Search Results for ମନମୋହନ ଚୌଧୁରୀ

ମନମୋହନ ଚୌଧୁରୀ

ଲେଖା: ନିରଞ୍ଜନ ସାହୁ ୧୯୨୪ ମସିହା ଏପ୍ରିଲ ମାସ ତିନି ତାରିଖ । କଟକ ଟାଉନହଲ୍’ରେ ପାଳିତ ହେଉଥାଏ ବ୍ରିଟିଶ ସରକାରଙ୍କ ନାରକୀୟ ହତ୍ୟାକାଣ୍ଡ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଦିବସ । ସଭାସ୍ଥଳ ଭରପୂର । ଗୋଟିଏ ନଅ ବର୍ଷର ବାଳକ ତା’ର ସାତ ବର୍ଷର ଭଉଣୀକୁ ସାଙ୍ଗରେ ଧରି ଆଗଧାଡିର ଶ୍ରୋତା । ବିଶିଷ୍ଟ ସ୍ବାଧିନତା…

ନବକୃଷ୍ଣ ଚୌଧୁରୀ

ଲେଖା: ଦେଵ ତ୍ରିପାଠୀ ସ୍ବାଧୀନତା ସଂଗ୍ରାମର ସ୍ବର୍ଣ୍ଣଗର୍ଭା ଅଦୂର ଅତୀତ । ପଦଯାତ୍ରା ଓ ପାଣ୍ଠିସଂଗ୍ରହ ଲକ୍ଷ୍ୟରେ ଗାନ୍ଧିଜୀଙ୍କ ୧୯୩୪ରେ କଟକ ଆଗମନର କଥା । ଦର୍ଶନାଭିଳାଷୀ ଆବାଳବୃଦ୍ଧବନିତାଙ୍କୁ ହରିଜନ ପାଣ୍ଠି ନିମନ୍ତେ ଚାନ୍ଦା ମାଗୁଥାନ୍ତି ଗାନ୍ଧିଜୀ । ଯିଏ ଯାହାର ଶକ୍ତି ଅନୁସାରେ ଖୁସିମନରେ ଦାନ କରିବାର ଦୃଶ୍ୟ ଥାଏ ବେଶ୍ ଭାବୋଦ୍ଦୀପକ ।…

ଗୋପବନ୍ଧୁ ଚୌଧୁରୀ

ଲେଖା: ଦେଵ ତ୍ରିପାଠୀ ୧୯୨୦ ସାଲ । ନଇବଢ଼ି ସମୟ ।  ବନ୍ୟାବିଧ୍ୱସ୍ତ ଜେନାପୁର ଓ ଅନ୍ୟ ଗ୍ରାମଗୁଡିକରେ ବନ୍ୟାପ୍ରପୀଡ଼ିତ ଲୋକଙ୍କ ଅବସ୍ଥା ଦେଖି କାନ୍ଦି ଉଠିଲା ଯାଜପୁରର ତତ୍କାଳୀନ ଡେପୁଟି ମାଜିଷ୍ଟ୍ରେଟଙ୍କ ଦରଦୀ ହୃଦୟ ।  ସରକାରୀ ସାହାଯ୍ୟକୁ ଅନୁଧ୍ୟାନ କରି ସେତକ ଦେଖି ଯଥେଷ୍ଟ ନୁହେଁ ବୋଲି ଅଧିକ ସାହଯ୍ୟ ନିମନ୍ତେ ଦାବି…

ଡ. ଅନ୍ନପୂର୍ଣ୍ଣା ମହାରଣା

~ ଲେଖିକା ଡ. ଅନ୍ନପୂର୍ଣ୍ଣା ମହାରଣା (ଚୁନୁ ଅପା) ~ ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀଆବିର୍ଭାବ: ୩ ନଭେମ୍ବର ୧୯୧୭ ତିରୋଧାନ:୩୧ ଡିସେମ୍ବର ୨୦୧୨ ପିତା:ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ ମାତା: ରମାଦେବୀ ଚୌଧୁରୀ (ମା’ ରମାଦେବୀ) ସରଳ କୋମଳ ଭାଷାରେ ତାଙ୍କର ଦସ୍ୟୁ ହୋଇପାରେ ମଣ,             …

ଅବଳା

ଲେଖା: ନିରଞ୍ଜନ ସାହୁ ଭାରତୀୟ ସ୍ଵାଧୀନତା ସଂଗ୍ରାମକୁ ଆମ ଓଡ଼ିଶାର ବରୀ ଅଞ୍ଚଳର ଅବଦାନ କୌଣସି ଗୁଣରେ କମ୍ ନୁହେଁ । ୧୯୪୨ ମସିହା ଅଗଷ୍ଟ ମାସରେ  ଗାନ୍ଧିଜୀଙ୍କ ଆହୂତ ‘ଭାରତଛାଡ଼’ ଆନ୍ଦୋଳନ ସାରା ଭାରତରେ ମୁଣ୍ଡ ଟେକି ଉଠିଥାଏ । ବିଦେଶୀ ଇଂରେଜଙ୍କୁ ଏ ଦେଶରୁ ହଟାଇବା ସହ ସ୍ଵରାଜ ପ୍ରତିଷ୍ଠା କରିବାର ସ୍ଵପ୍ନକୁ…

