Physical Address
Sai Samarpanam, Satya Vihar, Bhubaneswar

ଲେଖା: ନିରଞ୍ଜନ ସାହୁ ରାଧାନାଥ ଥିଲେ ତାଙ୍କ ସମୟର ଜଣେ ନିର୍ମାଣ ପୁରୁଷ । ସାହିତ୍ୟ ସର୍ଜନା ଜରିଆରେ ଓଡ଼ିଶାର ଏକ ପ୍ରାଦେଶିକ ତଥା ସାଂସ୍କୃତିକ ପରିଚୟ ଗଠନ କରିଥିଲେ ନୂତନ ସଂସ୍କାର, ନୂତନ ଚେତନା, ଜାତୀୟ ଇତିହାସ ସୃଷ୍ଟି କରି । ରୀତି ଯୁଗୀୟ କବିଗଣ ଏପରି ପରିଯୋଜନାର ସ୍ଵପ୍ନ ଦେଖି ନଥିଲେ ମଧ୍ୟ…

ଲେଖା: ବନ୍ଧନ ଦଳେଇ ୧୮୮୭ ଖ୍ରୀଷ୍ଟାବ୍ଦ, ଶନିବାର, ଶ୍ରାବଣ ଏକାଦଶୀ ଦିନ, କଟକ ଜିଲ୍ଲା ପାଟକୁରା ଥାନାର ନାଗଣପୁର ଗ୍ରାମରେ ଏକ ସଂମ୍ଭ୍ରାନ୍ତ ପରିବାରରେ ଡ଼ଃ ଆର୍ତ୍ତବଲ୍ଲଭ ମହାନ୍ତିଙ୍କର ଜନ୍ମ। ପିତାଙ୍କ ନାମ ଶ୍ରୀ ବାନାମ୍ବର ମହାନ୍ତି। ସେ ପିତାଙ୍କର ଏକମାତ୍ର ସନ୍ତାନ ଥିଲେ। ମିଶନ ସ୍କୁଲରୁ ୧୯୦୮ସାଲରେ ମାଟ୍ରିକ୍ୟୁଲେସନ୍ ପାସକରିଥିଲେ। ତାହା ପରେ ସେ…

ଲେଖା: ଅଂଶୁମାନ ମହାରଣା ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କ ସମୟରେ ଭାରତମଣି ଗୋପବନ୍ଧୁ ଦାସ ଥିଲେ ମୟୂରଭଞ୍ଜ ଗଡ଼ଜାତ ରାଜ୍ଯର ଷ୍ଟେଟ ଓକିଲ। ତତସହିତ ବାରିପଦା ମ୍ଯୁନିସପାଲଟିର ଭାଇସ-ଚେୟାରମ୍ଯାନ ପଦରେ ଅବସ୍ଥାପିତ ଥାନ୍ତି। ୧୯୦୯ରୁ ୧୯୧୨ ପର୍ଯ୍ୟନ୍ତ ମୟୂରଭଞ୍ଜରେ ଅବସ୍ଥାପନ କରୁଥିବା ସମୟରେ ଦାସେଆପଣେଙ୍କ ମୟୂରଭଞ୍ଜ ପ୍ରତି ଥିବା ପ୍ରଶାସନିକ ଓ ସାମାଜିକ ଅବଦାନ ବେଶ…

ଲେଖା: ଦେଵ ତ୍ରିପାଠୀ ନିଘଞ୍ଚ ମାଳାଞ୍ଚଳ, ଆକାଶର ନୀଳ ଓ ଅରଣ୍ୟର ଚୂଳ ସେଠି ମିତ ବସିଛନ୍ତି । ଆଉ କିଛି ବାଟ ପରେ ଏକାଠି ହୋଇଛନ୍ତି ଓଡ଼ିଶା ଓ ଛତିଶଗଡ଼ର ସୀମା । ଦିନେ ପାହାଡିଆ ନଈର ଛନ୍ଦ, ଦିଗନ୍ତବ୍ୟାପୀ ଧାନକ୍ଷେତର ସବୁଜମାୟା, ବିହଗକାକଳି ଏବଂ ସର୍ବୋପରି ସରଳ ମଣିଷଙ୍କ ଶ୍ରଦ୍ଧାମୟ କୋଳାହଳରେ ସେ…

ଲେଖା: ଶିବାଶିଷ ମହାପାତ୍ର “ତୁମେ କେତେଜଣ ଜୀବନକୁ ପାଣି ଛଡାଇ ନଦେଲେ ଚଳିବ କି ? ଦଧିଚିର ହାଡ଼ ଉଜାଡ଼ି ନ ଦେଲେ ଏ ଜାତିର ଭାଗ୍ୟ ଫେରିବ କି ?” ଆଜ୍ଞା ହଁ, ଏଇଟା ଏକ ପ୍ରଶ୍ନ ନୁହଁ ବରଂ ଏକ ଜାତୀୟତାବାଦୀ କବିତାର ଅଂଶ ବିଶେଷ । ଏହି କବିତା ଲେଖିଥିବା କବିଙ୍କୁ…

