Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ ଗୋଟିଏ ଶବ୍ଦର ଅନେକ ରୂପ ଦେଖାଯାଏ । ଆମ କଳିଙ୍ଗ ଦେଶରେ ଵିଭିନ୍ନ ଅଞ୍ଚଳର ଶବ୍ଦଗୁଡ଼ିକର ମାନକିକରଣରୁ ମାନକ ଓଡ଼ିଆ ଭାଷା ପ୍ରତିଷ୍ଠିତ ହୋଇଅଛି ଏଵଂ ଏହାର ସୁନ୍ଦର ଉଦାହରଣ ହେଉଛି ପ୍ରଶ୍ନଵାଚକ କ’ଣ ଓ ତତ୍ ସମ୍ବନ୍ଧୀୟ ଅଵ୍ୟୟ ସମୂହ । ଓଡ଼ିଆ ଭାଷାରେ Whatର…
ସୌରଭିତ ସୃଷ୍ଟି: ଭାରତମଣି ଗୋପବନ୍ଧୁ ଦାସ ପଣ୍ଡିତ ଗୋପବନ୍ଧୁଙ୍କ ରଚିତ ଏହି ‘ଉଦବୋଧନୀ’ କଵିତାଟି ୧୯୦୩ରେ ପ୍ରକାଶିତ ଶ୍ରୀନୀଳମଣି ଵିଦ୍ଯାରତ୍ନଙ୍କ ଦ୍ଵାରା ସଙ୍କଳିତ “ଜାତୀୟ ସଙ୍ଗୀତ” ପୁସ୍ତକରେ ସ୍ଥାନ ପାଇଥିଲା । ଏହି ପୁସ୍ତକରେ ଉତ୍କଳମଣିଙ୍କର ଦୁଇଗୋଟି ଜାତୀୟ ସଙ୍ଗୀତ ମଧ୍ୟରେ ଏହା ଥିଲା ଅନ୍ଯତମ। ~ ଉଦବୋଧନୀ ~ ହେଲଣି ତ ଏତେ ସରି…
ସୌରଭିତ ସୃଷ୍ଟି: ପଣ୍ଡିତ ଗୋଦାବରୀଶ ମିଶ୍ର ପଣ୍ଡିତ ଶ୍ରୀ ଗୋଦାବରୀଶ ମିଶ୍ର, ସତ୍ୟଵାଦୀ ଵନଵିଦ୍ୟାଳୟର ଶିକ୍ଷକ ଥିଵା ସମୟରେ ଦୂର ଅଧିଵାସୀ ଏକ ଛାତ୍ରର ଅକାଳ ଵିୟୋଗରେ ଏହି କଵିତା ‘ଭାଇ’ ଲେଖାଯାଇଥିଲା । ମରଣେ ମୁଦି ସେ ନୟନଯୁଗଳ ଅନ୍ତିମ ତଳପେ ଶୋଇଛି ଭାଇ ସୋଦର ଵନିତା ତନୟ ସେନେହ ପରାଣୁ ନିଠୁରେ ଵିସୋରିଦେଇ…
ଲେଖା: ଅମ୍ବିକା ପଟ୍ଟନାୟକ ଆମ ମାତୃଭାଷା ଓଡ଼ିଆ ଭାରତର ଷଷ୍ଠ ଶାସ୍ତ୍ରୀୟ ଭାଷା l ପାଲି ପ୍ରାକୃତ ସୌରସେନୀ ମାଗଧୀ ଦେଇ ସଂସ୍କୃତ ଭାଷା ଅନୁଗାମିନୀ l ଅଶୋକ ଖାରବେଳଙ୍କ ଶିଳାଲିପି ଠାରୁ ଆରମ୍ଭ କରି ଚର୍ଯାପଦ ସାରଳା ଦାସ, ପଞ୍ଚସଖା, ଦୀନକୃଷ୍ଣ, ଉପେନ୍ଦ୍ର ଭଞ୍ଜ, ରାଧାନାଥଙ୍କ ଠାରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଦୀର୍ଘଯାତ୍ରା l…
ସୃଷ୍ଟି: ଜ୍ଞାନେନ୍ଦ୍ର କୁମାର ପଣ୍ଡା ବ୍ୟାସକବି ଫକୀରମୋହନଙ୍କ ଉପରେ ଆମ ସମୟର ଯୁବକବି ଜ୍ଞାନେନ୍ଦ୍ରଙ୍କର ଏକ ଅନନ୍ୟ ପ୍ରତିବେଦନ ଏଇ କବିତା ‘ଜଣେ ଈଶ୍ବରଙ୍କ ଜନ୍ମ ହେବାର ବେଳ’ ! ~ ଜଣେ ଈଶ୍ବରଙ୍କ ଜନ୍ମ ହେବାର ବେଳ ~ କେହି ଯଦି ସତରେ ବଞ୍ଚିଛ ତେବେ ଥରେ ଆସ ଦେଖିବ ସ୍ପଷ୍ଟ ଦିବାଲୋକର ଆକାଶ…
