Physical Address
Sai Samarpanam, Satya Vihar, Bhubaneswar
ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଶାର ପ୍ରଖ୍ୟାତ ଭୌମକର ରାଜବଂଶରେ ଶୁଭକର ଦେବ ଅପୁତ୍ରିକ ଭାବରେ ପ୍ରାଣତ୍ୟାଗ କଲେ । ତାଙ୍କର ଏକମାତ୍ର ସନ୍ତାନ ଦଣ୍ଡିଦେବୀଙ୍କର ଜନନୀ ଗୌରୀ ଦେବୀ ଉତ୍କଳର ଶାସନଦଣ୍ଡ ଦକ୍ଷତାର ସହିତ ପରିରଳନା କରିଥିଲେ । ଏହି ବଂଶରେ ଏଥିପୂର୍ବରୁ ତ୍ରିଭୂବନ ମହାଦେବୀ ଏବଂ ପୃଥୀ ମହାଦେବୀ ନାମକ ଦୁଇଜଣ ରାଣୀ ଶାସନଦଣ୍ଡ…
ଲେଖା: ନିରଞ୍ଜନ ସାହୁ ୧୯୦୩ ମସିହାର ଡିସେମ୍ବର ମାସ ତିରିଶ ଓ ଏକତ୍ରିଶ ତାରିଖ । କଟକ ସହରର ଇଦଗାପଡ଼ିଆ ଲୋକାରଣ୍ୟ । କ୍ଷୁଦ୍ରତର ହୋଇ ଯାଇଥିବା ଓଡ଼ିଶା ଭୂଖଣ୍ଡର କୋଣ ଅନୁକୋଣରୁ ଆସିଥିବା ରାଜା, ଜମିଦାର, ପ୍ରତିନିଧି ମଣ୍ଡଳୀ, ସାହିତ୍ୟରଥୀ, ଜାତୀୟତାବାଦୀ ଓ ସାଧାରଣ ଲୋକେ ଗୋଟିଏ ସ୍ଥାନରେ ସମ୍ମିଳିତ । ସମସ୍ତ ଆୟୋଜନ…
ଲେଖା: ଦେଵ ତ୍ରିପାଠୀ ଉତ୍କଳୀୟମାନଙ୍କ ବୀରତ୍ୱର ମୂକସାକ୍ଷୀ ରଥିପୁର ଗଡ଼ । ଗଙ୍ଗ ଓ ଗଜପତି ରାଜତ୍ୱର ଗୌରବମୟ ଇତିହାସ ବିସ୍ମୃତି ଗର୍ଭରେ ଲୀନ ହୋଇଯାଇଥିଲେ ମଧ୍ୟ ଓଡ଼ିଶାର ବିଶାଳ ଭୂଖଣ୍ଡ ଏବେ ବି ଅନେକ ପୁରାତନ ଗଡ଼ ଓ କଟକମାନଙ୍କୁ ଧାରଣ କରି ପ୍ରାଚୀନ ଉତ୍କଳୀୟମାନଙ୍କ ବୀରତ୍ୱର ମୂକସାକ୍ଷୀ ରୂପେ ଦଣ୍ଡାୟମାନ । ଗଜପତି…
ଲେଖା: ଦେଵ ତ୍ରିପାଠୀ ଐତିହାସିକ ନଗର ଯାଜପୁରର ଅନତିଦୂରର ପବିତ୍ର ବୈତରଣୀ ନଦୀ । ନଦୀ ଅପରପାର୍ଶ୍ବରେ ସେଇ ଗୋହିରାଟିକିରି ଗାଁ’ଟି ସିନା ଓଡ଼ିଶା ମାନଚିତ୍ରରେ ଏକ ସାଧାରଣ ରାଜସ୍ୱ ଗ୍ରାମ ଭାବେ ପରିଚିତ, କିନ୍ତୁ ଏ ରାଇଜର ଐତିହାସିକଗଣ ସେ ଗ୍ରାମକୁ ଦେଇଛନ୍ତି ଏକ ଅତୂଲ୍ୟ ସ୍ଥାନ, ଓଡ଼ିଶା ଇତିହାସରେ ! ଯୋଡ଼ହସ୍ତରେ ପ୍ରଣାମ…
ଲେଖା: ଦେବ ତ୍ରିପାଠୀ ଏକଦା କଳିଙ୍ଗ ଥିଲା ରାଜା-ମହାରାଜାଙ୍କ ଗୌରବମଣ୍ଡିତ ଚାରୁକଳାର ରାଜ୍ୟ । ବିଶାଳ ଓ କୃଷ୍ଣକାୟ ହସ୍ତୀ ପାଇଁ ପ୍ରସିଦ୍ଧ ଏଇ ରାଜ୍ୟରେ ରାଜା ହସ୍ତୀପୃଷ୍ଠରେ ବସି ପାରିଧି କରିବା ଥିଲା ପରମ୍ପରା । କଳିଙ୍ଗର ଅରଣ୍ୟ ଥିଲା ବିଶାଳକାୟ ଦନ୍ତୀ (ମାଈ ଦନ୍ତାହାତୀ) ପାଇଁ ପ୍ରସିଦ୍ଧ । ଉତ୍କଳୀୟ ଧର୍ମ,…