Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ସମ୍ବଲପୁରଠାରୁ ୨୮କି.ମି. ଦକ୍ଷିଣରେ ଚିରପ୍ରବାହମାନ ମହାନଦୀ କୂଳର ଐତିହାସିକ ହୁମା ଗ୍ରାମରେ ଘଟଣାପ୍ରବାହର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ହୋଇରହିଛି ବିଶ୍ୱର ଏକମାତ୍ର ବକ୍ର ତଥା ଜିଲ୍ଲାର ଅନ୍ୟତମ ଅଷ୍ଟଶମ୍ଭୁ ବାବା ବିମଳେଶ୍ୱର ମହାଦେବଙ୍କ ମନ୍ଦିର I ୧୫ ମିଟର ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରଟି ଉତ୍ତର ପଶ୍ଚିମ ଦିଗକୁ ୪୧.୬ଂ ଢଳିଯାଇଥିବା…

ଉପସ୍ଥାପନା: ଦେଵ ତ୍ରିପାଠୀ ଗଭୀର ବୈଷ୍ଣବତତ୍ତ୍ଵ ସମ୍ବଳିତ ଗ୍ରନ୍ଥ ଆମରି ଓଡ଼ିଆ ଭାଗବତ । ସମାଜରେ ସଂହତି, ସମନ୍ୱୟ ରକ୍ଷାରେ ଏହାଠାରୁ ବଳି ବଡ଼ ସାଧନ ଅତୀତ କାଳରେ କିଛି ନ ଥିଲା । ବ୍ୟାସଦେବକୃତ ସଂସ୍କୃତ ବ୍ୟତୀତ ପୂର୍ବରୁ ଅର୍ଥାତ୍ ଷୋଡ଼ଶଶତାବ୍ଦୀ ପୂର୍ବରୁ, ଅନ୍ୟଭାଷାରେ ଭାଗବତ ନ ଥିଲା । ସଂସ୍କୃତ ଭାଷାର ଭାଗବତ…

ଉପସ୍ଥାପନା: ଦେଵ ତ୍ରିପାଠୀ ଓଡ଼ିଆ ସଂସ୍କୃତି ତଥା ଧାର୍ମିକ ଚେତନାର ପ୍ରାଣକେନ୍ଦ୍ର ଭାଗବତ ଟୁଙ୍ଗୀ । ସଞ୍ଜ ନଇଁ ଆସିଲାଣି । ତୁଳସୀ ଚଉରା ମୂଳେ ସଳିତା ଜାଳିସାରିଲାଣି ବୋହୂ । ଗୋଟି ଗୋଟି ହୋଇ ତାରା ଫୁଟି ଉଠିଲେଣି ଆକାଶରେ । ଗଛ ମଥାନ ବି ଟିକେ ଚହଲିବାକୁ ନାହିଁ, ଦିନସାରା ଡହ ଡହ…

ଉପସ୍ଥାପନା: ଦେଵ ତ୍ରିପାଠୀ ସୁଧାଭକ୍ତିର ଉଦ୍ଗାତା ପଣ୍ଡିତ ଜଗନ୍ନାଥ ଦାସ । କାର୍ତ୍ତିକ ମାସରେ ଶ୍ରୀମନ୍ଦିର ବେଢାରେ କଳ୍ପବଟ ମୂଳରେ ଜଣେ ଶାସ୍ତ୍ରଜ୍ଞ ପଣ୍ଡିତ ସଂସ୍କୃତ ଭାଷାରେ ରଚିତ ଭାଗବତର ପାରାୟଣ କରୁଥିଲେ ଓ ତା’ର ଅର୍ଥ ସରଳ ସଂସ୍କୃତ ଭାଷାରେ ବ୍ୟାଖ୍ୟା କରୁଥିଲେ । ଫଳରେ ଅପେକ୍ଷାକୃତ ଶାସ୍ତ୍ରଜ୍ଞାନ ଅଧିକାରୀ ମୁଷ୍ଟିମେୟ ସମବେତ ଜନତା…

ଲେଖା: ଦେଵ ତ୍ରିପାଠୀ “ଜୀବନର ଚଲାପଥ”ରେ ସେ ପଢିଥିଲେ ଅସଂଖ୍ୟ ସାହିତ୍ୟିକଙ୍କୁ, ପରଖିଥିଲେ ସେମାନଙ୍କ କୃତିକୁ, ପରଖି ଦେଖୁ ଦେଖୁ ସେ ବନିଯାଇଥିଲେ ଗବେଷକ, ଓଡ଼ିଆ ଗବେଷଣା ସାହିତ୍ୟ ଜଗତର କିମ୍ୱଦନ୍ତୀ ପୁରୁଷ; “ଜୀବନର ଚଲାପଥ”ରେ ସେ ମଧ୍ୟ ଦିଗ ଦର୍ଶାଇ ଥିଲେ ଅସଂଖ୍ୟ ସାହିତ୍ୟିକଙ୍କୁ, ସେ ଓଡ଼ିଆ ଗବେଷଣା ସାହିତ୍ୟ ଜଗତର ଭୀଷ୍ମ ପିତାମହ…

