Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶିବାଶିଷ ମହାପାତ୍ର “ମାଟିର ସେଇ ସରଗ ମୋର, ସେଇଠି ଅଛି ମୋ ଷଠି ଘର । ଜଳିବ ପୁଣି ସେଇଠି ଶେଷେ, ମୋହରି ଚିତା ନିଆଁଟି, ଛୋଟ ମୋର ଗାଁଟି ।” ମା’, ମାଟି ଏବଂ ମମତାକୁ ନେଇ ଚିର ଅମର ତାଙ୍କ କାବ୍ୟ କବିତା । ଆଜି ମଧ୍ୟ ଭୁଲି ପାରିନାହାନ୍ତି ତାଙ୍କ…

ଲେଖା: ନିରଞ୍ଜନ ସାହୁ “ମୁଁ ସଚି ରାଉତରାୟ (ନୁହେଁ ଟାଗୋର ଅବା ଶେଲୀ) ମୁଁ ଏ ମାଟିର ଧାରା ଆଉ ଆକାଶର କବି। କାମ ନୁହେଁ ମୋର ଖାଲି ଆଙ୍କିବା କାଗଜରେ ଛବି। ପେଶାଦାର ଗାୟକ ମୁଁ ନୁହଁ ତୁମେ ମୋର ଛପା ବହି ଯେତେବେଳେ ଛୁଅଁ ଛୁଅଁ ନୂଆ ମଣିଷର ଛାତି । ତା’ର…

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ “ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ ପରି ଦଣ୍ଡାୟମାନ ହୋଇ ରହି ପାରିବନି । ସ୍ବଳ୍ପ ବେତନଭୋଗୀ କିରାଣୀ ପାଇଁ ଗୋଟିଏ ଓଭରକୋଟ୍ ହରେଇବା ନିଶ୍ଚିତ ଭାବରେ ତାଙ୍କ ପ୍ରତି ପ୍ରଗାଢ଼ ସହାନୁଭୂତି ଆଣିବ । ହେଲେ ପରିସ୍ଥିତି ପରିପ୍ରେକ୍ଷୀରେ ଏହାର…

ଲେଖା: ନିରଞ୍ଜନ ସାହୁ ~ ଭଗବତୀ ଚରଣ ପାଣିଗ୍ରାହୀ ~ ୧୯୧୭ ମସିହା ପରେ ପରେ ଅର୍ଥାତ୍ ସୋଭିଏତ ଋଷର ଅକ୍ଟୋବର ବିପ୍ଳବର ପୃଷ୍ଠଭୂମି ଉପରେ ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟର ସୂତ୍ରପାତ ହୁଏ ସମଗ୍ର ବିଶ୍ଵରେ । ବିଶ୍ୱବାସୀଙ୍କ ମନରେ ସୃଷ୍ଟି କରାଏ ନୂତନ ପ୍ରତ୍ୟୟ, ଆଶା ଓ ଆଶ୍ଵାସନା । ମୁକ୍ତି, ସ୍ଵାଧୀନତା ଓ…

~ ନନ୍ଦିକେଶ୍ଵରୀ ~ ସୌରଭିତ ସୃଷ୍ଟି: କବିବର ରାଧାନାଥ ରାୟ ଊନବିଂଶ ଶତାବ୍ଦୀର ଉପୋଦ୍ଘାତରେ ଯେତେବେଳେ ଓଡ଼ିଆ ମାଟି ନବଜାଗରଣ ପର୍ଯ୍ୟାୟରେ ପଦକ୍ଷେପ ଜନିତ ସାରସ୍ଵତ ଓ ସାଂସ୍କୃତିକ ପୃଷ୍ଠଭୂମିରେ ଆବର୍ତ୍ତିତ ହେଉଥିଲା, ସେହି ସମୟରେ ଓଡ଼ିଆ ଜନପ୍ରାଣକୁ ପରମୁଖାପେକ୍ଷୀ ସତ୍ତାର କବଳିତ ଶାଙ୍କୋଳିରୁ ମୁକ୍ତି ଦେଇଥିଲେ ଆମ୍ଭର ପରମ ସଦାଶୟମାନଙ୍କ ସମୁଚ୍ଚୟୀ ପ୍ରଯତ୍ନର ସ୍ଵେଦଲଗା…

