Physical Address
Sai Samarpanam, Satya Vihar, Bhubaneswar

ଲେଖା: ଅଂଶୁମାନ ମହାରଣା ନିଃସନ୍ଦେହରେ ଏହା କୁହାଯାଇ ପାରେ ଯେ, ମଧୁବାବୁ ଓଡ଼ିଆ ଜାତୀୟତାବାଦର ଜଣେ ନିଖୁଣ ଶିଳ୍ପୀ । ଜାତୀୟଗୌରବ ମଧୁସୂଦନଙ୍କୁ ବାଦ ଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପରିକଳ୍ପନା କରାନଯାଇ ପାରେ ।…

ଲେଖା: ନିରଞ୍ଜନ ସାହୁ ଭାରତବର୍ଷର ଉତ୍କଳ ଖଣ୍ଡରେ ବହୁ ସାଧୁ, ସନ୍ଥ ଜନ୍ମ ନେଇ ଏହାର ସଂସ୍କୃତି, ଧର୍ମ, ସାମାଜିକ ପ୍ରଥା, ସାହିତ୍ୟ ଇତ୍ୟାଦିକୁ ପ୍ରଭାବିତ କରିବା ସହ ଅନେକ କିଛି ଦାନ କରିଯାଇଛନ୍ତି । ଦେଶର ପ୍ରତ୍ୟେକ ରାଜ୍ୟ, ଅଞ୍ଚଳରେ ଏମାନଙ୍କ ସଂଖ୍ୟା ମଧ୍ୟ କମ୍ ନୁହେଁ । ତେବେ ଆଲୋଚନା, ପର୍ଯ୍ୟାଲୋଚନାର କ୍ଷେତ୍ରକୁ…

ଲେଖା: ଅମ୍ବିକା ପଟ୍ଟନାୟକ “ତହୁଁ କାଞ୍ଜି ଗଲା ଖରେ, ଯାଇ ପଶିଲା ସେ ଗଉଡ଼ ଘରେ ଏଣେ ଗଉଡ଼ୁଣୀ ତେଣେ ଗଉଡ଼ କାଞ୍ଜିକି ଦେଲେ ବାହୁଙ୍ଗି ମାଡ଼ କି ବାହୁଙ୍ଗି ମାଡ଼ l ତହୁଁ କାଞ୍ଜି ଗଲା ଖରେ ଯାଇ ପଶିଲା ସେ କରଣ ଘରେ କରଣ ଘରେ ଦେଖି କଲମ କା.. ଞ୍ଜି.. ର…

ଲେଖା: ବିଷ୍ଣୁମୋହନ ଅଧିକାରୀ ଗଜପତିଙ୍କ ଗଡ଼ରେ ବୈଷ୍ଣବ ଧର୍ମର ପ୍ରଚାର ପ୍ରସାର ପ୍ରଥମେ ହୁଏ ଶ୍ରୀ ସମ୍ପ୍ରଦାୟ ଦ୍ଵାରା। ଭାରତୀୟ ଚାରି ସମ୍ପ୍ରଦାୟ ହେଲା ଶ୍ରୀ, ବ୍ରହ୍ମ, ସନକ ଓ ରୁଦ୍ର। ମୂଳତଃ ଖେମୁଣ୍ଡି ଅଞ୍ଚଳରେ ବ୍ରହ୍ମ ଓ ଶ୍ରୀ ସମ୍ପ୍ରଦାୟ ଦୁଇଟିର ମଠ ବହୁଳ ଦେଖାଯାଏ। ଏହାର ଆଚାର୍ଯ୍ୟ ହେଲେ ଶ୍ରୀ ରମାନୁଜାଚାର୍ଯ୍ୟ ଓ…

ଲେଖା: ଶିଶିର ସାହୁ ମନୋଜ ୧୫୬୫ ମସିହାରେ ମୟୂରଭଞ୍ଜ ରାଜ୍ୟର ରାଜା ନୀଳକଣ୍ଠ ଭଞ୍ଜଙ୍କ ଦେହାନ୍ତ ହୁଅନ୍ତେ ଉକ୍ତ ରାଜ୍ୟର ଶାସନଭାର ତାଙ୍କ ସୁପୁତ୍ର ଵୈଦ୍ୟନାଥ ଭଞ୍ଜଙ୍କ ଉପରେ ନ୍ୟସ୍ତ ହେଲା । ସେ ସମୟରେ ଓଡ଼ିଶା ଉପରେ ଘନଘନ ମୁସଲମାନ ଆକ୍ରମଣ ହେଉଥାଏ । ଵୈଦ୍ୟନାଥ ଭଞ୍ଜଙ୍କ ଶାସନାରମ୍ଭ ସମୟରେ କଳାପାହାଡ଼ ଆକ୍ରମଣ କରିଥିଲା…

