Search Results for ମଧୁପୁର

ଗଡ଼ମଧୁପୁର

ଲେଖା: ସୁରେଶ ପ୍ରସାଦ କାଳଚକ୍ରର ଆବର୍ତ୍ତନ ଭିତରେ ତଥାପି ବିଗତଯୌବନ ଅସ°ଖ୍ୟ କୀର୍ତ୍ତି ଏବେବି ମନେ ପକେଇଦିଏ ଆମର ପ୍ରାଚୀନ ଇତିହାସକୁ । କୋଟି କୀର୍ତ୍ତିକିରିଟିନୀ ଉତ୍କଳର ସର୍ବତ୍ର ଇତିହାସର ଛିନ୍ନ ପୃଷ୍ଠା ଭିତରୁ ତଥାପି ଉଙ୍କି ମାରୁଛି ଆମର ସମୁଜ୍ଜଳ ଗୌରବ । ସେମିତି ଏକ ଗୌରବୋଜ୍ଜଳ ଇତିହାସକୁ ଆପଣା ଛାତିରେ ଧରି ଏବେବି…

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ ସେ ଦୁର୍ବାସା । ନ୍ୟାୟ ଓ ଶାନ୍ତି ପାଇଁ ସେ ଯୋଗେଶ୍ୱର କୃଷ୍ଣ, ଖଟିଖିଆ, କୃଷକ ପାଇଁ ସେ ଲେନିନ୍, ସ୍ଵାଧୀନତା ପାଇଁ ସେ ଗାନ୍ଧୀବାଦୀ ! ସେ ଗୌରାଙ୍ଗ ଦାସ, ଅତି ଶ୍ରଦ୍ଧାରେ,…

ପୁରାତନ ମଧୁସୂଦନ ପାଠାଗାରର ପୁନରୁଦ୍ଧାର

~ ପୁରାତନ ମଧୁସୂଦନ ପାଠାଗାରର ପୁନରୁଦ୍ଧାର ~ ୦୫ ସେପ୍ଟେମ୍ବର ୨୦୨୫:  ଯାଜପୁର ଜିଲ୍ଲାର ଐତିହାସିକ ସଂସ୍କୃତିସମ୍ପନ୍ନ କଲଣ ଗାଁ ପାଇଁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଦିନ । ଗ୍ରାମରେ ବହୁ ପ୍ରତିକ୍ଷୀତ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ଉଦଘାଟନ ସହିତ ଦୀର୍ଘ ୧୯୫୫ ମସିହାରେ ସ୍ଥାପିତ ଐତିହାସିକ ମଧୁସୂଦନ ପାଠାଗାରର ପୁନର୍ନିର୍ମାଣ କରାଯାଇଥିଲା। ଏକ…

କଲଣ ଗ୍ରାମରେ ଐତିହାସିକ ପ୍ରାଚୀନ ବୌଦ୍ଧକୀର୍ତ୍ତି ଆବିଷ୍କୃତ

~ କଲଣ ଗ୍ରାମରେ ଐତିହାସିକ ପ୍ରାଚୀନ ବୌଦ୍ଧକୀର୍ତ୍ତି ଆବିଷ୍କୃତ ~ ୧ ଏପ୍ରିଲ ୨୦୨୫: ଆଜି ପବିତ୍ର #ଉତ୍କଳ_ଦିବସ ଅବସରରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ #କଲଣ ଗ୍ରାମ ସ୍ଥିତ ଲିଟିଲ୍ ଟୁଇଙ୍କିଲ୍ ଇଂରାଜୀ ବିଦ୍ୟାଳୟର ଜମିରେ କିଛି ପୁରାତନ ପ୍ରସ୍ତରର ସ୍ତମ୍ଭ ଓ ଶିଳାଲେଖ ବାହାରିଛି। ଲିଟିଲ୍ ଟୁଇଙ୍କିଲ୍ ଇଂରାଜୀ ବିଦ୍ୟାଳୟର ପ୍ରତିଷ୍ଠାତା…

ଉତ୍କଳ ସମ୍ମିଳନୀର ୧୨୧ତମ ପୂର୍ତ୍ତିପାଳନ

~ ଉତ୍କଳ ସମ୍ମିଳନୀର ୧୨୧ତମ ପୂର୍ତ୍ତିପାଳନ ~ ୩୦ ଡିସେମ୍ବର ୨୦୨୪: ଯାଜପୁର ଜିଲ୍ଲାର ଐତିହାସିକ କଲଣ ଗ୍ରାମରେ ବହୁ ଜାକଜମକରେ ପାଳିତ ହୋଇଯାଇଛି ଓଡ଼ିଆ ଅସ୍ମିତାର ମହାପର୍ବ ! ୧୯୦୩ ମସିହା । ଡିସେମ୍ବର ମାସ ୩୦ ଓ ୩୧ ତାରିଖ । “ଏହି ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଝରେ…

