Category ଭାଷା ଓ ସାହିତ୍ୟ

ଖପରଖାଇ

ଲେଖା: ଶିଶିର ସାହୁ ମନୋଜ ଭାରତ ଉପମହାଦେଶ ତଥା ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଖପରଖାଇ ବୋଲି ଗୋଟିଏ ଜଳଚର ପକ୍ଷୀ ଦେଖାଯାଏ । ଏହି ଖପରଖାଇ ପକ୍ଷୀର ଵୈଜ୍ଞାନିକ ନାମ―Anhinga melanogaster ଏଵଂ ସାଧାରଣ  ଇଂରାଜୀ ନାମ oriental darter, indian darter ଓ snakebirds କୁହାଯାଏ । ଖପରଖାଇକୁ ପେଙ୍ଗୁଇନ, ବତକ ଓ ହଂସ…

ଏଘାନ୍ତି

ଲେଖା: ଶିଶିର ସାହୁ ମନୋଜ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏଘାନ୍ତି, ଘାନ୍ତି ଓ ଘାନ୍ତେ ଇତ୍ୟାଦି ଶବ୍ଦ ଵ୍ଯଵହାର ହୋଇଥିଵା ଦେଖାଯାଏ । ଓଡ଼ିଆ ଭାଷାରେ ଏଘାନ୍ତି ଶବ୍ଦଟି ଏଥରକ, ଏକ୍ଷଣି, ଵର୍ତ୍ତମାନ ଓ ଏକାଥରକେ ଇତ୍ୟାଦି ଅର୍ଥରେ ଏକ ଦେଶଜ ଅଵ୍ଯୟ ଭାଵେ ଵ୍ଯଵହାର ହେଉଥିଲା । ଏତତ୍ ଓ ଘାତ ଶବ୍ଦ ଯୁକ୍ତ…

ବୁଙ୍ଗା

ଲେଖା: ଶିଶିର ସାହୁ ମନୋଜ ଅନେକ ଓଡ଼ିଆ ଶବ୍ଦ ହଜି ହଜି ଯାଉଛି । କାଳସ୍ରୋତରେ ହଜିଵାକୁ ବସିଥିଵା ଓଡ଼ିଆ ଶବ୍ଦଟିଏ ବୁଙ୍ଗା । ଥରକେ ପାଟି ଭର୍ତ୍ତିହେଵା ପରିମିତ ଖାଦ୍ଯ ଦ୍ରଵ୍ଯ ଵା ବଡ଼ ଗୁଣ୍ଡାକୁ ବୁଙ୍ଗା କୁହାଯାଏ । ଯେପରିକି: “ବୁଙ୍ଗାଏ ମୁଢ଼ି ପାଟିରେ ପୂରେଇ ସେ ଦଉଡ଼ିଗଲା ।” ବୁଙ୍ଗା ଶବ୍ଦଟି…

ମିଶି

ଲେଖା: ଶିଶିର ସାହୁ ମନୋଜ ଏଇ ମିଶି ଶବ୍ଦଟି କେବେ ଥିଲା ମାନକ, ଆଜି କିନ୍ତୁ ଆଞ୍ଚଳିକ ! ପ୍ରାଚୀନ ଓଡ଼ିଆ ଭାଷାରେ ‛ଏଵଂ’ ସ୍ଥାନରେ ଆଗେ ଵ୍ୟଵହାର ହେଉଥିଲା ‛ମିଶି’ ଶବ୍ଦ । ସମ୍ଭଵତଃ ଦୁଇଗୋଟି ଵାକ୍ଯକୁ ଏକାଠି ମିଶା ଯାଉଥିଵା ହେତୁ ‛ମିଶା’ ଶବ୍ଦର ଆନରୂପ ‛ମିଶି’ ହିଁ ଏଠାରେ ‛ଏଵଂ’ ଭଳି…

ଯୋଗନାନୀ

ଲେଖା: ଶିଶିର ସାହୁ ମନୋଜ ସମୟ ସହ ଗୋଟିଏ ସମାଜ ଓ ତତ୍ ସମ୍ପର୍କିତ ଭାଷାରେ ଅନେକ ଛୋଟବଡ଼ ପରିଵର୍ତ୍ତନ ଦେଖାଦେଇଥାଏ । ମହାଭାରତୀୟ ସମାଜ ତଥା ଜଗନ୍ନାଥ ସଂସ୍କୃତିରେ ମଧ୍ୟ ଗତ ଦୁଇଶତ ଵର୍ଷ ମଧ୍ୟରେ ଅନେକାନେକ ପରିଵର୍ତ୍ତନ ହୋଇଛି । ସମାଜ ଓ ଦେଶ ସହ ସେଠାକାର ଭାଷା ମଧ୍ୟ ଅଙ୍ଗାଙ୍ଗୀ ଭାଵେ…

