Physical Address
Sai Samarpanam, Satya Vihar, Bhubaneswar

ଲେଖା: ବନ୍ଧନ ଦଳେଇ ଆଷାଢ ମାସ ଶୁକ୍ଲ ଦ୍ୱିତୀୟା ତିଥିରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ମହୋତ୍ସବକୁ ଦର୍ଶନ କଲେ ଭକ୍ତଜନଙ୍କ ସାତକୋଟି ପାପରାଶି ନଷ୍ଟ ହୁଏ। ସ୍କନ୍ଧ ପୁରାଣ ଅନୁଯାୟୀ ଶ୍ରୀକ୍ଷେତ୍ର #ନୃସିଂହ_କ୍ଷେତ୍ର ନାମରେ ପରିଚିତ। ପୁରୁଷୋତ୍ତମଙ୍କ ଉପସ୍ଥିତି ଯୋଗୁଁ #ଶ୍ରୀକ୍ଷେତ୍ର ସର୍ବୋତ୍ତମ କ୍ଷେତ୍ର ଭାବେ ପରିଚିତ ଓ #ମର୍ତ୍ତ୍ୟବୈକୁଣ୍ଠ ନାମରେ ବିଦିତ। ଶ୍ରୀଜଗନ୍ନାଥ,…

ଲେଖା: ଶିଶିର ସାହୁ ମନୋଜ ୧୫୬୫ ମସିହାରେ ମୟୂରଭଞ୍ଜ ରାଜ୍ୟର ରାଜା ନୀଳକଣ୍ଠ ଭଞ୍ଜଙ୍କ ଦେହାନ୍ତ ହୁଅନ୍ତେ ଉକ୍ତ ରାଜ୍ୟର ଶାସନଭାର ତାଙ୍କ ସୁପୁତ୍ର ଵୈଦ୍ୟନାଥ ଭଞ୍ଜଙ୍କ ଉପରେ ନ୍ୟସ୍ତ ହେଲା । ସେ ସମୟରେ ଓଡ଼ିଶା ଉପରେ ଘନଘନ ମୁସଲମାନ ଆକ୍ରମଣ ହେଉଥାଏ । ଵୈଦ୍ୟନାଥ ଭଞ୍ଜଙ୍କ ଶାସନାରମ୍ଭ ସମୟରେ କଳାପାହାଡ଼ ଆକ୍ରମଣ କରିଥିଲା…

ଲେଖା: ଅରବିନ୍ଦ ମହାନ୍ତି କୁହାଯାଏ, ରୁକୁଣା ରଥ ଅଣଲେଉଟା ! ସେଇ ରୁକୁଣା ରଥର ତତ୍ତ୍ୱ ଆମ ଜୀବନ ଭଳି, ଥରେ ଜୀବରୁ ଜୀବନ ଗଲେ ଆଉ ଫେରେ ନାହିଁ ସେଇ ଭଳି ଏହି ରୁକୁଣା ରଥର ବାହୁଡା ନାହିଁ। ଆମ ଶରୀର ଯେମିତି ପୃଥିବୀରୁ ତିଆରି ସେଇଭଳି ରୁକୁଣା ରଥର ଶରୀର ବି ପୃଥିବୀ।…

ଲେଖା: ଦେଵ ତ୍ରିପାଠୀ “ମୋହ ଯିବା ଯାଏଁ ରଥେ ଥିବ ରହି . . ” ମହାନ ଭକ୍ତ ତଥା #ଯବନକବି #ସାଲବେଗଙ୍କ ଏଭଳି କୋହଭରା ମାର୍ମିକ ଡ଼ାକ ଶୁଣି ମହାପ୍ରଭୁଙ୍କ ରଥ ଅଟକି ରହିଥିଲା, ସେହି ଉପାଖ୍ୟାନକୁ ସମ୍ମାନ ଜଣାଇ #ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିରର ରଥଯାତ୍ରାରେ ପାଳନ ହୁଏ ଏକ ବିଶେଷ ରୀତି…

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ l ତାଙ୍କ ବିନା ଓଡ଼ିଶା ଓ ଓଡ଼ିଆ ଉଭୟ ପରିଚୟ ଶୂନ୍ୟ l ଉତ୍କଳରେ ଗଙ୍ଗବଂଶର ରାଜତ୍ଵ ସମୟରେ ବଡ଼ଦେଉଳର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ଶ୍ରୀଜଗନ୍ନାଥ ଓଡ଼ିଶାର ରାଷ୍ଟ୍ରଦେବତାର ପଦ ଅଳଙ୍କୃତ…

