admin

admin

ସ୍ଵାମୀ ବିଚିତ୍ରାନନ୍ଦ ଦାସ

ଲେଖା: ନିରଞ୍ଜନ ସାହୁ ଗୋଟିଏ ବୃନ୍ତରେ ଦୁଇଟି ସୁଗନ୍ଧଯୁକ୍ତ ପୁଷ୍ପ । ସ୍ଵାମୀ ବିଚିତ୍ରାନନ୍ଦ ଦାସ ଏବଂ ଭୁବନାନନ୍ଦ ଦାସ। ଜମଜ। ପୁରୀ ଜିଲ୍ଲାର କୁରୁଞ୍ଜିପୁର ଶାସନ। ସେଦିନ ଥିଲା ୧୮୮୫ ମସିହାର ମେ ମାସ ୧୪ ତାରିଖ। ଓଡ଼ିଶା ପାଇଁ ଏକ ବିଶେଷ ଦିବସ। ଧରାବତରଣ କରିଥିଲେ ଆମ ଓଡ଼ିଶାର ଦୁଇଟି ଶିଶୁ, ରାମଚନ୍ଦ୍ର…

ପାଲା

ଲେଖା: ନିରଞ୍ଜନ ସାହୁ ପାଲା ! ଓଡ଼ିଶାର ନିଜସ୍ଵ ଲୋକସଂସ୍କୃତି !        ସଂସ୍କୃତି ଏକ ବେଗଗାମୀ ସ୍ରୋତସ୍ଵିନୀ । ଏହା ଚିର ପ୍ରବହମାନ । ଉନ୍ନତ ଚିନ୍ତା, ମାର୍ଜିତ ରୁଚି, ଶାଳୀନତା ଯୁକ୍ତ ପରମ୍ପରା – ଏ ସବୁକୁ ନେଇ ପ୍ରକାଶିତ ହୁଏ ସଂସ୍କୃତି । ପର୍ବତ କନ୍ଦରରୁ କଳକଳ ନାଦ କରି ବହି ଆସୁଥିବା…

ଦୋଳମେଳଣ

ଲେଖା: ଅମ୍ବରୀଶ ମଙ୍ଗରାଜ ସେ ବର୍ଷ ଭୀଷଣ ଖରା, ସକାଳିଆ ସ୍କୁଲ ହେଉଥାଏ ଆମର । ଦେହ ହାତ ଝାଞ୍ଜିରେ ପୋଡ଼ି ଯାଉଥାଏ, ସ୍କୁଲ ସାରି ପୋଖରୀ ଦଉଡିଛି ଗାଧେଇବା ପାଇଁ ମୁଁ । ଭାଇ ବାଟରେ ଦେଖା ହେଇ ବରାଦ ଦେଲା ନାହାକ ଘର ତୋଟାରୁ ଆମ୍ବ ଆଣିବୁ, ଆଜି ପଖାଳ ଟେ ହବ…

ମାଟିକାନ୍ଥ

ଲେଖା: ଅକ୍ଷୟ ଓଝା ମାଟି ଘର ନାହିଁ ନା ଆଉ ସେ ମାଟିକାନ୍ଥ ବି ନାହିଁ । ସମୟ ଗର୍ଭରେ ସବୁ ଲୀନ ହେଇ ଯାଇଛି । ଅତ୍ୟାଧୁନିକ ଜୀବନ ଶୈଳୀରେ ପୁରାତନ ସମାଜରେ ମାନବ ଜୀବନର ରହଣି ସହଣି ଧୀରେ ଧୀରେ ଅପସରି ଗଲାଣି । ଚାଳ ଛପର ଘର ଓ ମାଟିର କାନ୍ଥ…

ବିନୋଦବିହାରୀ

ଲେଖା: ନିରଞ୍ଜନ ସାହୁ ସେଦିନ ଥିଲା ଦୋଳପୂର୍ଣ୍ଣିମା ପରଦିନ । ଗଣକବି ବୈଷ୍ଣବ ପାଣିଙ୍କ ସାଧନା କ୍ଷେତ୍ର ମାଳିହତା ଠାରେ ଗଣକବିଙ୍କ ଆରାଧ୍ୟା ଦେବୀ କ୍ଷେତ୍ରପାଳିନୀଙ୍କ ମନ୍ଦିରରେ ଏକ ସ୍ବତନ୍ତ୍ର ପୂଜାର ଆୟୋଜନ ହେଉଥାଏ । ନିମନ୍ତ୍ରଣ କ୍ରମେ ସେଠାରେ ପହଞ୍ଚିବାକୁ ହେଲା । ରାତ୍ର ନଅ ଘଟିକା ବେଳକୁ ପୂର୍ଣ୍ଣାହୁତି ହୋଇ ଶେଷ ହେଲା…

