ମନ୍ଦିରରେ। ଖୁବ୍ ସୁନ୍ଦର ଏଇ ଧବଳ ସିଦ୍ଧେଶ୍ୱର ମହାଦେବ ମନ୍ଦିରଟିର ଅବସ୍ଥିତି ହେଉଛି କଟକ ନରାଜ ଠାରୁ ତଳଘର ରାସ୍ତାରେ, ପାହାଡ଼ ପାଦଦେଶରେ ଥିବା…

ତୀର୍ଥମଠ

ଲେଖା: ଦେଵ ତ୍ରିପାଠୀ ~ ତୀର୍ଥମଠ ~ ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରାର ପ୍ରାଥମିକ ରୂପରେଖ ପ୍ରସ୍ତୁତି ସମୟରେ #ଜଗତସିଂହପୁର ଜିଲ୍ଲାର ଐତିହ୍ୟସ୍ଥଳୀ ଗୁଡ଼ିକର ତାଲିକା ପ୍ରସ୍ତୁତି ପାଇଁ ଯେତେବେଳେ ସେଠାକାର ବନ୍ଧୁମାନଙ୍କୁ ଜିଜ୍ଞାସା କଲି, ସେମାନଙ୍କର କୁଣ୍ଠିତ ତଥା ନକରାତ୍ମକ ଉତ୍ତରରେ ବିସ୍ମିତ ହୋଇ ନ ଥିଲି ଆଦୌ ! ମନେ ପଡ଼ୁଥିଲା, #କଥାଶିଳ୍ପୀ…

ନିମ ଶାରଳା

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଜିମିନି ମାଆ, ନିମ ଶାରଳା, ଚାମୁଣ୍ଡା ଏବଂ ତାରା ଦେବୀ ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି,…

ମା’ ବିରଜା

ଲେଖା: ବନ୍ଧନ ଦଳେଇ ~ ଯାଜପୁର ବାସିନୀ ମା’ ବିରଜା ~ କରୁଣାର ଝରଣାରୁପେ ସର୍ବଜନଙ୍କଠାରେ କୃପା କରିଛନ୍ତି ମା’ କୃପାମୟୀ। ବିରଞ୍ଚିଙ୍କ ଯଜ୍ଞରୁ ଯାତ ମା’ ବିରଜା (ବିରଞ୍ଚି) ଅର୍ଥାତ୍ ବ୍ରହ୍ମାଙ୍କ (ଯାଗ) ଯଜ୍ଞରୁ ମା’ ବିରଜା ଜନ୍ମ ହୋଇଥିଲେ, ଏବଂ ରଜ, ତମ, ଗୁଣ ନଥାଇ ସତ୍ୱ ଗୁଣକୁ ଧରି ପରମ ବୈଷ୍ଣବୀ ରୁପେ…

ଗୋପାଳଜୀଉ ମଠ

ଲେଖା: ବନ୍ଧନ ଦଳେଇ ~ ଗୋପାଳଜୀଉ ମଠ ~ ବିପୁଳ ଓ ବ୍ୟାପକ ସନାତନ ଧର୍ମ କେଉଁ ଆବାହମାନ କାଳରୁ ଆର୍ଯ୍ୟଭୂମି ଭାରତରେ ଅନୁସୃତ ହୋଇଆସୁଛି ଏହି ଧର୍ମଧାରାକୁ ଅକ୍ଷୁର୍ଣ୍ଣ ଓ ଅବ୍ୟାହତ ରଖିବାପାଇଁ ମଠଗୁଡ଼ିକ ସର୍ବଦା ତତ୍ପର ରହିଆସିଛନ୍ତି । ଆଦି ଶଙ୍କରାଚାର୍ଯ୍ୟ ପ୍ରଥମେ ମଠସଂସ୍କୃତିର ପରିକଳ୍ପନା ଓ ପ୍ରତିଷ୍ଠା କରିଥିଲେ ବୋଲି ଐତିହାସିକ…