~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ ଗଞ୍ଜାମ ଜିଲ୍ଲାର ରାଜନୈତିକ, ସାଂସ୍କୃତିକ ଓ ଧାର୍ମିକ ପରମ୍ପରା ସହ ଗଭୀର ଭାବେ ଜଡ଼ିତ। ଏହି ମନ୍ଦିର ଖଲ୍ଲିକୋଟର ରାଜବଂଶ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା, ଯାହା ଓଡ଼ିଶାର ପୂର୍ବତନ ରାଜକୀୟ ଇତିହାସର ଏକ ଅଂଶକୁ…

~ ବଡ଼ମ୍ବାର ଜଗନ୍ନାଥ ମନ୍ଦିର ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଶାର ସଂସ୍କୃତି, ପରମ୍ପରା, ଲୋକବିଶ୍ୱାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନ ସର୍ବାଗ୍ରେ l ମହାପ୍ରଭୁଙ୍କୁ ନେଇ ଉତ୍କଳର ଜନଜୀବନ ଗତିଶୀଳ l ଉତ୍କଳର ପ୍ରାକ୍ତନ ଗଡ଼ଜାତ ଗୁଡ଼ିକରେ ଥିବା ପ୍ରାଚୀନ ଜଗନ୍ନାଥ ମନ୍ଦିର ଏହାର ଦ୍ୟୋତକ l କଟକ ଜିଲ୍ଲାର ବଡ଼ମ୍ବାଗଡ଼ ଓଡ଼ିଶାର ଛବିଶ ଗଡ଼ଜାତ…

~ ଗୋପୀନାଥପୁର ~ ଲେଖା: ଅମୃତେଶ ଖଟୁଆ ନାତିଦୂର ବିଜନତାରେ ସବୁଜ ପଲ୍ଲୀଭୂମି ଦେଇ ସେଦିନ ପହିଲି ଶ୍ରାବଣର ଆଗମନ । କଜଳ ମେଘ ଉହାଡ଼ରେ ଗୋଟାପଣେ ଆଚ୍ଛନ୍ନ ମେଦୂର ଗଗନର ନୀଳ ବର୍ଣ୍ଣରାଜି । ଗ୍ରାମର ପଥେ ପଥେ ପଡ଼ିଥିଲା ତିଳ-ତଣ୍ଡୁଳିତ ଖରା । ଏହାର ପଥରୋଧ କରୁଥିବା ଊର୍ଦ୍ଧ୍ବମୁଖ ତରୁ ତଳ ଛାୟାଘନ…

ଲେଖା: ଡ. ଜୟଶ୍ରୀ ନନ୍ଦ ଆମ ପାରମ୍ପରିକ ଖାଦ୍ୟ: ଚୁଡା ଗୋଟିଏ ଜାତିର ଉତ୍ଥାନ କେବଳ ଜାତିର ଭାଷା, ସଂସ୍କୃତି, ଖାଦ୍ୟ, ବସ୍ତ୍ର, ଚଳନୀ ଏ ସବୁକୁ ନେଇ ହୋଇଥାଏ । ଆମେ ଯେତେବେଳେ ଆମର ମାଆ ମାଟିର ପାରମ୍ପରିକ ଭାଷା କହୁ, ଶିଖୁ, ପଢୁ ସେତେବେଳେ ଆମ ମାତୃଭାଷାର ପ୍ରଚାର ପ୍ରସାର ଯେମିତି ହୁଏ…

~ ଉପକଣ୍ଠର କଟକ: ପୁରୁଷୋତ୍ତମପୁର ~ ଲେଖା: ଅମୃତେଶ ଖଟୁଆ ମେଘସୁନ୍ଦର ଶ୍ରାବଣର ଘନଭୂରୁ ତଳେ ଅଳସ ଭାଙ୍ଗିଲାଣି ଭୋଦୁଅର ସକାଳ । ପ୍ରକୃତିସ୍ଥ ପ୍ରଭାତରେ ସଜାଗ ପ୍ରଶାନ୍ତିକୁ ପାଥେୟ କରି ନିରନ୍ତର ଶାନ୍ତିକାମୀ ମଣିଷ ଓ କଲ୍ୟାଣକାମୀ ଜୀବଜଗତର ଚେତନାରେ ଅଫୁରନ୍ତ ଉଚ୍ଛ୍ଵାସର ଆବାହନ । ସକାଳର ପୂର୍ବସ୍ମୃତିରେ ଗତରାତିରୁ ହିଁ ସେହି ଅପେକ୍ଷାରତ…