Physical Address
Sai Samarpanam, Satya Vihar, Bhubaneswar

ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ ~ ତୁହି ମା ଜନମଭୂମି ~ ତୁହି ମା ଜନମ ଭୂମି ପବିତ୍ର ଭାରତ ଭୂମି ତୋହରି ସନ୍ତାନ ଆମ୍ଭେ ଅଟୁ ସରବେ, ତୋର ଶ୍ରୀଚରଣ ସେବା ପାଇଁ ମନପ୍ରାଣ ଦେବା ଗାଇବା ତୋହରି ନାମ ଆନନ୍ଦ ରବେ, ତୋ ଆନନ୍ଦେ…

ଉପସ୍ଥାପନା: ଦେଵ ତ୍ରିପାଠୀ ପଲ୍ଲୀଜୀବନ ର ନିଖୁଣ ଗାଥା ତଥା ପଲ୍ଲୀପ୍ରକୃତିର ଅପୂର୍ବ ବର୍ଣ୍ଣନା ଖୋଜିବସିଲେ ସର୍ବାଗ୍ରେ ମନେ ପଡ଼ନ୍ତି ପଲ୍ଲୀକବି ନନ୍ଦକିଶୋର । ଆମ ରାଜ୍ୟର ପାଣିପବନ, ଗ୍ରାମ୍ୟଜୀବନ ଆଦିକୁ ଯେଭଳି ସରଳ ଭାଷା ଓ ଛନ୍ଦରେ ରୂପାୟିତ କରିଯାଇଛନ୍ତି ପଲ୍ଲୀକବି ତାହା ସତରେ ବିରଳ ! ପାଠକର ମନରେ ଅପୂର୍ବ ଆବେଗ ସୃଷ୍ଟି…

~ ମୋହନଦାସ ରତିକାନ୍ତ ରାଓ ~ ଲେଖା: ଅମୃତେଶ ଖଟୁଆ ଅଜସ୍ର କଳା, ସାହିତ୍ୟ, ସଂସ୍କୃତି, ଭାସ୍କର୍ଯ୍ୟ ସହ ଅନନ୍ତ ଐତିହ୍ୟର ପଟ୍ଟଭୂମି ଉପରେ ଅବତିଷ୍ଠିଥିବା ଓଡ଼ିଆ ସଂସ୍କୃତି ମହାଭାରତୀୟତାର ଏକ ଅଭିନ୍ନ ପ୍ରବାହିତ ସ୍ରୋତ। ଐତିହ୍ୟଦୀପ୍ତ ଓଡ଼ିଆ ମାଟିରେ ଯେଉଁ ଯୋଗଜନ୍ମା ମନୀଷୀମାନଙ୍କ ଆବିର୍ଭାବ, ତାହା ଏ ଜାତିର ତ୍ରିଦିବଲୋକକୁ ଋଦ୍ଧିମନ୍ତ କରିଆସିଛି। ହେଲେ…

~ ରେବା ରାୟ ~ ଲେଖା: ଅମୃତେଶ ଖଟୁଆ ୧୮୬୬ ମସିହାର କରାଳ ଦୁର୍ଭିକ୍ଷ ପରେ ଓଡିଶାରେ ଆରମ୍ଭ ହୁଏ ଆଧୁନିକ ଶିକ୍ଷାର ଦ୍ରୁତ ପ୍ରସାର ଏବଂ ସକ୍ରିୟ ଶିକ୍ଷିତ ମୁଷ୍ଟିମେୟମାନେ ଏକ ପ୍ରକାରର ସାମାଜିକ ଓ ସାଂସ୍କୃତିକ ନବୋନ୍ମଷର ଅଭ୍ୟୁଦୟ କରାଇଲେ। ବ୍ରାହ୍ମଧର୍ମର ପ୍ରସାର, ୧୮୯୦ ମସିହା ବେଳକୁ ‘ଉତ୍କଳ ଦୀପିକା‘, ‘ସମ୍ବାଦବାହିକା’, ‘ସମ୍ବଲପୁର…

ଲେଖା: ନିରଞ୍ଜନ ସାହୁ ଅଷ୍ଟାଦଶ ଶତାବ୍ଦୀ ଥିଲା ଓଡ଼ିଆ କାବ୍ୟସାହିତ୍ୟର ଅପୂର୍ବ ଯୁଗ । ରୀତି ଓ ଗୀତିଯୁଗ ନାମରେ ନାମିତ ଏହି ଯୁଗରେ ଉତ୍କଳ ସାହିତ୍ୟାକାଶରେ ଆବିର୍ଭାବ ଘଟିଥିଲା ବହୁ ବିଶିଷ୍ଟ କବିମାନଙ୍କର। ଆମେ ଯେତେବେଳେ ସର୍ବାଗ୍ରେ ସ୍ମରଣ କରୁ କବିସମ୍ରାଟଙ୍କୁ, ସେତିକିବେଳେ ଅନ୍ୟାନ୍ୟ ପ୍ରତିଭାପୁଞ୍ଜ ଆମ ଦୃଷ୍ଟି ସମ୍ମୁଖରେ ଉଦଭାସିତ ହୋଇଉଠନ୍ତି, ଅଭିମନ୍ୟୁ,…

