Search Results for ଲଳିତ ମାଧବ

ପ୍ରାଚୀ ଉପତ୍ୟକାର ମାଧବ ସଂସ୍କୃତି

ଲେଖା: ରବୀନ୍ଦ୍ର କୁମାର ରଣା ଓଡ଼ିଶାରେ ବୈଷ୍ଣବ ପରମ୍ପରାର ଇତିହାସ ଅତି ପ୍ରାଚୀନ। ପଦ୍ମ ପୁରାଣ ଓ ଭାଗବତ ବର୍ଣ୍ଣିତ ଭଗବାନ ବିଷ୍ଣୁଙ୍କ ୨୪ ନାମ ମଧ୍ୟରେ ମାଧବ ହେଉଛି ଅନ୍ୟତମ। ଇତିହାସର ତଥ୍ଯ ଅନୁସାରେ ୪ର୍ଥ ଶତାବ୍ଦୀ ଅର୍ଥାତ ଓଡ଼ିଶାରେ ଗୁପ୍ତ ରାଜାମାନଙ୍କ ଶାସନ ସମୟରେ ଓଡ଼ିଶାରେ ବୈଷ୍ଣବ ପରମ୍ପରା ଆରମ୍ଭ ହୋଇଛି। ଗୁପ୍ତରାଜା…

ନୀଳମାଧବ

ଲେଖା: କୁଳମଣି ଷଡ଼ଙ୍ଗୀ ନୟାଗଡ଼ଠାରୁ ୩୦ କିଲୋମିଟର ଦୂରରେ, ମହାନଦୀ କୂଳରେ ବ୍ରହ୍ମାଦ୍ରି-ନାଥ‌ ନୀଳମାଧବଙ୍କ କ୍ଷେତ୍ର କଣ୍ଟିଲୋ ଅବସ୍ଥିତ। ଉତ୍ତରରେ ଉତ୍କଳ-ଗଙ୍ଗା ମହାନଦୀ,ଦକ୍ଷିଣ ପଶ୍ଚିମରେ କୁମାରୀକା (କୁଆଁରୀଆ ନଦୀ) ଏବଂ ପୂର୍ବରେ କୁସୁମୀ ନଦୀ ଦ୍ୱାରା ବେଷ୍ଟିତ ଦ୍ୱୀପ ସଦୃଶ ଏକ ଭୂଖଣ୍ଡ ଭିତରେ ‘କାଳିଆ ପଲ୍ଲୀ‘ ନାମରେ ଶବର ଅଧ୍ୟୁଷିତ ଗାଁ’ଟିଏ ଅଛି। ଏହା…

ନିଆଳି

~ ପ୍ରାଚୀ ଅଧିତ୍ୟକାରେ ଶିଶିରାବସର: ନିଆଳି ମାଧବ ~ ଲେଖା: ଅମୃତେଶ ଖଟୁଆ ସେଦିନ ପ୍ରଥମାଷ୍ଟମୀ । ମଗୁଶିର ବାର ପାହାନ୍ତି କାଳ ଆଗତ । ଶୀତାଭ ଋତୁର ଶ୍ୟାମାୟିତ ସ୍ପର୍ଶ ତଳେ ଖରାର କୋପ ଅନୁଭବଯୋଗ୍ୟ ମନେ ହୁଏନାହିଁ । ସେ ଯେ କାକର ଭିଜା ହରିତ ପଲ୍ଲବଦୋଳରେ ଆପଣା ବିଚ୍ଛୁରିତ ଶୋଭାକୁ ଲୋଟାଇ…

ବରାହୀ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ଶାକ୍ତ ପରମ୍ପରା ଓ ଉପାସନାରେ ସପ୍ତମାତୃକାଙ୍କ ସ୍ୱରୂପ ଚିତ୍ରଣ ଓ ରୂପ କଳ୍ପନା ପରବର୍ତ୍ତୀ ସମୟରେ ତନ୍ତ୍ର ସାଧନାକୁ ଜନ୍ମ ଦେଇଥିଲା l କୁହାଯାଏ ଶୁମ୍ଭ ନିଶୁମ୍ଭକୁ ନିପାତ କଲାବେଳେ ଦେଵୀ ଦୁର୍ଗାଙ୍କ ଶରୀରରୁ ସପ୍ତମାତୃକାଙ୍କ ଉଦ୍ଗମ ହୋଇଥିଲା ବା ଆବିର୍ଭୁତା ହୋଇଥିଲେ l ଦେବତାଙ୍କ ନାରୀଶକ୍ତି ସ୍ୱରୂପ ହେଉଛନ୍ତି ଏହି…

ଗୀତଗୋବିନ୍ଦ

ଲେଖା: ନିରଞ୍ଜନ ସାହୁ “କି ହେଲାରେ, କହିତ ନୁହଇ ଭାରତୀରେ କାଲି ଯା ଦୂରରୁ ଦେଖି, କଳନା କଲା ମୋ ଆଖି, କଳା ଇନ୍ଦ୍ରୀବର ଆରତି ରେ “ କାହ୍ନୁରେ . .  ଏ ଗୀତ ସିନା ରାଧିକାଙ୍କ ଉକ୍ତି ଥିଲା ଲଳିତାଙ୍କ ପ୍ରତି କବିସୂର୍ଯ୍ୟଙ୍କ ଲେଖନୀରେ, ହେଲେ ମତେ ଲାଗୁଚି ଏ ଯେମିତି ସଭିଙ୍କ…

