admin

admin

ଜଳନ୍ଧର ଦେବ

~ ଜଳନ୍ଧର ଦେବ ~ ଲେଖା: ଅମୃତେଶ ଖଟୁଆ ଅକୁତୋଭୟ ସାରସ୍ଵତ ଚର୍ଚ୍ଚା, ସଂସ୍କାରଚେତନା, ବୈଜ୍ଞାନିକ ପୁରୋଦୃଷ୍ଟି ସମ୍ମିଳିତ ନିଜର ପ୍ରଜ୍ଞାଦୀପ୍ତ ଜୀବନର ଏକ ସ୍ଵତଃପ୍ରବୃତ୍ତ ଅନୁଷ୍ଠାନ ଜଳନ୍ଧର ଦେବ ସମଗ୍ର ଓଡିଆ ଜାତି ପାଇଁ ଚିରସ୍ମରଣୀୟ ।  ବାମଣ୍ଡା ଓଡିଆ ସାରସ୍ଵତ କ୍ଷେତ୍ରରେ ଏକ ପ୍ରୀତିପଦ ଉଚ୍ଚାରଣ। #ବୁଧ_ହଂସ_କେଳି_ସର ବାମଣ୍ଡା ଆଧୁନିକ ଓଡିଆ ସାହିତ୍ଯ…

ଓଳକଣା ମେଳଣ

ଲେଖା: ଶୁଭ୍ରଶିତ ସାହୁ #ଓଳକଣା_ମେଳଣ ଓ #ହରିହର_ଭେଟ କଥାରେ ଅଛି “ଓଳକଣା ମେଳଣ, ଆଳି ରାଜା ଝୁଲଣ ଅସୁରେଶ୍ୱର ରାମ ନବମୀ, ପୁରସ୍ତମ ଚନ୍ଦନ”ବିଭିନ୍ନ ସ୍ଥାନରେ ହେଉଥିବା ବିଭିନ୍ନ ଦୋଳ ମେଳଣ ମଧ୍ୟରୁ ଅବିଭକ୍ତ କଟକ ଜିଲ୍ଲା ତଥା କଟକ, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ମିଳନ ସ୍ଥଳରେ ହେଉଥିବା ଓଳକଣା ମେଳଣ ଏକ ସ୍ବତନ୍ତ୍ର ତଥା…

ଅର୍ଦ୍ଧନାରୀଶ୍ୱର

ଲେଖା: ଅରବିନ୍ଦ ମହାନ୍ତି #ଅର୍ଦ୍ଧନାରୀଶ୍ୱର #କିଏ_ଇଏ?? ଅର୍ଦ୍ଧ ଅଙ୍ଗରେ ନାରୀଙ୍କୁ ଧାରଣ କରିଥିବା ଇଶ୍ୱର ହେଉଛନ୍ତି ଅର୍ଦ୍ଧନାରୀଶ୍ୱର। ସେ ନାରୀ ପୁଣି କିଏ? ସେ କେବଳ ନାରୀ ତ ନୁହଁନ୍ତି ସେ ସକଳ ଶକ୍ତିର ଆଧାର ଆଦ୍ୟାଶକ୍ତି। ସଦାଶିବ ନିଜ ଅର୍ଦ୍ଧେକ ଅଙ୍ଗରେ ଶକ୍ତିଙ୍କୁ ଧାରଣ କରି ଅର୍ଦ୍ଧନାରୀ ହୋଇଛନ୍ତି। ସୃଷ୍ଟିର ମୂଳ ହେଉଛନ୍ତି ସେହି ପ୍ରକୃତି…

ବାସନ୍ତୀକ ଦଶହରା

ଲେଖା: ବନ୍ଧନ ଦଳେଇ ରୁତୁରାଜ ବସନ୍ତର ଆଗମନରେ ଧରା ଧରିତ୍ରୀ ଧରଣୀରାଣୀ ନବମଲ୍ଲୀ, ଆମ୍ବବଉଳ, ରଜନୀଗନ୍ଧାର, ପ୍ରସ୍ପୁଟତାରେ ତା’ର ଅପୂର୍ବ ଭୁରୁ ଭୁରୁ ସୁଗନ୍ଧରେ ମହକିଉଠେ ପ୍ରକୃତି। ମଳୟ ପବନର ଶିହରଣ ସୃଷ୍ଟି କରେ ଏକ ରୋମାନ୍ଚ ! ସକାଳ ସୃଷ୍ଟି ହୁଏ ଏକ ନୂତନ ସୁନେଲି ଉଦ୍ଭାସିତ ସୂର୍ଯ୍ୟଦେବଙ୍କ ପହିଲି କିରଣରେ ଯିଏ ପଳାସ…

