Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ସୌରଭିତ ସୃଷ୍ଟି: ରାଧାମୋହନ ଗଡ଼ନାୟକ ନବଗୁଞ୍ଜର: ଓଡିଆ ସଂସ୍କୃତିର ସ୍ଵାତନ୍ତ୍ର୍ୟ ୧୯୮୭ ମସିହାର ସଂସ୍କରଣ ରୂପେ ପ୍ରକାଶିତ କବି #ରାଧାମୋହନ #ଗଡ଼ନାୟକଙ୍କ “ନବଗୁଞ୍ଜର ମୂରତି ସିଏ” ହେଉଛି ତାଙ୍କର “ନବଗୁଞ୍ଜର ମୂରତି” ସଙ୍କଳନର ଚାରିଗୋଟି କବିତାରୁ ଅନ୍ୟତମ। ଏଥିରେ ପ୍ରସିଦ୍ଧ ‘ନବଗୁଞ୍ଜର’ ରୂପର ବର୍ଣ୍ଣନା ଅତ୍ୟନ୍ତ ସାବଲୀଳ ଛଟାରେ ରଚିତ। ~ ନବଗୁଞ୍ଜର ମୂରତି ସିଏ…
ସୌରଭିତ ସୃଷ୍ଟି: କବି ଅନନ୍ତ ପଟ୍ଟନାୟକ ପ୍ରଖ୍ୟାତ ସାମ୍ୟବାଦୀ କବି, ଗାଳ୍ପିକ ତଥା ଶିଶୁସାହିତ୍ୟିକ ଅନନ୍ତ ପଟ୍ଟନାୟକଙ୍କ ଏକ ଚର୍ଚ୍ଚିତ କବିତା ବାଳୁତ ବୀର ସେ । ଅକ୍ଟୋବର ପାଞ୍ଚ ତାରିଖ । ମନେ ପଡିଯାଏ ସ୍ମୃତି ଆଢୁଆଳେ ଏକ ଅନିନ୍ଦ୍ୟ ତରୁଣର ଦୁଃସାହସର ଗାଥା । ଜାତୀୟତାର ପ୍ରବାଳ ସ୍ରୋତରେ ବିପ୍ଳବର ଆତ୍ମପ୍ରବଣ ମନ୍ତ୍ର…
ସୌରଭିତ ସୃଷ୍ଟି: ଡ. ମାୟାଧର ମାନସିଂହ ମହାନ କବି ଡ. ମାୟାଧର ମାନସିଂହଙ୍କ ଅମଳିନ କବିତା କୋଣାର୍କ I ~ କୋଣାର୍କ ~ ହେ କୋଣାର୍କ ବିଗତ ଯୌବନା ମୌନ-ଦୁଃଖେ ସୈକତ ଶୟନା ତୋର ଏହି ଜୀର୍ଣ୍ଣ ଦେହେ ଅଦ୍ୟାପି ଗୋ ବିମୁଗ୍ଧ ନୟନେ ଚାହେଁ ବିଶ୍ୱ, କରୁଣାରେ ତେଜି ଅଶ୍ରୁ ତୋ ଦୁଃଖ-ଶୟନେ ଜଗତର…
ସୌରଭିତ ସୃଷ୍ଟି: ଅଚ୍ୟୁତାନନ୍ଦ ଦାସ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଅମଳିନ କବିତା ଶରଣପଞ୍ଜର I ~ ଶରଣପଞ୍ଜର ~ ନମୋ ଜଗତ ଜୀବନ ମୁରାରୀ ନମୋ କମଳ କମ୍ବୁ ଚକ୍ରଧାରୀ ନମୋ ଭଗତ ଜନର ଗୋସାଇଁ ନମସ୍ତେ ନନ୍ଦନନ୍ଦନ କହ୍ନାଇ I ନମୋ ବାସୁଦେବ ନମ ଶଙ୍କର୍ଷଣ ନମୋ ପ୍ରଦ୍ମନ ନମ ନାରାୟଣ ନମୋ ବରାହ ବିଶ୍ବରୂପ ଧାରୀ…
ଲେଖା: ଅଧ୍ୟାପକ ଲଳିତ ମୋହନ ରାୟ ଇଂରେଜ ସରକାରଙ୍କ ଅକଥନୀୟ ଅତ୍ୟାଚାର ଓ ନଛୋଡବନ୍ଧା ନୀତିକୁ ଦୃଷ୍ଟିରେ ରଖି ମହାତ୍ମାଗାନ୍ଧୀ ୧୯୪୨ ମସିହା ଅଗଷ୍ଟ ମାସ ୮ ତାରିଖରେ ‘କର ବା ମର’ ସ୍ଲୋଗାନ ଦେଇ ସ୍ଵାଧୀନତା ସଂଗ୍ରାମ ଚାଲୁ ରଖିବା ପାଇଁ ଆହ୍ୱାନ ଦେଇଥିଲେ। ସାରା ଦେଶରେ ଏ କଥା ବିଦ୍ୟୁତ ବେଗରେ ବ୍ଯାପିଗଲା…
