admin

admin

ଚାନ୍ଦି ତାରକସି

ଲେଖା: ଦେଵ ତ୍ରିପାଠୀ ଚାନ୍ଦି ତାରକସିର କଳାକାରୀ ! ଷାଠିଏ ଦଶକର କଥା । ମହମ୍ମଦିଆ ବଜାରର ଗଳିରାସ୍ତାରେ ବୁଲୁଥିଲେ କେଇଜଣ ବିଦେଶୀ ପର୍ଯ୍ୟଟକ । ଆଶା, କିଛି ନୂଆ ଜିନିଷ ନେଇ ଦେଶକୁ ଫେରିଯିବେ । ସେମାନେ ଖୋଜୁଥାନ୍ତି ‘ରୋଜ୍’ (Rose) – ପ୍ରେମର ପ୍ରତୀକ ! କିନ୍ତୁ, ୟୁରୋପୀୟମାନଙ୍କ ପାଇଁ ରୋଜ୍ କି ଅପୂର୍ବ…

ହୁକିଟୋଲା

ଲେଖା: ଋଷିରାଜ ପଟ୍ଟନାୟକ ଇତିହାସର ସ୍ମୃତିରେ ହୁକିଟୋଲା ଦ୍ୱୀପ ଓ ଓଡ଼ିଶାର ପ୍ରଥମ ବତୀଘର । କେନ୍ଦ୍ରାପଡ଼ାରୁ ୫୫କି.ମି. ଗଲାପରେ ମହାକାଳପଡ଼ା ପଡ଼ିଥାଏ l ଏଠାରୁ ଅନତି ଦୂରରେ ରାମନଗର ଓ ଖରନାସି ଅବସ୍ଥିତ । ବାଟରେ ଯିବାବେଳେ ପଡ଼ିଥାଏ ଏହି ଅଞ୍ଚଳର ଆରାଧ୍ୟ ଦେବୀଙ୍କ ପୀଠ ଯିଏ ବଙ୍ଗୋପସାଗର କୂଳରେ ମା’ ରାମଚଣ୍ଡୀଙ୍କ ରୂପେ…

ମା’ ଛିନ୍ନମସ୍ତା

ଲେଖା: ଶଶାଙ୍କ ତରାଇ ବାଖରାବାଦର ମା’ ଛିନ୍ନମସ୍ତା କାଳୀ ! ଐତିହ୍ୟ ନଗରୀ କଟକର ବିଭିନ୍ନ ସ୍ଥାନରେ ଦୀପାବଳି ସମୟରେ ମା’ ଶ୍ୟାମାକାଳୀଙ୍କୁ ପୂଜା କରାଯାଏ କିନ୍ତୁ ବାଖରାବାଦ ଅଞ୍ଚଳର ଏ ପୂଜା ସମ୍ପୂର୍ଣ୍ଣ ନିଆରା । କେବଳ ଓଡ଼ିଶା ନୁହଁ ସମ୍ପୂର୍ଣ୍ଣ ଭାରତବର୍ଷରେ କଟକର ବାଖରାବାଦରେ ମା’ ଛିନ୍ନମସ୍ତା କାଳୀଙ୍କୁ ପୂଜାମୂର୍ତ୍ତି ରୂପେ ପୂଜା…

ଭାଇଜିଉଁତିଆ

ଲେଖା: ଦେଵ ତ୍ରିପାଠୀ ଭାଇ ପାଇଁ ତପସ୍ୟା – ଭାଇଜିଉଁତିଆ ! ଚମ୍ପାବତୀ ନଗରୀର ମହାମନ୍ତ୍ରୀ ବୀରସେନ ଓ କମଳାଙ୍କ ପୁତ୍ର ମଦନସୁନ୍ଦର ଏକଦା ଘୋଡାଚଢି ଫେରୁଥିବା ସମୟେ ତୃଷାତୁର ହୋଇ ଜଳପାନ ଆଶାରେ ରାଜଉଦ୍ୟାନରେ ପହଞ୍ଚିଲେ । ଉଦ୍ୟାନସ୍ଥ ପୋଖରୀ କୂଳରେ ରାଜଜେମା ବସି ଫୁଲ ଗୁନ୍ଥୁଥିବା ରାଜଜେମା ଅରୁଣାଙ୍କୁ ଦେଖି ମନ୍ତ୍ରୀପୁଅଙ୍କ ମନେ…