ଲେଖା: ଗୋକୁଳାନନ୍ଦ ସାହୁ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ନିଳକଣ୍ଠପୁର । ବ୍ରାହ୍ମଣୀ ନଦୀକୂଳରେ ଥିବା ଛୋଟ ଗାଁଟିଏ । ସେହି ଗାଁରେ ଗୋଟିଏ ଗରିବ ପରିବାରରେ ଜନ୍ମ ହୋଇଥିଲେ ଭାରତର ସର୍ବକନିଷ୍ଠ କିଶୋର ବିପ୍ଳବୀ “ବାଜି ରାଉତ“। ଈଂରେଜ ଅମଳର କଥା । ବାଜିଙ୍କ ଜନ୍ମ ପରେ ତାଙ୍କ ବାପା ଅସୁସ୍ଥ ଅବସ୍ଥାରେ ଆରପାରିକୁ…

~ କବି ଗୁରୁପ୍ରସାଦ ମହାନ୍ତି ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ସାହିତ୍ୟର ସବୁଜ ଯୁଗ ପରିଯନ୍ତେ ଆସିଛି ଆଧୁନିକ ସାହିତ୍ୟର ଏକ ବିଶିଷ୍ଟ ଯୁଗ। କବି ସୌଭାଗ୍ୟ କୁମାର ମିଶ୍ର, କବି ଦୁର୍ଗାମାଧବ ମିଶ୍ର, କବି ଜ୍ଞାନୀନ୍ଦ୍ର ବର୍ମା, କବି ଗୁରୁପ୍ରସାଦ ମହାନ୍ତି, କବି ଜାନକୀବଲ୍ଲଭ ମହାନ୍ତି (ଭରଦ୍ଵାଜ), କବି ଶ୍ରୀନିବାସ ଉଦ୍ଗାତାଙ୍କ ଭଳି…

ସୌରଭିତ ସୃଷ୍ଟି: ଡ. ସଚ୍ଚିଦାନନ୍ଦ ରାଉତରାୟ ବହୁବିଧ ସଂସ୍କୃତି, ପରମ୍ପରା ଓ ପାର୍ବଣର ଅନୁଭବ କେବଳ ଓଡ଼ିଶାରେ ହିଁ ଉପଲବ୍ଧ ହୋଇଥାଏ। ସଂସ୍କୃତି-ପରମ୍ପରାରେ ମଗ୍ନ ଏହି ମାଟିର ଅଧିବାସୀ ମାନେ ବିଭିନ୍ନ ପର୍ବପର୍ବାଣି ପାଳନରେ ଦେଶରେ ଆଗୁଆ । ସେଇଥିପାଇଁ ଏଠି ବାର ମାସରେ ତେର ପର୍ବ ! ରଜପର୍ବ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି…

~ କିଶୋରୀ ଚରଣ ଦାସ ~ ଲେଖା: ଅମୃତେଶ ଖଟୁଆ “କଥା, ଲୁହ ଓ ହସର ଭାଷା ତଳେ ଯେଉଁ ଅଦୃଶ୍ୟ ଚେତନ ଗୋବର ଗଦା ରହିଛି ତା’ର ସନ୍ଧାନ ପାଇଛ ? ସେଥିରୁ କେତେବେଳେ କେତେ ରକମର ବାଷ୍ପ ବାହାରେ ତା’ର ହିସାବ ରଖିଛ ? ପାରିବ ନାହିଁ। ତୁମ ଗୋବର ଗଦା ତା’…

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ ଦଣ୍ଡବତ ପ୍ରଣାମର ବହୁ ଉର୍ଦ୍ଧ୍ଵରେ ! ସଂଗ୍ରାମୀ ଅଭିବାଦନ ଜଣାଉଛି। ଏ ଅଭିବାଦନ କେବଳ ମୋ’ର ନୁହେଁ, ସମଗ୍ର ଭାରତବର୍ଷର ! ତମେ ଯେ ଏ ଦେଶର ସର୍ବକନିଷ୍ଠ ଶହୀଦ ! ବାଜି, ତମକୁ…