Search Results for ରାମଶଙ୍କର

ରାମଶଙ୍କର ରାୟ

ଲେଖା: ଦେଵ ତ୍ରିପାଠୀ ଉନ୍ନବିଂଶ ଶତକର ଶେଷାର୍ଦ୍ଧରେ ଭାରତୀୟ ପୁନର୍ଜାଗରଣର ପରିଣାମ ସ୍ବରୂପ ଦେଶବ୍ୟାପୀ ଯେଉଁ ଇତିହାସ ସଚେତନତା ଦେଖାଯାଇଥିଲା, ତାହା ଓଡ଼ିଆ ନାଟ୍ୟକାର ମାନଙ୍କୁ ପ୍ରଭାବିତ କରିବା ସ୍ବାଭାବିକ । ଏ ସମୟରେ ଆଗଙ୍ଗାଗୋଦାବରୀ ବିସ୍ମୃତ ଶସ୍ୟଶ୍ୟାମଳା-ପରିପୁଷ୍ଟ ଉତ୍କଳର ପରାଧୀନତା ଓ ଭାଗ୍ୟ ବିପର୍ଯ୍ୟୟକୁ ଉପଲବ୍ଧି କରି ପାରିଥିଲେ ସେମାନେ । ଏଣୁ ଓଡ଼ିଆ…

ଓଡ଼ିଆ ପତ୍ରପତ୍ରିକା

ଲେଖା: ଦେଵ ତ୍ରିପାଠୀ ~ ଉତ୍କଳ ହିତୈଷିଣୀ ~ ୧୮୬୮ ମସିହାରେ କଟକ ହିତୈଷିଣୀ ପ୍ରେସରୁ କାଳୀପଦ ବାନାର୍ଜୀଙ୍କ ସମ୍ପାଦନାରେ #ଉତ୍କଳ_ହିତୈଷିଣୀ ପତ୍ରିକା ପ୍ରକାଶିତ ହୋଇ ଓଡ଼ିଆ ପତ୍ରପତ୍ରିକା ଜଗତରେ ନୂତନ ଆଲୋକ ବର୍ତ୍ତିକା ସାଜିଥିଲା। ତେବେ ଉକ୍ତ ବର୍ଷଟି ଓଡ଼ିଆ ପତ୍ରପତ୍ରିକା ପାଇଁ ଥିଲା ଉଲ୍ଲେଖନୀୟ । ବାଲେଶ୍ଵରରୁ #ସାହିତ୍ୟପିତା #ବ୍ୟାସକବି #ଫକୀରମୋହନ ସେନାପତିଙ୍କ…

ନାଟ୍ୟକାର ଭିକାରୀ ଚରଣ

ଲେଖା: ଡ. ସତ୍ୟପ୍ରିୟ ସାହୁ ଆମ ଭାଷା ଓ ସାହିତ୍ୟ ଜଗତର ଜଣେ ଅମଳିନ ସାଧକ ନାଟ୍ୟକାର ଭିକାରୀ ଚରଣ ପଟ୍ଟନାୟକ । ୧୮୭୭ ସାଲ ଡିସେମ୍ବର ମାସ ୨୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଭିକାରୀ ଚରଣ ପଟ୍ଟନାୟକ, କେନ୍ଦ୍ରାପଡ଼ା ଜିଲ୍ଲାର ଅସୁରେଶ୍ଵର ଅଞ୍ଚଳର ହୁରାସାହି ଗ୍ରାମରେ । ପାଠ ପଢ଼ିଲେ, ବିଦିତ ହେଲେ ଓଡ଼ିଶାର…

କନିକା କୋଠି

ଲେଖା: ଦେଵ ତ୍ରିପାଠୀ ୧୯୦୩ ମସିହା । ମାନ୍ଦ୍ରାଜରେ କଂଗ୍ରେସ ଅଧିବେଶନରେ ଓଡ଼ିଆ ପ୍ରତିନିଧି ତଥା ସ୍ବାଭିମାନୀ ଓଡ଼ିଆ ମଧୁବାବୁ ଯୋଗଦେଇ ବିଭିନ୍ନ ପ୍ରଦେଶରେ ଥିବା ଓଡ଼ିଆମାନଙ୍କୁ ଏକ ଶାସନାଧୀନ କରାଇବାର ପ୍ରସ୍ତାବ ରଖିଥିଲେ । ତେଲୁଗୁ ପ୍ରତିନିଧିଗଣ ଏକଜୁଟ ହୋଇ ଗଞ୍ଜାମ ଜିଲ୍ଲା ଓ ମାନ୍ଦ୍ରାଜ ପ୍ରଦେଶର କୌଣସି ଅଂଶ ଓଡ଼ିଶା ସହ ମିଶିବ…

ମାଦଳାପାଞ୍ଜି

ଲେଖା: ନିରଞ୍ଜନ ସାହୁ ~ ଓଡ଼ିଶା ଇତିହାସ ଓ ଓଡ଼ିଆ ସାହିତ୍ୟରେ ମାଦଳାପାଞ୍ଜିର ଅବଦାନ ~ ଓଡ଼ିଶା ଇତିହାସ ଓ ଓଡ଼ିଆ ସାହିତ୍ୟରେ ମାଦଳାପାଞ୍ଜିର ଅବଦାନକୁ କେହି ଅସ୍ବୀକାର କରି ପାରିବେ ନାହିଁ । ଶ୍ରୀମନ୍ଦିର ରୀତିନୀତି, ସେବା ପୂଜାବିଧି, ଗଜପତି ମହାରାଜାମାନଙ୍କର ରାଜ୍ୟ ଶାସନ ବିବରଣୀ, ସମକାଳୀନ ସାମାଜିକ ଓ ରାଜନୈତିକ ଚିତ୍ର, କିଛି…

ଉତ୍କଳ ମଧୁପ

ଲେଖା: ଦେଵ ତ୍ରିପାଠୀ “ଜ୍ଞାନର ପେଡା ସଭିଙ୍କି ଲୋଡ଼ା,  ସଭିଏଁ ଖାଇବେ ଥୋଡା ଥୋଡା ।” ପାଠକମାନଙ୍କ ପାଇଁ ଜ୍ଞାନର ପେଡ଼ି ମେଲି ଦେଇଥିବାରୁ ଯାହା ପ୍ରତି କବିବର ରାଧାନାଥ ରଚିଥିଲେ ଏପରି ପ୍ରଶସ୍ତିଗାନ, ସେ ଥିଲା ଓଡ଼ିଆ ଭାଷାର ପ୍ରଥମ ସାହିତ୍ୟପତ୍ରିକା ‘ଉତ୍କଳ ମଧୁପ’।  ୧୮୭୮ ମସିହା ଏପ୍ରିଲ ମାସରେ କଟକର କତିପୟ ଉତ୍ସାହୀ…