Antaranga Kalinga

Antaranga Kalinga

କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା

~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଲିଖିତ ଉତ୍କଳ ଇତିହାସ ପୃଷ୍ଠା ୪୩ର ଲେଖାନୁସାରେ ଯଯାତି କେଶରୀ (୧) (ଖ୍ରୀ:-୫୫୨-୫୯୮) ପିତା ଜନ୍ମେଜୟଙ୍କ ଭଳି ଯଯାତି ମଧ୍ୟ ପବିତ୍ର ବୈତରଣୀ ନଦୀ କୂଳରେ ଏକ ଯଜ୍ଞ କରାଇବା ପାଈଁ…

ଶାମ୍ବ ଦଶମୀ

~ ଶାମ୍ବ ଦଶମୀ ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ପଞ୍ଚଦେବଙ୍କ ମଧ୍ୟରେ ଅନ୍ୟତମ ଦିନମଣି ଦିବାକରଙ୍କ ଉପାସନାର ପାବନ ଅବସର ହେଉଛି ପବିତ୍ର ଶାମ୍ବ ଦଶମୀ l ଅତି ପ୍ରାଚୀନ ସମୟରୁ ପୁଣ୍ୟଭୂମି ଉତ୍କଳ ଭୂଖଣ୍ଡ ପଞ୍ଚଦେବ ଉପାସନାର କ୍ଷେତ୍ର ରୂପେ ମହିମାମଣ୍ଡିତ l ପୁରାଣପ୍ରସିଦ୍ଧ ମୈତ୍ରେୟ ବନ ଭଗବାନ ସୂର୍ଯ୍ୟନାରାୟଣଙ୍କ ପ୍ରିୟସ୍ଥାନ ଥିଲା l…

ଖୁଦୁରୁକୁଣୀ ପଟି

~ ଖୁଦୁରୁକୁଣୀ ଓଷାର ନିଆରା ପରମ୍ପରା ଖୁଦୁରୁକୁଣୀ ପଟି ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଆ ଘରେ ବର୍ଷର ବିଭିନ୍ନ ସମୟରେ ଅନେକ ପର୍ବପର୍ବାଣୀ ପାଳନ କରାଯାଏ l ଅଞ୍ଚଳ ଭିତ୍ତିରେ ଉକ୍ତ ପର୍ବପର୍ବାଣୀ ସ୍ଥାନୀୟ ଲୋକାଚାର ପରମ୍ପରାକୁ ନେଇ ସମୃଦ୍ଧ l ସେପରି ଏକ ଅନନ୍ୟ ପରମ୍ପରା ହେଉଛି ଭାଦ୍ରବ ମାସ ଖୁଦୁରୁକୁଣୀ ସମୟରେ…

ବଡ଼ମ୍ବାର ଜଗନ୍ନାଥ ମନ୍ଦିର

~ ବଡ଼ମ୍ବାର ଜଗନ୍ନାଥ ମନ୍ଦିର ~ ଉପସ୍ଥାପକ:  ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଶାର ସଂସ୍କୃତି, ପରମ୍ପରା, ଲୋକବିଶ୍ୱାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନ ସର୍ବାଗ୍ରେ l ମହାପ୍ରଭୁଙ୍କୁ ନେଇ ଉତ୍କଳର ଜନଜୀବନ ଗତିଶୀଳ l ଉତ୍କଳର ପ୍ରାକ୍ତନ ଗଡ଼ଜାତ ଗୁଡ଼ିକରେ ଥିବା ପ୍ରାଚୀନ ଜଗନ୍ନାଥ ମନ୍ଦିର ଏହାର ଦ୍ୟୋତକ l କଟକ ଜିଲ୍ଲାର ବଡ଼ମ୍ବାଗଡ଼ ଓଡ଼ିଶାର ଛବିଶ ଗଡ଼ଜାତ…

ଶ୍ରୀକ୍ଷେତ୍ରରେ ଗଣେଶ ପୂଜା

~ ଶ୍ରୀକ୍ଷେତ୍ରରେ ଗଣେଶ ପୂଜା ~ ଉପସ୍ଥାପକ: ଶ୍ରୀ ଦୁର୍ଗାମାଧବ ମହାନ୍ତି ବକ୍ରତୁଣ୍ଡଂ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ। ନିର୍ବିଘ୍ନମ୍ କୁରମେ ଦେବ ସର୍ବ କାର୍ଯ୍ୟେଷୁ ସର୍ବଦା।। ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରରେ ଭାଦ୍ରବ ଶୁକ୍ଳ ଚତୁର୍ଥୀଦିନ ଗଣେଶ ପୂଜା କରାଯାଇଥାଏ। ଏହିଦିନ ଶ୍ରୀମନ୍ଦିରର ବଟଗଣେଶଙ୍କ ମନ୍ଦିରରେ ବିନାୟକ ଚତୁର୍ଥୀ ମହାବ୍ରତ ପାଳନକରାଯାଏ। ଏହିଦିନ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ…