ବରାହୀ ଦେଉଳ

ଲେଖା: ଦେଵ ତ୍ରିପାଠୀ ନିମାପଡାଠାରୁ ପ୍ରାୟ ପନ୍ଦର କି.ମି. ପୂର୍ବକୁ କାକଟପୁର ରାସ୍ତାରେ ଗଲେ ପଡ଼େ ‘ଚଉରାଶି’ ଗ୍ରାମ । ଏହାର ପଶ୍ଚିମ ଦିଗରେ ଲଳିତା ନଦୀ, ଦକ୍ଷିଣରେ ଗିଲେଇଗଡ ଏବଂ ଉତ୍ତର ଓ ପୂର୍ବରେ ପ୍ରାଚୀନଦୀ ପ୍ରବାହିତ । ଏଇ ନଦୀକୂଳରେ ବରାହୀ ଦେଉଳ ସମେତ ଅମରେଶ୍ୱର ମନ୍ଦିର, ପିତାପଡା ମନ୍ଦିର, ରାମେଶ୍ବର ମନ୍ଦିର, ଲଳିତ…

ହୋଲି

~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି । ଏହି ପର୍ବରେ ଅନେକ ପ୍ରକାରର ରଙ୍ଗକୁ ନେଇ ଜାତି, ଧର୍ମ, ସବୁ ଭୁଲି ଆମେ ସମସ୍ତେ ଏହି ପର୍ବକୁ ପାଳନ କରିଥାଉ, ସମସ୍ତ ଶତ୍ରୁତାକୁ ଭୁଲି ଭାଇଚାରର ସମ୍ପର୍କ ଆମେ ସୃଷ୍ଟି କରିଥାଉ…

କହଇ ଦାସ ଜଗନ୍ନାଥ

~ କହଇ ଜଗନ୍ନାଥ ଦାସ ~ ଲେଖା: ଅମୃତେଶ ଖଟୁଆ “ତୋଷ ନୁହଁଇ ମୋର ଚିତ୍ତ, କହଇ ଦାସ ଜଗନ୍ନାଥ” II ଭାରତବର୍ଷର ଉତ୍ତର ଦକ୍ଷିଣ ସଂସ୍କୃତିକୁ ପୂର୍ବ ଏସିଆ ମହାଦେଶର ଅନୁଭାଗ ସହିତ ସାମୁଦ୍ରିକ ସମ୍ପର୍କ ଘେନି ଯୋଡୁଥିବା ଏକ ଭୂମିର ପ୍ରାଚୀନ ଅବତାରଣା ― ସେ ଉତ୍କଳ, ସେ କଳିଙ୍ଗ ଓ ଉଡ୍ର…

ଲକ୍ଷେଶ୍ଵର ମନ୍ଦିର

~ ଲକ୍ଷେଶ୍ଵର ମନ୍ଦିର ଓ କୁଆଖାଇ ~ ଲେଖା: ଅମୃତେଶ ଖଟୁଆ ନିଃସର୍ଗର ଦେଶ ଉତ୍କଳ । ଅସ୍ମିତାର ଆଗ୍ନେୟ ତେଜପୁଞ୍ଜରେ ଏହାର ଦଗ୍ଧକନକ ସଦୃଶ ପ୍ରାକୃତିକ ନିଚ୍ଛକତା ଓ ସୁଷମାସମୃଦ୍ଧି ସମଗ୍ର ଭାରତବର୍ଷରେ ଅନବଦ୍ୟ ସୌନ୍ଦର୍ଯ୍ୟର ବିଜ୍ଞାପକ ଅଟେ । ଏହାର ମୃତ୍ତିକାର ମୂର୍ତ୍ତିମନ୍ତ ପରିଗ୍ରହ ଭାବସମୁଦ୍ରର ରସସମ୍ବେଦୀ ତଟିନୀମାନଙ୍କ ଦ୍ବାରା ପରିପାଳିତ । ଏହାର…

ମହିମା ଗାଦି

ଲେଖା: ନିରଞ୍ଜନ ସାହୁ ~ ବିଶ୍ଵପ୍ରସିଦ୍ଧ ମହିମା ଗାଦି ଓ ଯୋରନ୍ଦା ମେଳା ~ ମଳୟ ଶିଖରୀ ଶିରୀ ଚୋରି କରି ବସିଲାଣି ମନ୍ଦ ସମୀର ସୁମନାକୁ ବାସ ଚୋରାଇ ନେବଟି ବୋଲି କହିଲାଣି ଭ୍ରମର । କେଶର କେଶରେ ହେଲାଣି ମଞ୍ଜୁଳ କେଶରେ ମଣ୍ଡନ କରିବା ଭଳିରେ ଫୁଟିଲାଣି କେତେ ବଞ୍ଜୁଳ । (ଲାବଣ୍ୟବତୀ/କବିସମ୍ରାଟ/ବସନ୍ତ…