admin

admin

ଗରୁଡ଼ ଉତ୍ଥାପନ

ଲେଖା: ମିହିର ପଟ୍ଟନାୟକ କାର୍ତ୍ତିକ ପଞ୍ଚୁକର ୨ୟ ଦିନକୁ କୁହାଯାଏ ଗରୁଡ଼ ଉତ୍ଥାପନ ଦ୍ୱାଦଶୀ। ପୂର୍ବଦିନ ଭଗବାନ ବିଷ୍ଣୁ ନିଦରୁ ଉଠିଲା ପରି ପରଦିନ ଗରୁଡ଼ ଉତ୍ଥାପନ ନୀତି ଶ୍ରୀମନ୍ଦିରରେ ପାଳିତ ହୋଇଥାଏ। ୪ମାସ ଧରି ଶୋଇଥିବା ଗରୁଡ ମଧ୍ୟ ନିଦ୍ରାରୁ ଉଠିଥାନ୍ତି। ବୁଝିପାରୁଛନ୍ତି ତ ! ଯେମିତି ଦିଅଁ, ସେମିତି ସେବକ। ଏହି ଭାବକୁ ଶ୍ରୀ…

ମାତୃଭାଷା

ଲେଖା: ସୁବ୍ରତ କୁମାର ନାୟକ ପ୍ରତି ମଣିଷ ନୂଆକରି ପୃଥିବୀକୁ ଅତିଥି ହୋଇ ଆସିଥିବା ସମୟରେ ତା’ର ପ୍ରଥମ ଶିକ୍ଷକ ମା’। ମା’ର ଭାଷା ମାତୃଭାଷା। ସମସ୍ତଙ୍କ ପରିଚୟର ମୂଳ ଯଦି ଖୋଜାଯାଏ, ତା’ର ମାତୃଭାଷାରେ ହିଁ ତା’ର ପରିଚୟ ମିଳିଯାଇଥାଏ। ମାତୃଭୂମି ପରି ମାତୃଭାଷା ପାଇଁ ମଧ୍ୟ ଏ ବିଶ୍ୱ ଅନେକ ଲଢ଼େଇ ମଧ୍ୟ…

ଓଡ଼ିଆ ଭାଷାର ପ୍ରଥମ ଚଳଚ୍ଚିତ୍ର

ଲେଖା: ଦେଵ ତ୍ରିପାଠୀ ୧୯୩୬ ମସିହା, ଏପ୍ରିଲ ୨୮, ମଙ୍ଗଳବାର, ଲକ୍ଷ୍ମୀ ଟକିଜ୍, ପୁରୀ । ସେଦିନ ଥିଲା ଜାତୀୟଗୌରବ କୁଳବୃଦ୍ଧ ମଧୁସୂଦନଙ୍କ ପବିତ୍ର ଜନ୍ମତିଥି । ସ୍ବତନ୍ତ୍ର ଉତ୍କଳପ୍ରଦେଶ ଗଠନର ସୁଖଦ ଅନୁଭଵ ଆଣିଦେଇଛି ଓଡିଆଙ୍କୁ । ସେଭଳି ଖୁସିକୁ ଦ୍ଵିଗୁଣିତ କରିବା ପାଇଁ ଏଇ ଦିନରେ ଓଡ଼ିଆଙ୍କୁ ମିଳିଛି ଏକ ସ୍ବତନ୍ତ୍ର ଉପହାର,…

ତିଗିରିଆ ଗଡ଼ଜାତ

ଲେଖା: ଅବିନାଶ ପତି ତିଗିରିଆ ଗଡ଼ଜାତ ରାଜାଙ୍କ କାହାଣୀ। ବିଳାସପୂର୍ଣ୍ଣ ରାଜମହଲରୁ ଆରମ୍ଭ ହୋଇ ମାଟିକୁଡ଼ିଆରେ ଶେଷ ହେଲା । ଆଜି ଆମେ ଓଡ଼ିଶାର ଏମିତି ଜଣେ ରାଜାଙ୍କ ବିଷୟରେ କହିବୁ ଯାହାଙ୍କର ଦିନେ ହାତ ଲେଉଟିଲେ ପୃଥି ଲେଉଟୁଥିଲା ବୋଲି ଲୋକେ କହନ୍ତି। ଆଖି ଝଲସିଲା ଭଳି ରାଜପ୍ରାସାଦ। ୨୫ଟି ବିଳାସପୂର୍ଣ୍ଣ କାର, ୩୦…