ସୁଦଶାବ୍ରତ 

ଲେଖା: ବିଶ୍ୱରଞ୍ଜନ ମହାପାତ୍ର ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାରରେ ପଡ଼ିଲେ, ତାହା ସୁଦଶାବ୍ରତ ରୂପେ ପାଳିତ ହୁଏ । ଏଥିରେ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ସୁଦଶାର ଅର୍ଥ ଭଲ ସମୟ କିନ୍ତୁ ପଲ୍ଲୀମାନସରେ ସମ୍ଭବତଃ ସୁଦଶା ଶବ୍ଦ ସହିତ ଦଶ ସଂଖ୍ୟାଟି ସଂଯୋଜିତ ହୋଇ ଆସିଅଛି । ଫଳତଃ ଉପାସନାରେ ଦଶପାଖୁଡ଼ା ପଦ୍ମ, ଦଶବର୍ଣ୍ଣ…

Gandhiji in Odisha

By: Rusiraj Pattanayak Father of the nation Gandhiji in Odisha ! Mahatma Gandhi had set foot in Odisha for the first time on 23rd March 1921 which also was the day of Dola Purnima. Gandhiji addressed the first meeting of…

ବାରିପଦା

ଲେଖା: ଋଷିରାଜ ପଟ୍ଟନାୟକ ଦ୍ଵିତୀୟ ଶ୍ରୀକ୍ଷେତ୍ର ଆମ ବାରିପଦା ନାମକରଣ ପଛର କଥା ! ମୟୂରଭଞ୍ଜ ଜିଲ୍ଲାର ପ୍ରାଣ କେନ୍ଦ୍ର ବାରିପଦା । ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟ ବା ସଦର ମହକୁମା ହେଉଛି ଏହି ବାରିପଦା । ଓଡ଼ିଶାର ଉତ୍ତରାଞ୍ଚଳରେ ସମୁଦ୍ର ପତନରୁ ୩୬ ମିଟର (୧୧୮ଫୁଟ) ଉଚ୍ଚରେ ଅବସ୍ଥିତ ଥିବା ଏହି…

ମହାକବି ଜୟଦେବ

ଲେଖା: ଦେଵ ତ୍ରିପାଠୀ ସୁଧାଭକ୍ତିର ଉଦ୍ଗାତା ମହାକବି ଜୟଦେବ ! ଥିଲେ ଜଣେ ଯୁବସାଧୁ । ଗୃହସ୍ଥାଶ୍ରମୀ । ଦିନରାତି ବିଭୁଭକ୍ତିରେ ମଗ୍ନ ରହୁଥିଲେ ସେ । ତାଙ୍କ ହୃଦୟସାଗରରେ ଖେଳୁଥିଲା ଶ୍ରୀରାଧାକୃଷ୍ଣଙ୍କ ମାଧୁର୍ଯ୍ୟରସର ବିବିଧ ଲୀଳାତରଙ୍ଗ । ନିତିଦିନ ଯେଉଁ ଲୀଳା ଅନୁଭବ କରନ୍ତି ତା’କୁ ସୁଲଳିତ ସଂସ୍କୃତ ଛନ୍ଦରେ ଲିପିବଦ୍ଧ କରି ସେ…

ନିମାଇଁ ଚରଣ

~ ନିମାଇଁ ଚରଣ ~ ଲେଖା: ଅମୃତେଶ ଖଟୁଆ “ଚକାଡୋଳା କିମ୍ପା ଡକା, କିମ୍ପା ଡକା ନ ଶୁଣ… ଡକାବଜା ପ୍ରଭୁ ଥକା ହୋଇ ବସି  ବିକଶିଲ ତୁମ୍ଭେ ଏ କେଉଁ ଗୁଣ।” ସୁରମାଧୁରୀର ପଟାନ୍ତର ଏକ ହିଁ ଜଗନ୍ନାଥ… ବିଦଗ୍ଧକବି ଅଭିମନ୍ୟୁ ମଧ୍ୟ ଏହିପରି ମାନପୂର୍ବକ ଥର କହି ଦେଇଥିଲେ – “ଦୁଃଖୀ ଜଣାଇଲେ…