Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ରୋମାଣ୍ଟିକ ଚିରସବୁଜ ସୁପରଷ୍ଟାର ଅଭିନେତା, ନିର୍ଦ୍ଦେଶକ, ସମାଲୋଚକ, ଲେଖକ, ଅଧ୍ୟାପକ ଓ ସଂଗଠକ ତଥା ସମ୍ମାନନୀୟ ଜୟଦେବ ପୁରସ୍କାର ସମେତ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ ଓ ଉଦ୍ଭାସିତ ଅମର ପ୍ରତିଭା ଶରତ ପୂଜାରୀ ! ନୟାଗଡ଼ ଜିଲ୍ଲା ଖଣ୍ଡପଡାରେ ଜନ୍ମିତ ଏହି…

~ ମନମୋହନ ମହାପାତ୍ର ~ ଲେଖା: ଅମୃତେଶ ଖଟୁଆ ଜୀବନ ସ୍ଵତଃ ଚଳମାନ । ଏହାର ପ୍ରଚ୍ଛନ୍ନ ସୃଜନଶିଳ୍ପୀର କଳାତ୍ମକ ନିଦର୍ଶନରେ ବିଧିବଶ ଯେଉଁ ଚିତ୍ରଣର ସମୀଚୀନ ସୂତ୍ରପାତ ପୂର୍ବତଃ ଘଟସୂତ୍ର ହୋଇ ବିହିତ ପ୍ରସଙ୍ଗକ୍ରମେ ଆନୁକୂଲ୍ୟ ଘେନି ରହିଥାଏ, ତାହା ଯେପରି ଏହାକୁ ସାର୍ଥକତା ପ୍ରତି ନିଶ୍ଚିତଭାବ ପ୍ରଦାନ କରିବ । ଓଡ଼ିଆ ଜନମାନସର…

ଲେଖା: ଜଗଦୀଶ ପାଣିଗ୍ରାହୀ ~ ଉମାକାନ୍ତ ମିଶ୍ର ~ “ଘୁମୁସରର ଗୈାରବ” ଖ୍ୟାତନାମା ଅଭିନେତା (ଚଳଚ୍ଚିତ୍ର ନାୟକ) ତଥା ବରିଷ୍ଠ ଓକିଲ ଉମାକାନ୍ତ ମିଶ୍ର । ଚଳଚ୍ଚିତ୍ର ଜଗତରେ ଘୁମୁସରର ପ୍ରଥମ ହିରୋ, ବିଶିଷ୍ଟ ଓକିଲ, ବିଧାୟକ, ସାହିତ୍ୟିକ, ଶିକ୍ଷାପ୍ରେମୀ, ସମାଜସେବୀ, ନାଟ୍ୟକାର, ନିର୍ଦ୍ଦେଶକ ଡ୍ରାମା ତଥା ଚଳଚ୍ଚିତ୍ର ଅଭିନେତା । ଭଞ୍ଜନଗର ନିକଟସ୍ଥ ସାନକୋଦଣ୍ଡା…

ଲେଖା: ଦେଵ ତ୍ରିପାଠୀ “ମୁଁ ଜାଣେ ମୋ ସପନ ଦିନେ ସତ ହୋଇବ, ମୋ ମନର ରୂପାଡ଼ାଳେ ସୁନାଫୁଲ ଫୁଟିବ ।” ସପନ ଦେଖିଥିଲା ସେଇ ୨୧ ବର୍ଷର ଯୁବକଟି, ରଙ୍ଗୀନ ଦୁନିଆଁରେ ପାଦ ଥାପିବା ପାଇଁ, ସେଇ ସପନ ହିଁ ତାକୁ ମୟୁରଭଞ୍ଜର ଅଖ୍ୟାତ ନୂଆଗାଁ ମାଟିରୁ ଟାଣି ଆଣିଥିଲା କଟକ ମାଟିକୁ !…

ଲେଖା: ନିରଞ୍ଜନ ସାହୁ ଭାରତବର୍ଷର ଉତ୍କଳ ଖଣ୍ଡରେ ବହୁ ସାଧୁ, ସନ୍ଥ ଜନ୍ମ ନେଇ ଏହାର ସଂସ୍କୃତି, ଧର୍ମ, ସାମାଜିକ ପ୍ରଥା, ସାହିତ୍ୟ ଇତ୍ୟାଦିକୁ ପ୍ରଭାବିତ କରିବା ସହ ଅନେକ କିଛି ଦାନ କରିଯାଇଛନ୍ତି । ଦେଶର ପ୍ରତ୍ୟେକ ରାଜ୍ୟ, ଅଞ୍ଚଳରେ ଏମାନଙ୍କ ସଂଖ୍ୟା ମଧ୍ୟ କମ୍ ନୁହେଁ । ତେବେ ଆଲୋଚନା, ପର୍ଯ୍ୟାଲୋଚନାର କ୍ଷେତ୍ରକୁ…

~ ନାରାୟଣ ପ୍ରସାଦ ସିଂହ ~ ଲେଖା: ଅମୃତେଶ ଖଟୁଆ ସୁରଜଗତର ରସରାଜ ନାରାୟଣ ପ୍ରସାଦ ସିଂହ ! ସଂସ୍କୃତରେ ଗୋଟିଏ ସୁନ୍ଦର ଧାଡିଟିଏ ଅଛି – “ଏକଶବ୍ଦଃ ସୁଜ୍ଞାତଃ ସୁପ୍ରଯୁକ୍ତଃ ସ୍ଵର୍ଗଲୋକେ କାମଧୃଗ୍-ଭବତି।” ଏକ ଶବ୍ଦକୁ ଯଦି ସୁନ୍ଦର ଭାବରେ ଅନୁଭୂତିରେ ଅବଗାହନ କରାଯାଇ ଯଦି ତାହାକୁ ରସସିକ୍ତ କରି ପ୍ରୟୋଗ କରାଯାଏ, ତାହା…