Category ଭାଷା ଓ ସାହିତ୍ୟ

ଓରିଆ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଇଂରାଜୀ ଭାଷାରେ ମରାଠୀଙ୍କୁ ମରାଠୀ କୁହାଗଲା, ପଞ୍ଜାବୀଙ୍କୁ ପଞ୍ଜାଵୀ, ଦକ୍ଷିଣର କନ୍ନଡ ତାମିଲ ଓ ତେଲୁଗୁ ଆଦି ଭାଷାଗୁଡି଼କର ନାମ ମଧ୍ୟ ଇଂରାଜୀ ଆଦି ୟୁରୋପୀୟ ଭାଷାଗୁଡି଼କରେ ମୂଳ ନାମ ଅନୁସାରେ ରହିଲା କିନ୍ତୁ ୟୁରୋପୀୟମାନେ ଓଡ଼ିଆ ମାନଙ୍କୁ ଓରିଆ ତଥା ଓଡ଼ିଶାକୁ ଓରିଶା ନାମ କାହିଁକି…

ଚିନ୍ତା

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ କାର୍ଯ୍ୟାଳୟରେ ଥରେ ଜଣେ ଶିକ୍ଷିତ ବିହାରୀ ଭାଇଙ୍କ ସହିତ କଥା ହେଉଥାଏ । କହୁ କହୁ କହିଲେ, ଏଇ କାମରେ ବହୁତ tension, ଆଖି ବୁଜିଵାକୁ ବି ସମୟ ମିଳୁନାହିଁ । ଆମର ଏଠି ଦଶଟା ଝିଅ ହେଲେ ଚିନ୍ତା ବଢ଼େ କିନ୍ତୁ ୟୁରୋପରେ ଦଶଟା ପୁଅ…

ଘଇତା

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଘଇତା/ଘଏତା ଶବ୍ଦଟି ଓଡ଼ିଆ ଭାଷାରେ ବହୁ ପ୍ରାଚୀନ କାଳରୁ ଚଳିଆସୁଛି କିନ୍ତୁ ଅଧୁନା ଅନେକ ଓଡ଼ିଆ ଲୋକେ ଏ ଶବ୍ଦକୁ ଅଶ୍ଳୀଳ ଵିଚାର କରୁଅଛନ୍ତି ଓ ଏହି ଶବ୍ଦ ପରିଵର୍ତ୍ତେ ପତି ଓ ସ୍ଵାମୀ ଆଦି ତତ୍ସମ ଶବ୍ଦର ଆଜି ଵିଶେଷ ଭାବେ ପ୍ରୟୋଗ ହୋଇଥାଏ ।…

Odia Language

By: Er. Bijay Ketan Sahu “The Oriya Language can boast of a rich vocabulary in which respect neither Bengali nor Hindi nor Telugu can vie with it. The richness of the vocabulary is the index by which the vastness of…

ଖୋଜିଵା

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ   ଆଜିକାଲି Search ଅର୍ଥଯୁକ୍ତ ଓଡ଼ିଆ ଭାଷାରେ ଅନେକ ଵୈଦେଶିକ ଶବ୍ଦ ଆସି ଚଳୁଅଛି । ଆମ ଭାଷାରେ ଖୋଜିବା ଭଳି ଵୈଦେଶିକ ଶବ୍ଦ ବହୁଳ ଭାବରେ ଵ୍ୟଵହାର ହେଲାଣି। ସେଇଭଳି ହୁଳିଆ, ତଲିସିବା, ସର୍ଚ୍ଚ କରିବା, ତଦାରଖ କରିବା ଆଦି ଵୈଦେଶିକ ଶବ୍ଦ ଊଣା ଅଧିକେ…

ଓଡ଼ିଆ ଭାଷାର ମୂଳ

ଲେଖା: ଶିଶିର ସାହୁ ମନୋଜ ପ୍ରାଚୀନ ପାଲି ଭାଷାର ଦକ୍ଷିଣ ପୂର୍ବ ଅପଭ୍ରଂଶକୁ ଔଡ୍ରୀ ଅପଭ୍ରଂଶ କୁହାଯାଉଥିବାର ଅନେକ ପ୍ରମାଣ ମିଳେ । ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଡ୍ରଜା ଵା ଉଡ୍ର ଵିଭାଷାର ଉଲ୍ଲେଖ ଅଛି ଯଥା: “ଶକରାଭୀର ଚାଣ୍ଡାଳ ଶଵର ଦ୍ରାଵିଡୋ଼ଡ୍ରଜାଃ ହୀନାବନେଚରାଣାଂ ଚ ଵିଭାଷାଃ ସପ୍ତକୀର୍ତ୍ତିତାଃ । ୬ ********** ଆଵନ୍ତୀ ଦାକ୍ଷିଣାତ୍ୟାଚ ତଥା…

