Physical Address
Sai Samarpanam, Satya Vihar, Bhubaneswar

ଲେଖା: ନିରଞ୍ଜନ ସାହୁ ~ ଐତିହାସିକ ପଣ୍ଡିତ କୃପାସିନ୍ଧୁ ମିଶ୍ର ~ ଇତିହାସ ଏକ ନିରବଚ୍ଛିନ୍ନ ଘଟଣା ପ୍ରବାହର ବର୍ଣ୍ଣନା । ଜାତି ପରେ ଜାତି, ବଂଶ ପରେ ବଂଶ ଓ ବ୍ୟକ୍ତି ପରେ ବ୍ୟକ୍ତିର କ୍ରମନ୍ଵୟତା ଓ ଘଟଣାର ଆବୃତ୍ତି, ପୁନରାବୃତ୍ତି ମଧ୍ୟରେ ସତ୍ୟ ଓ ପ୍ରାମାଣିକତା ହିଁ ଇତିହାସ । ଯୁଗ କ୍ରମରେ,…

ଲେଖା: ନିରଞ୍ଜନ ସାହୁ ~ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ~ ସମ୍ମାନୀୟା, ପୂଜ୍ୟା ମା’ ମୋର ! ଆପଣଙ୍କ ହାତରେ ନଥିଲା ବୀଣା, ପୁସ୍ତକ ନଥିଲା ଅପର ହସ୍ତରେ । ହେ ଭଗବତୀ ଭାରତୀ ! କୌଣସି ମଣ୍ଡପରେ ସ୍ଥାନିତ ହୋଇ ନା ପାଇଥିଲେ ଆପଣ ପୂଜାର୍ଚ୍ଚନା, ନା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାର୍ଷିକ…

ଲେଖା: ନିରଞ୍ଜନ ସାହୁ ~ ଅଭିମନ୍ୟୁ ସାମନ୍ତସିଂହାର ~ ଓଡ଼ିଆ ସାହିତ୍ୟରେ ରୀତି ଯୁଗର ଅଳଙ୍କାରିକ କବିମାନଙ୍କ ମଧ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ସ୍ଵୀକୃତ ଅଭିମନ୍ୟୁ ସାମନ୍ତସିଂହାର । ଭାରତୀୟ ସାହିତ୍ୟର ବିଶିଷ୍ଟ ସାହିତ୍ୟିକ ସମାଲୋଚକ ଡ. ବି.ସି.ମଜୁମଦାରଙ୍କ ମୂଲ୍ୟାଙ୍କନ ଥିଲା ଏହିପରି – “In the matters of rhetorical composition he excels…

ଲେଖା: ଅଂଶୁମାନ ମହାରଣା ~ ସାମ୍ପ୍ରଦାୟିକ ପନ୍ଥବାଦୀ ଚେତନା ଓ ଉତ୍କଳଗୌରବ ମଧୁସୂଦନ ଦାସ ~ ଓଡ଼ିଆ ଜାତୀୟତାବାଦର ଭୀଷ୍ମ ପିତାମହ ଭାବରେ ପରିଚିତ ଶ୍ରଦ୍ଧେୟ ମଧୁବାବୁ ଖଣ୍ଡବିଖଣ୍ଡିତ ଉତ୍କଳ ଜନନୀକୁ ଏକତ୍ର କରାଇବା ଲାଗି ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ, ସେଇ ସଂଗ୍ରାମ କାରଣରୁ ଜୀବିତ ଅଛି ଓଡ଼ିଆ ବିଶେଷଧାରୀ ଜାତି । ଅସ୍ତିତ୍ୱ…

ଲେଖା: ଅମ୍ବିକା ପଟ୍ଟନାୟକ ~ ମାଟିର ମହାକବି ଆଦିକବି ଶୁଦ୍ରମୁନି ସାରଳା ଦାସ ~ ୧. ଦୁର୍ଗତିନାଶିନୀ ମା’ ଦୁର୍ଗା ମହିଷାସୁର ସହ ଯୁଦ୍ଧରେ ବ୍ୟାପ୍ରୁତା l ଭୟଙ୍କର ସମର ଚାଲିଛି l ଦେବୀଙ୍କ ସମସ୍ତ କଳ କୌଶଳ ବ୍ୟର୍ଥ l ମହିଷାସୁର ତଥାପି ଅପରାଜିତ l ଦେବୀ ଦୁର୍ଗା ଉପାୟ ଚିନ୍ତା କରୁଛନ୍ତି l…