ଚନ୍ଦ୍ରମୋହନ ମହାରଣା

ଲେଖା: ନିରଞ୍ଜନ ସାହୁ ଜାତୀୟ ଚରିତ୍ର ଗଠନରେ ଶିକ୍ଷା ହିଁ ଏକ ସୁଦୃଢ଼ ଭିତ୍ତି, ଏହା ସର୍ବଥା ସ୍ଵୀକାର୍ଯ୍ୟ । ଜାତୀୟ ଚରିତ୍ର ବ୍ୟତୀତ ଜାତୀୟ ଜୀବନ ଶୁଦ୍ଧ, ପୂତ, କ୍ରିୟାଶୀଳ ଓ ଶକ୍ତିଶାଳୀ ହୋଇ ନପାରେ । ଜାତି, ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ଲୋକଙ୍କୁ ଶିକ୍ଷିତ, ସଂଗଠିତ, ଐକବଦ୍ଧ କରିପାରିଲେ ଜାତୀୟ ଶିକ୍ଷାର ବିକାଶ…

କାଞ୍ଜିଅଁଳା ଓଷା କଥା

ସଂଗ୍ରାହକ: ମନୋରଞ୍ଜନ ମିଥୁନ ମହାକୁଡ଼ କାଞ୍ଜିଅଁଳା ଓଷା ପାଳନବିଧିକୁ ନେଇ କାଞ୍ଜିଅଁଳା ଓଷା କଥା I ମା’ମାନେ ଏଇ ଗୀତ ପାଠ କରି ଓଷା ପୂଜା କରିଥାନ୍ତି I ~ କାଞ୍ଜିଅଁଳା ଓଷା କଥା ~ ଶୁଣ ସୁଜନେ କାଞ୍ଜିଅଁଳା ଓଷା କଥା। ପୂଜିଲେ ମନରୁ ଛାଡ଼ଇ ବ୍ୟଥା।। ସେ ଯେ ସାଧବ ଘର ସାନବୋହୂ।…

କାଞ୍ଜିଅଁଳା ଓଷା

ଲେଖା: ମନୋରଞ୍ଜନ ମିଥୁନ ମହାକୁଡ଼ କାଞ୍ଜିଅଁଳା ଓଷା ମାର୍ଗଶିର ମାସ କୃଷ୍ଣ ନବମୀ ଦିନ ପାଳନ କରାଯାଏ । ଏହି ଓଷାର ବିଶେଷତ୍ୱ ହେଉଛି ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା ଉଦ୍ଦେଶ୍ୟରେ ଓ ନିଃସନ୍ତାନ ନାରୀମାନେ ସନ୍ତାନପ୍ରାପ୍ତି ପାଇଁ ମା’ ଷଠୀଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି । ଷଠୀଦେବୀ ହେଉଛନ୍ତି ଭଗବାନଙ୍କ ଏକ ଅନନ୍ୟ ସ୍ୱରୂପ ଯିଏକି…

ଜଗତେ କେବଳ

ସୌରଭିତ ସୃଷ୍ଟି: କବିସୂର୍ଯ୍ୟ ବଳଦେବ ରଥ ରାଗ ‘ଆଷାଢ଼ ଶୁକ୍ଳ’ ତଥା ‘ଆଦ୍ୟଯମକ’ ଅଳଙ୍କାରରେ ସୌରଭିତ କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ କବିତା ଜଗତେ କେବଳ . .  ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ । କଟିଳ କରି ସ୍କନ୍ଧ ରୋମରାଜି, ଶିଖରୀ ଦରୀରେ ମରୁ ଗରଜି କୁଟିଳ କରି ଭ୍ରୁକୁଟିକୁ…

ରାଇବଣିଆ

ଲେଖା: ଡାକ୍ତର କିଶୋର ବିଶ୍ବଜିତ୍ ଜେନା ଗଙ୍ଗବଂଶୀୟ ଶାସକ, ଉତ୍କଳୀୟ ନରପତି ଲାଙ୍ଗୁଳା ନରସିଂହଦେବ ବାହାମଣିର ଶାସକ ହୁମାୟୁନ ଶାହାଙ୍କ ବିରୁଦ୍ଧରେ ଯୁଦ୍ଧ କରି ସେଥିରେ ଜିତିବା ପରେ ଓଡ଼ିଶା ଫେରିବା ବାଟରେ ଓଡ଼ିଶା ଓ ବଙ୍ଗର ସୀମାନ୍ତ ଥିବା ହୁଗୁଳି ନଦୀ ନିକଟରେ ମୁସଲିମ ଶକ୍ତି ପ୍ରବେଶକୁ ରୋକିବା ନିମନ୍ତେ ବାଲେଶ୍ଵର ଜିଲ୍ଲାର ଜଳେଶ୍ବର…