Search Results for ଉତ୍କଳଘଣ୍ଟ ଯଦୁମଣି

କଵି ଯଦୁମଣି

ଉପସ୍ଥାପନା: ଶିଶିର ସାହୁ ମନୋଜ ସେତେବେଳେ ଶ୍ରୀଯୁକ୍ତ ଭାଗୀରଥି ମହେନ୍ଦ୍ର ବାହାଦୁର ଢେଙ୍କାନାଳଗଡ଼ର ଶାସକ ଥାଆନ୍ତି । ସେ ଥରେ ଗୋଟିଏ ପଣ୍ଡିତ ସଭାର ଆୟୋଜନ କରାଇଥିଵାରୁ ଉତ୍କଳଘଣ୍ଟ କଵି ଯଦୁମଣି ସେଠାକୁ ଯାଇଥିଲେ । ରାଜା ସ୍ଵୟଂ ପଣ୍ଡିତମାନଙ୍କର ଅଭ୍ୟର୍ଥନା କରୁଥାଆନ୍ତି । ଯେତେ ଉହୁଙ୍କିଲେ ବି ଯଦୁମଣିଙ୍କୁ ଦ୍ଵାରରକ୍ଷକମାନେ ଭିତରକୁ ଯିଵାକୁ ଦେଲେ…

ଯଦୁମଣି ମହାପାତ୍ର

~ ଯଦୁମଣି ମହାପାତ୍ର ~ ଲେଖା: ଅମୃତେଶ ଖଟୁଆ ଉତ୍କଳମାଟିରେ ମହମ୍ମଦ ତକି ଖାଁର ଆକ୍ରମଣ ସମୟରେ ତଦାନୀନ୍ତନ ଗଜପତି ରାମଚନ୍ଦ୍ର ଦେବଙ୍କ ପରିବାର ଓ ଓଡିଶାର ସାର୍ବଭୌମାଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସସମ୍ମାନେ ଆଶ୍ରୟ ଦେଇଥିଲେ ଗଞ୍ଜାମର ଆଠଗଡ଼ ରାଜା । ୧୫୪୦ ମସିହାରେ ମହାରାଜା ପ୍ରତାପରୁଦ୍ରଙ୍କ ନିଧନାନ୍ତେ ତାଙ୍କ ସେନାପତି ବେନୁ କ୍ଷତ୍ରିବର ସିଂହଙ୍କ…

ମୁଆଁ

~ ମୁଆଁ ~ ଲେଖା: ଅମୃତେଶ ଖଟୁଆ ଶ୍ରୀକ୍ଷେତ୍ର ପୁରୀରେ ଏକଦା ପହଞ୍ଚିଛନ୍ତି ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର । ନିଜ କର୍ମଭୂମି ନୟାଗଡ଼ରେ ତାଙ୍କ ବିଦ୍‍ବତ୍ତା ଓ ପ୍ରତ୍ୟୁତ୍ପନ୍ନମତିତାର ଯଶ ବିସ୍ତାର ହେଇ ସାରିଥିଲା । ନୟାଗଡ଼ ରାଜା ବିନାୟକ ସିଂହ ମାନଧାତାଙ୍କ ରାଜ ଉଆସରେ ରାଜକବିଙ୍କ ଅଦ୍ୱିତୀୟ ଅଧିକାର ଲାଭ କରିଥିବା ଉତ୍କଳଘଣ୍ଟ ନିଜ…

ପିଙ୍ଗଳାକ୍ଷୀ ମନ୍ଦିର

~ ପିଙ୍ଗଳାକ୍ଷୀ ମନ୍ଦିର ~ ଲେଖା: ଅମୃତେଶ ଖଟୁଆ ଉତ୍ତରିଲେ ଯୋଗୀ – “ନୃପ ଏ ଶ୍ରୀକ୍ଷେତ୍ର ଧାମ, ଶାସ୍ତ୍ରର ବର୍ଣ୍ଣନା ସ୍ଵର୍ଗ, ଅପ୍ରତ୍ୟକ୍ଷ ଯାହା, ମାତ୍ର ଏ ପ୍ରତ୍ୟକ୍ଷ ସ୍ଵର୍ଗ, ରୂପବନ୍ତ ଏଥି ସାକ୍ଷାତ କୈବଲ୍ୟରୂପୀ ବ୍ରହ୍ମ ସନାତନ, ରାଜରାଜେଶ୍ଵର ଏହି ଅଖିଳ ତୀର୍ଥର । ଅଷ୍ଟଶମ୍ଭୁ, ଅଷ୍ଟଶକ୍ତି ବସନ୍ତି ଏହାର ଅଷ୍ଟଦିଗେ, ବିରାଜନ୍ତି…

ଦାସିଆ ଅଜା

~ ଦାସିଆ ଅଜା ~ ଲେଖା: ଅମୃତେଶ ଖଟୁଆ “କେହି ନ ଜାଣିବେ କେହି ନ ଦେଖିବେ ନ କାନ୍ଦିବେ ଥରେ କେହି, ଚାଲିଯିବି ଏକା ଏତିକି ମାଗୁଣି ତୁମ୍ଭ ନାମ ଗାଇ ଗାଇ।” (ଦାସିଆ ଅଜା) ସମଗ୍ର ଓଡ଼ିଆ ମାଟିରେ ସେ ଥିଲେ ଦଶ ପଇସାର ରଜା, ଦାସିଆ ଅଜା । ନୂଆଗାଁର ତତ୍କାଳୀନ…