Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶିବାଶିଷ ମହାପାତ୍ର ଅମୃତର ସେଇ ବିନ୍ଦୁ ଆଜି ଲୀନ ଅମୃତର ସେଇ ପରମ ସାଗରରେ । ଆଜିବି ଯେତେବେଳେ ସୂର୍ଯ୍ୟ ଉଏଁ ଅବା ସନ୍ଧ୍ୟା ଆସେ ଚଳଚଞ୍ଚଳ ହୁଏ ନଦୀର ଜଳ ଅବା ଯେତେବେଳେ ଶିହରିତ କରେ ପବନର ସ୍ପର୍ଶ ମନେ ପଡ଼ିଯାଏ ତାଙ୍କ ଅମର ପଦାବଳୀ ଆଉ ଏଇ ସବୁ କବିତାର ଆଇନାରେ…

ସୌରଭିତ ସୃଷ୍ଟି: ସ୍ବଭାବକବି ଗଙ୍ଗାଧର ମେହେର ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଅମଳିନ ସୃଷ୍ଟି ଏଇ କବିତା ‘ବିଶ୍ବ ଦେଖ ମଧୁମୟ ରେ ଜୀବନ’ । ବିଶ୍ବ ଦେଖ ମଧୁମୟ ରେ ଜୀବନ ବିଶ୍ବ ଦେଖ ମଧୁମୟ ମଧୁର ଝରଣ କରିବ ହରଣ ତୋ ପାପ ମରଣ ଭୟରେ ଜୀବନ (ଘୋଷା) ଜନନୀର ସ୍ନେହ ଜାୟାର ପ୍ରଣୟ…
ସୌରଭିତ ସୃଷ୍ଟି: ସ୍ବଭାବକବି ଗଙ୍ଗାଧର ମେହେରସ୍ଵଭାଵକଵି ଗଙ୍ଗାଧର ମେହେର ତାଙ୍କର ଏହି “ଵର୍ଷାଋତୁ ପ୍ରତି” କଵିତାରେ କୃପଣ ଜନଙ୍କର ଦୋଷ ବଖାଣି ଅଛନ୍ତି । ସାଗର ଭଳି ଅମାପ ଜଳରାଶି ଥାଇ କି ଲାଭ ଯଦି ତାହା ଲୋକଙ୍କ ତୃଷ୍ଣା ନୀଵାରଣ କରିପାରୁନି । ଯେଡେ଼ବଡ଼ ପ୍ରତିଭାଵାନ ହୋଇଥାଉ ଯଦି ତାହାର ପ୍ରତିଭା ସମାଜର ହିତସାଧନ…

ଲେଖା: ଶିବାଶିଷ ମହାପାତ୍ର “କଷ୍ଟ କଲେ କୃଷ୍ଣ ମିଳେ ଏ ସାର ବଚନ, ମନେ ରଖିଥିବ ସଦା ଆହେ ଶିଶୁ ଗଣ ।” ୧୮୬୮ ମସିହାର ସମ୍ବଲପୁର କଥା । ସେତେବେଳର ଏହି ଅଞ୍ଚଳରୁ ବାହାରିଥିଲେ ଗୋଟିଏ ବାଳକ ମନରେ ଅଦମ୍ୟ ଅଭିଳାଷ ଏବଂ ମ୍ୟାଟ୍ରିକ ପରୀକ୍ଷା ପାସ କରିବାର ଆଶା ନେଇ ।…

ସୌରଭିତ ସୃଷ୍ଟି: ସ୍ବଭାବକବି ଗଙ୍ଗାଧର ମେହେର ଗଙ୍ଗାଧରଙ୍କ ଭାଷାପ୍ରେମ ଓ ଜାତିପ୍ରେମର ପଟାନ୍ତର ନାହିଁ । ଏହି ପର୍ଯ୍ୟାୟରେ ତାଙ୍କୁ କାହା ସହିତ ତୁଳନା କରିହୁଏ ନାହିଁ । ସେ ନିର୍ଦ୍ଦିଷ୍ଟ ମୂଲ୍ୟବୋଧ ଓ ଆଦର୍ଶରେ ଦୀକ୍ଷିତ ବ୍ୟକ୍ତିତ୍ୱ ଥିଲେ । ସେଥିପାଇଁ ଆଲୋଚକମାନେ ତାଙ୍କ ଜୀବନ ଓ ସାହିତ୍ୟ ମଧ୍ୟରେ ଯେଭଳି ସାଦୃଶ୍ୟ ଦେଖନ୍ତି,…

ସୌରଭିତ ସୃଷ୍ଟି: ସ୍ବଭାବକବି ଗଙ୍ଗାଧର ମେହେର ମା’ ସର୍ବଦା ବନ୍ଦନୀୟ, ସ୍ନେହର ଅବତାର, ପରିବାରର ଶ୍ରେଷ୍ଠତମ ରୂପ, ସର୍ବଜନ ପ୍ରିୟ, ଶ୍ରଦ୍ଧାର ସାଗର, ପବିତ୍ର ! ମା’ ବିନୁଁ ଅନ୍ୟ ଗତି, ମୁକ୍ତି ନାହିଁ । ତେବେ ବିଶଦ ଅର୍ଥରେ ମାତୃଭୂମି ସମସ୍ତଙ୍କର ମା’। ଏହି କ୍ରମରେ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ରଚିତ ମାତୃଭୂମି କବିତା…

ଲେଖା: ଦେଵ ତ୍ରିପାଠୀ ସେ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ଯୁଗ । ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲେ ଓଡ଼ିଆମାନେ । ମୋଗଲ ଓ ମରହଟ୍ଟାଙ୍କର ଅକଥନୀୟ କଷଣର ତୋଡମାଡରେ ଅଣ୍ଟା ଭାଙ୍ଗି ଯାଇଥିବା ଗୋଟିଏ ଜାତି ନିର୍ଜୀବ,…

ଲେଖା: ଦେଵ ତ୍ରିପାଠୀ ଓଡ଼ିଆ ପତ୍ରପତ୍ରିକା ଜଗତର ପୁନଃ ଉଜ୍ଜୀବିତ ହେବା ସମୟର କଥା ! ଏ ନୂତନ ଆନ୍ଦୋଳନରେ ଯୋଗ ଦେଇଥିଲେ କେତେ କେତେ ନବ୍ୟ ସଭ୍ୟ ଯୁବକ ! ~ ବିଜ୍ଞାନ ଦର୍ପଣ ~ କଟକର କିଛି ବିଜ୍ଞାନ ପଢ଼ୁଆ ଧୀମାନ୍ ତରୁଣଙ୍କ ଉଦ୍ୟମରେ ଶିଶୁ କିଶୋର ତଥା ବିଜ୍ଞାନ ପାଠ ଆଶାୟୀ…