admin

admin

ତୃତୀୟଦେବ ଜଗନ୍ନାଥ ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ ~ ତୃତୀୟଦେବ ଜଗନ୍ନାଥ ମନ୍ଦିର ~ ଓଡ଼ିଶାର ଗୌରବୋଜ୍ବଳ ଇତିହାସକୁ ଦୃଷ୍ଟି ଦେଲେ, ତଥା ଐତିହାସିକ ଦୃଷ୍ଟିକୋଣରୁ ବିଚାର କଲେ, ଓଡ଼ିଶାରେ ଗଙ୍ଗବଂଶୀ ଶାସକଙ୍କ ଶାସନ କାଳକୁ “ସୁବର୍ଣ୍ଣଯୁଗ” କହିଲେ ଅତ୍ୟୁକ୍ତି ହେବ ନାହିଁ l ଗଙ୍ଗବଂଶୀ ଶାସକଙ୍କ ରାଜତ୍ୱ ସମୟରେ ହିଁ ଓଡ଼ିଶାରେ ଅନେକ ଗୁଡ଼ିଏ କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମନ୍ଦିରମାନ…

ପାଣ୍ଡଵବଖରା

ଲେଖା: ଅମ୍ବରୀଶ ମଙ୍ଗରାଜ ~ ପାଣ୍ଡଵବଖରା ~ ପରୀକ୍ଷା ତାରିଖ ଘୁଂଚି ଘୁଂଚି ଯାଉଥାଏ, କେବଳ ମୋରି କାରଣରୁ ଆମର ଅଲ ବିରୁନି,ମାକ୍ରୋ ପୋଲୋ ସବୁ କୁଆଡେ ଯାଇ ପାରୁନଥିଲେ | ଯେହେତୁ ଅଳ୍ପ ସମୟ ହାତରେ ଥିଲା ମୁଁ ରାଜି ହେଲି ଯିବା ପାଇଁ କିନ୍ତୁ ସର୍ତ ଅଳ୍ପ ଦୂରତା ଭିତରେ ଆମର ଏ…

କନିକା

ଲେଖା: ଦେଵ ତ୍ରିପାଠୀ ଉତ୍କଳ ଗଜପତିଙ୍କ ଶାସନାଧୀନ ଅଞ୍ଚଳ ହେଲେ ହେଁ #କନିକା ଥିଲା ସ୍ବତନ୍ତ୍ର ଗୁରୁତ୍ବର ଅଧିକାରୀ ! ଉତ୍କଳର ସାମରିକ ଇତିହାସରେ କନିକାର ଶହେ ଆହୁଲା ବିଶିଷ୍ଟ ରଣତରି ଯେ କିଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିଲା, ତାହା ବ୍ରିଟିଶ ଐତିହାସିକ #ହାମିଲଟନଙ୍କ ପ୍ରଶଂସମୁଖରିତ ବିବରଣୀରୁ ଜଣାପଡ଼େ ! କନିକା ମାଟିର ବୀରତ୍ବର…

କନିକା

ଲେଖା: ଦେଵ ତ୍ରିପାଠୀ ୧୬୦୦ ଖ୍ରୀଷ୍ଟାବ୍ଦ ! ଦୁର୍ଗ-ଜାଲ ଜଡ଼ିତ ଓଡ଼ିଶା ପ୍ରଦେଶ ଭ୍ରମଣରେ ଆସିଥିଲେ ବିଦେଶୀ ପରିବ୍ରାଜକ #ଆବୁଲ_ଫାଜଲ ! ଭୂଖଣ୍ଡର ବିଭିନ୍ନ ସ୍ଥାନରେ ସେ ଦେଖିଥିଲେ ଛୋଟବଡ଼ ଗଡ଼ସବୁ ! ପ୍ରତ୍ୟେକ ଗଡ଼ ଥିଲା ଏକ ଏକ ଗଡ଼ଜାତ ରାଜ୍ୟର ଆଭିଜାତ୍ୟପୂର୍ଣ୍ଣ ରାଜଧାନୀ ! ସୈନ୍ୟସାମନ୍ତ ଅଧ୍ୟୁଷିତ ସେଇ ଗଡ଼ଗୁଡ଼ିକର ଅଧିପତିମାନେ ଥିଲେ…

