Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ “ତସ୍ମିଂ ତୁଷ୍ଟେ ଜଗତସ୍ତୁଷ୍ଟମ୍ !” ଆମ ଧର୍ମରେ ଘନ କୃଷ୍ଣ ପକ୍ଷରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ହିଁ ବିଧି । ପରଲୋକ ଗତ ପିତୃପୁରୁଷଙ୍କୁ ନିର୍ଦ୍ଦିଷ୍ଟ ତିଥିରେ ଶ୍ରାଦ୍ଧ ଦେବା ବିହିତ କର୍ମ । କିନ୍ତୁ ତିଥି, ବାର, ନକ୍ଷତ୍ର ନିର୍ବିଚାରରେ ଶ୍ରାଦ୍ଧ ଦେବାର ସୁନ୍ଦର ବିଧିଟିଏ ମଧ୍ୟ ରହିଛି ।…

ଲେଖା: ଶିଶିର ମନୋଜ ସାହୁ ~ ଓଡ଼ିଶାର ପିମ୍ପେଇ ଅମାଵାସ୍ୟା ~ କାର୍ତ୍ତିକ ଅମାଵାସ୍ୟାକୁ ଓଡ଼ିଶାରେ ଆଜି ଅଧିକାଂଶ ଦୀପାଵଳି (ଅମାଵାସ୍ୟା), ଦିଆଲି ଓ ଦେଵାଲୀ ବୋଲି ଜାଣିଛନ୍ତି କିନ୍ତୁ ଏହାକୁ ଓଡ଼ିଶାରେ ପୟା ଅମାଵାସ୍ୟା, ପୟାଁ ଅମେଇସା ଓ ବଡ଼ବଡ଼ିଆଡକା ଉଆଁସ ମଧ୍ୟ କୁହାଯାଏ । ଦକ୍ଷିଣ ଓଡ଼ିଶାରେ ଏହାକୁ ଫଟାକି ଉଆଁସ ମଧ୍ୟ…

ଲେଖା: ଅମ୍ବିକା ପଟ୍ଟନାୟକ ~ ଆଶ୍ୱିନ ଅମାବାସ୍ୟା: ମହାଳୟା ଓ ପୋଲରୀ କଥା ~ ମହାଳୟା ନାମରେ କଥିତ ଆଶ୍ୱିନ ଅମାବାସ୍ୟା ପିତୃପକ୍ଷ/ଅପରପକ୍ଷର ଶେଷଦିନ l ଏକ କୃତଜ୍ଞ ସମାଜ ପିତୃପକ୍ଷଙ୍କୁ ଶ୍ରାଦ୍ଧତର୍ପଣ କରେ l ଶ୍ରାଦ୍ଧ ଆଉ କଣ କି, ଶ୍ରଦ୍ଧା ସହ ପୂର୍ବଜ ମାନଙ୍କୁ ସ୍ମରଣ କରିବା ହିଁ ଶ୍ରାଦ୍ଧ l ତେବେ…

ଲେଖା: ବିଶ୍ଵରଞ୍ଜନ ମହାପାତ୍ର ସମଲେଶ୍ୱରୀ ମନ୍ଦିର ଓଡ଼ିଶାର ସମ୍ବଲପୁର ସହର ଉପକଣ୍ଠରେ ଥିବା ମା’ ସମଲେଶ୍ୱରୀ ଠାକୁରାଣୀଙ୍କର ଏକ ମନ୍ଦିର । ରାମାୟଣ କଥାବସ୍ତୁରେ ମହୀରାବଣ ଲଙ୍କାଗଡ଼ର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ୱରୀଙ୍କ ନିକଟରେ ବଳିଦେବାକୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ନେଇ ଯାଇଥିଲେ । ସେଠାରେ ହନୁମାନ କୌଶଳକ୍ରମେ ଲଙ୍କେଶ୍ୱରୀ ଦେବୀଙ୍କୁ ପରାହତ ଓ ମହୀରାବଣଙ୍କୁ ଅସ୍ତ୍ରାଘାତ…

ଲେଖା: ଶିବାଶିଷ ମହାପାତ୍ର ନୂଆପଡ଼ା ଜିଲ୍ଲାର ଐତିହାସିକ ବିଜୟଗଡ଼ର ଛତର ଯାତ୍ରା । ପଶ୍ଚିମ ଓଡ଼ିଶାର ମନ୍ଦିର, ମାଳଭୂମି, ଜଙ୍ଗଲର ରହିଛି ଏକ ବିଶେଷ ଆକର୍ଷଣ । ଦୈବୀ ସଂସ୍କୃତି ପରମ୍ପରା ଏହି ଅଞ୍ଚଳର ମୁଖ୍ୟ ଉପାସନା । ଏହି ଦୈବୀ ଉପାସନା ତଥା ଆଦିବାସୀ ପରମ୍ପରା ତଥା ଚଳଣୀ କାହିଁ କେଉଁ ଆବାହମାନ କାଳରୁ…

