Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ~ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ~ ଭଦ୍ରକ । ଜିଲ୍ଲା ସମ୍ମିଳନୀ । ତତ୍କାଳୀନ ନବଜାଗ୍ରତ ଉତ୍କଳର ଅପ୍ରତିଦ୍ଵନ୍ଦୀ ନେତା ସନ୍ଥମହାତ୍ମା ଭାରତମଣି ଗୋପବନ୍ଧୁ ସେ ସଭାରେ ଉପସ୍ଥିତ । ସଭାର ପ୍ରାରମ୍ଭରେ ଗାନ ହେଲା ଆବାହନୀ ସଙ୍ଗୀତ: “ଉଡାଇ ନିଶାଣ, ବଜାଇ ଭେରୀ ଜଗାଇ ବିପୁଳ ପୁଲକ କମ୍ପ, ମନ୍ତ୍ରପୂତ…

ଉପସ୍ଥାପନା: ଅମୃତେଶ ଖଟୁଆ ~ ବନ୍ଦେ ଉତ୍କଳ ଜନନୀ ~ ଔପଚାରିକ ରୂପେ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି କାନ୍ତକବିଙ୍କ “ବନ୍ଦେ ଉତ୍କଳ ଜନନୀ”। ସମଗ୍ର ଓଡିଶା ଓ ବିଭିନ୍ନ ସ୍ଥାନରେ ୩୧ ମଇ, ୨୦୨୦ ରେ ଏହାର ଏକତ୍ର ଗାନ ପରେ ଏହାର ଗାରିମା ନଭଶ୍ଚୁମ୍ଭୀ ହୋଇଛି । ଯେପରି ବ୍ରିଟିଶ ଶାସନକ୍ରମେ ଅତ୍ୟାଚାରରେ…

ଲେଖା: ଦେଵ ତ୍ରିପାଠୀ ~ କନିକା ~ ପୂର୍ବ ଆଲୋଚନା ଗୁଡ଼ିକରୁ ଆମେ ଜାଣିଛେ କନିକାର ବୀରଯୋଦ୍ଧାଗଣ ପ୍ରାୟ ଦୁଇଶହ ବର୍ଷ କାଳ ମୁସଲମାନ, ମୋଗଲ, ମରାଠାମାନଙ୍କ ସହ ଓ ଅର୍ଦ୍ଧ ଶତାବ୍ଦୀ କାଳ ବ୍ରିଟିଶ ଶକ୍ତି ବିରୁଦ୍ଧରେ ନିଜର ବିଜୟଯାତ୍ରା ବଜାୟ ରଖିଥିଲେ । କନିକାର ବଳ ଦମ୍ଭ ଅତୁଟ ରହିବାର କେତୋଟି ବଳିଷ୍ଠ…

ସୌରଭିତ ସୃଷ୍ଟି: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବିଧାତାର ଅଭିସମ୍ପାତରେ ଦାରୁଣ ବ୍ୟାଧିଗ୍ରସ୍ତ କବିମଣିଷ ସିଏ! ତଥାପି ଓଡ଼ିଆ ଜାତୀୟ ସଙ୍ଗୀତର ପ୍ରାଣବନ୍ତ କବି। କାନ୍ତକୋମଳ ଲଳିତ ପଦାବଳୀରେ କବିତା ତାଙ୍କର ମଞ୍ଜୁଳ ଓ ହୃଦୟସ୍ପର୍ଶୀ। ସେ ‘ଜୀବନ ସଙ୍ଗୀତ‘ର କବି। ‘ବନ୍ଦେ ଉତ୍କଳ ଜନନୀ’ ଯୁଗ ଯୁଗକୁ ତାଙ୍କର କୀର୍ତ୍ତି। ସେ ଉତ୍କଳ ଖଣ୍ଡରେ ନମସ୍ୟ।…

ଲେଖା: ଦେଵ ତ୍ରିପାଠୀ କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ! “ମୋତେ ଦୁନିଆଁ କହୁଛି ପାତକୀ ! ତୁମେ ଜାଣ ପ୍ରଭୁ କିସ ମୁଁ ହୋଇଛି ବିଛୁଆତି ଅବା କେତକୀ ?” ଅଭିମାନଭରା ହୃଦୟରେ ଜୀବଦ୍ଦଶାରେ କେବେ ଲେଖିଥିଲେ ସେ ଏଇପଦକ ! ଜୀବନର ଶେଷ ସମୟ ଯାଏଁ ଏଇ ଆଶାରେ ସେ ଜୀଇଁ ଥିଲେ,…