ବର୍ଣ୍ଣବୋଧ

ଲେଖା: ଦୁଷ୍ମନ୍ତ କୁମାର ବେହେରା ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ନିଜ ପସନ୍ଦର ପ୍ରିୟ କବି ଓ ଲେଖକଙ୍କ ପ୍ରକାଶିତ ପୁସ୍ତକଗୁଡିକୁ ବୃହତ୍ତର ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରିବାର ଓଡିଶାରେ ଯେଉଁ ଧାରା ଆରମ୍ଭ ହୋଇଛି । କହିବାପାଇଁ ଗଲେ ତାହା ଏବେ ଧୀରେ ଧୀରେ ଏକ ବିପ୍ଳବର ରୂପ ନେଲାଣି, ଯାହା ଓଡ଼ିଆ…

ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ

ଲେଖା: ଶିବାଶିଷ ମହାପାତ୍ର ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ,  ସଂସ୍କୃତି, ପରମ୍ପରା ତଥା ଚାଲିଚଳନ ପୂର୍ବ ଓଡ଼ିଶାନୁ ଅଲଗା । ଅଲଗା ଇତାର ଭାଷା ତଥା ନାଚ ତଥା ଗୀତ । ଆଜିବି ଇ ଯାଗା ତଥା ବିଭିନ୍ନ ସମିଆରେ ପାରମ୍ପରିକ ଲୋକଗୀତ ଆଉ ଲୋକନୃତ୍ୟ କେ ନୁରା ଯାଏସି ଲୋକବାଦ୍ୟର ସାଙ୍ଗେ । ଗୋଡ଼୍ ମାନେ…

ବୋଇତବନ୍ଦାଣ

ଲେଖା: ସୁଚେତା ପ୍ରଧାନ ଚନ୍ଦ୍ରାକିତ ରଜନୀ। କୁହୁଡିର ମଳିନ ଆସ୍ତରଣ ତଳେ ରୂପେଲି ଜ୍ୟୋତ୍ସ୍ନା ସୃଷ୍ଟି କରୁଥାଏ ଏକ ଅପରୂପ ମାୟା। ରାତି ପାହିଲେ ମହା କାର୍ତ୍ତିକର ମହା ପୂର୍ଣ୍ଣିମା। ରାତି ପାହିବାକୁ ତର ସହେନି। ଶିଶିର ସ୍ନାତ ପାହାନ୍ତି ପ୍ରହର ପୂର୍ବରୁ ଓଡିଶାର ଘରେ ଘରେ ଚହଳ। ବୋଇତ ବନ୍ଦାଣର ବେଳା। ଭଳିକି ଭଳି…

ନୀଳମଣି ବିଦ୍ୟାରତ୍ନ

ବଙ୍ଗଳା, ବିହାର ଓ ତେଲେଙ୍ଗାମାନଙ୍କର ଓଡ଼ିଆ ଭାଷା ପ୍ରତି ଯେଉଁ ଅସୂୟା ଭାବ ଥିଲା, ତାହାକୁ ସେମାନଙ୍କ ଆଗରେ ବୀରଦର୍ପରେ ବଖାଣିବା ନିମନ୍ତେ ସେ ଓଡ଼ିଆ ଭାଷାର ସ୍ଥାୟିତ୍ୱ ଓ ଅବିନଶ୍ୱର ରୂପକୁ ପ୍ରତିଷ୍ଠିତ କରାଇଥିଲେ । ଏଇ ମାଟିର ଭାଷା ବଦଳରେ ସମ୍ବଲପୁରରେ ହିନ୍ଦୀଭାଷା ଏବଂ ଗଞ୍ଜାମରେ ତେଲୁଗୁଭାଷା ପ୍ରୟୋଗର ଘୋର ବିରୋଧ ତଥା ପତ୍ରିକା ମାଧ୍ୟମରେ ସଂଗ୍ରାମର ବାର୍ତ୍ତାପ୍ରେରଣ କରି ସେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ହୀନମନା ହିନ୍ଦୀଭାଷୀ ଓ ତେଲେଙ୍ଗାମାନଙ୍କର । କେବଳ ଦେଶଗଠନ ପାଇଁ ଯେ ତାଙ୍କର ଭୂମିକା ଥିଲା ଗୁରୁତ୍ଵପୂର୍ଣ୍ଣ ତାହା ନୁହେଁ, ବ୍ରିଟିଶ ସରକାର ବିରୋଧରେ ପତ୍ରିକା ମାଧ୍ୟମରେ ରଣହୁଙ୍କାର ଦେଇ ଓ ଜନଜାଗରଣ ସୃଷ୍ଟି କରି ସେ ବ୍ରିଟିଶ ସରକାରର ବନିଯାଇଥିଲେ ମହାଶତ୍ରୁ . .