ଉପସ୍ଥାପନା: ଶିବାଶିଷ ମହାପାତ୍ର ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ମଧ୍ୟ ଆତ୍ମାକୁ ଗୁରୁତ୍ବ ଦିଆଯାଇଛି । ପବିତ୍ର ମହାଳୟା ଦିନକୁ ଓଡ଼ିଆ ଶାସ୍ତ୍ରରେ ଏକ ସ୍ବତନ୍ତ୍ର ତଥା ବିଶେଷ ମାନ୍ୟତା ପ୍ରଦାନ କରାଯାଇଛି । ଏହି ଦିନ ଉତ୍କଳୀୟ ପରମ୍ପରା ଅନୁସାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରାଯାଇଥାଏ । ବିଶ୍ବାସ ରହିଛି ଯେ ପିତୃଲୋକରେ ଖାଦ୍ୟ,…
ଲେଖା: ଦେଵ ତ୍ରିପାଠୀ “ଶ୍ରୀକ୍ଷେତ୍ର ନବରେ ମହାଐଶ୍ୱର୍ଯ୍ୟରେ ଥିଲେ ହେଁ କମଳାସାଇଁ, ବାଇଶି ପାହାଚ ନ ଉଠିବା ଯାଏଁ ଆନନ୍ଦ ନ ପାଏ କାହିଁ II” ଗଜପତି ବୀରକିଶୋର ଦେବଙ୍କ ଏହି ପଦ କେତୋଟିରେ ହିଁ କୋଟି କୋଟି ଜଗନ୍ନାଥପ୍ରାଣ ଓଡ଼ିଆଙ୍କର ଅନ୍ତରର ସଂଗୁପ୍ତ ବାର୍ତ୍ତା ପ୍ରତିଫଳିତ – ବଡ଼ଦେଉଳର ବାଇଶି ପାହାଚକୁ ନେଇ ।…

ଲେଖା: ଅରବିନ୍ଦ ମହାନ୍ତି ଆମର ପାରମ୍ପରିକ ଦୀପାବଳୀର ମୁଖ୍ୟ ବିଶେଷତ୍ୱ ହେଉଛି ବଡ଼ବଡୁଆ ଡ଼କା। ମହାଳୟା ଦିନ ପିତୃପୁରୁଷମାନେ ପିଣ୍ଡଦାନ ଗ୍ରହଣ କରିବା ପାଈଁ ମର୍ତ୍ତ୍ୟ ମଣ୍ଡଳକୁ ଆସିଥାନ୍ତି। ଏହି ଦିନୁ ପନ୍ଦର ଦିନ ଧରି ଶ୍ରାଦ୍ଧ କାର୍ଯ୍ୟ ମାନ ଅନୁଷ୍ଠିତ ହୋଇଥାଏ। ଦୀପାବଳୀ ଦିନ ସନ୍ଧ୍ୟାପରେ ବଡ଼ବଡୁଆ ଡ଼କା ଆରମ୍ଭ ହୁଏ। ବୋଇତ ଆକୃତିର…

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ପୋଲରୀ ଅମାବାସ୍ୟା, ପତ୍ରପକା ଉଆଁସ, ବଜ୍ରମହାକାଳୀ ବ୍ରତ, ମହାଳୟା ବା ଭିକମଗା ଉଆଁସ ଆମ ଓଡ଼ିଶାର ଏକ ପ୍ରାଚୀନ ପର୍ବ। ଯାହା ଆଶ୍ୱିନ ଅମାବାସ୍ୟାରେ ପାଳନ କରାଯାଏ। ପୁତ୍ର ପୌତ୍ରଙ୍କ ଆୟୁ ଆରୋଗ୍ୟ କାମନା କରି ନାରୀମାନେ ଏହି ବ୍ରତ କରନ୍ତି। ଏହି ଦିନ ଘରର ଛୋଟ…

ଲେଖା: ଦେଵ ତ୍ରିପାଠୀ ~ ଚିତାଲାଗି ଅମାବାସ୍ୟା ~ କାଇଁ କେଉଁ ଯୁଗରୁ ମନୁଷ୍ୟ ବିରାଟ, ଭୟଙ୍କର, କ୍ଷତିକାରୀ ଓ ଉପକାରୀ ପଦାର୍ଥ ଅବା ଜୀବଜନ୍ତୁଙ୍କର ପୂଜା କରିଆସୁଛି । ଗୋରୁଗାଈ, ହାତୀ, ସାପ, ମାଛଶୁଖୁଆ, ବିଲେଇ, ଗେଣ୍ଡା ସଭିଙ୍କୁ ପୂଜା କରି ଶିଖିଛି । ଆଜି ଏସବୁକୁ ଆଧୁନିକ ଜନସମାଜ ସିନା ହସି ଉଡ଼ାଇଦିଏ,…