Search Results for ସାରଳା ଦାସ

ଶୁଦ୍ରମୁନି ସାରଳା ଦାସ

ଲେଖା: ଅମ୍ବିକା ପଟ୍ଟନାୟକ ~ ମାଟିର ମହାକବି ଆଦିକବି ଶୁଦ୍ରମୁନି ସାରଳା ଦାସ ~ ୧. ଦୁର୍ଗତିନାଶିନୀ ମା’ ଦୁର୍ଗା ମହିଷାସୁର ସହ ଯୁଦ୍ଧରେ ବ୍ୟାପ୍ରୁତା l ଭୟଙ୍କର ସମର ଚାଲିଛି l ଦେବୀଙ୍କ ସମସ୍ତ କଳ କୌଶଳ ବ୍ୟର୍ଥ l ମହିଷାସୁର ତଥାପି ଅପରାଜିତ l ଦେବୀ ଦୁର୍ଗା ଉପାୟ ଚିନ୍ତା କରୁଛନ୍ତି l…

ଆଦିକବି ସାରଳା ଦାସ

ମାଟି ସହିତ ମାଟି ହୋଇ ଜୀଉଁଥିବା ଶ୍ରୀଅକ୍ଷର ବିବର୍ଜିତ ସେଇ ଯୁବକଟି ଦିନେ ଓଡ଼ିଆ ଭାଷା ସାହିତ୍ୟର ସ୍ବର୍ଣ୍ଣମୟ ସୌଭାଗ୍ୟକୁ ଡାକିଆଣିଲା; ଆଉ ସମଗ୍ର ଓଡ଼ିଆଜାତିର ପ୍ରତିନିଧିରୂପେ ଜଣେ ସେଇ ଜ୍ଞାନୀ, ସନ୍ଥ, ତତ୍ତ୍ଵଦର୍ଶୀ ଯୁବକବିର ସୃଜନୀ ପ୍ରତିଭା ହେଲା ଅନୁପ୍ରାଣିତ . .

କହଇ ଦାସ ଜଗନ୍ନାଥ

~ କହଇ ଜଗନ୍ନାଥ ଦାସ ~ ଲେଖା: ଅମୃତେଶ ଖଟୁଆ “ତୋଷ ନୁହଁଇ ମୋର ଚିତ୍ତ, କହଇ ଦାସ ଜଗନ୍ନାଥ” II ଭାରତବର୍ଷର ଉତ୍ତର ଦକ୍ଷିଣ ସଂସ୍କୃତିକୁ ପୂର୍ବ ଏସିଆ ମହାଦେଶର ଅନୁଭାଗ ସହିତ ସାମୁଦ୍ରିକ ସମ୍ପର୍କ ଘେନି ଯୋଡୁଥିବା ଏକ ଭୂମିର ପ୍ରାଚୀନ ଅବତାରଣା ― ସେ ଉତ୍କଳ, ସେ କଳିଙ୍ଗ ଓ ଉଡ୍ର…

ନବଗୁଞ୍ଜର 

ଶୁଦ୍ରକବି ସାରଳା ଦାସ ମହାଭାରତର କଥାବସ୍ତୁକୁ ଉତ୍କଳୀୟତାରେ ଭରିଦେଇଛନ୍ତି। ସେ ଓଡି଼ଆ ମହାଭାରତରେ ଅନେକ ମୌଳିକ ଉପାଖ୍ୟାନ ସଂଯୋଜିତ କରିଛନ୍ତି ଯାହା ସଂସ୍କୃତ ମହାଭାରତ କିମ୍ବା ଅନ୍ୟ କୌଣସି ପୁରାଣ ଗ୍ରନ୍ଥରେ ଦେଖିବାକୁ ମିଳେନାହିଁ। ନବଗୁଞ୍ଜର ଉପାଖ୍ୟାନ ମଧ୍ୟ ଆଦିକବିଙ୍କର ସେହିପରି ଏକ ନୂତନ କଳ୍ପନା . .

