Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ସୌରଭିତ ସୃଷ୍ଟି: ବ୍ରଜସୁନ୍ଦର ଦାସ ମୁକୁର, ଓଡ଼ିଆଭାଷାରେ ପ୍ରକାଶିତ ଆଦ୍ୟ ସାହିତ୍ୟ ପତ୍ରିକା ମଧ୍ୟରେ ଅନ୍ୟତମ । ଏହା ଏକ ମାସିକ ପତ୍ରିକା ଥିଲା ଏବଂ ଏହାର ପ୍ରକାଶନ ୧୩୧୩ ଉତ୍କଳୀୟ ଵର୍ଷ ବୈଶାଖ ମାସଠାରୁ ଅର୍ଥାତ୍ ଇଂରାଜୀ ୧୯୦୫ ଖ୍ରୀଷ୍ଟାବ୍ଦ ଏପ୍ରିଲ ମାସଠାରୁ ଆରମ୍ଭ ହୋଇଥିଲା । ଏହାର ସମ୍ପାଦକ ଥିଲେ ଵିଶିଷ୍ଟ କଵି…
ସୌରଭିତ ସୃଷ୍ଟି: ଉତ୍କଳଭାରତୀ ଭାରତ କବିନେତ୍ରୀ ଡାକ୍ତର କୁନ୍ତଳା କୁମାରୀ ସାବତ ଉତ୍କଳ ଜନନୀଙ୍କ ପାଦବନ୍ଦନା କରିବାରେ କେବେ ହେଳା କରିନାହାଁନ୍ତି ଉତ୍କଳୀୟ କବିବୃନ୍ଦ ! କବିସମ୍ରାଟଙ୍କ ଠାରୁ ଗଣକବିଙ୍କ ଯାଏଁ ଜନନୀଙ୍କ ଗାରିମା ଖାଇବାରେ ନିଜକୁ ଭାଗ୍ୟଶାଳୀ ମନେ କରିଛନ୍ତି ! ତେବେ ‘ଉତ୍କଳ ବନ୍ଦନା’ ଟିଏ ରଚିଛନ୍ତି ଆମର ଉତ୍କଳ ଭାରତୀ ଭାରତ…
ସୌରଭିତ ସୃଷ୍ଟି: ଜାତୀୟ କବି ବୀରକିଶୋର ଦାସ ଭାରତବର୍ଷରେ ମୁକ୍ତି ସଂଗ୍ରାମର କାହାଣୀ ଯେପରି ଅଶ୍ରୁଳ ଓ ବେଦନାଦାୟକ, ସେହିପରି ରୋମାଞ୍ଚକର ଓ ପ୍ରେରଣାପ୍ରଦ । ସ୍ବାଧୀନତା ପ୍ରାପ୍ତିର କେଇ ଦଶନ୍ଧି ମଧ୍ୟରେ ସେ ସଂଗ୍ରାମ ଓ ତ୍ୟାଗର ଇତିହାସ ଆଜି ବିସ୍ମୃତ । କିନ୍ତୁ ଦିନେ ଦେଶର ମୁକ୍ତି ପାଇଁ ବହୁ ଉଚ୍ଚଶିକ୍ଷିତ ନିଜ…
ସୌରଭିତ ସୃଷ୍ଟି: ଉତ୍କଳଚନ୍ଦ୍ର ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଓଡ଼ିଆ ସାହିତ୍ୟର ଜଣେ ପ୍ରଖ୍ୟାତ କବି । ଓଡ଼ିଆ ଶିଶୁ ସାହିତ୍ୟ ରଚନା କ୍ଷେତ୍ରରେ ସେ ଥିଲେ ଅନ୍ୟତମ ବତୀଖୁଣ୍ଟ ସଦୃଶ। ଡଃ ମାୟାଧର ମାନସିଂହଙ୍କ ଭାଷାରେ “ଉପେନ୍ଦ୍ର ତ୍ରିପାଠୀ ଓଡ଼ିଆ ସାହିତ୍ୟର ଅନାବାଦୀ ଜମିକୁ ଚାଷ କରି ଏକ ଉତ୍ତମ ଖଳାରେ…