Physical Address
Sai Samarpanam, Satya Vihar, Bhubaneswar
ଲେଖା: ଶିଶିର ସାହୁ ମନୋଜ ଗୋଟାଏ ଶବ୍ଦ ଅଛି ‘ଜାୟାଜୀଵ’ ଏହାର ପର୍ଯ୍ୟାୟଵାଚକ ‘ଜାୟାନୁଜୀଵୀ’ ଓ ‘ଜାୟାଜୀଵୀ’ ଅଟେ । ବହୁଵ୍ରୀହି ସମାସ ଦ୍ଵାରା ‘ଜାୟା’ ଓ ‘ଆଜୀଵ’ ଶବ୍ଦକୁ ଯୋଡ଼ି ଶବ୍ଦଟି ସୃଷ୍ଟି ହୋଇଛି । ଜାୟା ଶବ୍ଦର ଅର୍ଥ ସ୍ତ୍ରୀ ଵା ପତ୍ନୀ ଅଟେ । ଏହି ଶବ୍ଦର ନିମ୍ନଲିଖିତ ଅର୍ଥରେ ଵ୍ଯଵହାର ରହିଛି, ୧.…
ଲେଖା: ଶିଶିର ସାହୁ ମନୋଜ ଜାନୁଆରୀ ୨୬ ହେଉ କି ଅଗଷ୍ଟ ୧୫ ହେଉ, ସକାଳ ନ ହେଉଣୁ ଗାଆଁ, ନଗର, ବନପ୍ରାନ୍ତର ଚାରିଆଡେ ଗୋଟିଏ ଶବ୍ଦ ବହୁଳ ଭାବରେ ଓ ବାରମ୍ବାର ପ୍ରତିଧ୍ବନିତ ହୁଏ “ଜି଼ନ୍ଦାବାଦ” ! ତେବେ ଏ ଶବ୍ଦକୁ ଦେଖି ଆମ ମନରେ ସ୍ଵତଃ ପ୍ରଶ୍ନ ଉଠେ ଯେ, କ’ଣ ଜି଼ନ୍ଦାବାଦ…
ଲେଖା: ଶିଶିର ସାହୁ ମନୋଜ ଓଡ଼ିଆଭାଷାରେ ଗୋଟିଏ ନୁହେଁ ତିନୋଟି ‛ଜମା’ ଶବ୍ଦ ରହିଛି । ଏ ଶବ୍ଦର ଵିଶେଷ୍ୟ ଓ ଵିଶେଷଣ ଵ୍ୟଵହାର ଵୈଦେଶିକ ଶବ୍ଦ ହୋଇଥିଵା ଵେଳେ ଏହାର ଅଵ୍ୟୟ ଵ୍ୟଵହାର ଦେଶଜ ଅଟେ । ●୧● ଆରଵୀରୁ ପ୍ରଚଳିତ ଏହି ଶବ୍ଦ ଯହିଁର ଅର୍ଥ ସଂହତ; ଏକତ୍ରୀକୃତ ଅଟେ ଏହା ଓଡିଆଭାଷାରେ…
ଲେଖା: ଶିଶିର ସାହୁ ମନୋଜ ଯୁଦ୍ଧକ୍ଷେତ୍ରରେ ସ୍ୱଇଚ୍ଛା ଆତ୍ମତ୍ଯାଗୀଙ୍କୁ ଶହୀଦ କୁହାଯାଏ । ୟୁରୋପ ଓ ମଧ୍ଯପ୍ରାଚ୍ଯ ମଧ୍ଯରେ ଧର୍ମଯୁଦ୍ଧ କାଳରେ ଏ ଶବ୍ଦଟି ଲୋକପ୍ରିୟ ହୋଇଯାଇଥିଲା। ସେତେବେଳେ ଆରବରେ ଇସ୍ଲାମ ପାଇଁ ପ୍ରାଣ ତ୍ଯାଗୁଥିବା ଲୋକେ ଶହୀଦ ବୋଲାଉଥିଲେ । ୟୁରୋପରେ ମଧ୍ଯ ଧର୍ମଯୁଦ୍ଧରେ ପ୍ରାଣ ହରାଉଥିବା ଲୋକଙ୍କୁ Martyr କୁହାଯାଉଥିଲା । ପରେ…
ଲେଖା: ଶିଶିର ସାହୁ ମନୋଜ Jasminum multiflorumକୁ ଓଡ଼ିଆ, ବଙ୍ଗାଳି ତଥା ସଂସ୍କୃତରେ କୁନ୍ଦ ଫୁଲ କୁହାଯାଏ । *ସଂସ୍କୃତ କୁନ୍ଦ ଶବ୍ଦର ନୈରୁକ୍ତି: କୁ=ଭୂମି + ଉନ୍ଦ୍ ଧାତୁ = ଓଦାକରିବା + କର୍ତ୍ତୃ. ଅ => କୁନ୍ଦ ମଲ୍ଲିଫୁଲ ଜାତୀୟ ଏହି ଗଛଟି Oleaceae ପାଦପ ପରିବାର ଅନ୍ତର୍ଗତ ଅଟେ । ସାଧାରଣତଃ…