ଲେଖା: ଫ୍ରାନସିସ ଶତପଥୀ ଆମ ସମୟର ଉଦୀୟମାନ ଯୁବକବି ଫ୍ରାନସିସ ଶତପଥୀଙ୍କ ସୃଷ୍ଟିରେ ଉତ୍କଳ ଜନନୀଙ୍କ ଜୟଗାନ ‘ଉତ୍କଳ ଦିବସ’ କବିତା . . ~ ଉତ୍କଳ ଦିବସ ~ ଓଡ଼ିଆ ମୋ ଭାଷା ନୁହେଁ, ସିଏ ମୋ ସଂସ୍କାର; ଓଡ଼ିଶା ମୋ ରାଜ୍ୟ ନୁହେଁ, ମୋ’…
ସୌରଭିତ ସୃଷ୍ଟି: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବିଧାତାର ଅଭିସମ୍ପାତରେ ଦାରୁଣ ବ୍ୟାଧିଗ୍ରସ୍ତ କବିମଣିଷ ସିଏ! ତଥାପି ଓଡ଼ିଆ ଜାତୀୟ ସଙ୍ଗୀତର ପ୍ରାଣବନ୍ତ କବି। କାନ୍ତକୋମଳ ଲଳିତ ପଦାବଳୀରେ କବିତା ତାଙ୍କର ମଞ୍ଜୁଳ ଓ ହୃଦୟସ୍ପର୍ଶୀ। ସେ ‘ଜୀବନ ସଙ୍ଗୀତ‘ର କବି। ‘ବନ୍ଦେ ଉତ୍କଳ ଜନନୀ’ ଯୁଗ ଯୁଗକୁ ତାଙ୍କର କୀର୍ତ୍ତି। ସେ ଉତ୍କଳ ଖଣ୍ଡରେ ନମସ୍ୟ।…
ସୌରଭିତ ସୃଷ୍ଟି: ଚନ୍ଦନ ହଜୁରୀ (ଚାଖିଖୁଣ୍ଟିଆ) ସେ ଥିଲେ ସିପାହୀ ବିଦ୍ରୋହର ଅନ୍ୟତମ ରଥୀ। ଦେଶପ୍ରେମୀ। ପୁଣି ଶ୍ରୀଜଗନ୍ନାଥଙ୍କ ପରମ ସେବକ। ସେ ଚନ୍ଦନ ହଜୁରୀ, ସିପାହୀ ବିଦ୍ରୋହର ଚାଖି ଖୁଣ୍ଟିଆ। ପ୍ରାତଃ ସ୍ମରଣୀୟ ଅସାଧାରଣ ଓଡ଼ିଆ ବୀର । ସେବକ ଜଗନ୍ନାଥଙ୍କର ସିଏ। ସମର୍ପିତ ଭକ୍ତ, ଭଣିତା କରିଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ‘ଚକାନୟନକୁ ପତିତ…
ସୌରଭିତ ସୃଷ୍ଟି: କବି ନିତ୍ୟାନନ୍ଦ ଦାସ ଯୁଗେ ଯୁଗେ ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଜଣାଣ ବହୁ କବିଙ୍କର ଲେଖନୀ ଚଳଚଞ୍ଚଳ କରିଛି। ଜୟଦେବ, ସାରଳା ଦାସଙ୍କ ଠାରୁ ଆରମ୍ଭ କରି ଏ ଯାବତ କେତେ ଯେ ଭଣିତା ହୋଇଛି, ତା’ର ହିସାବ ଦେବା କଷ୍ଟସାଧ୍ୟ। ପ୍ରାଚୀନ କବି ମାନଙ୍କ ମଧ୍ୟରେ ନିତ୍ୟାନନ୍ଦ ଦାସ ଏହି କ୍ଷେତ୍ରରେ…
ସୌରଭିତ ସୃଷ୍ଟି: ସ୍ଵଭାବକବି ଗଙ୍ଗାଧର ମେହେର ଖ୍ରୀ.ଅ. ୧୮୯୬ ସାଲ ଜାନୁଆରୀ ପହିଲାରୁ ସମ୍ବଲପୁର ଅଞ୍ଚଳର କଚେରୀ ମାନଙ୍କରୁ ଓଡ଼ିଆ ଭାଷାର ଉଛେଦ କରାଯାଇ ହିନ୍ଦୀ ଭାଷା ପ୍ରଚଳନ କରାଯାଇଥିଲେ ମଧ୍ୟ ଏହି ସମ୍ବାଦ ତା’ର ବହୁପୂର୍ବରୁ ସାଧାରଣରେ ପ୍ରଚାରିତ ହୋଇ ଘୋର ଅସନ୍ତୋଷ ସଷ୍ଟି କରିଥିଲେ। ‘ଉତ୍କଳ ଦୀପିକା‘ ଓ ‘ସମ୍ବଲପୁର ହିତୈଷିଣୀ‘ ପତ୍ରିକାଦ୍ଵୟ…