Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ସୌରଭିତ ସୃଷ୍ଟି: ଜାତୀୟଗୌରବ କୁଳବୃଦ୍ଧ ମଧୁସୂଦନ ଦାସ କିଏ କହେ ତାଙ୍କୁ ଶତାବ୍ଦୀର ସୂର୍ଯ୍ୟ, କିଏ କହେ ଜାତିଐରାବତ, କିଏ କହେ ଉତ୍କଳଗୌରବ, କିଏ କହେ ଓଡ଼ିଶାର ମୁକୁଟବିହୀନ ସମ୍ରାଟ, କିଏ କହେ ଏ ଜାତି ଗାଲମାଧବ, କିଏ କେତେ କ’ଣ ଉପାଧି/ନାମରେ ନାମିତ କରାନ୍ତି ସେହି ଉତ୍କଳ ଖଣ୍ଡର ଅଗ୍ର ସାରଥୀଙ୍କୁ ! ତେବେ ଏ ଜାତିର ପ୍ରମୁଖ ଭାଷ୍ୟକାର ଆମର…
ଲେଖା: ଅମ୍ବିକା ପଟ୍ଟନାୟକ ~ ଦିଗପହଣ୍ଡିର ଡ୍ରଇଂମାଷ୍ଟ୍ରେ: ଡ. ଦିନନାଥ ପାଠୀ ~ ସେ ଥିଲେ ଏକାଧାରରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚିତ୍ରକର, ଲେଖକ, ଗବେଷକ, ଅଧ୍ୟାପକ, ସଂଗଠକ, ସମ୍ପାଦକ, କଳା ଐତିହାସିକ, ଅନୁଷ୍ଠାନ ନିର୍ମାତା, କବି ଏବଂ ସର୍ବୋପରି ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଏକ ନିଷ୍ଠାପର ଆତ୍ମା l ତଥାପି…
ଲେଖା: ଶିଶିର ସାହୁ ମନୋଜ ସଂଗ୍ରାମୀକଵି ଶ୍ରୀ ଉଦୟନାଥ ଷଡ଼ଙ୍ଗୀ ! ଓଡ଼ିଶାରେ ଏମିତି ଅନେକ କଵି ଲେଖକ ଓ ସ୍ଵାଧୀନତା ସଂଗ୍ରାମୀ ଜନ୍ମ ଲଭିଛନ୍ତି ଯାହାଙ୍କ ଵିଷୟରେ ଵର୍ତ୍ତମାନର ଯୁଵପିଢି଼ ଜାଣିଵା ତ ଦୂରେ ଥାଉ ତାଙ୍କ ନାମ ସୁଦ୍ଧା ଜାଣି ନଥାନ୍ତି । ଏକଵିଂଶ ଶତାବ୍ଦୀରେ ଓଡ଼ିଶାର ଯୁଵପିଢି଼ କ୍ରମଶଃ ହିନ୍ଦୀ ଓ…
ଲେଖା: ଅମ୍ବିକା ପଟ୍ଟନାୟକ ଅବିସ୍ମରଣୀୟ ବ୍ୟକ୍ତିତ୍ୱ : ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ! “ନାମରେ ପ୍ରୟାସ ନାହିଁ, ଅର୍ଥରେ ପିପାସା ନାହିଁ, ନିନ୍ଦାସ୍ତୁତି ପ୍ରତି ଭୃକ୍ଷେପ ନାହିଁ l ଅନନ୍ୟ ଚିତ୍ତରେ କେବଳ ସାହିତ୍ୟ ନିମନ୍ତେ ସାହିତ୍ୟର ଅନୁଶୀଳନ ନନ୍ଦ ମହାଶୟଙ୍କ ବ୍ରତ l ଏହି କବି ମୂଳଗ୍ରନ୍ଥର ଅନୁବାଦ କରିନାହାନ୍ତି କିମ୍ବା ଅବିକଳାନୁକରଣରେ ମଧ୍ୟ…
ଲେଖା: ଅମ୍ବିକା ପଟ୍ଟନାୟକ ~ ପ୍ୟାରୀମୋହନ ଆଚାର୍ଯ୍ୟ ~ “ରଥେ, ଯେଉଁ କାର୍ଯ୍ୟରେ ପ୍ରବୃତ୍ତ ହୋଇଅଛ, ସେଥିରେ ସାବଧାନ ପୂର୍ବକ କାର୍ଯ୍ୟ କରିବ l ସାକ୍ଷୀମାନେ ଯେମନ୍ତ ଯଥାର୍ଥ ବର୍ଣ୍ଣନା କରନ୍ତି, ସେଥିପ୍ରତି ଚେଷ୍ଟାର ତ୍ରୁଟି କରିବ ନାହିଁ l ସାକ୍ଷୀମାନେ ସତ କହିବେ କି ନାହିଁ ବଡ଼ ସନ୍ଦେହର ବିଷୟ l କମିଶନର ସାହେବଯେ…
