Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ସୌରଭିତ ସୃଷ୍ଟି: ବୈକୁଣ୍ଠନାଥ ପଟ୍ଟନାୟକ ସବୁଜଯୁଗର ଅନ୍ୟତମ କୃଚ୍ଛ୍ର ସାଧକ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ‘ବିରହିଣୀ’ କବିତା ଉପସ୍ଥାପନା ସହିତ ଅନେକ ସହୃଦୟ ପ୍ରଣିପାତ। ~ ବିରହିଣୀ ~ ବରଷା ଆଜି ନଭେ ବ୍ୟଥିତ ହିଆ ସମ ପରାଣେ ମମ ଆହା ବାଧିଲା ପଉଷେ ଏ ପବନ ଅବଶ ଦେହ ମନ ସହିତେ ସେ କି ବାଦ…
ଲେଖା: ନିରଞ୍ଜନ ସାହୁ ପ୍ରସ୍ଫୁଟିତ ହେଲେ ବଣମଲ୍ଲୀ ଭାବେ । ବାସ ଚହଟାଇଲେ ଏବଂ ଝଡି଼ଗଲେ କବି ଶରଣ ଦାସ ! ଋତୁରାଜ ବସନ୍ତଙ୍କ ଆଗମନ । ଶ୍ରୀମନ୍ଦିରରୁ ପ୍ରଭୁ ମଦନଗୋପାଳ ଫାଲଗୁନ ଶୁକ୍ଲ ଏକାଦଶୀ ରାତ୍ରିରେ ଫଗୁ ଖେଳିବା ପାଇଁ ବାହାରିଛନ୍ତି, ଚାଚେରୀ ଭ୍ରମଣରେ । ପୃଥିବୀ ବୈକୁଣ୍ଠରେ ଆରମ୍ଭ ହୋଇଯାଇଛି ଶ୍ରୀକୃଷ୍ଣ ରୂପରେ…
ସୌରଭିତ ସୃଷ୍ଟି: ଛନ୍ଦକବି ରାଧାମୋହନ ଗଡ଼ନାୟକ ଆମ୍ଭେମାନେ ଉଚ୍ଚ ଵିଦ୍ୟାଳୟରେ ପଢି଼ଲାଵେଳେ ଛନ୍ଦକଵି ରାଧାମୋହନ ଗଡ଼ନାୟକଙ୍କ “ମାଟି” କଵିତାଟି ସାହିତ୍ୟ ବହିରେ ପଢା଼ଯାଉଥିଲା । ଆମ ଅନଗୁଳ ମାଟିର ସେହି କଵିଙ୍କର ଏକ ଲୋକପ୍ରିୟ କଵିତା . . ~ ମୁଁ କି କେବେ ଦୀନହୀନ ? ~ (୧) ଯେ ଦେଶର ପ୍ରଭୁ…
ସୌରଭିତ ସୃଷ୍ଟି: ହୁତାତ୍ମା ଦିଵାକର ପରିଡ଼ା ରଣପୁର ପ୍ରଜା ଆନ୍ଦୋଳନର ଅମର ସୂତ୍ରଧର ସ୍ଵାଧୀନତା ସଂଗ୍ରାମୀ ହୁତାତ୍ମା ଦିଵାକର ପରିଡ଼ା ବ୍ରିଟିଶ୍ ପଲିଟିକାଲ ଏଜେଣ୍ଟ “ମେଜର ବେଜେଲଗେଟ୍” ହତ୍ୟା ଅପରାଧରେ ଅଭିଯୁକ୍ତ ହୋଇ କାରାରୁଦ୍ଧ ଅଵସ୍ଥାରେ “ଉତ୍କଳ ସରଗ ମୋର ଜନ୍ମସ୍ଥାନ” ନାମକ ଗୋଟିଏ ଦେଶାତ୍ମବୋଧକ କଵିତା ରଚନା କରିଥିଲେ । ସେହି କଵିତା ରଚନା…
ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ ଜନ୍ମଭୂମିର ଜୟଗାନ, ଭକ୍ତକବିଙ୍କର ଏଇ କାଳଜୟୀ କବିତାରେ . . ~ ଜୟଗାନ ~ ୧) ଜୟ ଦେବୀ ! ଜନ୍ମଭୂମି କୀର୍ତ୍ତି-କୀରୀଟଧାରିଣୀ । ବନ୍ଦେ ଦେବୀ ! ଆଶାମୟୀ ନିଗୂଢ଼ ଶକ୍ତିଶାଳିନୀ । (୨) ଯୁଗ ଯୁଗାନ୍ତ ମୋହ-ଅନ୍ତେ ଯାଗ ମା ବୀର୍ଯ୍ୟଶାଳିନୀ ବିଭୁ ପ୍ରସାଦେ ଜ୍ୟୋତିର୍ମୟୀ …