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ପ୍ରଥମ) ~ ଅନ୍ତରଙ୍ଗ କଳିଙ୍ଗର ପ୍ରଥମ ଅବଦାନ ! ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ ! ଅତି ସାଧାରଣ ଲୋକଙ୍କ ସମାଜ ଭିତରେ ମଝିରେ ମଝିରେ ଅସାଧାରଣ ଲୋକ ଜନ୍ମଗ୍ରହଣ କରନ୍ତି ! ଆଉ ସେମାନେ ସାଜନ୍ତି ମାନବଜାତିର ପଥପ୍ରଦର୍ଶକ ! ଦିଅନ୍ତି ବିପୁଳଶକ୍ତି, ନୂତନ ଜୀବନ ଏବଂ…

ଅଲାଗିପାଳି

~ ‘ଅଲାଗିପାଳି’ ଓ ମାଣବସା ଗୁରୁବାରର ‘ଧାନମାଣିକା’ ମାହାତ୍ମ୍ୟ ~ ଲେଖା: ଅମୃତେଶ ଖଟୁଆ ଉଜ୍ଜ୍ବଳ ସୁବର୍ଣ୍ଣମୟ ସୂର୍ଯ୍ୟାସ୍ତ ସହ ମାର୍ଗଶିର ମାସର ହେମନ୍ତ ଆକାଶ ସୁସଜ୍ଜିତ ହୋଇ ରହିଥାଏ ନବଶସ୍ୟର ଅମଳ ନିମନ୍ତେ । ରବି ଶସ୍ୟର ସବୁଜିମା କ୍ଷେତଗୁଡ଼ିକୁ ନିଆରା ରଙ୍ଗ ତୂଳୀରେ ବର୍ଣ୍ଣିଳ କରିସାରିଛି । ଏଥିରେ ଲକ୍ଷ୍ମୀ ଦେବୀଙ୍କର ସ୍ବର୍ଗୀୟ…

ଲକ୍ଷ୍ମୀ ପୁରାଣ

~ ବଳରାମ ଦାସ କୃତ ‘ଲକ୍ଷ୍ମୀ ପୁରାଣ’ର ସାଂସ୍କୃତିକ ଭୂମିକା ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରନ୍ତି, ଯାହା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାର୍ଗଶିର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୁଏ । ଚାଷୀ ତା’ ର ଖଳାକୁ ଧାନହଳା ଆଣିଥାଏ…

ନିଆଳି

~ ପ୍ରାଚୀ ଅଧିତ୍ୟକାରେ ଶିଶିରାବସର: ନିଆଳି ମାଧବ ~ ଲେଖା: ଅମୃତେଶ ଖଟୁଆ ସେଦିନ ପ୍ରଥମାଷ୍ଟମୀ । ମଗୁଶିର ବାର ପାହାନ୍ତି କାଳ ଆଗତ । ଶୀତାଭ ଋତୁର ଶ୍ୟାମାୟିତ ସ୍ପର୍ଶ ତଳେ ଖରାର କୋପ ଅନୁଭବଯୋଗ୍ୟ ମନେ ହୁଏନାହିଁ । ସେ ଯେ କାକର ଭିଜା ହରିତ ପଲ୍ଲବଦୋଳରେ ଆପଣା ବିଚ୍ଛୁରିତ ଶୋଭାକୁ ଲୋଟାଇ…

ଦାରାକ୍ଷ

ଗବେଷଣା ଓ ଲେଖା: ଶିଶିର ମନୋଜ ସାହୁ   ~ ହଜିଯାଇଥିଵା ଏକ ପ୍ରାଚୀନ ଓଡ଼ିଆ ଶବ୍ଦ ‘ଦାରାକ୍ଷ’ ~ ଅଙ୍ଗୁର କୋଳିକୁ କିଏ ନ ଜାଣେ ? ସାରା ପୃଥିଵୀର ଯେକୌଣସି ହାଟବଜାରରେ ଆଉ କିଛି ମିଳୁ କି ନ ମିଳୁ ଅଙ୍ଗୁର କୋଳି ନିଶ୍ଚୟ ମିଳିଯାଏ । ସାଧାରଣତଃ Vitis ପ୍ରଜାତିର ୮୧ରୁ…

ତାକରଡ଼ା ଗୁଳିକାଣ୍ଡ

ଲେଖା: ଅମ୍ବିକା ପଟ୍ଟନାୟକ ~ ବିସ୍ମୃତପ୍ରାୟ ତାକରଡ଼ା ଗୁଳିକାଣ୍ଡ ~ “ଏଡିକି ସେ ଅମାନିଆ ପିଲା ଫଉଜର ଗୁଳି ଗୋଳା, ରଜା ଝଡ଼ କିଛି ନ ମାନିଲା ଧୂଳି ଖେଳ ଛାଡ଼ି ଗୁଳି ଆଗେ ଜୀବନକୁ ହସି ହସି ଦେଲାସିନା ବାଢ଼ି” l ନା . . ତା ପାଇଁ କୌଣସି ସଚି ରାଉତରାୟ ଏମିତି…