ଗବେଷଣା ଓ ଲେଖା: ସନ୍ତୋଷ ପଟ୍ଟନାୟକ କବିସମ୍ରାଟ ଉପେନ୍ଦ୍ରଭଞ୍ଜ । ଷୋଡ଼ଶ ଶତାବ୍ଦୀରେ ପୁରାତନ ରାଜଶାସିତ ଘୁମୁସୁରର କୁଲାଡ଼ଠାରେ ଜନ୍ମିତ ରୀତିଯୁଗର ଜଣେ ଓଡ଼ିଆ କବି । ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବିସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି । ଓଡ଼ିଆ ସାହିତ୍ୟରେ ଥିବା ଅସଂଖ୍ୟ କବିଙ୍କ ମଧ୍ୟରେ ସେ ଅସାଧାରଣ ପ୍ରସିଦ୍ଧି…

ଲେଖା: ଦେଵ ତ୍ରିପାଠୀ “ମୁଁ ଚାହେଁ ଓଡ଼ିଆ ଜାତି ନ ହେଉ ନିଊନ ବୃଦ୍ଧି ହେଉ ପ୍ରାଚୀନ କୀରତି ଶତଗୁଣ“ ଓଡ଼ିଆ ଅସ୍ମିତାଠାରୁ ଆରମ୍ଭ କରି ମହାଭାରତୀୟ ଜାତିୟତା ପର୍ଯ୍ୟନ୍ତ ସବୁ ଥିଲା ତାଙ୍କ ପ୍ରାଣର ଧ୍ୟେୟ । ପଦ୍ୟାତ୍ମକ ‘ଭାରତ ଚରିତାମୃତ’ ଓ ଗଦ୍ୟାତ୍ମକ ‘ପ୍ରାଚୀନ ଉତ୍କଳ’ ତାହାର ପ୍ରମାଣ । ଭାଷା ପ୍ରାଞ୍ଜଳ…
ଲେଖା: ଦେଵ ତ୍ରିପାଠୀ ଆମ ରାଜ୍ୟ ଓଡ଼ିଶାର ସ୍ବତନ୍ତ୍ରତା କିମ୍ବା ଆମ ଦେଶର ସ୍ବାଧୀନତା ପାଇଁ ଅତୀତରେ କେତେ କେତେ ଆନ୍ଦୋଳନ ନ ହୋଇଛି, ମାତ୍ର କାଳକ୍ରମେ ସେ ସଂଗ୍ରାମୀ ମାନେ ଆଜି ଵିସ୍ମୃତ ! ସେମାନଙ୍କ ତ୍ୟାଗ, ତିତୀକ୍ଷା ତଥା କଷ୍ଟସାଧ୍ୟ ଆନ୍ଦୋଳନ ସମ୍ବନ୍ଧରେ ଆଜିର ଯୁଵପିଢି ଅଜ୍ଞ ! କାରଣ ସେସବୁ ସଂଗ୍ରାମ…

ଲେଖା: ନିରଞ୍ଜନ ସାହୁ ବିଂଶ ଶତାବ୍ଦୀର ସଂଗ୍ରାମ ଥିଲା ସ୍ଵତନ୍ତ୍ର, ମଣିଷର ଅପହୃତ ଜନ୍ମଗତ ସ୍ଵାଧୀନତା ହାସଲ ପାଇଁ । ସତ୍ୟ, ଅହିଂସା, ଅସହଯୋଗ ପନ୍ଥାରେ ବିଦେଶୀ ଶାସନ ହାତରୁ ହଜିଯାଇଥିବା ସ୍ଵାଧୀନତା ଛଡ଼ାଇ ଆଣିବା ପାଇଁ ସଂଗ୍ରାମର କ୍ଷେତ୍ର ଥିଲା ଦିଲ୍ଲୀ ଠାରୁ ପଲ୍ଲୀ ଯାଏଁ। ସମଗ୍ର ଦେଶର ଛୋଟ ବଡ଼ ଜନପଦ ବମ୍ବେ,…

ଲେଖା: ନିରଞ୍ଜନ ସାହୁ ମାତ୍ର କୋଡିଏ ବର୍ଷ ବୟସରେ ବ୍ରିଟିଶ ସରକାରଙ୍କ ସିଭିଲିଆନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ, ୧୮୫୮ ମସିହାରେ ଭାରତକୁ ପ୍ରଶାସକ ହୋଇ ଆସିଲେ ଜଣେ ଇଂରେଜ ଯୁବକ। ମେଧାବୀ ତଥା ସଂସ୍କୃତି ସମ୍ପନ୍ନ ଯୁବକଟିଏ। ଚାକିରୀର ଆଦ୍ୟକାଳ ପ୍ରଥମ ଦଶବର୍ଷ ମଧ୍ୟରେ କଲିକତା, ପଞ୍ଜାବ, ଗୁଜରାଟ, ଅମ୍ବାଲା, ଲୁଧିଆନା, ଶାହାବାଦ, ପୂର୍ଣ୍ଣିଆ ଓ…