Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ରୋମାଣ୍ଟିକ ଚିରସବୁଜ ସୁପରଷ୍ଟାର ଅଭିନେତା, ନିର୍ଦ୍ଦେଶକ, ସମାଲୋଚକ, ଲେଖକ, ଅଧ୍ୟାପକ ଓ ସଂଗଠକ ତଥା ସମ୍ମାନନୀୟ ଜୟଦେବ ପୁରସ୍କାର ସମେତ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ ଓ ଉଦ୍ଭାସିତ ଅମର ପ୍ରତିଭା ଶରତ ପୂଜାରୀ ! ନୟାଗଡ଼ ଜିଲ୍ଲା ଖଣ୍ଡପଡାରେ ଜନ୍ମିତ ଏହି…

ଲେଖା: ଶିବାଶିଷ ମହାପାତ୍ର ଓଡ଼ିଶା ନିଜର ସଂସ୍କୃତି ପରମ୍ପରା ତଥା ଐତିହ୍ୟ ପାଇଁ ସାରା ଭାରତ ବର୍ଷରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହାର କୋଣ ଅନୁକୋଣ ଇତିହାସ ସହ ସଂଶ୍ଳିଷ୍ଟ ରହିଛି । ପଶ୍ଚିମ ଓଡ଼ିଶାର ମାଳଭୂମି, ପାହାଡ଼, ଜଙ୍ଗଲ, ନଦୀ, ଝରଣା, ମନ୍ଦିର ମାନଙ୍କର ଏକ ବିଶେଷ ଆକର୍ଷଣ ରହିଛି…

ଲେଖା: ଦେଵ ତ୍ରିପାଠୀ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରୁ ୧୩କି.ମି. ଦୂର କୁଟୁଣଗୁଡାର କୁଟୁଣିପଦର ପାହାଡ଼ ଶିଖରରେ କୌଣସି ପ୍ରକାରର ଖନନ କରିବା ପୂର୍ବରୁ କେହି ବାରମ୍ବାର ଚିନ୍ତା କରିବାକୁ ବାଧ୍ୟହେବ, କାରଣ ଯେ କୌଣସି ସ୍ଥାନରୁ ଶିବଲିଙ୍ଗର ଆବିର୍ଭାବ ହୋଇପାରେ । ଉକ୍ତ ପାହାଡ଼ରେ କୋଟିଏରୁ ଉର୍ଦ୍ଧ୍ବ ଛୋଟବଡ଼ ଶିବଲିଙ୍ଗ ଥିବାର ସମ୍ଭାବନା ଅଛି…

ଲେଖା: ଦେଵ ତ୍ରିପାଠୀ ~ ଦିବ୍ୟନୀତି ୧ ~ ~ ମଙ୍ଗଳ ଆରତୀ ~ ସେବକମାନେ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିବା ପରେ ଦିଅଁ ଶୟନ କରିଥିବା ଖଟଶେଯ ଇତ୍ୟାଦିକୁ ‘ଖଟଶେଯ ମେକାପ’ ସେବକ ଶେଯଘରକୁ ନେଇଯା’ନ୍ତି । ଦିଅଁମାନଙ୍କର ଶଯ୍ୟାତ୍ୟାଗ ପରେ ହୁଏ ମଙ୍ଗଳ ଆଳତି । ମଙ୍ଗଳ ଆଳତିରେ ତିନୋଟି ରୂପାଥାଳିରେ କର୍ପୁର,…

~ ବ୍ୟୋମକେଶ ତ୍ରିପାଠୀ ~ ଲେଖା: ଅମୃତେଶ ଖଟୁଆ ଗୋଟିଏ ସାକ୍ଷାତକାରରେ ସେ କହିଥିଲେ, “Theatre is mediation to me. . . I have a long straight nose and I would like to follow the long, straight path.” ଦେହାବସାନ ପୂର୍ବରୁ ଭୁବନେଶ୍ଵରରେ ବିଦଗ୍ଧ ବିଶ୍ଵନାଟକ ପ୍ରଯୋଜନା…

ଲେଖା: ଦେବ ତ୍ରିପାଠୀ ଦିଗନ୍ତ ବିସ୍ତାରି ପାହାଡ଼ର ପହଣ୍ଡି ‘ଦିଗପହଣ୍ଡି’ । ଦିଗ ଓ ପୁଦିଆ ସର୍ଦ୍ଦାରଙ୍କ କିମ୍ବଦନ୍ତୀର ଗାଁ ଦିଗପହଣ୍ଡି । ଭୀମସେନ ପାଣିଗ୍ରାହୀଙ୍କ ‘ଖେମୁଣ୍ଡି ଇତିହାସ’ (୧୯୦୯) ବିବର୍ତ୍ତିତ ଇତିହାସର ସ୍ବାକ୍ଷର ବହନ କରେ ଦିଗପହଣ୍ଡି । ଢୁମ୍ପା, କଳାସଂସ୍କୃତି, ସାହିତ୍ୟ, ଗଡ଼ଜାତୀୟ ଇତିହାସ ଓ ଐତିହ୍ୟ ସୁରଭିତ ଦିଗପହଣ୍ଡି ମାଟି ମଧ୍ୟ…



ଲେଖା: ଦେବ ତ୍ରିପାଠୀ ଗାଁ ମାଟିର ତୁଟାଇ ଶିରୀ ସହର ଚାହେଁ ଉଙ୍କି, ବଗଡା ଭାତ ରୁଚୁନି ଆଉ ଅଲୋଡ଼ା ଆଜି ଢିଙ୍କି II ଦିନକୁଦିନ ଯନ୍ତ୍ରସଭ୍ୟତା ଭିତରେ ପେଷି ହୋଇ ଯାଉଥିବା ମଣିଷ ହରାଇବସୁଛି ନିଜର କର୍ମଦକ୍ଷତା । ଏହି ସମାଜ ଆଧୁନିକତା ଛଳରେ ସହରୀସଭ୍ୟତା ସହ ନିଜକୁ ତଉଲି ଚାଲିବାର ଉଦ୍ୟମ କରିଛି…

ଲେଖା: ଦେଵ ତ୍ରିପାଠୀ ଆଜକୁ ୨୦୦ ବର୍ଷ ତଳର କଥା । ଇତିହାସର ଗର୍ଭଗହ୍ଵରରେ ପୋତି ହୋଇଯାଇଥିବା ଏକ ସମୟର କଥା ! କଥା କିନ୍ତୁ କିମ୍ବଦନ୍ତୀ ନୁହେଁ ! ଏକ ସତ୍ୟତା ଉପରେ ପ୍ରତିଷ୍ଠିତ ଗୋଟିଏ ସମୟର କଥା ! ଏ କଥା ନା କେବେ ସ୍ପର୍ଶ କରିଛି ଗବେଷକର ଅନ୍ୱେଷଣକୁ ନା କେବେ…