ଝୁଲଣ ଯାତ୍ରା

~ ଝୁଲଣ ଯାତ୍ରା ~ ଉପସ୍ଥାପକ: ଦୁର୍ଗାମାଧବ ମହାନ୍ତି ଚଳିତ ବର୍ଷ ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଝୁଲଣ ଯାତ୍ରା ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ଭାଦ୍ରବ କୃଷ୍ଣ ପ୍ରତିପଦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଅଛି। “ଆଷାଢେ ଗୁଣ୍ଡିଚା ଯାତ୍ରା ଶ୍ରାବଣେ କୁଞ୍ଜମନ୍ଦିରମ୍।” ତ୍ରୟୋଦଶ ଯାତ୍ରା ମଧ୍ୟରେ ଝୁଲଣ ଯାତ୍ରା ଅନ୍ତର୍ଭୁକ୍ତ ନ ହେଲେ ମଧ୍ୟ ଉପଯାତ୍ରାମାନଙ୍କ…

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ସପ୍ତମ ପର୍ବ) ~ ୨୨ ଜୁନ ୨୦୨୫: ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ ଆମେ ଆଗେଇ ଚାଲିଛୁ ! ସେମାନଙ୍କ ଉନ୍ମୁଖ ଚେତନା, ଉତ୍ସର୍ଗୀକୃତ ଆତ୍ମା, ମୌଳିକ ବିଚାର ଓ ପ୍ରେରଣାର ତାଡ଼ନାରେ ଅଭିଭୂତ ଅନ୍ତରଙ୍ଗ କଳିଙ୍ଗ !  ସେଇ ପ୍ରତିଭାଧର ମନୁଷ୍ୟଗଣଙ୍କ…

ମୂର୍ଖ ହେବାରେ ଆନନ୍ଦ

~ ମୂର୍ଖ ହେବାରେ ଆନନ୍ଦ ~ ରଚନା: ଓଁ ଅଭିଜ୍ଞାନ ସାହୁ ପ୍ରତିଦିନ ଗୋଟେ ଗଧ ତା ମାଲିକର ଜିନିଷପତ୍ର ବୋଝ ନେଇ ଜଣେ ପଣ୍ଡିତଙ୍କ ଘର ସାମ୍ନା ଦେଇ ଯାଏ । ପଣ୍ଡିତ ଗଧକୁ ଦେଖି ଭାବନ୍ତି ଆହା ଯଦି ସେ ମୋ ଭଳି ଜ୍ଞାନୀ ହୋଇଥାନ୍ତା ତେବେ କଣ ଏମିତି ବୋଝ ବୋହୁଥାନ୍ତା…

ନଈ

~ ନଈ ~ କବି: ଡ. ସୁଜିତ କୁମାର ନାଥ ଜୀବନଟା ଗୋଟେ ଅଙ୍କାବଙ୍କା ନଈ କୁଳୁକୁଳୁ ହୋଇ ଯାଉଥିଲା ବହି ସଙ୍ଗୀତର ମୂର୍ଚ୍ଛନା ଓ ମନର ଅସରନ୍ତି ଭାବନାକୁ ନେଇ। ଲକ୍ଷ୍ୟହୀନ ଯାତ୍ରାରେ ବି ଥାଏ ଆନନ୍ଦ ବୁଝାଏ ସେ ମୋତେ ନିତି… ନିଜେ ଥାଏ ମସଗୁଲ ନିଜ ପରିଧି ରେ ଉପରେ ନିଳାଭ,…

ପୁରୁଷସିଂହ ମଧୁସୂଦନ

~ ପୁରୁଷସିଂହ ମଧୁସୂଦନ ~ ଲେଖକ : ବାଳକୃଷ୍ଣ କର ଦେଶର ପାରିପାର୍ଶ୍ବିକ ଅବସ୍ଥା ଓ ଅନୁକୂଳ ଜଳବାୟୁ ତାହାର ଜନନାୟକ ସୃଷ୍ଟି କରିବାରେ ସହାୟତା କରି ବ୍ୟକ୍ତିବିଶେଷଙ୍କର ସୁପ୍ତ ସମ୍ଭାବନାକୁ ଜାଗ୍ରତ ବାସ୍ତବରେ ପରିଣତ କରେ, ପ୍ରଚ୍ଛନ୍ନ ଶକ୍ତିକୁ ପରିସ୍ଫୁଟ କରେ, ଉଚ୍ଚକୁ ଉଚ୍ଚତର କରେ, ମହୀୟାନକୁ ଆହୁରି ମହୀୟାନ୍ କରେ; ମାତ୍ର, #ପୁରୁଷସିଂହ…