Physical Address
Sai Samarpanam, Satya Vihar, Bhubaneswar
ଲେଖା: ଶ୍ରୀକାନ୍ତ ସିଂହ ~ ମସ୍ତରାମ ମଠ ~ ବିପୁଳ ଓ ବ୍ୟାପକ ସନାତନ ଧର୍ମ କେଉଁ ଆବାହମାନ କାଳରୁ ଆର୍ଯ୍ୟଭୂମି ଭାରତରେ ଅନୁସୃତ ହୋଇଆସୁଛି । ଏହି ଧର୍ମଧାରାକୁ ଅକ୍ଷୁର୍ଣ୍ଣ ଓ ଅବ୍ୟାହତ ରଖିବା ପାଇଁ ଆମର ମଠଗୁଡ଼ିକ ସର୍ବଦା ତତ୍ପର। ସନାତନ ଧର୍ମର ଭିନ୍ନ ଭିନ୍ନ ସିଦ୍ଧାନ୍ତ, ଓ ସମ୍ପ୍ରଦାୟ ତତ୍ଜାତୀୟ ମଠଗୁଡ଼ିକରେ…
ଲେଖା: ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ୱର ମହାଦେବ ମନ୍ଦିର ~ ଐତିହାସିକ କଟକ ନଗରୀରୁ ପ୍ରାୟ ଦଶ କି.ମି. ଦୂରରେ ବିରୂପା ନଦୀ ତଟରେ ଅନନ୍ୟ ପ୍ରାଚୀନ ନଗରୀ #ଚୌଦ୍ଵାର ! ଦିନ ଥିଲା, ବିରୂପା ତଟରେ ସେ ଭୂଖଣ୍ଡରେ ଦିନେ ଏକ ସମୃଦ୍ଧ ସଭ୍ୟତା ବିକଶିତ ହୋଇ, ଉତ୍କଳର ଶିଳ୍ପ, କଳା, ସ୍ଥାପତ୍ୟ, ସାହିତ୍ୟ,…
ଲେଖା: ତ୍ରିଲୋଚନ ସ୍ୱାଇଁ ~ ତୃତୀୟଦେବ ଜଗନ୍ନାଥ ମନ୍ଦିର ~ ଓଡ଼ିଶାର ଗୌରବୋଜ୍ବଳ ଇତିହାସକୁ ଦୃଷ୍ଟି ଦେଲେ, ତଥା ଐତିହାସିକ ଦୃଷ୍ଟିକୋଣରୁ ବିଚାର କଲେ, ଓଡ଼ିଶାରେ ଗଙ୍ଗବଂଶୀ ଶାସକଙ୍କ ଶାସନ କାଳକୁ “ସୁବର୍ଣ୍ଣଯୁଗ” କହିଲେ ଅତ୍ୟୁକ୍ତି ହେବ ନାହିଁ l ଗଙ୍ଗବଂଶୀ ଶାସକଙ୍କ ରାଜତ୍ୱ ସମୟରେ ହିଁ ଓଡ଼ିଶାରେ ଅନେକ ଗୁଡ଼ିଏ କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମନ୍ଦିରମାନ…
ଲେଖା: ଅମ୍ବରୀଶ ମଙ୍ଗରାଜ ~ ପାଣ୍ଡଵବଖରା ~ ପରୀକ୍ଷା ତାରିଖ ଘୁଂଚି ଘୁଂଚି ଯାଉଥାଏ, କେବଳ ମୋରି କାରଣରୁ ଆମର ଅଲ ବିରୁନି,ମାକ୍ରୋ ପୋଲୋ ସବୁ କୁଆଡେ ଯାଇ ପାରୁନଥିଲେ | ଯେହେତୁ ଅଳ୍ପ ସମୟ ହାତରେ ଥିଲା ମୁଁ ରାଜି ହେଲି ଯିବା ପାଇଁ କିନ୍ତୁ ସର୍ତ ଅଳ୍ପ ଦୂରତା ଭିତରେ ଆମର ଏ…
ଲେଖା: ଶ୍ରୀକାନ୍ତ ସିଂହ ~ ରାଜଗିରି ଜଳପ୍ରପାତ ~ ଅପରୂପା ପ୍ରକୃତି କୋଳରେ କିଛି ସମୟ ଅତିବାହିତ କଲେ, ମଣିଷକୁ ଯେଉଁ ସୁଖ, ଶାନ୍ତି ଓ ଖୁସି ମିଳେ ତାହା ଅବର୍ଣ୍ଣନୀୟ, ଅକଳ୍ପନୀୟ l ଆଉ ସେଇସବୁ ସୁଖ ଚୀରଦିନ ପାଇଁ ହୋଇ ଉଠେ ସ୍ମରଣୀୟ l ଯାତ୍ରାକାଳୀନ ସ୍ୱଳ୍ପ ଅବଧିର ସୁଖଦ ମୁହୂର୍ତ୍ତସବୁ ଆମ…
