Category ଭାଷା ଓ ସାହିତ୍ୟ

ବଧୀ

ଲେଖା: ଶିଶିର ସାହୁ ମନୋଜ ଗଡଜାତ ଅଞ୍ଚଳରେ ପାଣ୍ଡୋଇ ଵା ଚପଲର Y ଆକାର ଵିଶିଷ୍ଟ ଫିତାକୁ ବଧୀ କୁହାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବଧି, ବଦ୍ଧି ଓ ବଧୀ ଆଦି ଶବ୍ଦ ସହିତ ଏହାର ସମ୍ପର୍କ ଥାଇପାରେ । ଭାଷାକୋଷରେ ଦେଶଜ ବଧି ଶବ୍ଦକୁ ଶାସ୍ତ୍ରୀୟ ବଦ୍ଧି ଓ ବନ୍ଧନୀ ସହିତ ସମଧୃତ ଦର୍ଶାଯାଇଛି…

ମୁକାଵିଲା

ଲେଖା: ଶିଶିର ସାହୁ ମନୋଜ ମୁକାଵିଲା ଶବ୍ଦଟି ଅଧୁନା ଵିଶେଷତଃ competition ଅର୍ଥରେ ଵ୍ୟଵହାର ହେଉଛି । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାର ଥିଵା ଅର୍ଥ ହେଲା: ୧● ସମ୍ମୁଖବର୍ତ୍ତିତା; ଉପସ୍ଥିତ【Presence】 ୨● ପ୍ରତ୍ଯକ୍ଷ କରିବା; ମୁଆଜା【Confronting】 ୩● ତୁଳନା【Comparison; comparing】 (ହିନ୍ଦୀଭାଷୀ ଦୁଇ ଵା ତହୁଁ ଅଧିକ ଦ୍ରଵ୍ୟ ଵା ଜୀଵ ମଧ୍ୟରେ ତୁଳନା…

ଠିକ୍ ଓ ଠିକ

ଲେଖା: ଶିଶିର ସାହୁ ମନୋଜ ଠିକ୍ ଓ ଠିକ ଉଭୟ ଦେଶଜ ଶବ୍ଦ ଏବଂ ଏ ଉଭୟର ଵ୍ୟଵହାର ଓଡ଼ିଆ ତଥା ହିନ୍ଦୀ ଆଦି ଅନ୍ୟ ଭାରତୀୟ ଭାଷାରେ ଊଣା ଅଧିକେ ରହିଛି ! ଓଡ଼ିଆ ଭାଷାରେ ମୌଳିକ ଅକାରାନ୍ତ ଉଚ୍ଚାରଣ ଵିଧି ଥିବାରୁ ଠିକ୍ ଓ ଠିକ ଏ ଉଭୟ ଶବ୍ଦ ସହଜରେ ବାରି…

ପ୍ଲାଷ୍ଟିକ

ଲେଖା: ଶିଶିର ସାହୁ ମନୋଜ ପୃଥିଵୀର ଯେକୌଣସି ଭାଷାରେ ଏମିତି କୌଣସି ଶବ୍ଦ ନାହିଁ ଯାହାର ପ୍ରତିଶବ୍ଦ ଭାରତୀୟ ମାନକ ଶାସ୍ତ୍ରୀୟ ଭାଷା, ଆମର ସ୍ଵାଭାଵିକ ରାଷ୍ଟ୍ରଭାଷା ସଂସ୍କୃତରେ ସୃଷ୍ଟି ହୋଇପାରୁନଥିଵ । ଵିଶ୍ଵରେ ଭାଷା ସମୃଦ୍ଧି ଆମ ଭଳିଆ ଆଉ କାହାର ହୋଇନାହିଁ ।ତେଵେ ଆମପାଖରେ କ’ଣ ପ୍ଲାଷ୍ଟିକ ଭଳି ଆଧୁନିକ କୃତ୍ରିମ ଦ୍ରଵ୍ଯର…

ଅହିଅ

ଲେଖା: ଶିଶିର ସାହୁ ମନୋଜ ‛ଅହିଅ’ ଶବ୍ଦଟି ଓଡ଼ିଶାରେ ‛ସଧଵା’ ଶବ୍ଦର ଏକ ପ୍ରତିଶବ୍ଦ ଭାଵେ ଵ୍ଯଵହୃତ ହୋଇଥାଏ । ଏ ଓଡ଼ିଆ ଶବ୍ଦଟି ସଂସ୍କୃତର ‛ଅଭିଵାଦ୍ଯ’ ସହିତ ସମଦ୍ଧୃତ ହୋଇଥାଇପାରେ । ‛ଅଭିଵାଦ୍ଯ’ର ଅର୍ଥ ସଧବା ଯୋଗୁଁ ବନ୍ଦନୀୟା । ଏ ଶବ୍ଦର ପ୍ରାକୃତ ସମଦ୍ଧୃତ ରୂପ ହେଉଛି ‛ଅହିବାଦ୍’ ଓ ‛ଅହିବଦ୍’ ।…

