Search Results for ମାଟିହାଣ୍ଡି

ମାଟିହାଣ୍ଡି

ଲେଖା: ଅକ୍ଷୟ ଓଝା ମାଟିହାଣ୍ଡି, ମାଟି ମାଠିଆ, ମାଟି ପଲମ ଇତ୍ୟାଦିର ପ୍ରଚଳନ ପ୍ରାୟ ସମାପ୍ତ ହେଇଗଲାଣି । ସମୟ ଥିଲା ଗ୍ରାମ୍ୟ ଜୀବନରେ ଏହାର ପ୍ରଭାବ ଓ ପ୍ରଚଳନ ବାଧ୍ୟତାମୂଳକ ଥିଲା । ଚାଳଘର ଭିତରେ ଏକ ହାଣ୍ଡିଶାଳ ଥିଲା । ସେଇ ରୋଷେଇ ଘର ଆଗ ଭାଗରେ ଚୁଲି ଥିଲା । ତିନି…

ମୁଆଁ

~ ମୁଆଁ ~ ଲେଖା: ଅମୃତେଶ ଖଟୁଆ ଶ୍ରୀକ୍ଷେତ୍ର ପୁରୀରେ ଏକଦା ପହଞ୍ଚିଛନ୍ତି ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର । ନିଜ କର୍ମଭୂମି ନୟାଗଡ଼ରେ ତାଙ୍କ ବିଦ୍‍ବତ୍ତା ଓ ପ୍ରତ୍ୟୁତ୍ପନ୍ନମତିତାର ଯଶ ବିସ୍ତାର ହେଇ ସାରିଥିଲା । ନୟାଗଡ଼ ରାଜା ବିନାୟକ ସିଂହ ମାନଧାତାଙ୍କ ରାଜ ଉଆସରେ ରାଜକବିଙ୍କ ଅଦ୍ୱିତୀୟ ଅଧିକାର ଲାଭ କରିଥିବା ଉତ୍କଳଘଣ୍ଟ ନିଜ…

ପ୍ରଥମାଷ୍ଟମୀ

ଲେଖା: ଅଶୋକା ନାୟକ ପ୍ରଥମାଷ୍ଟମୀ ଦିନ ହଳଦୀପତ୍ରରେ ତିଆରି ଏଣ୍ଡୁରି ପାଇଁ ଅଥାର ହାଣ୍ଡି ବସିଥାଏ । ମାଟିହାଣ୍ଡିରେ ପାଣି, କୁଟା, ବାଉଁଶ କଣି ରଖି ତା ଉପରେ ହଳଦୀପତ୍ରର ଏଣ୍ଡୁରି ରଖି ମାଟି ପଲମ ଘୋଡାଇ କାଠଚୁଲିରେ ବସେ ଅଥାର । ଏବେ ବି ଗାଁରେ ଏ ସବୁ ସାମଗ୍ରୀ ମିଳିଯାଉଥିବାରୁ ଅଥାରହାଣ୍ଡି ହେଉଛି…

ମୁଢ଼ି଼

ଲେଖା: ଡ. ଜୟଶ୍ରୀ ନନ୍ଦ ~ ଆମ ପାରମ୍ପରିକ ଖାଦ୍ୟ: ମୁଢ଼ି ~ “ମୁଢ଼ିନଡ଼ିଆ.. ତାକୁ ଭଲ କି ଚିନ୍ହିଛି ଓଡ଼ିଆ  ଉଷୁମ ଥିବ ମୁଢ଼ି ହୋ, ନଡିଆ ପାତି ଥିବ ପଡି ଘାଣି ସୋରିଷ ତେଲ, ତା ତୁଲେ ଥିବ ଜଡି ଚାଖିଲେ ଲାଗୁଥିବ ବଢିଆ ହୋ ମୁଢ଼ିନଡ଼ିଆ.. ତାକୁ ଭଲ କି ଚିନ୍ହିଛି…

ଖଇ

ଲେଖା: ଡ. ଜୟଶ୍ରୀ ନନ୍ଦ ~ ଆମ ପାରମ୍ପରିକ ଖାଦ୍ୟ ଖଇ ~ କୋଟି ଓଡ଼ିଆଙ୍କ ମଉଡମଣି ଶ୍ରୀଜଗନ୍ନାଥ ହେଉଛନ୍ତି ଭୋଜନ ପ୍ରିୟ। ଆମ ମହାପ୍ରଭୁ ଯେମିତି ଭୋଜନ ପ୍ରିୟ ଆମେ ଓଡ଼ିଆ ଲୋକମାନେ ସେମିତି ଭୋଜନ ପ୍ରିୟ । ଆମର ସବୁ ପାରମ୍ପରିକ ଖାଦ୍ୟ ସୁଷମ ଓ ସ୍ବାସ୍ଥ୍ୟକର । କେଉଁ ଯୁଗ ଯୁଗରୁ…

