Physical Address
Sai Samarpanam, Satya Vihar, Bhubaneswar

~ ଉପକଣ୍ଠର କଟକ: ପୁରୁଷୋତ୍ତମପୁର ~ ଲେଖା: ଅମୃତେଶ ଖଟୁଆ ମେଘସୁନ୍ଦର ଶ୍ରାବଣର ଘନଭୂରୁ ତଳେ ଅଳସ ଭାଙ୍ଗିଲାଣି ଭୋଦୁଅର ସକାଳ । ପ୍ରକୃତିସ୍ଥ ପ୍ରଭାତରେ ସଜାଗ ପ୍ରଶାନ୍ତିକୁ ପାଥେୟ କରି ନିରନ୍ତର ଶାନ୍ତିକାମୀ ମଣିଷ ଓ କଲ୍ୟାଣକାମୀ ଜୀବଜଗତର ଚେତନାରେ ଅଫୁରନ୍ତ ଉଚ୍ଛ୍ଵାସର ଆବାହନ । ସକାଳର ପୂର୍ବସ୍ମୃତିରେ ଗତରାତିରୁ ହିଁ ସେହି ଅପେକ୍ଷାରତ…

ଲେଖା: ଶ୍ରୀକାନ୍ତ ସିଂହ ~ ପୁରୀ ବାଗେଶ୍ୱରପୁର ଗ୍ରାମର ରାମେଶ୍ୱର ମନ୍ଦିର ~ ଗଙ୍ଗବଂଶୀୟ ଶାସନ କାଳରେ ଓଡ଼ିଶାରେ ଅନେକ ଗୁଡ଼ିଏ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରମାନ ନିର୍ମାଣ ହୋଇଥିଲା l ଏହି ମନ୍ଦିର ଗୁଡ଼ିକ ପ୍ରାୟତଃ ପୂର୍ଵ ଓଡ଼ିଶାର ଦୟା, ଭାର୍ଗବୀ, କୁଶଭଦ୍ରା ଓ ପୁଣ୍ୟତୋୟା ପ୍ରାଚୀ ନଦୀ ଉପତ୍ୟକାରେ ଗଢ଼ି ଉଠିଥିଲା l ସମୟର…

~ ବାଲିପାଟଣା ଗ୍ରାମାଞ୍ଚଳରେ ଗୋଧୂଳିର ଐତିହ୍ୟ ~ ଲେଖା: ଅମୃତେଶ ଖଟୁଆ ଗ୍ରୀଷ୍ମ ଅବକାଶ ଆରମ୍ଭ ହେବାକୁ ଅନେକ ଦିନ ହେଇଯିବଣି । ଗ୍ରୀଷ୍ମଦଗ୍ଧ ଅପରାହ୍ଣରେ ତପ୍ତ ଧରଣୀ କାଞ୍ଚନ ଭଳି ଖଞ୍ଜି ହେଇ ଯିବା ଭଳି ମନେ ହୁଏ ସନ୍ଧ୍ୟା ହେବାର ବେଳେ । ଦୂରବିସ୍ତୃତ ଦିଗ୍ ବଳୟରେ ଅସ୍ତାୟମାନ ନିଦାଘ ରବି ବୃକ୍ଷାବଳୀକୁ ଆଢୁଆଳ…

ଲେଖା: ଶ୍ରୀକାନ୍ତ ସିଂହ ~ ଅଜୈକପାଦ ମନ୍ଦିର ~ ଅଳକା ନଦୀ, ଦିନ ଥିଲା ମହାନଦୀର ଏହି ଶାଖା ନଦୀରେ ବର୍ଷ ତମାମ ଜଳ ପ୍ରବାହିତ ହେଉଥିଲା l ମାତ୍ର ଚିରସ୍ରୋତା ଅଳକାର ଧାରା ଆଜି ସଂକୁଚିତ ଓ ପ୍ରାୟତଃ ଶୁଷ୍କ l ଏପରିକି କେତେକ ସ୍ଥାନରେ ପ୍ରାଚୀ ନଦୀ ଭଳି ଏହା ଅଦୃଶ୍ୟ l…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ବଣିବକ୍ରେଶ୍ୱର ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ…

ଲେଖା: ଶ୍ରୀକାନ୍ତ ସିଂହ ~ ଅଢ଼ଙ୍ଗଗଡ଼ ଗ୍ରାମର ପଶ୍ଚିମେଶ୍ୱର, ନୀଳକଣ୍ଠେଶ୍ୱର ମନ୍ଦିର ଓ ପୂରଣ ଗ୍ରାମର ଶ୍ରୀ ସୋମନାଥ ମନ୍ଦିର ~ ଅନେକ ବର୍ଷ ପୂର୍ବେ, କେଉଁ ରାଜାରାଜୁଡ଼ା ଯୁଗରେ ଅଢ଼ଙ୍ଗଗଡ଼ରେ ଶାସନ କରୁଥିଲେ ରାଜା ରଘୁରାମ ଚମ୍ପତିରାୟ l ରଘୁରାମଙ୍କ ପୂର୍ବରୁ ତାଙ୍କ ପୂର୍ବ ପୁରୁଷମାନେ ଏଠାରେ ଶାସନ କରୁଥିଲେ, ମାତ୍ର ଏବେ ଜମିଦାରଙ୍କ…

ଲେଖା: ଶ୍ରୀକାନ୍ତ ସିଂହ ~ ଅମଙ୍ଗେଇକୁଦ ପଶ୍ଚିମେଶ୍ବର ମନ୍ଦିର, ବ୍ଲକ ଆଠଗଡ଼, ଜିଲ୍ଲା କଟକ, ଓଡ଼ିଶା ~ ଯଶସ୍ବୀ ଭାରତ ଆମ ଯଶସ୍ବୀ ଉତ୍କଳ l ଅସୁମାରୀ କଳା, ଭାସ୍କର୍ଯ୍ୟ ତଥା ଐତିହାସିକ କୀର୍ତ୍ତିରାଜିରେ ସୁସମୃଦ୍ଧ ଆମ ଏ ରାଜ୍ୟ ଉତ୍କୃଷ୍ଟ କଳାର ଦେଶ ଉତ୍କଳ ପ୍ରଦେଶ l ଅଜସ୍ର ସୃଷ୍ଟି ସମ୍ଭାର, ପୁଣି ସୁକ୍ଷ୍ମ…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ତେନ୍ତୁଳିପଦାର ବିଲ ଶାରଳା ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଶୁକ୍ଳେଶ୍ଵର ଗ୍ରାମର ପ୍ରାଚୀନ ଭଗବତୀପୀଠ ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଦୌଡ଼େଶ୍ୱର ମହାଦେବ ମନ୍ଦିର ~ ଅପରୂପା ପ୍ରକୃତି ସଦା ସ୍ୱୟଂସମ୍ପୂର୍ଣ୍ଣା ଆଉ ବିଚିତ୍ର ତା’ର ରୂପଲାବଣ୍ୟ l ମେଘ ମେଦୁର ଆକାଶ, ବର୍ଷାଭିଜା ମାଟିର ମହକ, ପାହାଡ଼ ବକ୍ଷକୁ ଛୁଇଁ ଛୁଇଁ ଯାଉଥିବା ଭଷା ବଉଦ ପୁଣି ଶୀତୁଆ ଅପରାହ୍ଣରେ ସବୁଜ ଚାଦର ଢାଙ୍କି ଶୋଇଥିବା ଧରଣୀ l ଏହିଭଳି…