~ କବିଶେଖର ଚିନ୍ତାମଣି ମହାନ୍ତି ~ ଲେଖା: ଅମୃତେଶ ଖଟୁଆ “ସୌଭାଗ୍ୟର ଏ କି ମହା ଶୁଭଦିନ, ନାଚି ଉଠେ ପ୍ରାଣେ ପୁଲକ ନବୀନ। ଅଲକ୍ଷ୍ୟରେ କୋଟି ଆନନ୍ଦ-ହାବେଳି, ମନ ମଧ୍ୟେ ପଶି ଯାଉଅଛି ଖେଳି।” (ଘୁମୁସର କାବ୍ୟ ) ଦ୍ଵାଦଶ ସର୍ଗ ବିଶିଷ୍ଟ ବର୍ଣ୍ଣନାତ୍ମକ “ଘୁମୁସର କାବ୍ୟ”, କବିଶେଖରଙ୍କ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତି ଥିବା…

ଲେଖା: ଦେଵ ତ୍ରିପାଠୀ ଆବୁଆ ରାଜା ଇତେ ଜାନା, ମହାରାନୀ ରାଜ ଟୁଡୁ ଜାନା II ଊନବିଂଶ ଶତାବ୍ଦୀର ଶେଷଭାଗରେ ଭାରତର ପୁର୍ବାଞ୍ଚଳର ଘଞ୍ଚ ଜଙ୍ଗଲ ମଧ୍ୟରେ ଯେଉଁ ବିପ୍ଲବର ସ୍ଵର ଝଂକୃତ ହୋଇଥିଲା, ‘ଆବୁଆ ରାଜା ଇତେ ଜାନା, ମହାରାନୀ ରାଜ ଟୁଡୁ ଜାନା’ (ମହାରାଣୀଙ୍କ ସାମ୍ରାଜ୍ୟ ପତନ ହେଉ ଏବଂ ଆମ ସାମ୍ରାଜ୍ୟର…

ଲେଖା: ଦେଵ ତ୍ରିପାଠୀ ~ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ~ ଭଦ୍ରକ । ଜିଲ୍ଲା ସମ୍ମିଳନୀ । ତତ୍କାଳୀନ ନବଜାଗ୍ରତ ଉତ୍କଳର ଅପ୍ରତିଦ୍ଵନ୍ଦୀ ନେତା ସନ୍ଥମହାତ୍ମା ଭାରତମଣି ଗୋପବନ୍ଧୁ ସେ ସଭାରେ ଉପସ୍ଥିତ । ସଭାର ପ୍ରାରମ୍ଭରେ ଗାନ ହେଲା ଆବାହନୀ ସଙ୍ଗୀତ: “ଉଡାଇ ନିଶାଣ, ବଜାଇ ଭେରୀ ଜଗାଇ ବିପୁଳ ପୁଲକ କମ୍ପ, ମନ୍ତ୍ରପୂତ…

ଲେଖା: ଅରବିନ୍ଦ ମହାନ୍ତି ଲିଙ୍ଗରାଜଙ୍କ ଦେଉଳବେଢାର ଦକ୍ଷିଣ ପଶ୍ଚିମ କୋଣରେ ଦେବୀ ସାବିତ୍ରୀ ଦେଉଳ ଅବସ୍ଥିତ। ଏହା ଏକ ଖାକରା ଶୈଳୀର ମନ୍ଦିର ଅଟେ। ଏହି ମନ୍ଦିରର ନିର୍ମାଣ ଶୈଳୀ ଦେବୀ ଗୋପାଳୁଣୀଙ୍କ ମନ୍ଦିର ସହ ପ୍ରାୟତଃ ସମାନ। ଦେବୀଙ୍କ ତିନି ପାର୍ଶ୍ୱରେ ତିନିଜଣ ପାର୍ଶ୍ୱ ଦେବୀ ବିରାଜମାନ। ମୂର୍ତ୍ତିଗୁଡ଼ିକ କ୍ଷୟ ହୋଇଯାଇଥିବରୁ ସେମାନଙ୍କ ପରିଚୟ…

By Arobinda Mohanty The last day of holy month Magha, known as Magha Purnima. The speciality of this day is observation of different festivals in a single day. Gaja Uddharana Vesa (ଗଜଉଦ୍ଧାରଣ ବେଶ) In Shree Mandir Puri, Mahapravu Shree Jagannath, Badathakura…