ଲେଖା: ନିରଞ୍ଜନ ସାହୁ ~ ଭଗବତୀ ଚରଣ ପାଣିଗ୍ରାହୀ ~ ୧୯୧୭ ମସିହା ପରେ ପରେ ଅର୍ଥାତ୍ ସୋଭିଏତ ଋଷର ଅକ୍ଟୋବର ବିପ୍ଳବର ପୃଷ୍ଠଭୂମି ଉପରେ ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟର ସୂତ୍ରପାତ ହୁଏ ସମଗ୍ର ବିଶ୍ଵରେ । ବିଶ୍ୱବାସୀଙ୍କ ମନରେ ସୃଷ୍ଟି କରାଏ ନୂତନ ପ୍ରତ୍ୟୟ, ଆଶା ଓ ଆଶ୍ଵାସନା । ମୁକ୍ତି, ସ୍ଵାଧୀନତା ଓ…

ଲେଖା: ଅମ୍ବିକା ପଟ୍ଟନାୟକ ~ ଶ୍ରୀ ବ୍ରହ୍ମାନନ୍ଦ ପଣ୍ଡା :ଅନାଲୋଚିତ ଗାଳ୍ପିକ/ରାଜନୀତିଜ୍ଞ ~ ଜ୍ୟୋତ୍ସ୍ନା ବିଧୌତ ଗଭୀର ଶାରଦୀୟ ରଜନୀ l ଅଭେଦ୍ୟ ଗୁରୁ ନିସ୍ତବ୍ଧତା l ସବିରାମ ମନ୍ଦ ସମୀରଣରେ ନିଶି ପୁଷ୍ପର ଆକୁଳ ପରିମଳ l ରାଜ ପ୍ରାସାଦ ସଂଲଗ୍ନ ପ୍ରମୋଦ ଉଦ୍ୟାନ l ପାରିଧିକ୍ଲାନ୍ତ ମହାରାଜା ଆରାମଦାୟକ ଏକ ବେତ୍ରାସନରେ ବିଜେ କରିଚନ୍ତି l…

ଲେଖା: ଦେଵ ତ୍ରିପାଠୀ ~ ଜାତୀୟକବି ବୀରକିଶୋର ଦାସ ~ ୧୯୨୧ ମସିହା । #କଟକ । ଲୋକଙ୍କ ମନରୁ ଲିଭିନି #ଜାଲିଆନାୱାଲାବାଗ ର ଅନିର୍ବଚନୀୟ କରାଳ ଯଜ୍ଞର ଦୃଶ୍ୟ ! କଟକଠାରୁ କେତେ ହଜାର କିଲୋମିଟର ଦୂରର ସେଇ ହୃଦୟଥରା ଦୃଶ୍ୟରେ ଓଡ଼ିଆଙ୍କ ହୃଦୟ ମଧ୍ୟ ହୋଇଥିଲା ବହୁଧା ବିଦୀର୍ଣ୍ଣ ! ସେଭଳି ସନ୍ଧିକ୍ଷଣରେ…

ଲେଖା: ଦେବରଞ୍ଜନ ସାମଲ ~ ଆଉ ଥରେ ଆସ ଓଡ଼ିଶାଭୂଇଁ ~ ହେ କବିବର ଆଉ ଥରେ ଆସ ଓଡ଼ିଶାଭୂଇଁ ତୁମ ମାତୃଭାଷା ହଜି ଗଲାଣି . . କବିବର ଆଉ ଥରେ ଆସ ଓଡ଼ିଶା ଭୂଇଁ।। ପରାଧୀନ ବେଳେ ଓଡ଼ିଆ ଭାଷା ବୋଲୁଥିଲେ ତୁମ ଓଡ଼ିଶା ବାସୀ . . ସ୍ବାଧୀନତା ପାଇ ନିଜ…

ଲେଖା: ଅମ୍ବିକା ପଟ୍ଟନାୟକ ~ ସାହିତ୍ୟିକ ଚନ୍ଦ୍ରଶେଖର ରଥ ~ “ନୀଳକଣ୍ଠ ତ୍ରିପାଠୀ ୟାପ ପଣ୍ଡିତ ! ମାତ୍ର କି ପଣ୍ଡିତ ସେ ? ସେଇଟା କଣ ଜାଣେ ?… କାହାକୁ ଭଲା ଜଣା ଅଛି?.. ଏ ପରା ଚକ୍ରକୂଟ ମାୟା l ପଣ୍ଡିତ ଅପଣ୍ଡିତ ସମସ୍ତେ ଅଠାକାଠି ର ଶୁଆ l ଅଳ୍ପ ବହୁତ ସମସ୍ତେ…