Physical Address
Sai Samarpanam, Satya Vihar, Bhubaneswar

ଉପସ୍ଥାପନା: ଦେଵ ତ୍ରିପାଠୀ ଓଡ଼ିଶାର ପ୍ରଥମ ବିଦ୍ୟାଳୟ । ଓଡ଼ିଶାକୁ ଇଷ୍ଟଇଣ୍ଡିଆ କମ୍ପାନୀ ୧୮୦୩ରେ ମରହଟ୍ଟାମାନଙ୍କ କବଳରୁ ଦଖଲ କଲା ମାତ୍ର ୩/୪ ଘଣ୍ଟାର ଲଢ଼େଇ ପରେ । ଇଂରେଜମାନଙ୍କ ନିକଟରୁ ପରାସ୍ତ ହୋଇ ମରହଟ୍ଟାମାନେ ଓଡ଼ିଶାର ରାଜଧାନୀ କଟକର ବାରବାଟୀ ଦୁର୍ଗରୁ ପଳାୟନ କରିଥିଲେ । ମାତ୍ର ଇଂରେଜମାନଙ୍କୁ କ୍ରମାଗତ ଭାବେ ଓଡ଼ିଶାର ସ୍ଥାନୀୟ…

ଲେଖା: ଦେଵ ତ୍ରିପାଠୀ କଳାର ଚିରନ୍ତନ ପୂଜାରୀ ସାଧୁ ମେହେର । ସ୍କୁଲରେ ପଢିବାବେଳେ ସେ ଅଭିନୟ କ’ଣ ଜାଣି ନ ଥିଲେ, ମାତ୍ର ମନ ଭିତରେ ଥିଲା ପ୍ରଚଣ୍ଡ ଆଗ୍ରହ । ତେବେ ସେ ରାସ୍ତାରେ ଆଗକୁ ଯିବା ପାଇଁ ନା ଥିଲା ପିତାମାତାଙ୍କର କ୍ଷମତା ନା ତାଙ୍କର କେହି ଥିଲେ ଗୁରୁ ଅବା…

ଲେଖା: ଦେଵ ତ୍ରିପାଠୀ ଓଡ଼ିଆ ଚଳଚ୍ଚିତ୍ରରେ ସୁବର୍ଣ୍ଣଯୁଗର ଅବଧାରକ ନିତାଇ ପାଲିତ । ସେ ଥିଲେ ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଥିତଯଶା ନାୟକ, ପ୍ରଯୋଜକ, ନିର୍ଦ୍ଦେଶକ ତଥା କାହାଣୀକାର । ସେ ହିଁ ନେଇ ପାରିଥିଲେ ଓଡ଼ିଆ ଚଳଚ୍ଚିତ୍ରକୁ ଜାତୀୟସ୍ତରକୁ, ଗୋଟିଏ ପରେ ଗୋଟିଏ କ୍ଲାସିକ ସ୍ତରର ଚଳଚ୍ଚିତ୍ରମାନ ନିର୍ମାଣ କରି ସେ ଓଡ଼ିଶା…

ଲେଖା: ନିରଞ୍ଜନ ସାହୁ ଚନ୍ଦ୍ରଶେଖର ବେହେରା ଥିଲେ ସମ୍ବଲପୁରରେ ଜାତୀୟ ଆନ୍ଦୋଳନର ଆଦିନେତା। ଓଡ଼ିଶା ତଥା ଓଡିଆ ଜାତିର ସମୂହ କଲ୍ୟାଣ ନିମନ୍ତେ ଯେଉଁ କେତେଜଣ ବୀରପୁରୁଷ ଆଜୀବନ ସଙ୍ଗ୍ରାମ କରି ସ୍ମରଣୀୟ ହୋଇ ଅଛନ୍ତି, ସେମାନଙ୍କ ମଧ୍ୟରେ ସେ ଥିଲେ ଅନନ୍ୟ। ସର୍ବଭାରତୀୟ ଭାବନାରେ ଉଦବୁଦ୍ଧ ହୋଇ ଆଞ୍ଚଳିକ ମନୋଭାବ ଛାଡ଼ି ଉତ୍କଳ ସମ୍ମିଳନୀକୁ…