ସୌରଭିତ ସୃଷ୍ଟି: ଗୋଦାବରୀଶ ମହାପାତ୍ର ଜନ୍ମଭୂମି ସତତ କୀର୍ତ୍ତିଶାଳିନୀ ପୂତବିଭା ଧାରିଣୀ । ଜନ୍ମଭୂମିର ଗୁରୁଗାନରେ ଅବହିତ ଜାତୀୟ ସ୍ଵାତନ୍ତ୍ର୍ୟ ହିଁ ଆମ ମଧ୍ୟରେ ଜାତିର ମହାମନ୍ତ୍ର ଦିଏ । ଶସ୍ୟଳ ଏ ଦେଶମାତୃକା ଆଜି କେଉଁ ଏକ ବିତୃଷ୍ଣାର ସିନା ବିଜଡିତ, ହେଲେ ମଧ୍ୟ ଆମେ କହୁ କୌଣସି ଉଦବୁଦ୍ଧ ଜାତି ଉଦାସୀନ ନୁହେଁ…
ସୌରଭିତ ସୃଷ୍ଟି: ବୈକୁଣ୍ଠନାଥ ପଟ୍ଟନାୟକ ସବୁଜଯୁଗର ଅନ୍ୟତମ କୃଚ୍ଛ୍ର ସାଧକ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଏକ କବିତା ଉପସ୍ଥାପନା ସହିତ ଅନେକ ସହୃଦୟ ପ୍ରଣିପାତ। ~ ନିଶବଦ ଶାରଦ ପ୍ରାତେ ~ ନିଶବଦ ଶାରଦ ପ୍ରାତେ ଅତିଥି କେ ଗଲାରେ ଗାଇ। ରଖି ତୋର ଅନଳ ଖେଳା ଫେରି ଥରେ ଚାହିଁଲୁ ନାହିଁ ଅତିଥି କେ ଗଲାରେ ଗାଇ।…
ସୌରଭିତ ସୃଷ୍ଟି: ବୈକୁଣ୍ଠନାଥ ପଟ୍ଟନାୟକ ସବୁଜଯୁଗର ଅନ୍ୟତମ କୃଚ୍ଛ୍ର ସାଧକ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ‘ବିରହିଣୀ’ କବିତା ଉପସ୍ଥାପନା ସହିତ ଅନେକ ସହୃଦୟ ପ୍ରଣିପାତ। ~ ବିରହିଣୀ ~ ବରଷା ଆଜି ନଭେ ବ୍ୟଥିତ ହିଆ ସମ ପରାଣେ ମମ ଆହା ବାଧିଲା ପଉଷେ ଏ ପବନ ଅବଶ ଦେହ ମନ ସହିତେ ସେ କି ବାଦ…
ଲେଖା: ନିରଞ୍ଜନ ସାହୁ ପ୍ରସ୍ଫୁଟିତ ହେଲେ ବଣମଲ୍ଲୀ ଭାବେ । ବାସ ଚହଟାଇଲେ ଏବଂ ଝଡି଼ଗଲେ କବି ଶରଣ ଦାସ ! ଋତୁରାଜ ବସନ୍ତଙ୍କ ଆଗମନ । ଶ୍ରୀମନ୍ଦିରରୁ ପ୍ରଭୁ ମଦନଗୋପାଳ ଫାଲଗୁନ ଶୁକ୍ଲ ଏକାଦଶୀ ରାତ୍ରିରେ ଫଗୁ ଖେଳିବା ପାଇଁ ବାହାରିଛନ୍ତି, ଚାଚେରୀ ଭ୍ରମଣରେ । ପୃଥିବୀ ବୈକୁଣ୍ଠରେ ଆରମ୍ଭ ହୋଇଯାଇଛି ଶ୍ରୀକୃଷ୍ଣ ରୂପରେ…
ସୌରଭିତ ସୃଷ୍ଟି: ଛନ୍ଦକବି ରାଧାମୋହନ ଗଡ଼ନାୟକ ଆମ୍ଭେମାନେ ଉଚ୍ଚ ଵିଦ୍ୟାଳୟରେ ପଢି଼ଲାଵେଳେ ଛନ୍ଦକଵି ରାଧାମୋହନ ଗଡ଼ନାୟକଙ୍କ “ମାଟି” କଵିତାଟି ସାହିତ୍ୟ ବହିରେ ପଢା଼ଯାଉଥିଲା । ଆମ ଅନଗୁଳ ମାଟିର ସେହି କଵିଙ୍କର ଏକ ଲୋକପ୍ରିୟ କଵିତା . . ~ ମୁଁ କି କେବେ ଦୀନହୀନ ? ~ (୧) ଯେ ଦେଶର ପ୍ରଭୁ…