Physical Address
Sai Samarpanam, Satya Vihar, Bhubaneswar

ଦୀନବନ୍ଧୁ ମିଶ୍ର ~ ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣ ~ ବହୁଵର୍ଷ ଧରି ଓଡ଼ିଶାଵାସୀ ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣର ଦାବି ଆଗତ କରି ଆସୁଛନ୍ତି। ଵର୍ତ୍ତମାନ ‘ଵନାଞ୍ଚଳ ରାଜ୍ୟଗଠନ ପ୍ରସଙ୍ଗରେ ଏହି ଦାବୀ ପୁନର୍ଵାର ଉତ୍ଥାପିତ ହୋଇଅଛି । ୧୯୪୭ ମସିହା ଡିସେମ୍ବର ଦଶ ତାରିଖ ଦିନ ସରଦାର ବଲ୍ଲଭଭାଇ ପଟେଲଙ୍କ ଉପସ୍ଥିତିରେ ଗଡଜାତ…

ଲେଖା: ଅଶୋକା ନାୟକ ~ ଆମ ଓଡ଼ିଆ ଘରର ମୁରୁଜ କଳା ପରମ୍ପରା ~ ଓଡ଼ିଆ ଘରେ ସବୁ ପର୍ବପର୍ବାଣୀ, ଜନ୍ମଦିନ, ବାହାଘର, ଶ୍ରାଦ୍ଧରେ ମୁରୁଜ, ଝୋଟି, ଚିତା ପଡେ। ସେ ତେଣିକି କାର୍ତ୍ତିକରେ ଚଉରା ମୂଳରେ ହେଉ ବା ମାର୍ଗଶିର ଗୁରୁବାର ପାଇଁ ଦାଣ୍ଡରୁ ବାରି ପର୍ଯ୍ୟନ୍ତ ହେଉ, ଷଠୀପୂଜା ପାଇଁ ହେଉ ବା…

ଲେଖା: ଶୁଭ ରଞ୍ଜନ ପୃଷ୍ଟି ପୌଷ ଶୁକ୍ଳ ଦଶମୀ ସାଧାରଣତଃ ଓଡ଼ିଶାରେ ସମ୍ବର ଦଶମୀ ବା ଶାମ୍ବଦଶମୀ ହିସାବରେ ପାଳନ କରା ହୁଏ l ଏଇ ଅବସରରେ ଯୁବକବି ଶୁଭ ରଞ୍ଜନ ପୃଷ୍ଟିଙ୍କ ରଚିତ କବିତା ‘ଶାମ୍ବ ଦଶମୀ‘ I ଓଡ଼ିଶାର ଇଏ ନିଜସ୍ୱ ପରଵ ଶାମ୍ବ ଦଶମୀ ୟା ନାଆ ପଉଷ ମାସର ଶୁକୁଳ…

ଲେଖା: ଦେଵ ତ୍ରିପାଠୀ ୧୯୪୨ ମସିହା ଅଗଷ୍ଟ ୧୫ ତାରିଖ । ରେଭେନ୍ସା ମହାବିଦ୍ୟାଳୟ, କଟକ । କଂଗ୍ରେସ ଅଧିବେଶନରେ ଭାରତଛାଡ଼ ପ୍ରସ୍ତାବ ଗୃହୀତ ହେଲା ଏବଂ ଗାନ୍ଧିଜୀ ବ୍ରିଟିଶମାନଙ୍କୁ ଭାରତ ଛାଡ଼ିବା ପାଇଁ ଡାକରା ଦେଇଥା’ନ୍ତି । ଦେଶକୁ ସ୍ବାଧୀନ କରିବା ପାଇଁ ‘କର ବା ମର’ ଆହ୍ୱାନରେ ପ୍ରମାଦ ଗଣିଲେ, ଦେଶର ବଡ଼…

ଲେଖା: ସନ୍ତୋଷ ପଟ୍ଟନାୟକ ୧୮୩୬ ମସିହାରେ ଘୁମୁସରର (ଗଞ୍ଜାମ) ରାଜା ଥିଲେ ଧନଞ୍ଜୟ ଭଞ୍ଜ ଏବଂ ତାଙ୍କର ପ୍ରଧାନ ସେନାପତି ଥିଲେ ଦୋହରା ବିଷୋୟୀ। ଧନଞ୍ଜୟ ଭଞ୍ଜ ଇଂରେଜମାନଙ୍କୁ ରାଜସ୍ୱ ପୈଠ ନ କରିବାରୁ ତାଙ୍କୁ ଗାଦିଚ୍ୟୁତ କରିଦିଆଗଲା, ସେତେବେଳେ ଇଂରେଜମାନଙ୍କ ବିରୋଧରେ ଏକ ବିପ୍ଳବ ଆରମ୍ଭ ହୋଇଥିଲା ଏବଂ ଏହାର ନେତୃତ୍ୱ ନେଇଥିଲେ ଦୋହରା…

ଲେଖା: ଦେଵ ତ୍ରିପାଠୀ ଓଡ଼ିଶାରେ ଅସରନ୍ତି ପର୍ବପର୍ବାଣୀ, ଦାରିଦ୍ର୍ୟ ସତ୍ତ୍ଵେ ସେସବୁ ପର୍ବପର୍ବାଣୀକୁ ନିଷ୍ଠା ଓ ପବିତ୍ରତା ସହିତ ପାଳିବାରେ କୁଣ୍ଠା କରେନି ଓଡିଆଣୀ । ଅଧିକାଂଶ ପର୍ବପାଳନ ହୁଏ ପରିବାରର ମା’ମାନଙ୍କ ଦ୍ଵାରା । ପର୍ବାଣୀ ଗୁଡିକରେ ପୂଜାଉପଚାର ଯେପରି ଭିନ୍ନ, ସେହି ଅବକାଶରେ ପ୍ରସ୍ତୁତ ଖାଦ୍ୟସାମଗ୍ରୀ ମଧ୍ୟ ସ୍ବତନ୍ତ୍ର । ଓଡ଼ିଆଙ୍କ ଇଷ୍ଟଦେବ…