ଲେଖା: ଶିଶିର ସାହୁ ମନୋଜ ପ୍ରାୟତଃ ଓଡ଼ିଆ ଲୋକଙ୍କ ମନରେ ଏହି ଦ୍ଵନ୍ଦ ରହୁଥିବା ଦେଖାଯାଏ ଯେ, ‛ମଧ୍ଯ’ ଓ ‛ମଧ୍ୟ’ ସମାନ କି ନା ଭିନ୍ନ ଅର୍ଥବୋଧକ ଅଟେ ? ଏ ଉଭୟ ଶବ୍ଦ ମଧ୍ୟରେ କିଛି ପ୍ରଭେଦ, ପାର୍ଥକ୍ୟ ରହିଛି କି ? କହିଲା ଵେଳେ ତ ‛ମଧ୍ୟ’ ଓ ‛ମଧ୍ଯ’ ଭିତରେ ସେମିତି…
ଲେଖା: ଶିଶିର ସାହୁ ମନୋଜ ଵି ଅଵ୍ୟୟ ପରସ୍ପର ଅର୍ଥରେ ‘ଵହ୍’ ଧାତୁ ଶବ୍ଦ ସହ ଯୁକ୍ତ ହୋଇ ‘ଵିଵାହ’ ହେଲା । ✔ଵି+ଵହ୍ ଧାତୁ+ଭାବ. ଅ➡ଵିଵାହ ଵହ୍ ଧାତୁର ଅନେକ ଅର୍ଥରେ ଵ୍ୟଵହାର ଅଛି ! ୧. ଵହନ କରିବା ୨. ଵହିବା―(ପ୍ରବାହିତ ହେବା) ୩. ଚଳାଇବା ୪. ବାଟ କଢା଼ଇ ନେବା ୫.…
ଲେଖା: ଶିଶିର ସାହୁ ମନୋଜ ମୁଣ୍ଡିଆଳ ଶବ୍ଦଟି ପୂର୍ଵ ଓଡ଼ିଶାରେ ଵିଶେଷତଃ ଅଵିଭକ୍ତ କଟକ ଅଞ୍ଚଳରେ ଵ୍ଯଵହୃତ ହୋଇଥାଏ । ସମାଜରେ ଯିଏ ନେତୃସ୍ଥାନୀୟ ଲୋକ ଏଵଂ ଯାହାଙ୍କୁ ସମାଜ ମଧ୍ୟରେ ଶ୍ରେଷ୍ଠ ଵିଚାର କରାଯାଏ ତାଙ୍କୁ ମୁଣ୍ଡିଆଳ କୁହାଯାଏ । ଆଗେ ଗାଁର ମୁଖିଆମାନେ ଶ୍ରେଷ୍ଠ ଵିଵେଚିତ ହୋଇଥିଲେ ହିଁ ଗ୍ରାମର ନେତୃତ୍ୱ ନେଇପାରୁଥିଲେ…
ଲେଖା: ଶିଶିର ସାହୁ ମନୋଜ ଡାଇନୋସର କୋଟି କୋଟି ଵର୍ଷ ତଳେ ପୃଥିଵୀରୁ ଲୁପ୍ତ ହୋଇ ଯାଇଛନ୍ତି ଏଵଂ ଏଇମାତ୍ର କେତେ ଶହ ଵର୍ଷ ତଳେ ସେମାନଙ୍କର ନାନା ଜୀଵାଶ୍ମ ମିଳିଅଛି । ଡାଇନୋସର ମାନଙ୍କ ସମୟକାଳକୁ ଜୁରାସିକ୍ ଯୁଗ କୁହାଯାଏ । ଏହା ପ୍ରାୟ ୧୯୯.୬ ରୁ ୧୪୫.୫ ନିୟୁତ ଵର୍ଷ ପୂର୍ଵର କାଳଖଣ୍ଡ…
ଲେଖା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାର “ଉଷତ ଵା ଉଷତ୍” ଏକ ନିଆରା ମୌଳିକ ଶବ୍ଦ । ବହୁ ପ୍ରାଚୀନକାଳରୁ ଏହି ଶବ୍ଦଟିର “କଥିତ ତଥା ସାହିତ୍ୟ ପ୍ରୟୋଗ” ହେଇ ଆସୁଛି ! କିନ୍ତୁ ସମୟ ସହିତ ଏ ଶବ୍ଦର ଵ୍ୟଵହାର ପୂର୍ବାଞ୍ଚଳର କଥିତ ଓଡ଼ିଆ ଶୈଳୀ ତଥା ମାନକ ଓଡ଼ିଆରେ ସ୍ଵଳ୍ପ ହେବାକୁ…