Category ପର୍ଯ୍ୟଟନ କ୍ଷେତ୍ର

କୁଞ୍ଜକାନ୍ତ

ଲେଖା: ଆୟୁଷ୍ମାନ ଆର୍ଯ୍ୟ ~ ପ୍ରେମ ଭକ୍ତିର ଅନନ୍ୟ ପୀଠ କୁଞ୍ଜକାନ୍ତ ~ ସହର ମଧ୍ୟକୁ ପ୍ରବେଶ କରୁକରୁ ପାଣିଓହଳl ପାହାଡ଼ର ନୈସର୍ଗିକ ସୁଷମା ମନକୁ ଆଲ୍ଲାଦିତ କରିଥାଏ l ଏକ ଛୋଟ ପାହାଡ଼ ଉପରେ ଏକ ସୁନ୍ଦର ମନ୍ଦିର ପରିଦୃଷ୍ଟ ହୋଇଥାଏ l ମନ୍ଦିରର ମୁଖ୍ୟ ଦ୍ଵାରକୁ ଦେଖିଲେ ଏକ ରାଜପ୍ରସାଦର ଭ୍ରମ ମନରେ…

ଲକ୍ଷେଶ୍ଵର ମନ୍ଦିର

ଲେଖା: ଅମୃତେଶ ଖଟୁଆ  ~ ଲକ୍ଷେଶ୍ଵର ମନ୍ଦିର ଓ କୁଆଖାଇ ~ ନିଃସର୍ଗର ଦେଶ ଉତ୍କଳ । ଅସ୍ମିତାର ଆଗ୍ନେୟ ତେଜପୁଞ୍ଜରେ ଏହାର ଦଗ୍ଧକନକ ସଦୃଶ ପ୍ରାକୃତିକ ନିଚ୍ଛକତା ଓ ସୁଷମାସମୃଦ୍ଧି ସମଗ୍ର ଭାରତବର୍ଷରେ ଅନବଦ୍ୟ ସୌନ୍ଦର୍ଯ୍ୟର ବିଜ୍ଞାପକ ଅଟେ । ଏହାର ମୃତ୍ତିକାର ମୂର୍ତ୍ତିମନ୍ତ ପରିଗ୍ରହ ଭାବସମୁଦ୍ରର ରସସମ୍ବେଦୀ ତଟିନୀମାନଙ୍କ ଦ୍ବାରା ପରିପାଳିତ । ଏହାର…

ନିଆଳି

ଲେଖା: ଅମୃତେଶ ଖଟୁଆ ~ ପ୍ରାଚୀ ଅଧିତ୍ୟକାରେ ଶିଶିରାବସର: ନିଆଳି ମାଧବ ~ ସେଦିନ ପ୍ରଥମାଷ୍ଟମୀ । ମଗୁଶିର ବାର ପାହାନ୍ତି କାଳ ଆଗତ । ଶୀତାଭ ଋତୁର ଶ୍ୟାମାୟିତ ସ୍ପର୍ଶ ତଳେ ଖରାର କୋପ ଅନୁଭବଯୋଗ୍ୟ ମନେ ହୁଏନାହିଁ । ସେ ଯେ କାକର ଭିଜା ହରିତ ପଲ୍ଲବଦୋଳରେ ଆପଣା ବିଚ୍ଛୁରିତ ଶୋଭାକୁ ଲୋଟାଇ…

ବାଲିପାଟଣା

ଲେଖା: ଅମୃତେଶ ଖଟୁଆ ~ ବାଲିପାଟଣା ଗ୍ରାମାଞ୍ଚଳରେ ଗୋଧୂଳିର ଐତିହ୍ୟ ~ ଗ୍ରୀଷ୍ମ ଅବକାଶ ଆରମ୍ଭ ହେବାକୁ ଅନେକ ଦିନ ହେଇଯିବଣି । ଗ୍ରୀଷ୍ମଦଗ୍ଧ ଅପରାହ୍ଣରେ ତପ୍ତ ଧରଣୀ କାଞ୍ଚନ ଭଳି ଖଞ୍ଜି ହେଇ ଯିବା ଭଳି ମନେ ହୁଏ ସନ୍ଧ୍ୟା ହେବାର ବେଳେ । ଦୂରବିସ୍ତୃତ ଦିଗ୍ ବଳୟରେ ଅସ୍ତାୟମାନ ନିଦାଘ ରବି ବୃକ୍ଷାବଳୀକୁ ଆଢୁଆଳ…