ଲେଖା: ରୋହିତ କୁମାର ଓଡ଼ିଆ ଚଳଚ୍ଚିତ୍ରର ବିଶିଷ୍ଟ #ଗୀତିକାର ତଥା କବି ରସରାଜ ନାରାୟଣପ୍ରସାଦ ସିଂହ l ୧୯୬୦ରେ ରସରାଜ ନାରାୟଣପ୍ରସାଦ ସିଂହ ଆକାଶବାଣୀରେ ସ୍ବୀକୃତିପ୍ରାପ୍ତ ଗୀତିକାର ରୂପେ ପରିଚୟ ପାଇଥିଲେ l ଏହାପରେ ୧୯୬୨ରେ ସେ #ନୂଆବୋଉ ଚଳଚ୍ଚିତ୍ରର “ରଥ ଯା’ ଚାଲିଯା’, ଚକ ଗଡ଼ି ଯା ରେ” ଗୀତରୁ ଆରମ୍ଭ କରି #ଅମଡ଼ାବାଟ, #ଅଭିନେତ୍ରୀ,…
ଲେଖା: ନିରଞ୍ଜନ ସାହୁ ୧୯୨୪ ମସିହା ଏପ୍ରିଲ ମାସ ତିନି ତାରିଖ । କଟକ ଟାଉନହଲ୍’ରେ ପାଳିତ ହେଉଥାଏ ବ୍ରିଟିଶ ସରକାରଙ୍କ ନାରକୀୟ ହତ୍ୟାକାଣ୍ଡ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଦିବସ । ସଭାସ୍ଥଳ ଭରପୂର । ଗୋଟିଏ ନଅ ବର୍ଷର ବାଳକ ତା’ର ସାତ ବର୍ଷର ଭଉଣୀକୁ ସାଙ୍ଗରେ ଧରି ଆଗଧାଡିର ଶ୍ରୋତା । ବିଶିଷ୍ଟ ସ୍ବାଧିନତା…
ଲେଖା: ଦେଵ ତ୍ରିପାଠୀ ମହାନ ଦେଶପ୍ରେମୀ, ଖଲ୍ଲିକୋଟ ରାଜ୍ୟର ଭୂମିପୁତ୍ର ପ୍ରଜାବତ୍ସଳ ମହାଦାନୀ ମହାରାଜା ହରିହର ମର୍ଦ୍ଦରାଜ । #ସ୍ବତନ୍ତ୍ର #ଓଡ଼ିଶାପ୍ରଦେଶ #ଗଠନର #ବୀଜବପକ ତଥା #ଉତ୍କଳ #ସମ୍ମିଳନୀର #ଆଦ୍ୟପ୍ରବର୍ତ୍ତକ; ଓଡ଼ିଶା ସହିତ ଗଞ୍ଜାମ ଏବଂ ଅନ୍ୟାନ୍ୟ ଦକ୍ଷିଣାଞ୍ଚଳକୁ ମିଶାଇବା ନିମନ୍ତେ ସଂଗ୍ରାମର ଅବଧାରକ; ଗଞ୍ଜାମ ମାଟିରେ ତେଲୁଗୁ ଭାଷାଭାଷୀଙ୍କ ପ୍ରାଦୁର୍ଭାବରୁ ଓଡ଼ିଆ ଭାଷାର ସୁରକ୍ଷା…
ଲେଖା: ଅମ୍ବିକା ପଟ୍ଟନାୟକ ~ ଡ. ମନ୍ମଥ ନାଥ ଦାସ ~ “Long long ago there was a king named Kharavela . .” କେତେବେଳେ ସମ୍ମୁଖସ୍ଥ ଛାତ୍ରଛାତ୍ରୀ ବା କେତେବେଳେ ଝରକା ଫାଙ୍କ ଦେଇ ଦୂର ଦିଗବଳୟରେ ଦୃଷ୍ଟି ନିବଦ୍ଧ କରି ଛନ୍ଦମୟ ରୀତିରେ ଅଧ୍ୟାପକ ଜଣକ ଇତିହାସ ପଢ଼େଇ ଯାଉଛନ୍ତି,…
ଲେଖା: ଶିଶିର ସାହୁ ମନୋଜ ~ ବାଙ୍କୀରାଣୀ ଶୁକଦେଇଙ୍କ ବୀରତ୍ୱ ଗାଥା ~ ବହୁ ବର୍ଷ ତଳର କଥା . . ପୂର୍ବ ଓଡ଼ିଶାର ବାଙ୍କୀ ଓ ଖୋର୍ଦ୍ଧା ପରସ୍ପରର ପଡୋଶୀ ରାଜ୍ୟ । ସୀମାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବହୁକାଳରୁ ବିବାଦ ହେଉଥାଏ । ବାଙ୍କୀ ରାଜ୍ୟଟି ଖୋର୍ଦ୍ଧା ଅପେକ୍ଷା ଆକାରରେ ତଥା…