ଓଡ଼ିଆ ଅସ୍ମିତାର ମହାପର୍ବ

~ ଓଡ଼ିଆ ଅସ୍ମିତାର ମହାପର୍ବ ~ ୧୯୦୩ ମସିହା । ଡିସେମ୍ବର ମାସ ୩୦ ଓ ୩୧ ତାରିଖ । ଲୋକାରଣ୍ୟ କଟକ ସହରର ଇଦଗାପଡ଼ିଆ । କ୍ଷୁଦ୍ରତର ହୋଇ ଯାଇଥିବା ଓଡ଼ିଶା ଭୂଖଣ୍ଡର କୋଣ ଅନୁକୋଣରୁ ଆସିଥିବା ରାଜା, ଜମିଦାର, ପ୍ରତିନିଧିମଣ୍ଡଳୀ, ସାହିତ୍ୟରଥୀ, ଜାତୀୟତାବାଦୀ ଓ ସାଧାରଣ ଲୋକେ ଗୋଟିଏ ସ୍ଥାନରେ ସମ୍ମିଳିତ ।…

ଦର୍ପଣୀ କୋଠି

~ ଦର୍ପଣୀ କୋଠି ~ ଲେଖା: ଶ୍ରୀକାନ୍ତ ସିଂହ ଅଶିଣର ବର୍ଷଣକ୍ଳାନ୍ତ ଶରଦ ପ୍ରାତଃ। ପଶ୍ଚିମାକାଶରେ ଅସ୍ତଗାମୀ ନିଷ୍ପ୍ରଭ ଶଶାଙ୍କ, ଆଉ ଉଦିତ ରବିଙ୍କ ରକ୍ତିମ ଆଭାରେ ଉଦ୍ଭାସିତ ପୂର୍ବାଚଳର ନିର୍ମଳ ଆକାଶ। ବୃନ୍ତଚ୍ୟୁତ ସଜଫୁଟା ଶୁଭ୍ର-ନାରଙ୍ଗୀ ଶେଫାଳୀ ସାଥେ ମଧୁମାଳତୀ, ତରାଟ, କନିଅର, ଟଗର, କାଠଚମ୍ପା, ମଲ୍ଲୀ, ଜୁହି-ଜାଇ, ହେନା, ସ୍ବର୍ଣ୍ଣଚମ୍ପା, ରଙ୍ଗଣୀ ଆଦି…

କନିକା

ଲେଖା: ଦେଵ ତ୍ରିପାଠୀ ଉତ୍କଳ ଗଜପତିଙ୍କ ଶାସନାଧୀନ ଅଞ୍ଚଳ ହେଲେ ହେଁ #କନିକା ଥିଲା ସ୍ବତନ୍ତ୍ର ଗୁରୁତ୍ବର ଅଧିକାରୀ ! ଉତ୍କଳର ସାମରିକ ଇତିହାସରେ କନିକାର ଶହେ ଆହୁଲା ବିଶିଷ୍ଟ ରଣତରି ଯେ କିଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିଲା, ତାହା ବ୍ରିଟିଶ ଐତିହାସିକ #ହାମିଲଟନଙ୍କ ପ୍ରଶଂସମୁଖରିତ ବିବରଣୀରୁ ଜଣାପଡ଼େ ! କନିକା ମାଟିର ବୀରତ୍ବର…

କେଦାରନାଥ ମହାପାତ୍ର

ଲେଖା: ନିରଞ୍ଜନ ସାହୁ କଥାରେ ଅଛି, “ଆଳୁ ଖୋଳୁ ଖୋଳୁ ମହାଦେବ !” ମନରେ ଆଶା ବାନ୍ଧିଥିବା ଗୋଟିଏ କ୍ଷୁଦ୍ରାତିକ୍ଷୁଦ୍ର ବସ୍ତୁ ପାଇଁ ଶ୍ରମ କରିବା ବେଳକୁ ତା’ଠାରୁ ଅନେକ କିଛି ଅଧିକ ମିଳିଗଲେ ଆଶା ଆଉଟିକେ ବଢ଼େ, ସମ୍ଭାବନା ଦୁଇ ଗୁଣ ହୋଇଯାଏ ଏବଂ ମହାନନ୍ଦ ଭରିଯାଏ ମନରେ । ଏବେ ଟିକେ ଆସନ୍ତୁ…

ନଳୁଆ କେଳା

ଲେଖା: ଦେଵ ତ୍ରିପାଠୀ ଦିନେ ଆହତ କ୍ରୌଞ୍ଚର ବେଦନାବିଦ୍ଧ ଦୃଶ୍ୟ ମହର୍ଷି ବାଲ୍ମିକୀଙ୍କ କଣ୍ଠରେ ଭରିଥିଲା ଆର୍ଯ୍ୟଭୂମିର ଆଦ୍ୟ କବିତା; ଶରବିଦ୍ଧ ହଂସ ଗୌତମ ବୁଦ୍ଧଙ୍କୁ କରିଥିଲା ଉତ୍ତାଳ କରୁଣାରେ ଆର୍ଦ୍ର, ନିଷ୍ଠୁର ବ୍ୟାଧର ଆଚରଣରୁ ସୃଷ୍ଟି ହେଇଥିଲା ଏ ଜାତିର ମହାକାବ୍ୟ ‘ରାମାୟଣ’ ଏବଂ ଆଉ ଜଣେ ଲଭିଥିଲେ ଆଲୋକିତ ପଥର ସନ୍ଧାନ –…