ବାରେଡ଼ିଆର ସିଦ୍ଧେଶ୍ୱର ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ବାରେଡ଼ିଆର ସିଦ୍ଧେଶ୍ୱର ମନ୍ଦିର ~ ଗ୍ରାମ ବାରେଡ଼ିଆ, ବାଇଶି ମୌଜା, ଜିଲ୍ଲା ଜଗତସିଂହପୁର ସହସ୍ର ବର୍ଷ ପୂର୍ବେ, ଗୋଟେ ସମୟରେ ଏବର ଜଗତସିଂହପୁର ଜିଲ୍ଲା ବାଇଶିମୌଜା ଅଞ୍ଚଳଟି ଦେବୀ ଓ ବିଲୁଆଖାଇ ନଦୀର ଅବବାହିକା ଅଞ୍ଚଳ ଥିଲା l ବିଶେଷ ଜନବସତି ନ ଥିଲେ ବି ବାଇଶି ଖଣ୍ଡ ମୌଜାର…

ଦକ୍ଷିଣକାଳୀ ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଦକ୍ଷିଣକାଳୀ ମନ୍ଦିର ଓ ଦୁର୍ଗାମାଧବ ମନ୍ଦିର ~ ଗ୍ରାମ ବୀରଗୋବିନ୍ଦପୁର ଶାସନ, ସତ୍ୟବାଦୀ, ଜିଲ୍ଲା ପୁରୀ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା’ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ…

ପଞ୍ଚୁପାଣ୍ଡଵ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ପଞ୍ଚୁପାଣ୍ଡଵ ମନ୍ଦିର ~ ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀରେ ଲୁଚି ରହିଥିବା ଏକ ଅନାଲୋଚିତ ଅଧ୍ୟାୟ ହେଉଛି “ପଞ୍ଚୁପାଣ୍ଡଵ ମନ୍ଦିର” l ଶତାବ୍ଦୀ ପୁରାତନ ଏହି ଶୈବପୀଠ ବିଷୟରେ ବିଶେଷ କୌଣସି ଆଲୋଚନା କେଉଁଠାରେ ଦେଖିବାକୁ ମିଳେନା l ଦିନଥିଲା ସେ କାଳରେ, ଜଗତସିଂହପୁର ଜିଲ୍ଲା ବାଲିକୁଦା…

ପରମହଂସନାଥ ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ ~ ପରମହଂସନାଥ ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା’ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ…

ସୁବର୍ଣ୍ଣପୁର

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଐତିହ୍ୟନଗରୀ ସୁବର୍ଣ୍ଣପୁର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା’ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ…

ଦକ୍ଷିଣଚଣ୍ଡୀ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ମନ୍ଦିରମାଳିନୀ ଆଠଗଡ଼ ଗଡ଼ଜାତର ସଂକ୍ଷିପ୍ତ ଇତିହାସ ଓ ଦକ୍ଷିଣଚଣ୍ଡୀ ମନ୍ଦିର ~ ଓଡ଼ିଶାର ଛବିଶ ଗୋଟି ଗଡ଼ଜାତ ରାଜ୍ୟମାନଙ୍କ ମଧ୍ୟରେ ଆଠଗଡ଼ ଗଡ଼ଜାତ ହେଉଛି ଅନ୍ୟତମ l ଏହାର ସ୍ୱତନ୍ତ୍ରତା ହେଲା ଏହି ଗଡ଼ଜାତ ରାଜ୍ୟର ରାଜବଂଶ ଜାତିରେ କରଣ ଥିଲେ l ଏଣୁ ଆଠଗଡ଼ ରାଜଗାଦିକୁ କରଣ ରାଜଗାଦି…