ଓଡି଼ଆ ପର୍ଯ୍ୟଟନ ସାହିତ୍ୟ

ଉପସ୍ଥାପନା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ଶେଷବେଳକୁ ଭାରତରେ ନବଯୁଗର ପ୍ରବର୍ତ୍ତନ ହେଲା କହିଲେ ଅତ୍ୟୁକ୍ତି ହେବନାହିଁ । ଶିକ୍ଷାର ପ୍ରସାର, ଗମନାଗମନର ସୁବିଧା, ଡାକବ୍ୟବସ୍ଥାର ଉନ୍ନତି, ମୁଦ୍ରଣଯନ୍ତ୍ରର ସ୍ଥାପନ ହେତୁ ବିଭିନ୍ନ ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ମାନସିକ ନୈକଟ୍ୟ ସ୍ଥାପିତ ହେଲା । ସାମାଜିକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ସଞ୍ଚାରିତ ହେବା ସହ ଜାତିଗତ ବନ୍ଧନ,…

ମା’ ରମାଦେବୀ

ବଡ଼ବାପା ଓଡ଼ିଆ ଜାତିର କୁଳବୃଦ୍ଧ, ବାପା ବ୍ରିଟିଶ ସରକାରଙ୍କ ଅଧୀନରେ ଡେପୁଟି କଲେକ୍ଟର, ଓଡ଼ିଆ ଭାଷାରେ ଗୋଟିଏ ଆଦ୍ୟ ଉପନ୍ୟାସ 'ଭୀମାଭୂୟାଁ' ର ଲେଖକ। ଅଜା ନନ୍ଦକିଶୋର ଦାସ ଓଡ଼ିଶାର ପ୍ରଥମ ସିଭିଲିଆନ୍। ମାମୁଁ ରାଜକିଶୋର ଦାସ ଡେପୁଟି କଲେକ୍ଟର, ମା ବସନ୍ତ କୁମାରୀ ଦେବୀ ସୁସାହିତ୍ୟିକା । ଶ୍ଵଶୁର ଗୋକୁଳାନନ୍ଦ ଚୌଧୁରୀ ପୁରୁଷ ପୁରୁଷର ନାଁ ଥିବା ଜମିଦାର, କଟକ ଜିଲ୍ଲା ବୋର୍ଡର ଚେୟାରମାନ୍ ତଥା ଜାତିସ୍ମର ମଧୁସୂଦନ ଦାସଙ୍କ ସହକର୍ମୀ । ଏହି ଅଲିଅଳ ଝିଅଟି ଓଡି଼ଶା ମାଟିରେ ଆତ୍ମତ୍ୟାଗ, ସେବା, ପରୋପକାର, ସଦ ବିଚାର, ସ୍ଵାଧୀନତା ସଂଗ୍ରାମ, ମହତ ମଣିଷର ଜୀବନ୍ତ ପ୍ରତିମୂର୍ତ୍ତି ଦେଶପୂଜ୍ୟା ରମାଦେବୀ ଚୌଧୁରୀ, ମା' ରମାଦେବୀ . .

କାଇପଡା କଳାମାଟିଆ ଗୁଳିକାଣ୍ଡ 

 ଉପସ୍ଥାପନା: ନିରଞ୍ଜନ ସାହୁ ଇଂରେଜ ସରକାରଙ୍କ ଅକଥନୀୟ ଅତ୍ୟାଚାର ଓ ନଛୋଡବନ୍ଧା ନୀତିକୁ ଦୃଷ୍ଟିରେ ରଖି ମହାତ୍ମାଗାନ୍ଧୀ ୧୯୪୨ ମସିହା ଅଗଷ୍ଟ ମାସ ୮ ତାରିଖରେ ‘କର ବା ମର’ ସ୍ଲୋଗାନ ଦେଇ ସ୍ଵାଧୀନତା ସଂଗ୍ରାମ ଚାଲୁ ରଖିବା ପାଇଁ ଆହ୍ୱାନ ଦେଇଥିଲେ। ସାରା ଦେଶରେ ଏ କଥା ବିଦ୍ୟୁତ ବେଗରେ ବ୍ଯାପିଗଲା ଓ ପ୍ରବଳ…

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ “ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ ପରି ଦଣ୍ଡାୟମାନ ହୋଇ ରହି ପାରିବନି । ସ୍ବଳ୍ପ ବେତନଭୋଗୀ କିରାଣୀ ପାଇଁ ଗୋଟିଏ ଓଭରକୋଟ୍ ହରେଇବା ନିଶ୍ଚିତ ଭାବରେ ତାଙ୍କ ପ୍ରତି ପ୍ରଗାଢ଼ ସହାନୁଭୂତି ଆଣିବ । ହେଲେ ପରିସ୍ଥିତି ପରିପ୍ରେକ୍ଷୀରେ ଏହାର…

ବିନୋଦବିହାରୀ

ଲେଖା: ନିରଞ୍ଜନ ସାହୁ ସେଦିନ ଥିଲା ଦୋଳପୂର୍ଣ୍ଣିମା ପରଦିନ । ଗଣକବି ବୈଷ୍ଣବ ପାଣିଙ୍କ ସାଧନା କ୍ଷେତ୍ର ମାଳିହତା ଠାରେ ଗଣକବିଙ୍କ ଆରାଧ୍ୟା ଦେବୀ କ୍ଷେତ୍ରପାଳିନୀଙ୍କ ମନ୍ଦିରରେ ଏକ ସ୍ବତନ୍ତ୍ର ପୂଜାର ଆୟୋଜନ ହେଉଥାଏ । ନିମନ୍ତ୍ରଣ କ୍ରମେ ସେଠାରେ ପହଞ୍ଚିବାକୁ ହେଲା । ରାତ୍ର ନଅ ଘଟିକା ବେଳକୁ ପୂର୍ଣ୍ଣାହୁତି ହୋଇ ଶେଷ ହେଲା…