ପ୍ରଭରକ

ଲେଖା: ଶିଶିର ସାହୁ ମନୋଜ ଏକଵିଂଶ ଶତାବ୍ଦୀକୁ ‛ଚଳଭାଷ ଯୁଗ’ (Mobile) କହିଲେ ଅତ୍ଯୁକ୍ତି ହେଵ ନାହିଁ । ଗତ ପନ୍ଦର ଵର୍ଷ ମଧ୍ୟରେ ଏହାର ଵ୍ଯଵହାର ଅନେକ ଗୁଣ ବୃଦ୍ଧି ପାଇଛି । ଚଳଭାଷ ଯନ୍ତ୍ରର ଅନେକ ସହ-ଉପକରଣ ଥାଏ । ଯେପରିକି, Earphone, Bluetooth, Charger, Dongle ଇତ୍ୟାଦି, ତେଵେ ଚଳଭାଷ ପାଇଁ…

ତେରେଣ୍ଡା

ଲେଖା: ଶିଶିର ସାହୁ ମନୋଜ ବନିଶୀ ସୂତାରେ ଲାଗିଥିବା କାଠି ବା ସୋଲଖଣ୍ଡ, ଯାହା ପାଣି ଉପରେ ଭାସେ ଓ ବନିଶୀ କଣ୍ଟାକୁ ମାଛ ଟାଣିଲେ ଏହା ପାଣି ଭିତରକୁ ବୁଡିଯାଏ ତାକୁ ତେରେଣ୍ଡା କୁହାଯାଏ । ଏହାକୁ ତରଣ୍ଡା, ତରଣ୍ଡୀ ମଧ୍ୟ କୁହନ୍ତି । ଆଗେ ଭାରତରେ ସାଧାରଣତଃ ମୟୂର ପକ୍ଷର ଅଂଶ ଓ…

ତାପ୍ତୀ

ଲେଖା: ଶିଶିର ସାହୁ ମନୋଜ ପଶ୍ଚିମ ଭାରତରେ ଗୋଦାଵରୀ ଓ ନର୍ମଦା ନଦୀର ମଧ୍ୟଭାଗରେ ପ୍ରଵାହିତ ହେଉଥିଵା ପ୍ରଶିଦ୍ଧ ପଶ୍ଚିମମୁଖା ନଦୀକୁ ତାପ୍ତୀ ନାମରେ ଜଣାଯାଏ । ଏହି ତାପ୍ତୀ ନଦୀକୁ ତପତୀ ଓ ତାପୀ ନଦୀ ମଧ୍ୟ କୁହନ୍ତି । ଏହି ନଦୀ ମଧ୍ଯପ୍ରଦେଶ ରାଜ୍ଯ ଅନ୍ତର୍ଗତ ଵୈତୂଲ୍ ଉପଖଣ୍ଡର ମୁଲତାଈ ନାମକ ସ୍ଥାନରୁ…

ଗଡ଼ଘାଲି

ଲେଖା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ ଲକ୍ଷ ଲକ୍ଷ ନିଆରା ଶବ୍ଦ ରହିଛି । ଅନେକ ପ୍ରାଚୀନ ଓଡ଼ିଆ ଶବ୍ଦ ଆଜି ଲୁପ୍ତ ହେଵାକୁ ବସିଲାଣି । ସେଇଭଳି ଏକ ଲୁପ୍ତପ୍ରାୟ ଶବ୍ଦ ହେଉଛି ଗଡ଼ଘାଲି । ଗଡ଼ଘାଲି ଶବ୍ଦ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଵିଶେଷ ଭାଵରେ ପ୍ରୟୋଗ ହେଉଥିଲା । ମୁଣ୍ଡକୁ ଭୂମିରେ…

ପେନସିଲ୍

ଲେଖା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ ପେନସିଲ୍ ପାଇଁ ଅନେକ ଶବ୍ଦ ରହିଛି । କଟକ ଓ ଢେଙ୍କାନାଳର ଗ୍ରାମାଞ୍ଚଳରେ ଆମେ ପେନସିଲ୍ ପାଇଁ ଓଢ଼ଣ ଶବ୍ଦ ଚଳୁଥିଵା ଦେଖିଵାକୁ ପାଆନ୍ତି । ଏ ଶବ୍ଦର ମୂଳକୁ ନେଇ କେତେକ ମତ ରହିଛି ! ଯଥା: ✓କିଛି ଭାଷାଵିତଙ୍କ ମତରେ ଏହା ଇଂରାଜୀ wooden…