କ’ଣ

ଲେଖା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ ଗୋଟିଏ ଶବ୍ଦର ଅନେକ ରୂପ ଦେଖାଯାଏ । ଆମ କଳିଙ୍ଗ ଦେଶରେ ଵିଭିନ୍ନ ଅଞ୍ଚଳର ଶବ୍ଦଗୁଡ଼ିକର ମାନକିକରଣରୁ ମାନକ ଓଡ଼ିଆ ଭାଷା ପ୍ରତିଷ୍ଠିତ ହୋଇଅଛି ଏଵଂ ଏହାର ସୁନ୍ଦର ଉଦାହରଣ ହେଉଛି ପ୍ରଶ୍ନଵାଚକ କ’ଣ ଓ ତତ୍ ସମ୍ବନ୍ଧୀୟ ଅଵ୍ୟୟ ସମୂହ । ଓଡ଼ିଆ ଭାଷାରେ Whatର…

ଆମ ଓଡ଼ିଆ ଭାଷା

ଲେଖା: ଅମ୍ବିକା ପଟ୍ଟନାୟକ ଆମ ମାତୃଭାଷା ଓଡ଼ିଆ ଭାରତର ଷଷ୍ଠ ଶାସ୍ତ୍ରୀୟ ଭାଷା l ପାଲି ପ୍ରାକୃତ ସୌରସେନୀ ମାଗଧୀ ଦେଇ ସଂସ୍କୃତ ଭାଷା ଅନୁଗାମିନୀ l ଅଶୋକ ଖାରବେଳଙ୍କ ଶିଳାଲିପି ଠାରୁ ଆରମ୍ଭ କରି ଚର୍ଯାପଦ ସାରଳା ଦାସ, ପଞ୍ଚସଖା, ଦୀନକୃଷ୍ଣ, ଉପେନ୍ଦ୍ର ଭଞ୍ଜ, ରାଧାନାଥଙ୍କ ଠାରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଦୀର୍ଘଯାତ୍ରା l…

ଆଞ୍ଚଳିକ ବୋଲୀ

ଲେଖା: ଶିଶିର ସାହୁ ମନୋଜ ଲକ୍ଷ ଲକ୍ଷ ବ୍ଯକ୍ତି ବୋଲୀର ସମାହାରରେ ଆଞ୍ଚଳିକ ବୋଲୀ ଆଦିର ଗଠନ ଏବଂ ଅନେକାନେକ ଆଞ୍ଚଳିକ ବୋଲୀ ଏକତ୍ରିତ ହୋଇ ଏକ ଉପଭାଷା ବା ଭାଖା ଶୈଳୀ ସୃଷ୍ଟି ହୋଇଥାଏ ପୁଣି କେତେଗୋଟି ଭାଖାଶୈଳୀର ମାନକୀକରଣରୁ ଏକ ମାନକ ଭାଷା ପ୍ରକଟ ହୋଇଥାଏ । ଆମ ଦେଶର ନାରୀମାନେ ଶଶୁର…

ମଣିମା

ଲେଖା: ଶିଶିର ସାହୁ ମନୋଜ ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧନ କଲାଵେଳେ ମଣିମା ଶବ୍ଦର ପ୍ରୟୋଗ ହୋଇଥାଏ । ଏହି ମଣିମା ଶବ୍ଦର ମୂଳକୁ ନେଇ ଅନେକ ମତ ରହିଛି । ଯଥା: ଆରଵୀ ମୂଳରୁ: ଆରଵୀରେ ମୁନିମା ଶବ୍ଦରୁ ମୁନିବ ଶବ୍ଦ ଆସିଅଛି । ଏହି ଶବ୍ଦରୁ ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧିତ ମଣିମା ଶବ୍ଦ ସୃଷ୍ଟି ହୋଇଥାଇପାରେ ।…