ଏଣ୍ଡୁରି ପିଠା

ଲେଖା: ଡ. ଜୟଶ୍ରୀ ନନ୍ଦ ~ ଏଣ୍ଡୁରି ପିଠା ~ ଆମ ଓଡ଼ିଆ ଘରେ ବାର ମାସେ ତେର ପରବ। ଆମ ଓଡ଼ିଆ ଘରର ଆରାଧ୍ୟ ଦେବତା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଯେମିତି ବିସ୍ତୃତ ଆମ ଓଡ଼ିଆ ଘରର ପରମ୍ପରା ସଂସ୍କୃତି ଠିକ୍ ସେହିପରି ବିସ୍ତୃତ । ପ୍ରତି ଘରେ ଘରେ ଅନେକ ପର୍ବପର୍ବାଣୀ ଆମେ…

ଗାଁ ମଶାଣି

ଲେଖା: ଅକ୍ଷୟ ଓଝା ଯେଉଁଠି ଏନ୍ତୁଡି, ସେଇଠି ମଶାଣି । ମୋ ଗାଁ ମଶାଣି । ଆମ ଗାଁ ସ୍ଵର୍ଗଦ୍ୱାର । ଆମ ଗାଁର ସେଇ ଦାଣ୍ଡିପଡି଼ଆ କଣରେ । ଶେଷ ଯାତ୍ରାରେ କେତେ ଯେ ଗଲେଣି ମୁଁ ଗଣିପାରିନି କେବେ ! କିନ୍ତୁ, ହଁ ଅନେକ ଗଲେଣି ଯେଉଁମାନଙ୍କ କୋଳରେ କାଖରେ ବଢ଼ିଥିଲି !…

ଖପରଖାଇ

ଲେଖା: ଶିଶିର ସାହୁ ମନୋଜ ଭାରତ ଉପମହାଦେଶ ତଥା ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଖପରଖାଇ ବୋଲି ଗୋଟିଏ ଜଳଚର ପକ୍ଷୀ ଦେଖାଯାଏ । ଏହି ଖପରଖାଇ ପକ୍ଷୀର ଵୈଜ୍ଞାନିକ ନାମ―Anhinga melanogaster ଏଵଂ ସାଧାରଣ  ଇଂରାଜୀ ନାମ oriental darter, indian darter ଓ snakebirds କୁହାଯାଏ । ଖପରଖାଇକୁ ପେଙ୍ଗୁଇନ, ବତକ ଓ ହଂସ…

କୁଣ୍ଢାକୁଣ୍ଢି ଅମାବାସ୍ୟା

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ କଥାରେ ଅଛି ବାର ମାସେ ତେର ପର୍ବ, କିନ୍ତୁ ଦେଖିବାକୁ ଗଲେ ପ୍ରତ୍ୟେକ ମାସରେ ଓଡ଼ିଆ ଗୃହରେ ପାଳନ ହୋଇଥାଏ ଅତିକମ୍’ରେ ଚାରିଟିରୁ ପାଞ୍ଚଟି ପର୍ବ। ସମଗ୍ର ଓଡିଶାର ପର୍ବପର୍ବାଣି ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ ଜଗନ୍ନାଥ ସଂସ୍କୃତି ଓ କୃଷିକାର୍ଯ୍ୟ ସହ ଜଡ଼ିତ। ଏପରି ଏକ ପର୍ବ…

ଭାରତବର୍ଷର ଗୁପ୍ତ ବୃନ୍ଦାବନ

ଉପସ୍ଥାପନା: ନିରଞ୍ଜନ ସାହୁ ସେ ଭୂମି ବୈଷ୍ଣବ କ୍ଷେତ୍ର। ପୂର୍ବ ଭାରତର ବୃନ୍ଦାବନ। ଶତାବ୍ଦୀ ଶତାବ୍ଦୀ ଧରି କଳ୍ପଦୃମ ସଦୃଶ ।ଐତିହାସିକ, ଭୌଗୋଳିକ, ପୌରାଣିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଏହି କ୍ଷେତ୍ର ରମ୍ୟ । ଏହାର ବ୍ୟାପକତା, ବିବିଧ ରୂପତା, ସମନ୍ଵୟତା, ଉଦାର ହୃଦୟତା, ପୌରାଣିକ ଭିତ୍ତି, ଭକ୍ତି ରସାପ୍ଳୁତ ପରିବେଶ ଅବର୍ଣ୍ଣନୀୟ । ଏ…