ଲେଖା: ଶିଶିର ସାହୁ ମନୋଜ ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍ତି । ୧. କଵିଚନ୍ଦ୍ର ନାରାୟଣ ଶର୍ମା ● କଵିଚନ୍ଦ୍ର ନାରାୟଣ ଶର୍ମା ଅଷ୍ଟମ ଶତାଦ୍ଦୀର ଜନୈକ କଵି । ଏ ‘ଏକାମ୍ରଚନ୍ଦ୍ରିକା’ ଗ୍ରନ୍ଥର…

ସୌରଭିତ ସୃଷ୍ଟି: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଏକ ପୁସ୍ତକରୁ ସଂଗୃହୀତ ଜାତୀୟତାଵାଦୀ କଵି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ଵାରା ରଚିତ ଏହି ଜାତୀୟ କଵିତା ! ମାତ୍ର ଏହି ଜାତୀୟ କଵିତାର ନାମୋଲ୍ଲେଖ କେଉଁଠାରେ ହୋଇନାହିଁ ! ~ ଜାତୀୟ କଵିତା ଉଦବୋଧନୀ ~ ଉଡାଇ ନିଶାଣ ବଜାଇ ଭେରୀ ଜଗାଇ ଵିପୁଳ―ପୁଲକ―କମ୍ପ ମନ୍ତ୍ର―ପୂତ―ଅନଳ ଭେଦି ଏ…

~ କୃଷ୍ଣପ୍ରସାଦ ବସୁ ~ ଲେଖା: ଅମୃତେଶ ଖଟୁଆ “ଉଠ ଗୋ ଉତ୍କଳ-କମଳା, ଧନଧାନ୍ୟ ବରାଭୟ-ଦାୟିନୀ ତବ ଶଙ୍ଖ-କମଳ-ଦଳବାରି ଢାଳ କଳକଳ ସେ ଏହି ମେଦିନୀ। ଜନନୀ ଗୋ, କେତେ ଯୁଗ ବିତିଗଲାଣି ବଣିଜ କୃଷକ, ଶିଳ୍ପୀ ମୁଖଶାଳା, ଉତ୍କଳ କଙ୍କାଳ ହେଲାଣି।” ଓଡ଼ିଆମାଟିର ସ୍ଵନାମଧନ୍ଯ କଳାବିତ୍। ଉଚ୍ଚ ବୁନିଆଦି ବଂଶଜଙ୍କ…

ଲେଖା: ନିରଞ୍ଜନ ସାହୁ ୧୯୩୦ ମସିହା ମାର୍ଚ୍ଚ ମାସ ୨୦ ତାରିଖ। ବାଲେଶ୍ଵର ଜିଲ୍ଲାର ଇଞ୍ଚୁଡିରେ ଲୁଣମରା ଅଭିଯାନ । ଶହ ଶହ ସତ୍ୟାଗ୍ରହୀଙ୍କ ମେଳରେ ଜଣେ ୧୮ ବର୍ଷର ବାଳକ । ଇଂରେଜ ଫଉଜର ସାମନା କରି ଗିରଫ ହୋଇଗଲେ। ଜେଲଦଣ୍ଡ ଭୋଗିଲେ ଏକ ବର୍ଷ ପାଇଁ, କଟକ ଜେଲ୍’ରେ ସହବନ୍ଦୀ ଥିଲେ ହରେକୃଷ୍ଣ…

ଲେଖା: ଦେଵ ତ୍ରିପାଠୀ ଦିନ ପରେ ଦିନ, ମାସ ପରେ ମାସ, ଋତୁ ପରେ ଋତୁ, ବର୍ଷ ପରେ ବର୍ଷ ଯାଉଛି, କିନ୍ତୁ ଉତ୍କଳ ଜନନୀଙ୍କ ଦୁଃଖରେ କ’ଣ ଯବନିକା ପଡ଼ିବ ନାହିଁ ? ଦେଶମାତୃକାର ଅବସ୍ଥାରେ କ’ଣ ପରିବର୍ତ୍ତନ ଘଟିବ ନାହିଁ ? ଉନ୍ନତିର ସମ୍ଭାବନା ସୁଦୂର ପରାହତ । ସେଥିପାଇଁ କବି ବୁଝିଛନ୍ତି,…