ଲେଖା: ଅଶୋକା ନାୟକ ~ ଧର୍ମରାଜ ଯୁଧିଷ୍ଠିର ପଞ୍ଚୁପାଣ୍ଡବ ମନ୍ଦିର ~ ଲୋକକଥା ଅନୁଯାୟୀ ମହାଭାରତର ପଞ୍ଚୁପାଣ୍ଡବ ଏହି ପଞ୍ଚୁପାଣ୍ଡବ ମନ୍ଦିର ଠାରେ ପଞ୍ଚ ମହାଦେବ ରୂପରେ ପୂଜା ପାଉଛନ୍ତି। ଧର୍ମରାଜ ଯୁଧିଷ୍ଠିର – ଜୈଷ୍ଠ ପାଣ୍ଡବଙ୍କ ମନ୍ଦିରରେ ପହଞ୍ଚିବା ପାଇଁ ସୁନାମୁହିଁ ପରେ ଗଉଡକେରା ଛକରୁ ବାମ ପଟେ ମାତ୍ର ୫ କିଲୋମିଟର ଯିବାକୁ…
ଲେଖା: ବିକାଶ ବେହେରା ~ ଋଷିପଡା ~ ରହସ୍ୟାବୃତହୋଇ ରହିଛି ଋଷିଧର ପାହାଡ଼ ପ୍ରାଚୀନ ଗୁମ୍ଫାର ଷୋଳ ଗମ୍ଭୀରା ! ନିର୍ଜନ ରାତିରେ ଶୁଭେ ଶବ୍ଦ ! ଭୀମକୁଣ୍ଡରେ କେବେ ସୁଖେନି ଜଳ ଅବହେଳିତ ପ୍ରାଚୀନଗୁମ୍ଫା ! କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ପ୍ରାଚୀନ ସିଂହଗଡ଼ ବା ଋଷିପଡା ଗଡ଼ରେ ରହସ୍ୟାବୃତ ଭାବେ ରହିଛି ଷୋଳ ଗମ୍ଭୀରା ପ୍ରାଚୀନ ଐତିହାସିକ…
ଲେଖା: ଶ୍ରୀକାନ୍ତ ସିଂହ ~ ଶ୍ରୀ ଦକ୍ଷପ୍ରଜାପତି ମନ୍ଦିର ~ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ସମସାମୟିକ ଆଉ ଏକ ଚମତ୍କାର କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମନ୍ଦିର ହେଉଛି ଦକ୍ଷେଶ୍ୱର ମନ୍ଦିର ବା ଶ୍ରୀ ଦକ୍ଷପ୍ରଜାପତି ମନ୍ଦିର l କଳିଙ୍ଗ ସ୍ଥାପତ୍ୟ ଶୈଳୀର ଏହା ଯେ ଏକ ଶ୍ରେଷ୍ଠନିର୍ମାଣ ଏଥିରେ ଦ୍ବିମତ ନାହିଁ l ବାଣପୁର ଭଗବତୀ…
ଲେଖା: ତ୍ରିଲୋଚନ ସ୍ୱାଇଁ ~ ସିଦ୍ଧେଶ୍ୱର ମହାଦେବ ମନ୍ଦିର ~ ସିଦ୍ଧିକ୍ଷେତ୍ର ଶ୍ରୀ ସିଦ୍ଧେଶ୍ୱର ମହାଦେବ ମନ୍ଦିର, ଯେଉଁଠି ଆଶୁତୋଷ ମହାଦେବ ଭକ୍ତର ସମସ୍ତ ମନବାଞ୍ଛା ପୂର୍ଣ୍ଣ କରନ୍ତି l ସ୍ୱଚ୍ଛ ମନ ଆଉ ପବିତ୍ର ହୃଦୟନେଇ ଯେ କେହି ବି ଏଠାରେ ମହାଦେବଙ୍କୁ ପୂଜା ଆରାଧନା କଲେ ତାକୁ ସିଦ୍ଧିପ୍ରାପ୍ତ ହୁଏ ବୋଲି ଦୃଢ଼…
ଲେଖା: ଶୁଭରଞ୍ଜନ ପୃଷ୍ଟି ~ କେଦାରେଶ୍ୱର ମନ୍ଦିର ~ ଆମ #ମାଦଳାପାଞ୍ଜି କହେ, ଶାସନର ପ୍ରାରମ୍ଭ କାଳରେ ରାଜା #ଅନଙ୍ଗଭୀମ ଦେବ ଚୌଦ୍ୱାର କଟକ ଠାରେ ଥିବା ପ୍ରସାଦ କିମ୍ବା ନହରରେ ଅବସ୍ଥାନ କରୁଥିଲେ । ତେବେ ପରବର୍ତ୍ତୀ ସମୟରେ ସୁରକ୍ଷା ଦୃଷ୍ଟିରୁ #ବାରଣାସୀ_କଟକ ରେ ନୂତନ ରାଜଧାନୀ ସ୍ଥାପନ କରିଥିଲେ । ମାଦଳାପାଞ୍ଜି ବ୍ୟତିରକେ…