Physical Address
Sai Samarpanam, Satya Vihar, Bhubaneswar
ଲେଖା: ଶିଶିର ସାହୁ ମନୋଜ ଓଡ଼ିଶାର କେତେକ ଅଞ୍ଚଳରେ ladle spoon ବା ଡଙ୍କି କୁ ଅଞ୍ଚଳ ଭେଦରେ ଭିନ୍ନ ଭିନ୍ନ ନାମରେ ଜଣାଯାଏ । ବାଲେଶ୍ବରରେ ଡଙ୍କିକୁ କୁହନ୍ତି କୁଡ଼ୁକା । ଏହା ମାନକ କୁଡି଼କା = ଗିନା ଶବ୍ଦ ସହ ସମଧୃତ ହୋଇଥାଇପାରେ । ଓଡ଼ିଶାର ଵିଚ୍ଛିନ୍ନାଞ୍ଚଳ ଵସ୍ତରରେ ଡଙ୍କିକୁ ଚେଟୁ କୁହାଯାଏ…
ଲେଖା: ଶିଶିର ସାହୁ ମନୋଜ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ବିଂଶ ଶତାବ୍ଦୀରେ ସଂକଳିତ ହୋଇଥିବା ଏକ ଵିଶାଳ ଶବ୍ଦଭିତ୍ତିକ ଜ୍ଞାନକୋଷ । ଏହି ଭାଷାକୋଷରୁ ତତକାଳୀନ ସମୟର ଅନେକ କଥା ଵିଷୟରେ ତଥ୍ୟ ମିଳିଯାଇଥାଏ । ଆଜକୁ ୧୦୦ ଵର୍ଷ ତଳେ ନଥିବା ଅନେକ ଚଳଣି ଏବଂ ୧୦୦ ଵର୍ଷ ପୂର୍ଵର ଵିସ୍ମୃତ ଚଳଣି ଵିଷୟରେ ତର୍ଜମା…
ଲେଖା: ଶିଶିର ସାହୁ ମନୋଜ ଭୁଜଙ୍ଗ ଶବ୍ଦକୁ ନେଇ ଵିଭିନ୍ନ ଜାତୀୟ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଭ୍ରମ ଧାରଣା ପ୍ରଚଳିତ । ହିନ୍ଦୀଭାଷୀ ତାଙ୍କ ଭାଷା ଅନୁସାରେ ଏ ଶବ୍ଦର ଵ୍ଯାଖ୍ଯା କରନ୍ତି, ଯଥା: ଭୂ=ଭୂମିରେ ଜ=ଯଃ ଵା ଯେ; ହିନ୍ଦୀଭାଷୀ ଯେହେତୁ ‘ଜୋ’ କୁହନ୍ତି ଗ=ଗମନ କରିଵା ଅର୍ଥାତ୍ “ ଭୂମିରେ ଯେ…
ଲେଖା: ଶିଶିର ସାହୁ ମନୋଜ କାଞ୍ଜି ସମସ୍ତ ଏସିଆରେ ଲୋକପ୍ରିୟ ହୋଇଥିବା ଏକ ଖାଦ୍ୟଦ୍ରବ୍ୟ । ଏହା ପଖାଳ ଵା ଅନ୍ନର ଵାସିତୋରାଣିରୁ ତିଆରି କରାଯାଇଥାଏ । ବହୁତ ସମ୍ଭବ ଏ ଶବ୍ଦଟି ଦକ୍ଷିଣ ଭାରତୀୟ କିମ୍ବା ପୂର୍ଵଭାରତୀୟ ଦ୍ରାଵିଡ ଭାଷା ପରିଵାରର ଶବ୍ଦ । ଦ୍ରାଵିଡ ଭାଷାପରିବାରର ସବୁଠାରୁ ଶକ୍ତିଶାଳୀ ଭାଷା ତାମିଳରେ କାଞ୍ଜିର…