କରି

ଲେଖା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ “କରି” ଶବ୍ଦ ବହୁ ଅର୍ଥଯୁକ୍ତ ଏଵଂ ଏହାର ଵ୍ଯାପକ ଵ୍ଯଵହାର ଆମ ଓଡ଼ିଶାରେ ରହିଛି । ଆମ ଭାଷାରେ କରି ଶବ୍ଦର ସର୍ଵାଧିକ ଵ୍ଯଵହାର ଏକ ଦେଶଜ କ୍ରିୟା ଭାଵେ ହୋଇଥାଏ ଏଵଂ ଏହା ସଂସ୍କୃତ କୃ ଧାତୁ ସହିତ ସମଦ୍ଧୃତ । ଏଇ ଶବ୍ଦ ଓଡ଼ିଆ…

କଏବାର

ଲେଖା: ଶିଶିର ସାହୁ ମନୋଜ କଏବାର ଏକ ଲୁପ୍ତପ୍ରାୟ ଓଡ଼ିଆ ଶବ୍ଦ ଯାହାର ବହୁଳ ଵ୍ଯଵହାର ପ୍ରାଚୀନ ପଦ୍ଯଗୁଡି଼କରେ ହେଉଥିଲା । ସ୍ତୁତିପାଠ, ଜୟଜୟକାର, ଯଶୋଗାନ ଅର୍ଥରେ ଏଇ ଶବ୍ଦର ଵ୍ଯଵହାର ସାରଳା ମହାଭାରତରେ ହୋଇଥିଵା ଦୃଷ୍ଟିଗୋଚର ହୋଇଥାଏ । ଯଥା: “ଯାତ୍ରାଵେଳେ କଏବାର କରନ୍ତିଟି ନାରୀ” (ସାରଳା ମହାଭାରତ, ବିରାଟ ପର୍ଵ) ପୁଣି ସ୍ତୁତିପାଠକ…

ହରମୁହାଁ

ଲେଖା: ଶିଶିର ସାହୁ ମନୋଜ ଯେଉଁମାନେ ଉପରୋଧ ନ ରଖି ଯାହା ଇଚ୍ଛା ତାହା କହିଦିଅନ୍ତି ତାଙ୍କୁ ହରମୁହାଁ କୁହାଯାଏ । ଏ ଶବ୍ଦ ଆଗେ ଗଡ଼ଜାତରେ ଚଳୁଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । ଏ ଶବ୍ଦରେ ଥିଵା  “ହର” ଶବ୍ଦଟି ଏକ ଆରବୀ ଶବ୍ଦ ଯାହା ମୁହଁ ଶବ୍ଦ ସହିତ ଯୁକ୍ତ ହୋଇ…

ପୁତା

ଲେଖା: ଶିଶିର ସାହୁ ମନୋଜ ପୁତ୍ର ଶବ୍ଦ ସହ ଓଡ଼ିଆ ପୁଅ ଓ ପୋ ଶବ୍ଦ ସମଦ୍ଧୃତ । ସାଧାରଣତଃ ଓଡ଼ିଶାର ପଶ୍ଚିମାଞ୍ଚଳରେ ପୋ ଶବ୍ଦଟି ପୁଅ ଅର୍ଥରେ ଵ୍ଯଵହୃତ ହୋଇଥାଏ, କିନ୍ତୁ ଆଜିକାଲି ବେଟା ଶବ୍ଦ ସ୍ଥାନୀୟ ଲୋକ ବହୁତ ଵ୍ଯଵହାର କଲେଣି । ପୋ ଶବ୍ଦକୁ ନେଇ ଅନେକ ସମ୍ଵଲପୁରୀ ପ୍ରଵଚନ ରହିଛି…

ଟେବୁଲୁ ଗୋଲାପ

ଲେଖା: ଶିଶିର ସାହୁ ମନୋଜ ଗୋଲାପ ଫୁଲ ଭଳି ଦେଖାଯାଉଥିଵା ଏକ ଜାତୀୟ ବାସହୀନ ପାଦପକୁ ଓଡ଼ିଶାରେ “ଟେବୁଲୁ ଗୋଲାପ” ଫୁଲଗଛ କୁହାଯାଏ । ଏହାର ଵୈଜ୍ଞାନିକ ନାମ Portulaca grandiflora ଅଟେ । Portulacaceae ପାଦପ ପରିବାରର ଏହି ଟେବୁଲୁ ଗୋଲାପ ପୁଷ୍ପଗଛଟି ମୂଳତଃ ଦକ୍ଷିଣ ଆମେରକୀୟ ଗଛ । ପରେ ଏହା ସର୍ଵତ୍ର…