କନିକା

ଲେଖା: ଦେଵ ତ୍ରିପାଠୀ ~ କନିକା ~ “ତାଳୀବନ-ଶ୍ୟାମ କନିକା, କୁଜଙ୍ଗ ମରିଚ ହରିଶପୁର ଅସ୍ତରଙ୍ଗ । ବରାହ-ପାଳିତ ବାଲିପୂର୍ଣ୍ଣ ଆଳି କ୍ଷତ୍ରିବୃନ୍ଦ ଯାର ମହାବୀର୍ଯ୍ୟଶାଳୀ ।” (#ନନ୍ଦିକେଶ୍ୱରୀ/କବିବର ରାଧାନାଥ) ଇଏ ଏମିତି ଏକ ରାଜ୍ୟ, ଯାହାର ସୁଦୁର ଅତୀତକୁ ରୋମନ୍ଥନ କଲେ ଦୃଶ୍ୟମାନ ହୁଏ ଇତିହାସର ବହୁ ବିସ୍ମୟକର ସ୍ମାରକୀ ! ନାଚି ଯାଏ…

କନିକା

ଲେଖା: ଦେଵ ତ୍ରିପାଠୀ  ~ କନିକା ~ ପୂର୍ବ ଆଲୋଚନା ଗୁଡ଼ିକରୁ ଆମେ ଜାଣିଛେ କନିକାର ବୀରଯୋଦ୍ଧାଗଣ ପ୍ରାୟ ଦୁଇଶହ ବର୍ଷ କାଳ ମୁସଲମାନ, ମୋଗଲ, ମରାଠାମାନଙ୍କ ସହ ଓ ଅର୍ଦ୍ଧ ଶତାବ୍ଦୀ କାଳ ବ୍ରିଟିଶ ଶକ୍ତି ବିରୁଦ୍ଧରେ ନିଜର ବିଜୟଯାତ୍ରା ବଜାୟ ରଖିଥିଲେ । କନିକାର ବଳ ଦମ୍ଭ ଅତୁଟ ରହିବାର କେତୋଟି ବଳିଷ୍ଠ…

ଢେଙ୍କାନାଳର ଆଦ୍ୟଦେବୀ

ଲେଖା: ସୋମେନ୍ଦୁ ଶତପଥୀ ~ ଢେଙ୍କାନାଳର ଆଦ୍ୟଦେବୀ ~ ଆମ ଢେଙ୍କାନାଳର ଆଦ୍ୟଦେବୀ କିଏ ? ନିଶ୍ଚିତ ଭାବରେ ଯିଏ ଏହି ଯାଗାଟିକୁ ପ୍ରଥମେ ସ୍ଥାପନ କରିଥିବ ସେ ଯଦି ନିଜେ କେଉଁ ଦେବାତା ବା ଦେବୀଙ୍କର ମୂର୍ତ୍ତିସ୍ଥାପନ କରିଥିବ ସେ ହିଁ ଢେଙ୍କାନାଳର ଆଦ୍ୟଦେବୀ ବା ଦେବତା ହୋଇଥିବେ। ପିଲାଦିନର କଥା ମନେପଡ଼ିଲା। ବାପା…

କଂସାଥାଳି

ଲେଖା: ସୁଦର୍ଶନ ସାହୁ ~ଆମ ଓଡ଼ିଆ ପରମ୍ପରାରେ କଂସାଥାଳି ~ ଉତ୍କଳୀୟ ପରମ୍ପରାରେ କଂସାଥାଳି ର ବ୍ୟବହାର କାହିଁ କେବେଠୁ ରହିଆସିଛି । ପିଢ଼ା, ପାଣି ଥୋଇବା ପରେ କଂସାଥାଳିରେ ଭାତ ବଢ଼ାଯାଏ #ଓଡ଼ିଆଣୀ ହାତରେ ! ଏହା ଛଡ଼ା ଗ୍ରାମଦେବତୀଙ୍କ ଠାରେ ଉଖୁଡ଼ା ଭୋଗ, ବିଷ୍ଣୁ ମନ୍ଦିରରେ ଶଙ୍ଖୁଡ଼ି (ଖେଚୁଡ଼ି) ଭୋଗ, ଅତିଥି, ଅଭ୍ୟାଗତ,…

କଂସାର କୁଣୁଆ

ଲେଖା: ଦେଵ ତ୍ରିପାଠୀ ~ କଂସାର କୁଣୁଆ ~ ନଵେ ଦଶକର କୌଣସି ଏକ ସନ୍ଧ୍ୟା । ତତ୍କାଳୀନ ବମ୍ବେ ବିଶ୍ୱବିଦ୍ୟାଳୟର ଅଡିଟୋରିୟମ୍ । ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର ପୁରସ୍କାର ବିଜେତାଙ୍କ ନାମ ଘୋଷଣା ପୂର୍ବରୁ ଉପସ୍ଥାପକଙ୍କ କଣ୍ଠରୁ ନିଃସୃତ ହେଲା ଭାବଗର୍ଭକ କେଇପଦକଥା ! କଣ୍ଠରେ ଅଦ୍ଭୁତ ଉଚ୍ଛ୍ୱାସ ରଖି ସେ ବଖାଣି ଚାଲିଥିଲେ…