ଲେଖା: ନିରଞ୍ଜନ ସାହୁ ଯଶସ୍ଵୀ ଓ ସଫଳ ସ୍ରଷ୍ଟା ପଦ୍ମଭୂଷଣ ଡ. କାଳିନ୍ଦୀଚରଣ ପାଣିଗ୍ରାହୀ । ପ୍ରଥମ ବିଶ୍ୱଯୁଦ୍ଧ (୧୯୧୪-୧୮) ଓ ଦ୍ଵିତୀୟ ବିଶ୍ଵଯୁଦ୍ଧ (୧୯୩୯-୪୫)ର ମଧ୍ୟବର୍ତ୍ତୀ କାଳ । ଅତି ନିର୍ଦ୍ଦୟ ଭାବରେ ପୃଥିବୀକୁ କ୍ଷତବିକ୍ଷତ କରିଥିଲା ଏହି ଦୁଇ ମହାଯୁଦ୍ଧ। ଫଳତଃ ସମଗ୍ର ବିଶ୍ଵ ସମୁଦାୟରେ ମୁକ୍ତି ପାଇଁ ଆତୁରତା ଓ ଶାନ୍ତି…

By: Shibashish Mahapatra Heritage Buildings Of Sonepur Princely State. The present Subarnapur town is regarded as one of the oldest cities in Odisha. The chronological history of Subarnapur district can be dated from 8th century AD, when it was known…

By: Shibashish Mahapatra Rath Jatra Rituals. Odisha is an Indian state located on the eastern side of India. It is the 8th largest state by area and 11th largest state by population. It has the third largest population of Scheduled…

ଲେଖା: ଇଂ ରଜତ କୁମାର ପତି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଆଦର୍ଶ ଶିକ୍ଷାଦାନ, ଜନସେବା ଓ ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରିଥିବା ନିଃସ୍ୱାର୍ଥପର ଆର୍ତ୍ତ ସେବକ, ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ଆଚାର୍ଯ୍ୟ ହରିହର ଦାସ ମହୋଦୟଙ୍କ ଜନ୍ମ ହୋଇଥିଲା ୧୮୭୯ ମସିହା ଫେବୃୟାରୀ ମାସ ୧୨ ତାରିଖ, ଫଗୁଣ ଶୁକ୍ଳ ଚତୁର୍ଦ୍ଦଶୀ…

ଲେଖା: ସୁଶାନ୍ତ ସାହୁ ତିବ୍ବତୀୟ ଲାମା ତାରାନାଥ ପାଗ୍ ସାମ୍ ଜୋନ୍ ଜାଙ୍ଗ୍ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି ଯେ, ତାନ୍ତ୍ରିକ ବୌଦ୍ଧଧର୍ମ ସର୍ବପ୍ରଥମେ ଉଡ୍ଡୀୟାନ ନାମକ ସ୍ଥାନରେ ବିକଶିତ ହୋଇଥିଲା। ଉଡ୍ଡୀୟାନକୁ ଐତିହାସିକମାନେ ଆଧୁନିକ ଓଡି଼ଶା ବୋଲି ଚିହ୍ନିତ କରିଛନ୍ତି। ଖ୍ରୀଷ୍ଟୀୟ ୭ମ ଶତାବ୍ଦୀର ଶେଷ ବେଳକୁ ବୌଦ୍ଧତନ୍ତ୍ରର ତିନୋଟି ପଦ୍ଧତି ଯଥା : ବଜ୍ରଯାନ,…

ଲେଖା: ଦେଵ ତ୍ରିପାଠୀ ଆମମାଟିର ପ୍ରଥମ ବାରିଷ୍ଟର ବିଶ୍ୱନାଥ ମିଶ୍ର ! ଏ ମାଟିରେ ଜନ୍ମିଥିଲେ ଜଣେ ପ୍ରଚଣ୍ଡ ମାନବବାଦୀ ଦେଶପ୍ରେମୀ, ସଂସ୍କାରକ, ବାଗ୍ମୀ ପଣ୍ଡିତ ତଥା ଆଜୀବନ ସଂଗ୍ରାମୀ । ଶୈଶବରୁ ହିଁ ପ୍ରଚଣ୍ଡ ଆତ୍ମବିଶ୍ବାସ ଓ ଦୃଢସଙ୍କଳ୍ପ ପରିଲକ୍ଷିତ ହୋଇଥିଲା ତାଙ୍କଠାରେ । ସେଇ ଆତ୍ମବିଶ୍ବାସ ହିଁ ଦିନେ ତାଙ୍କୁ ଫେରାଇ ଆଣିଥିଲା…