Physical Address
Sai Samarpanam, Satya Vihar, Bhubaneswar

ଆନନ୍ଦ ଦାଶ ଓ ହାରାଦେବୀଙ୍କ କୋଳମଣ୍ଡନ କଲା ପୁତ୍ରସନ୍ତାନଟିଏ। ସାତଟି କନ୍ୟା ସନ୍ତାନର ଜନକଜନନୀ ବାଲିଆର ନୀଳକଣ୍ଠେଶ୍ଵର ମହାଦେବଙ୍କ ପାଖରେ ଅଧିଆ ପଡି ସନ୍ତାନଟିଏ ପାଇଥିବାରୁ ପୁଅର ନାଁ ସରାଗରେ ଦେଲେ ନୀଳକଣ୍ଠ । କିନ୍ତୁ ଦାଶ ଦମ୍ପତି କି ଜାଣିଥିଲେ ସେ ପିଲା ଦିନେ ନିଜ ନାମକୁ ସାର୍ଥକ କରି 'ନୀଳକଣ୍ଠ' ବନିଯିବ -- ସମାଜର କଳୁଷପଙ୍କର ବିଷକୁ ପିଇ ପିଇ ! ସମାଜର ତାଡନା ସହି ସହି . .

ଲେଖା: ଦେଵ ତ୍ରିପାଠୀ ୧୯୧୩ ମସିହା ଖରାଦିନ । ଓଡ଼ିଶା ମାଟିର ଜାତୀୟଗୌରବ ଶତାବ୍ଦୀର ସୂର୍ଯ୍ୟ କୁଳବୃଦ୍ଧ ମଧୁସୂଦନ ଦାସ ଆସି ସବୁକିଛି ବୁଲି ଦେଖୁ ଦେଖୁ ପ୍ରଶଂସା ମୁଖରିତ ହୃଦୟରେ କହିପକାଇଲେ, “ଏ ମାଟିରେ ନାଳନ୍ଦାଟିଏ ଠିଆ କରିଦେଲ ଗୋପବନ୍ଧୁ ! ଏ ବିଦ୍ୟାଳୟକୁ ତ ଇଟାପଥର କି ଟଙ୍କାରେ ଗଢିନ; ରକ୍ତ, ମାଂସ…

ସାହିତ୍ୟ ଭାସ୍କର ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ ଅର୍ଦ୍ଧ ଶତାବ୍ଦୀ ଧରି (୧୯୨୩–୧୯୭୩) ଲେଖନୀ ଚାଳନା ହିଁ ମାନସିଂହଙ୍କ ସମସ୍ତ ରଚନାର ପରିପ୍ରକାଶ। ଅଠର ବର୍ଷ ବୟସରେ ପ୍ରଥମ କବିତା ସୃଷ୍ଟି ହୋଇଥିଲେ ମଧ୍ୟ ତାହା ପ୍ରକାଶିତ ହୋଇଥିଲା ୧୯୨୮ ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାର ବୈଶାଖ…

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ “ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି (ଉଠୁ) ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।” ସେ ସମୟ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ! ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ,…

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଭାରତୀୟ ସାହିତ୍ୟରେ ରେନେନ୍ସା ବା ଅଭ୍ୟୁଦୟ ଯୁଗର ପଦଧ୍ଵନି ଶୁଣାଗଲାଣି। ଯାହା ଫଳରେ ଲୋକଂକ ଜୀବନ ଧାରାରେ ଆଭିମୁଖ୍ୟ ପରିବର୍ତ୍ତନ ସହ ନୂତନ ସମ୍ଭାବନା ସୃଷ୍ଟି ଓ ପ୍ରାଣ ପ୍ରବାହ ଗୁଂଜରିତ ହେବାକୁ…

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ “ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ ନିସଂଗତା ପ୍ରତ୍ୟେକ ଜୀବନରେ ଆସେ — ଏହା ପ୍ରାୟ ସାର୍ବଜନୀନ । ତେବେ ପିତୃ-ମାତୃ-ଭ୍ରାତୃହୀନ ଏକ ନିସଂଗ ତରୁଣକୁ ଯେଉଁମାନେ ସଖ୍ୟ ଦାନ କରି ତାକୁ ଅନୁଗୃହୀତ କଲେ, ତାଙ୍କର ମହିମ୍ନ ସ୍ତବ ଗାଇବା…

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ “ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ ଖେଳି ଉଠେ ସଘନେ, ପ୍ରାଚୀ ଗଗନ ଶିରେ ଭାସି କନକ ନୀରେ ଆସ ତପନ ଉଇଁ ଏ ଉତ୍କଳ ଭୁବନେ ||” “ଏ ବିଦ୍ୟାଳୟ ଧନରେ ଗଢା ହେଉ ନାହିଁ। ରକ୍ତମାଂସ ମସ୍ତିଷ୍କରେ ଗଢାଯାଉଛି।”…

ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର ଲୋକେ ପୂର୍ବେ ଏକ ବାଦ୍ୟଯନ୍ତ୍ରକୁ ବ୍ୟବହାର କରି, ଗୀତ ଗାଇ ଗାଇ, ଗାଁ ଗାଁ ବୁଲି ବୁଲି ଭିକ୍ଷା କରୁଥିଲେ । ଏହି ଘୁଡ଼ୁକି ବଜାଇଲେ ଘୁ.ଡୁ. . . ଘୁଡୁ ଶବ୍ଦ ସୃଷ୍ଟି…

~ କଳିଙ୍ଗ ସ୍ଥାପତ୍ୟରେ ଶ୍ରୀଗଣେଶ ~ ଲେଖା: ଶ୍ରୀକାନ୍ତ ସିଂହ ‘ଯୋଗେଣ ଯୋଗେଶ୍ଵର ସଦାନନ୍ଦର ତନୟେ, ମନ ଚଇତନ ୟେକତ୍ଵ କଲୁ ଅଜପା ଯୋଗ ଲୟେ । ବିସ୍ତାର ଉଦରେ ଯାହାର ଗ୍ୟାନ ସଚ୍ଚା, ପୃଥୁଳ ଶରୀର ନାଥ ଅଭୟେ କାଳ ବଞ୍ଚା । ଶିଖିପୃଚ୍ଛ ମଉଳି ବତିଶ ଗୁଣେ କଳା, ଭର ହରଷ ନାଥ…

~ କହଇ ଜଗନ୍ନାଥ ଦାସ ~ ଲେଖା: ଅମୃତେଶ ଖଟୁଆ “ତୋଷ ନୁହଁଇ ମୋର ଚିତ୍ତ, କହଇ ଦାସ ଜଗନ୍ନାଥ” II ଭାରତବର୍ଷର ଉତ୍ତର ଦକ୍ଷିଣ ସଂସ୍କୃତିକୁ ପୂର୍ବ ଏସିଆ ମହାଦେଶର ଅନୁଭାଗ ସହିତ ସାମୁଦ୍ରିକ ସମ୍ପର୍କ ଘେନି ଯୋଡୁଥିବା ଏକ ଭୂମିର ପ୍ରାଚୀନ ଅବତାରଣା ― ସେ ଉତ୍କଳ, ସେ କଳିଙ୍ଗ ଓ ଉଡ୍ର…