Search Results for ଲକ୍ଷ୍ମଣ ନାୟକ

ଲକ୍ଷ୍ମଣ ନାୟକ

ଲେଖା: ଦେଵ ତ୍ରିପାଠୀ ଇତିହାସର ବହୁଚର୍ଚ୍ଚିତ ମହାତ୍ମା ଅବା ମହାନାୟକ ମାନଙ୍କୁ ମନେପକାଇବା ବେଳେ ଅନ୍ତରାଳେ ରହିଯାଏ ଭାରତୀୟ ସ୍ବାଧୀନତା ସଂଗ୍ରାମର କେତେ କେତେ ଅକୁହା କାହାଣୀ, ଦୁର୍ଗମ ପାହାଡ଼ ଜଙ୍ଗଲ ଘେରା ଶ୍ଵାପଦସଙ୍କୁଳ ରାସ୍ତାରେ ରାଷ୍ଟ୍ରୀୟ ଜୀବନ ଆଡ଼କୁ ଏହି ଅଳ୍ପଜ୍ଞାତ ମୁକ୍ତିସଂଗ୍ରାମର ସେତୁ ଯୋଡିଥିବା ନାୟକମାନଙ୍କ କାହାଣୀ ଓ ଗାଥା । ଆମେ…

କିଶନ ପଟ୍ଟନାୟକ

~ କିଶନ ପଟ୍ଟନାୟକ ~ ଲେଖା: ଅମୃତେଶ ଖଟୁଆ “କବି, ଦାର୍ଶନିକ ବା ବୁଦ୍ଧିଜୀବୀ ଯେ ରାଜନୈତିକ କ୍ଷମତା ନ ଚାହିଁବ ତାହା ନୁହେଁ। କୌଣସି ଦାର୍ଶନିକ ବା କବି ନିଜର ବୁଦ୍ଧି ଓ ବିଶ୍ଵାସ ପ୍ରତି ବିଶ୍ଵସ୍ତ ରହି ରାଜନୀତିର କର୍ମପ୍ରବାହ ଭିତରୁ କ୍ଷମତାକୁ ଉଠି ନିଜର ଆଦର୍ଶ ଅନୁଯାୟୀ ତା’ର ବ୍ଯବହାର କଲେ…

ବଗା ପୂଜାରୀ

~ ବଗା ପୂଜାରୀ ~ ଲେଖା: ନିରଞ୍ଜନ ସାହୁ ବିଂଶ ଶତାବ୍ଦୀର ସଂଗ୍ରାମ ଥିଲା ସ୍ଵତନ୍ତ୍ର, ମଣିଷର ଅପହୃତ ଜନ୍ମଗତ ସ୍ଵାଧୀନତା ହାସଲ ପାଇଁ । ସତ୍ୟ, ଅହିଂସା, ଅସହଯୋଗ ପନ୍ଥାରେ ବିଦେଶୀ ଶାସନ ହାତରୁ ହଜିଯାଇଥିବା ସ୍ଵାଧୀନତା ଛଡ଼ାଇ ଆଣିବା ପାଇଁ ସଂଗ୍ରାମର କ୍ଷେତ୍ର ଥିଲା ଦିଲ୍ଲୀ ଠାରୁ ପଲ୍ଲୀ ଯାଏଁ। ସମଗ୍ର ଦେଶର…

ଘୁଡ଼ୁକି

ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର ଲୋକେ ପୂର୍ବେ ଏକ ବାଦ୍ୟଯନ୍ତ୍ରକୁ ବ୍ୟବହାର କରି, ଗୀତ ଗାଇ ଗାଇ, ଗାଁ ଗାଁ ବୁଲି ବୁଲି ଭିକ୍ଷା କରୁଥିଲେ । ଏହି ଘୁଡ଼ୁକି ବଜାଇଲେ ଘୁ.ଡୁ. . . ଘୁଡୁ ଶବ୍ଦ ସୃଷ୍ଟି…

ମାତିଲି ଗୁଳିକାଣ୍ଡ

ଲେଖା: ଦେଵ ତ୍ରିପାଠୀ ୧୯୪୨ ସନ୍, ଅଗଷ୍ଟ ୮ । କୋରାପୁଟ ଜିଲ୍ଲା ମାଲ୍ୟବନ୍ତ ତାଲୁକର ମାତିଲି ଗ୍ରାମ । ସେଇ ଅଗଷ୍ଟ ଅତ୍ୟାଚାର କାଳରେ ଭୟାବହ ଘଟଣା ଥିଲା ମାତିଲି ଗୁଳିକାଣ୍ଡ । ସେ ଗ୍ରାମର ପ୍ରକୃତି କୋଳର ଅବହେଳିତ ଆଦିବାସୀମାନଙ୍କୁ ନେଇ ମୁକ୍ତିସଂଗ୍ରାମର ଅଗ୍ନିଶିଖା ଜାଳିଥିବା ତଥା ମହାତ୍ମାଗାନ୍ଧୀଙ୍କ ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ…