ଲେଖା: ଶିଶିର ସାହୁ ମନୋଜ ସମାଜରେ ଏମିତି ବହୁତ ଲୋକ ଅଛନ୍ତି ଯୋଉମାନଙ୍କ କାମ କମ୍ ଖଥା ବେଶୀ ! ଯେତେବେଳେ କାମ କମ୍ ହୋଇଯାଏ ସେତେବେଳେ ସ୍ଵକୃତ୍ୟ ଛୋଟ କାର୍ଯ୍ୟକୁ ବଡ଼ କରି ଦେଖେଇବା ତଥା ତହିଁରୁ ମାନସିକ ଶାନ୍ତି ପାଇବା ହେତୁରୁ ବହୁତ ଶ୍ରମ କରିବାକୁ ଯାଇ କେତେ ଯେ ସତ ମିଛ…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ ଏମିତି ଅନେକ ଶବ୍ଦ ରହିଛି ଯାହା ଅନ୍ଯ ଭାରତୀୟ ଭାଷାରେ ଦୃଷ୍ଟିଗୋଚର ହୁଏନାହିଁ । ଏହି ଶ୍ରେଣୀୟ ଏକ ଶବ୍ଦ ହେଉଛି ‛ପଝାରି’ । ଏ ଶବ୍ଦର ମୂଳକୁ ନେଇ ନାନା ମତ ରହିଛି । ତନ୍ମଧ୍ୟରୁ କେତୋଟିର ଏଠାରେ ଆଲୋଚନା କରାଯାଉ, ■…
ଲେଖା: ଶିଶିର ସାହୁ ମନୋଜ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶାସ୍ତ୍ରୀୟ ଶବ୍ଦଟି ଏକ ସଂସ୍କୃତ ଵିଶେଷଣ ବୋଲି ଉଲ୍ଲେଖ ଅଛି ଯାହାର ଅର୍ଥ ‘ଶାସ୍ତ୍ର ସମ୍ବନ୍ଧୀ’ କୁହାଯାଇଛି । ‘ଶାସ୍ତ୍ର’ ଶବ୍ଦରେ ‘ଈୟ’ ପ୍ରତ୍ୟୟ ଲଗେଇ ଶବ୍ଦଟି ଗଢ଼ାଯାଇଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶାସ୍ତ୍ର ଶବ୍ଦର ନିମ୍ନୋକ୍ତ ଅର୍ଥ ଲେଖାଅଛି: ୧. (ଶାସ୍ ଧାତୁ=ଶାସନ କରିବା+କରଣ ତ୍ର)—ବେଦ…
ସୌରଭିତ ସୃଷ୍ଟି: ବ୍ୟାସକବି ସରସ୍ବତୀ ଫକୀରମୋହନ ମୋ ଜୀଵନ ସାର ଧନ ଜନନୀ ଉତ୍କଳ ଭାଷା । ଆସ ଗୋ ମା ! କରେ ପୂଜା ପୂର୍ଣ୍ଣ ହେଉ ପ୍ରାଣ ଆଶା । ଭକ୍ତି,ଶ୍ରଦ୍ଧା,ସ୍ନେହ,ମାୟା,ହୃଦୟ ସ୍ୱର୍ଗୀୟ ଧନ, ଜନନି ଗୋ ! କୃପା କରି କରୁ ତୁହି ଵିତରଣ । ଜ୍ଞାନ, ଵିଦ୍ଯା, ସୁଖ, ଭାଗ୍ଯ,…
ଲେଖା: ଶିଶିର ସାହୁ ମନୋଜ ଆଏ ଶବ୍ଦଟି ଓଡ଼ିଆ ଭାଷାର ଵିଭିନ୍ନ କଥିତ ଶୈଳୀରେ ଭିନ୍ନ ଭିନ୍ନ ଅର୍ଥରେ ପ୍ରୟୋଗ ହୋଇଥାଏ । ଏକ ଦେଶଜ ଵିଶେଷ୍ଯ ଭାଵେ ଆଏ ଶବ୍ଦଟି ଆୟ, ଅର୍ଜନ ଓ ଅଳଙ୍କାର ଅର୍ଥରେ ପ୍ରୟୋଗ ହୁଏ । ସେଇଭଳି ଭତ୍ରୀ ଓଡ଼ିଆରେ ଏ ଶବ୍ଦଟି ଅଛି (is) ଶବ୍ଦର ଵିଳଳ୍ପ…
ସୌରଭିତ ସୃଷ୍ଟି: ଡ. ମାୟାଧର ମାନସିଂହ ବନ୍ଦେ ଉତ୍କଳ ଜନନୀ ଶ୍ୟାମ-ଶିଖରୀ-ଶିରା ସିନ୍ଧୁ ବିଧୌତା ପଵନ-ନଦ-ନଦୀ-ତରଙ୍ଗ-ଧୌତା ଶଵଳିତ ସୁନ୍ଦର ଧରଣୀ ବନ୍ଦେ ଉତ୍କଳ ଜନନୀ ।୧। ମନ୍ଦିରମୟୀ ତଵ କପୋଳ ତଳେ, କେତେ ଶହ ଵର୍ଷ ର କାହାଣୀ ଝଳେ, ଯେତେ ଇତିହାସ ଗତ ନୟନ ତଳେ, ନାହିଁଛି ଜଗତେ ତା’ର ସ୍ମରଣୀ, ବନ୍ଦେ ଉତ୍କଳ…