କୋଥଳି

ଚାଟଶାଳୀ

ଲେଖା: ଅକ୍ଷୟ ଓଝା ଗୁରୁଶିଷ୍ୟ ପରମ୍ପରାର ପବିତ୍ର ଇତିହାସକୁ ଖୋଜିଲେ ଚାଟଶାଳୀ ଶିକ୍ଷା ଏକ ସଠିକ ଉଦାହରଣ । ନିରାଡ଼ମ୍ବର ଶିକ୍ଷାଶୈଳୀ । କେତେ ବେଳେ ଅବଧାନଙ୍କ…

4 years ago

ମାଟିହାଣ୍ଡି

ଲେଖା: ଅକ୍ଷୟ ଓଝା ମାଟିହାଣ୍ଡି, ମାଟି ମାଠିଆ, ମାଟି ପଲମ ଇତ୍ୟାଦିର ପ୍ରଚଳନ ପ୍ରାୟ ସମାପ୍ତ ହେଇଗଲାଣି । ସମୟ ଥିଲା ଗ୍ରାମ୍ୟ ଜୀବନରେ ଏହାର ପ୍ରଭାବ…

4 years ago

ଲଣ୍ଠନ

ଲେଖା: ଅକ୍ଷୟ ଓଝା ବିଜୁଳିର ଆବିଷ୍କାର ହେଲା ପରେ ବି କେଇ ବର୍ଷ ପର୍ଯ୍ୟନ୍ତ ଗାଁ ଗହଳି ପୁରପଲ୍ଲୀରେ ଏହା ପହଞ୍ଚି ପାରି ନଥିଲା । ସଂଜ…

4 years ago

ଆମ ଗ୍ରାମୀଣ ସଂସ୍କୃତି

ଲେଖା: ଅକ୍ଷୟ ଓଝା ସେ ସମୟର କଥା । ଘରେ ପୁଅ କିମ୍ବା ଝିଅ ଟିଏ ହେଲେ ଛ' ଦିନରେ ଷଷ୍ଠୀ ଦେବୀ ପୂଜା ଓ ଏକୋଇଶି…

4 years ago

ସସେମିରା

ଉପସ୍ଥାପନା: ଶିଶିର ସାହୁ ମନୋଜ ଦିନେ ଭୋଜରାଜଙ୍କ ପୁତ୍ର ପାରିଧୀ କରିବାକୁ ଯାଇଥିଲେ କିନ୍ତୁ ନଅରକୁ ଫେରି ନ ଆସି ରାତ୍ରହେବାରୁ ନିବିଡ଼ ଅରଣ୍ୟ ମଧ୍ୟରେ ଅଗତ୍ୟା…

4 years ago

କନ୍ତିଓ

ଲେଖା: ଶିଶିର ସାହୁ ମନୋଜ ଢେଙ୍କାନାଳ ମଣ୍ଡଳ(ଖଣ୍ଡ, ଜିଲ୍ଲା) ଅନ୍ତର୍ଗତ କାମାକ୍ଷାନଗର ଉପଖଣ୍ଡ(ବ୍ଲକ)ର ଏକ ଜଣାଶୁଣା ଗ୍ରାମ ହେଉଛି କନ୍ତିଓ । ଏ ଗାଆଁର ବିଶିଷ୍ଟତା ଓ…

4 years ago

ଅଲୋଡା ଘର

ଅକ୍ଷୟ ଓଝା ଆମ ଗାଆଁ ମୁଣ୍ଡରେ ପରିତ୍ୟକ୍ତ ଘରଟିଏ । ଭାଙ୍ଗି ଆସୁଥିବା ମାଟି କାନ୍ଥ । ମାଟି ଖୁପୁରୀରେ ଛାଆ ହେଇଥିବା ଛପର ଜରାଜୀର୍ଣ୍ଣ ଘର…

4 years ago

ଚାଳଘର

  ଲେଖା: ଅକ୍ଷୟ ଓଝା ଚାଳଘର । ପିଲାଦିନେ ଆଠ ଖୁଣ୍ଟିଆ ଚାଳ ଛପର ଘର ଆମର ଥିଲା । ପିଢ଼ାରେ ବର୍ଷସାରା କିଛି ନା କିଛି…

4 years ago

ମୋ ଗାଁ ମୁଗପାଳ

ଲେଖା: ହରେକୃଷ୍ଣ ସାହୁ ଏଇଠି ଠିଆ ହୋଇ ଚାହିଁଲେ ଘଞ୍ଚ ଗଛଲତାର ମଥାନ ଉପରେ ଫର ଫର ହୋଇ ଉଡ଼ୁଥିବ ନାଲିଆ ପତାକାଟିଏ। ସେଇଟି ହେଲା ଆମ…

4 years ago

ସାତ ଚକୁଳି ଚଉଦ ଚେଁ

ଲେଖା: ଓମ୍ ପ୍ରକାଶ ବିଶ୍ୱାଳ ଓଡ଼ିଶାର ଖାଦ୍ୟ ଯେତେ ସୁନ୍ଦର ଖାଦ୍ୟକୁ ନେଇ ଥିବା ଲୋକ କଥା ଓ କାହାଣୀ ଗୁଡା ବି ଆହୁରି ସୁନ୍ଦର। ଆଜି…

4 years ago