ସାହିତ୍ୟ ଭାସ୍କର ମାୟାଧର ମାନସିଂହ

ସାହିତ୍ୟ ଭାସ୍କର ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ ଅର୍ଦ୍ଧ ଶତାବ୍ଦୀ ଧରି (୧୯୨୩–୧୯୭୩) ଲେଖନୀ ଚାଳନା ହିଁ ମାନସିଂହଙ୍କ ସମସ୍ତ ରଚନାର ପରିପ୍ରକାଶ। ଅଠର ବର୍ଷ ବୟସରେ ପ୍ରଥମ କବିତା ସୃଷ୍ଟି ହୋଇଥିଲେ ମଧ୍ୟ ତାହା ପ୍ରକାଶିତ ହୋଇଥିଲା ୧୯୨୮ ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାର ବୈଶାଖ…

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ ଦଣ୍ଡବତ ପ୍ରଣାମର ବହୁ ଉର୍ଦ୍ଧ୍ଵରେ ! ସଂଗ୍ରାମୀ ଅଭିବାଦନ ଜଣାଉଛି। ଏ ଅଭିବାଦନ କେବଳ ମୋ’ର ନୁହେଁ, ସମଗ୍ର ଭାରତବର୍ଷର ! ତମେ ଯେ ଏ ଦେଶର ସର୍ବକନିଷ୍ଠ ଶହୀଦ ! ବାଜି, ତମକୁ…

ଚନ୍ଦନ ହଜୁରୀ

~ ଓଡିଆ ବୀର ଚନ୍ଦନ ହଜୁରୀ ବା ଚାଖି ଖୁଣ୍ଟିଆ ~ ଲେଖା: ଅମୃତେଶ ଖଟୁଆ ଭାରତୀୟ ସ୍ଵତନ୍ତ୍ରତା ସେନାନୀମାନଙ୍କ ମଧ୍ୟରେ ଯେଉଁ ଉଦାତ୍ତ ଲୋକଶକ୍ତିର ଉଦୟଲଗ୍ନ ଘଟିଥାଏ, ତହିଁ ମଧ୍ୟରେ ଫିରିଙ୍ଗି ସମଷ୍ଟିକୁ ପ୍ରତିହତ କରିବା ପାଇଁ ଯେଉଁ ସ୍ଵାଧୀନଧର୍ମା ମାନେ ଆଗେଇ ଆସିଥିଲେ, ସେମାନଙ୍କ ମଧ୍ୟରେ ଉତ୍କଳୀୟ ମାନଙ୍କ ଭୂମିକା ମଧ୍ୟ ଗୁରୁସ୍ଥାନୀୟ…

ଦକ୍ଷିଣଚଣ୍ଡୀ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ମନ୍ଦିରମାଳିନୀ ଆଠଗଡ଼ ଗଡ଼ଜାତର ସଂକ୍ଷିପ୍ତ ଇତିହାସ ଓ ଦକ୍ଷିଣଚଣ୍ଡୀ ମନ୍ଦିର ~ ଓଡ଼ିଶାର ଛବିଶ ଗୋଟି ଗଡ଼ଜାତ ରାଜ୍ୟମାନଙ୍କ ମଧ୍ୟରେ ଆଠଗଡ଼ ଗଡ଼ଜାତ ହେଉଛି ଅନ୍ୟତମ l ଏହାର ସ୍ୱତନ୍ତ୍ରତା ହେଲା ଏହି ଗଡ଼ଜାତ ରାଜ୍ୟର ରାଜବଂଶ ଜାତିରେ କରଣ ଥିଲେ l ଏଣୁ ଆଠଗଡ଼ ରାଜଗାଦିକୁ କରଣ ରାଜଗାଦି…

କର୍ଣ୍ଣଗଡ଼

ଲେଖା: ଅମ୍ବିକା ପଟ୍ଟନାୟକ ~ କର୍ଣ୍ଣଗଡ଼ : ଅନ୍ୟ ଏକ କ୍ଷୁଦ୍ର କୁରୁମବେଡ଼ା ~ ମେଦିନୀପୁର ସହର ଉତ୍ତର ପୂର୍ବ ଦିଗରେ ପ୍ରାୟ ବାର କିଲୋମିଟର ଦୂରରେ ଅବସ୍ଥିତ ଏକ କ୍ଷୁଦ୍ର ଅଥଚ ଐତିହାସିକ ଗ୍ରାମ “କର୍ଣ୍ଣଗଡ଼” l ଲୋକବିଶ୍ୱାସରେ ଯଦିଓ ମହାଭାରତର କର୍ଣ୍ଣ ଏହାର ପ୍ରତିଷ୍ଠାତା କିନ୍ତୁ ଇତିହାସବିଦମାନଙ୍କ ମତରେ ଏହା ପ୍ରାୟ ଛ…