ଲେଖା: ଦେଵ ତ୍ରିପାଠୀ ଗାଁ ମୁଲକର ସଞ୍ଜ ସତରେ ନିଆରା, ଅଭୁଲା । ସାରାଦିନର ଅକ୍ଲାନ୍ତ ପରିଶ୍ରମ ପରେ ଘରକୁ ଫେରନ୍ତି ଚଷାଭାଇମାନେ, ଖଟିଖିଆ ମାନେ, ପକ୍ଷୀମାନେ ହୋଇ ଯା’ନ୍ତି ନୀଡ଼ ମୁହାଁ । ଘଣ୍ଟଘଣ୍ଟା ଓ କରତାଳ ମିଶା ହରିଭଜନ ଭାସିଆସେ ଅଦୂରର କେଉଁ ମନ୍ଦିର କି ଗ୍ରାମଦେବତୀ ପୀଠରୁ । ସହରରେ ସିନା…
ଉପସ୍ଥାପନା: ଶିଶିର ସାହୁ ମନୋଜ “ମିଥ୍ୟା ମାୟା ସଂସାର କେହି ନୁହେଁ କାହାର, ମାତିଛୁ ଘେନି ପରିବାରରେ ନ ଭଜିଲେ କୃଷ୍ଣଙ୍କୁ ଗତି ନାହିଁ ପଛକୁ, ଚାହୁଁ ଚାହୁଁ ଜୀବ ଯିବ ତୋରରେ।” ଓଡ଼ିଶାରେ ମୁସ୍ଲିମ ଭକ୍ତ ସାଲବେଗ ବଡ଼ ଲୋକପ୍ରିୟ କିନ୍ତୁ ଆଉଜଣେ ଯବନ ଭକ୍ତ ଉଜିର ବେଗ ପ୍ରାୟତଃ ଅଜଣା । ଉଜିର ବେଗଙ୍କର…

ଲେଖା: ଦେଵ ତ୍ରିପାଠୀ ରାଜ୍ୟ ନ ଥାଇ ବି ସେ ଥିଲେ ରାଜା, ନିଜେ ବେଶୀ ପାଠ ନ ପଢି ମଧ୍ୟ ସେ ଜନସାଧାରଣଙ୍କ ମଧ୍ୟରେ ପଠନର ସ୍ପୃହା ସୃଷ୍ଟି ପାଇଁ ନିଜ ଜୀବନକୁ ତିଳ ତିଳ କରି ବିତାଇଥିଲେ, ସେ ଥିଲେ ସାର୍ଥକ କର୍ମଯୋଗୀ, ନିଷ୍ଠାପର ସଂଗଠକ, ଖ୍ୟାତନାମା ସଂଗ୍ରାହକ, ସମାଜସଂସ୍କାରକ, ସାହିତ୍ୟ ପ୍ରଶଂସକ…

ଲେଖା: ଦେଵ ତ୍ରିପାଠୀ ଭାରତମାଟିର ପାବ୍ଲୋ ନେରୁଦା କବି ଉତ୍କଳରତ୍ନ ପ୍ରଫେସର ଜୟନ୍ତ ମହାପାତ୍ର । ପଦାର୍ଥ ବିଜ୍ଞାନର ପ୍ରଧ୍ୟାପକ ଭାବରେ ସେ ହୃଦୟଙ୍ଗମ କରିପାରିଥିଲେ ଯେ ଏଇ ବିଜ୍ଞାନର ଉର୍ଦ୍ଧ୍ବରେ ଅନେକ କିଛି ଅଛି ଯାହା ଏହି ବିଜ୍ଞାନ କେବେ ଦେଇପାରିବ ନାହିଁ । ଏଇ ବିଜ୍ଞାନ କେବେ ଆତ୍ମାକୁ ଛୁଇଁ ପାରିବ ନାହିଁ…

ଉପସ୍ଥାପନା: ବିଶ୍ୱରଞ୍ଜନ ମହାପାତ୍ର ଗୁପ୍ତେଶ୍ୱର କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ନିକଟରେ ଅବସ୍ଥିତ ଏକ ଶୈବପୀଠ। ସ୍ଥାନଟି କୋରାପୁଟ ଠାରୁ ୮୦ କି.ମି ଓ ଜୟପୁରଠାରୁ ୬୦ କି.ମି. ଦୂର । ଗୁପ୍ତେଶ୍ୱର ପାହାଡ଼ର ଶୀର୍ଷଦେଶରେ ଏକ ଗୁମ୍ଫା ମଧ୍ୟରେ ଗୁପ୍ତେଶ୍ୱର ଲିଙ୍ଗ ଅବସ୍ଥିତ । ଛତିଶଗଡ଼ର ଲୋକମାନେ ଏହାଙ୍କୁ ଗୁପ୍ତକେଦାର ବା ‘Hidden God’ ବୋଲି…