ଲେଖା: ଶ୍ରୀକାନ୍ତ ସିଂହ ପତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ବିଚାର କଲେ କଟକ ଜିଲ୍ଲାର ଅନ୍ୟତମ ପୁରାତନ ଐତିହାସିକ କୀର୍ତ୍ତି ହେଉଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଶୁକଲେଶ୍ୱର ଗ୍ରାମର ମାଣିକେଶ୍ବର ମନ୍ଦିର ଭଗବତୀ ପୀଠ ଓ ଭଦ୍ରେଶ୍ୱର ଗ୍ରାମରେ ଥିବା ବୀରଭଦ୍ରେଶ୍ୱର ମହାଦେବ ମନ୍ଦିର l ଅନୁମାନ କରାଯାଏ ଆଜକୁ ପ୍ରାୟ ବାରଶହ ବର୍ଷ ପୂର୍ବେ…

ସୌରଭିତ ସୃଷ୍ଟି: ବ୍ରଜନାଥ ବଡ଼ଜେନା ତୀବ୍ର ବ୍ୟଙ୍ଗ, ଯମକ ଓ ଶ୍ଲେଷପୂର୍ଣ୍ଣ କଟାକ୍ଷ ଆଦିର ବ୍ୟଙ୍ଗକାର ବ୍ରଜନାଥ ବଡ଼ଜେନାଙ୍କ “ଛାମୁଙ୍କୁ ଚିଟାଉ” ବା “ରାଜାଙ୍କୁ ଛଳୋକ୍ତି ” କବିତା l ~ ଛାମୁଙ୍କୁ ଚିଟାଉ ~ ଗୋସେଇଁ ଛ’ ହାତୀ ବାସରେ ରଖିଛ ଦେଇ ତହିଁ କେତେ ଗଣ୍ଠି, ମୋର ଛ’ହାତୀ ବା ସରେ…

ଗବେଷଣା ଓ ଉପସ୍ଥାପନା: ବିଷ୍ଣୁମୋହନ ଅଧିକାରୀ ସାଧାରଣତଃର ଗଞ୍ଜାମିଆ ଓ କୋରାପୁଟିଆ ଲୋକଙ୍କୁ ମାନକ ଓଡ଼ିଆ ଭାଷୀଙ୍କଠାରେ ତାତ୍ସଲ୍ୟର ପାତ୍ର ହେବାକୁ ପଡ଼େ। କେତେବେଳେ ଯଦିଓ କେହି “ମୁଁ ଖାଇବି ନାହିଁ”କୁ “ମୁଁ ଖାଇବାର ନାହିଁ” କହିଦିଅନ୍ତି, ତେବେ ଦକ୍ଷିଣ ଓଡ଼ିଶାର ଲୋକଟିକୁ ଅନେକ ହସରେ ଉଡ଼ାଇ ଦିଅନ୍ତି । ତେବେ ସତରେ କଣ ଦକ୍ଷିଣ…

ଲେଖା: ନିରଞ୍ଜନ ସାହୁ ଯାଜପୁର ମାଟି ପୌରାଣିକ ମାଟି । ଏହା ଗଦାକ୍ଷେତ୍ର । ଏହାର ଆଉ ଏକ ପରିଚିତି ହେଉଛି, ଏହା ଅବିମୁକ୍ତ କ୍ଷେତ୍ର । ଯେଉଁ କ୍ଷେତ୍ରରେ ତିନି ଦେବତା ପୂଜା ପାଆନ୍ତି (ବିଷ୍ଣୁ, ଶଙ୍କର ଓ ଶକ୍ତି), ତାହା ହିଁ ଅବିମୁକ୍ତ କ୍ଷେତ୍ର । ପୁଣି ଏ କ୍ଷେତ୍ରରେ ଦ୍ଵାଦଶ ମାଧବ…
ଲେଖା: ନୂର ନିରଞ୍ଜନ ଗାଙ୍ଗପୁର ରାଜ୍ୟ । ଅଧୁନା ସୁନ୍ଦରଗଡ଼ ଓ ପାନପୋଷକୁ ନେଇ ଗଠିତ ହୋଇଥିଲା ଗାଙ୍ଗପୁର ରାଜ୍ୟ। ଏହା ସେତେବେଳେ ଥିଲା ସମ୍ବଲପୁର ଅଧୀନରେ। ମାତ୍ର ୧୯୦୫ ମସିହାରେ ଏହି ରାଜ୍ୟ ଛୋଟନାଗପୁର ଅଞ୍ଚଳର ପରିସରଭୁକ୍ତ ହେଲା ଓ ଜଣେ ପଲିଟିକାଲ ଏଜେଣ୍ଟଙ୍କ ଦ୍ଵାରା ପରିଚାଳିତ ହେଲା । ଏହି ରାଜ୍ୟର ଅଧିକାଂଶ…