ପ୍ରଥମାଷ୍ଟମୀ

ଲେଖା: ଅକ୍ଷୟ ଓଝା ଉତ୍କଳୀୟ ପରମ୍ପରାରେ ପ୍ରଥମାଷ୍ଟମୀ ପାଳନ ଏକ ସାଂସ୍କୃତିକ ତଥା ସାମାଜିକ ପରମ୍ପରା । ଏହା ପରିବାର, ସମାଜ, ସାମୁହିକ ଭାବରେ ପାଳିତ ହୋଇଥାଏ । ଧନୀଗରିବ ନିର୍ବିଶେଷରେ ସମସ୍ତେ ଏହି ପର୍ବ ପାଳନ କରିଥାନ୍ତି । ଗାଁ ଉତ୍ସବ ମୁଖର ହୁଏ। ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖସମୃଦ୍ଧି ଓ ଦୀର୍ଘଜୀବନ…

ଚିଠିପତ୍ର

ଲେଖା: ଅକ୍ଷୟ ଓଝା ଦୂର ସମ୍ପର୍କକୁ ଚିଠି ମାଧ୍ୟମରେ ନିକଟ କରିବାର ମଣିଷ ସମାଜରେ ଚଳି ଆସୁଥିବା ଚଳନୀ ଆଉ ନାହିଁ । ଚିଠି, ଡାକଘର, ପୋଷ୍ଟକାର୍ଡ, ଲଫାପା, ତାର, ଅନ୍ତର୍ଦେଶୀୟ ପତ୍ର, ପୋଷ୍ଟ ପିଅନ ସବୁ ଯେମିତି ଅତୀତର ଗର୍ଭରେ ଲୁପ୍ତ ପାଇ ଗଲାଣି । ସମୟ ଥିଲା ମଣିଷ ଜୀବନର ସବୁଠୁ ଆବଶ୍ୟକ…

ଉତ୍କଳ ଦିବସ

ଲେଖା: ଫ୍ରାନସିସ ଶତପଥୀ ଆମ ସମୟର ଉଦୀୟମାନ ଯୁବକବି ଫ୍ରାନସିସ ଶତପଥୀଙ୍କ ସୃଷ୍ଟିରେ ଉତ୍କଳ ଜନନୀଙ୍କ ଜୟଗାନ ‘ଉତ୍କଳ ଦିବସ’ କବିତା . . ~ ଉତ୍କଳ ଦିବସ ~ ଓଡ଼ିଆ ମୋ ଭାଷା ନୁହେଁ,        ସିଏ ମୋ ସଂସ୍କାର; ଓଡ଼ିଶା ମୋ ରାଜ୍ୟ ନୁହେଁ,        ମୋ’…

ଅଁଳା ନବମୀ

ଲେଖା: ନୀଳାଦ୍ରିନାଥ ଶ୍ରୀଜଗନ୍ନାଥ ହିନ୍ଦୁ ଧର୍ମରେ ଅନେକ ପର୍ବପର୍ବାଣି ପାଳନ କରାଯାଏ। କଥାରେ ଅଛି ୧୨ ମାସରେ ୧୩ ପର୍ବ। ଦୀପାବଳି ପରେ ବର୍ତ୍ତମାନ ଛଠ ପୂଜା ପାଳନ କରାଯାଉଛି। ଛଠ ପୂଜା ପରେ ଅଁଳା ନବମୀ ପାଳନ କରାଯିବ। ଅଁଳା ନବମୀ ପରେ କାର୍ତ୍ତିକ ପୂର୍ଣ୍ଣମୀ ପାଳନ କରାଯିବ। ହିନ୍ଦୁ ଧର୍ମରେ ଅଁଳା ନବମୀର ଅନେକ…

ପାଟବଣିଆ

ଲେଖା: କୁମୁଦ ଚନ୍ଦ୍ର ଶତପଥୀ ଆମ ଦେବଗଡରେ କଙ୍କୀକୁ ପାଟବଣିଆ, ପାଟପଣିଆ, ପାଟକଣିଆ କିମ୍ବା ପାଟକୁଣୀ କୁହାଯାଏ। ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହା ପାଟପଣିଆ ବୋଲି ଉଲ୍ଲେଖ ରହିଛି। ବଡ ଆନନ୍ଦର କଥା ଏହି #ପାଟବଣିଆ ଏକ ଖାଣ୍ଟି ଦେବଗଡିଆ ଶବ୍ଦ। ଆମେ ଯେଉଁମାନେ 30 ବର୍ଷ ବୟସରୁ ଅଧିକ ବୟସ୍କ, ଆମେ ଏହାକୁ…

ଦାରିଙ୍ଗବାଡ଼ି

ଲେଖା: ନିରଞ୍ଜନ ସାହୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ମଣ୍ଡଳରୁ ବ୍ରହ୍ମପୁର ମଣ୍ଡଳର କନ୍ଧମାଳ ଜିଲ୍ଲାକୁ ବଦଳି ହେଲା । ତେଣୁ ୨୦୦୭ ମସିହା ମଇ ମାସ ସାତ ତାରିଖରେ ବ୍ରହ୍ମପୁରରୁ ଚିଠି ନେଇ ଯିବାକୁ ହେଲା ଫୁଲବାଣୀ ଆଞ୍ଚଳିକ କାର୍ଯ୍ୟାଳୟକୁ । ସେଠାରୁ ହିଁ ମୋର ନିଯୁକ୍ତି ପତ୍ର (Posting Order )…