Physical Address
Sai Samarpanam, Satya Vihar, Bhubaneswar

ଲେଖା: ଅମ୍ବିକା ପଟ୍ଟନାୟକ ~ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ~ ଶ୍ରୀଜଗନ୍ନାଥ ଆମ ଅସ୍ମିତାର ପ୍ରତୀକ l ତାଙ୍କ ମନ୍ଦିର ଶ୍ରୀମନ୍ଦିର, ଦାଣ୍ଡ ବଡ଼ଦାଣ୍ଡ, ପ୍ରସାଦ ମହାପ୍ରସାଦ, ବାନା ପତିତପାବନ l ଧର୍ମଶାସ୍ତ୍ର, କିମ୍ବଦନ୍ତୀ ଅନୁସାରେ ଇନ୍ଦ୍ରଦ୍ୟୁମ୍ନ ଆଦ୍ୟ ମନ୍ଦିର ନିର୍ମାତା ଥିଲେ ହେଁ ବର୍ତ୍ତମାନ ଆମେ ଯେଉଁ ଶ୍ରୀବତ୍ସ ଖଣ୍ଡାଶାଳ ପ୍ରାସାଦ ଶ୍ରୀମନ୍ଦିର ଦେଖୁଛୁ…

ଲେଖା: ଅମ୍ବିକା ପଟ୍ଟନାୟକ ଐତିହାସିକ ଦାଣ୍ଡିଯାତ୍ରା ଓ ଶ୍ରୀଜଗନ୍ନାଥ ମନ୍ଦିର l କିଛି ସମ୍ପର୍କ ଅଛି କି? ଟିକେ ପର୍ଯ୍ୟାଲୋଚନା ହେଉ l ମହାତ୍ମା ଗାନ୍ଧୀ ୧୮ ମାର୍ଚ୍ଚ ୧୯୩୦ରୁ ୬ ଏପ୍ରିଲ ୧୯୩୦ ଆରମ୍ଭ କରିଥିଲେ ସବରମତୀ ଆଶ୍ରମରୁ ଦାଣ୍ଡି ସମୁଦ୍ରକୂଳ, ଦୁଇଶ କୋଡିଏ କିଲୋମିଟର ଯାତ୍ରା l “ଲବଣ ସତ୍ୟାଗ୍ରହ” ନାମରେ ଖ୍ୟାତ…

ଲେଖା: ଦେଵ ତ୍ରିପାଠୀ ଆମ ଭାରତବର୍ଷର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣାଞ୍ଚଳର ପ୍ରାଣକେନ୍ଦ୍ର ରୂପେ ଚତୁର୍ଧାମର ପରିକଳ୍ପନା ଯେପରି ପ୍ରେରଣାପ୍ରଦ, ସେପରି ଭୌଗୋଳିକ ଅବସ୍ଥିତି ନେଇ ବଡ ବୈଚିତ୍ର୍ୟପୂର୍ଣ୍ଣ । ଉତ୍ତରରେ ହିମାଦ୍ରି ଶିଖରରେ ବଦ୍ରିଧାମ, ଅନ୍ୟ ତିନୋଟି ଧାମ – ଦ୍ଵାରକା, ରାମେଶ୍ୱର ଓ ଶ୍ରୀକ୍ଷେତ୍ର ସମୁଦ୍ର ଉପକଣ୍ଠରେ । ନୀଳସମୁଦ୍ର ଏବଂ ତୁଷାରାବୃତ…

ସବୁରି ମୂଳରେ ପରା ସେଇ ଜଗା ! ତା' କରୁଣା ନ ହେଲେ ଗଛର ପତ୍ରଟିଏ ବି ହଲିବନି ପରା ! ସବୁ ତା'ରି ଲୀଳା . .

ସୌରଭିତ ସୃଷ୍ଟି: ବିଛନ୍ଦ ଚରଣ ପଟ୍ଟନାୟକ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ବିଶ୍ଵର ବିସ୍ମୟ। ସେ ସୂକ୍ଷ୍ମ ନା ସ୍ଥୂଳ, ସାକାର ନା ନିରାକାର, ସଗୁଣ ନା ନିର୍ଗୁଣ, ବେଦାନ୍ତର୍ଗତ ନା ବେଦ ରହିତ ଏ ସବୁର ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ। ଅଲୌକିକ ବିଗ୍ରହ, ଅପରୂପ ପରିପ୍ରକାଶ ପାଖରେ ଯୁଗ ଯୁଗ ଧରି ମୁନିଋଷି, ଭକ୍ତ, ସାଧକ, ଭାବୁକ,…


~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ l ତାଙ୍କ ବିନା ଓଡ଼ିଶା ଓ ଓଡ଼ିଆ ଉଭୟ ପରିଚୟ ଶୂନ୍ୟ l ଉତ୍କଳରେ ଗଙ୍ଗବଂଶର ରାଜତ୍ଵ ସମୟରେ ବଡ଼ଦେଉଳର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ଶ୍ରୀଜଗନ୍ନାଥ ଓଡ଼ିଶାର ରାଷ୍ଟ୍ରଦେବତାର ପଦ ଅଳଙ୍କୃତ…

~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ ଗଞ୍ଜାମ ଜିଲ୍ଲାର ରାଜନୈତିକ, ସାଂସ୍କୃତିକ ଓ ଧାର୍ମିକ ପରମ୍ପରା ସହ ଗଭୀର ଭାବେ ଜଡ଼ିତ। ଏହି ମନ୍ଦିର ଖଲ୍ଲିକୋଟର ରାଜବଂଶ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା, ଯାହା ଓଡ଼ିଶାର ପୂର୍ବତନ ରାଜକୀୟ ଇତିହାସର ଏକ ଅଂଶକୁ…

~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି । ଏହି ପର୍ବରେ ଅନେକ ପ୍ରକାରର ରଙ୍ଗକୁ ନେଇ ଜାତି, ଧର୍ମ, ସବୁ ଭୁଲି ଆମେ ସମସ୍ତେ ଏହି ପର୍ବକୁ ପାଳନ କରିଥାଉ, ସମସ୍ତ ଶତ୍ରୁତାକୁ ଭୁଲି ଭାଇଚାରର ସମ୍ପର୍କ ଆମେ ସୃଷ୍ଟି କରିଥାଉ…

~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଲିଖିତ ଉତ୍କଳ ଇତିହାସ ପୃଷ୍ଠା ୪୩ର ଲେଖାନୁସାରେ ଯଯାତି କେଶରୀ (୧) (ଖ୍ରୀ:-୫୫୨-୫୯୮) ପିତା ଜନ୍ମେଜୟଙ୍କ ଭଳି ଯଯାତି ମଧ୍ୟ ପବିତ୍ର ବୈତରଣୀ ନଦୀ କୂଳରେ ଏକ ଯଜ୍ଞ କରାଇବା ପାଈଁ…