ସୌରଭିତ ସୃଷ୍ଟି: ପଣ୍ଡିତ ଗୋଦାବରୀଶ ମିଶ୍ର ~ ଆଵାହନ ~ ଉଠହେ ପୁଲକେ ଉଠହେ ମାତି, କେତେ ନଵ ଆଶା ନଵୀନ ସାହସ ନଵ ଜାଗରଣେ ଜାତିର ଭଵିଷ୍ୟ ମରମେ ମରମେ ଉଠଇ ଭାତି ।।ଘୋଷା।। ଅତୀତ ଗରଭେ ଯେତେ ଗଉରବ ଜ୍ଞାନ ବଇଭଵ ସମ୍ପଦଶିରୀ ସେ ଵିଭବ ବାରେ ଚାହିଁ ଦେଖ ଭାଇ ଘେନ…
ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ ଉତ୍କଳ ଜନନୀଙ୍କର ଗାରିମା ଗାୟନ ଏଇ କାଳଜୟୀ କବିତା ‘ଉତ୍କଳ ସଙ୍ଗୀତ’ରେ . . ~ ଉତ୍କଳ ସଙ୍ଗୀତ ~ ୧ ବାରେ ଡାକ ହେ ଉତ୍କଳ ସୁତେ ମା ଉତ୍କଳଭୂମି ଜନନୀ ପାନ କର ମା-ନାମ-ଅମୃତେ ଗାଅ ମା ମା ରଜନୀ୨ ବାରେ ଚିନ୍ତ ପ୍ରେମ ଭକ୍ତିଭରେ …
ସୌରଭିତ ସୃଷ୍ଟି: ବ୍ୟାସକବି ଫକୀରମୋହନ ଫକୀରମୋହନଙ୍କର ଏକ ଅନନ୍ୟ ସୃଷ୍ଟି ଉତ୍କଳ ଆହ୍ୱାନ ଏଇ ଭାଇକଳି କବିତା ! ~ ଭାଇକଳି ~ ଉତ୍କଳେ ଜନମ ଉତ୍କଳେ ମରଣ; ଉତ୍କଳ ଅନ୍ନରେ ଜୀଵନଧାରଣ । ପରାପର ଭାଵ ପୋଷିବୁଁ କିପାଁଇ, ମାତା ସମ୍ଵନ୍ଧରେ ସର୍ଵେ ଭାଇ ଭାଇ ।ଭିନ୍ନାଭିନ୍ନ ଭାବ ବହିବାର ଜନ- ମୋ କ୍ଷୁଦ୍ରବୁଦ୍ଧିରେ…
ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ ଭକ୍ତକବିଙ୍କର ଏକ ଅନନ୍ୟ ସୃଷ୍ଟି ଉତ୍କଳ ଆହ୍ୱାନ ! ~ ଉତ୍କଳ ଆହ୍ୱାନ ~ ଉଠ ହେ ଉତ୍କଳବାସୀ, ଦୂରେ ଫିଙ୍ଗି ଦୁଃଖରାଶୀ, ଛେଦି ଜଡତାର ନାଗପାଶ, ସକଳ ଦୁରିତଜିଣା ବିଶ୍ଵରାଣୀ ବାଣୀ-ବୀଣା ବାଜେ ପୂରି ଉତ୍କଳ ଆକାଶେ ହେ ନରନାରୀ ! ଅଶୋକ ଅଭୟ ସେ ସଂଗୀତ,…
ସୌରଭିତ ସୃଷ୍ଟି: ଭକ୍ତକବି ସାଲବେଗ ମୋ ମନ ମୋତେ ଭଗାରୀ ନ ଭଜିଲା ରାମହରି ! ଯମ ନେବ ଧରିକରି ବୋଇଲା ରେ ! ୧। ମୋହ ମନ, ମୋହରି ସେ ନୋହିଲା ରେ ! (ଘୋଷା) ଆସି ହେଲା ପ୍ରାନ୍ତକାଳ ନ ଭଜିଲୁ ନନ୍ଦଵାଳ ! ଯେତେ ଥିଲା ପୁଣ୍ୟଫଳ ସଇଲାରେ ! ୨ ।…