Search Results for ମଇଲମ

ମଇଲମ

ଲେଖା: ଶିଶିର ସାହୁ ମନୋଜ ଆମର ଓ ଜଗାର ଅଭିଧାନ ତଥା ଶବ୍ଦାଦି ମଧ୍ୟରେ କେତେକ ଭିନ୍ନତା ରହିଛି । ଆମେ ପ୍ରଜା ସେ ରଜା, ରଜାଙ୍କ ପରି ସହସ୍ରାଧିକ ଵର୍ଷକାଳ ଶଵର ଓ ଓଡ଼ିଆଙ୍କ ଦ୍ଵାରା ପୂଜିତ ହୋଇଆସୁଛି ସେଇ କଳାଵଦନ ନୀଳାଚଳିଆ । ରଜାଙ୍କ ଦୈନନ୍ଦିନ ଜୀଵନ, ରୀତିନୀତି, ଚଳଣି ଇତ୍ୟାଦିସାଧାରଣ ଜନତାଙ୍କଠାରୁ…

ଝୁଲଣ ଯାତ୍ରା

~ ଝୁଲଣ ଯାତ୍ରା ~ ଉପସ୍ଥାପକ: ଦୁର୍ଗାମାଧବ ମହାନ୍ତି ଚଳିତ ବର୍ଷ ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଝୁଲଣ ଯାତ୍ରା ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ଭାଦ୍ରବ କୃଷ୍ଣ ପ୍ରତିପଦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଅଛି। “ଆଷାଢେ ଗୁଣ୍ଡିଚା ଯାତ୍ରା ଶ୍ରାବଣେ କୁଞ୍ଜମନ୍ଦିରମ୍।” ତ୍ରୟୋଦଶ ଯାତ୍ରା ମଧ୍ୟରେ ଝୁଲଣ ଯାତ୍ରା ଅନ୍ତର୍ଭୁକ୍ତ ନ ହେଲେ ମଧ୍ୟ ଉପଯାତ୍ରାମାନଙ୍କ…

ଚିତୋଉ ପିଠା

~ ଚିତୋଉ ପିଠା ~ ଲେଖା: ଅମୃତେଶ ଖଟୁଆ ସିନ୍ଦୂରା ଫାଟିବା ସହିତ ଫୁଟି ଉଠିବ ଶୂନ୍ୟ ତରା । ନବ ଊଷସୀର ଦେଦୀପ୍ୟ ଆଲୁଅ ପସରା ଦିଗବିଦିଗ ବିଛୁରି ଯିବ । ସତେ ଅବା ସେ ବିପୁଳ ରଶ୍ମିରାଶିରେ ନୁଆଁଣିଆ ଆକାଶରେ କେତେ ପୁଲକ, କେତେ ଉତ୍ସାହ । ସେହି ଆଲୁଅରେ ଆଲୋକିତ ଆଜି…

ନିଆଳି

~ ପ୍ରାଚୀ ଅଧିତ୍ୟକାରେ ଶିଶିରାବସର: ନିଆଳି ମାଧବ ~ ଲେଖା: ଅମୃତେଶ ଖଟୁଆ ସେଦିନ ପ୍ରଥମାଷ୍ଟମୀ । ମଗୁଶିର ବାର ପାହାନ୍ତି କାଳ ଆଗତ । ଶୀତାଭ ଋତୁର ଶ୍ୟାମାୟିତ ସ୍ପର୍ଶ ତଳେ ଖରାର କୋପ ଅନୁଭବଯୋଗ୍ୟ ମନେ ହୁଏନାହିଁ । ସେ ଯେ କାକର ଭିଜା ହରିତ ପଲ୍ଲବଦୋଳରେ ଆପଣା ବିଚ୍ଛୁରିତ ଶୋଭାକୁ ଲୋଟାଇ…

ଅଣସର

ଲେଖା: ବନ୍ଧନ ଦଳେଇ ~ ଶ୍ରୀଜଗନ୍ନାଥଙ୍କ ଅଣସର ନୀତି ~ ପରଂବ୍ରହ୍ମ ପରମାତ୍ମା ସମଗ୍ର ଜଗତର କର୍ତ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ #ଦାରୁବ୍ରହ୍ମ ରୂପରେ ଶ୍ରୀକ୍ଷେତ୍ରରେ ବିରାଜମାନ କରିଛନ୍ତି। ବିଶ୍ୱାସର ଦୃଢ଼ତାରେ ହିଁ ତାଙ୍କୁ ଅନୁଭବ କରିହୁଏ। ମାନବଙ୍କ ଗହଣରେ ବିଜେ କରି ମାନବୀୟ ଲୀଳାରେ ଦୈନନ୍ଦିନ ପୁଜା ନୀତିରେ ସେ ସାମିଲ ହୋଇଥାଆନ୍ତି । ନିତ୍ୟ…

ଚନ୍ଦନଯାତ୍ରା

ଉପସ୍ଥାପନା: #ଶ୍ରୀକ୍ଷେତ୍ର_ଇତିହାସ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେଉଥିବା ଏହି ଚନ୍ଦନଯାତ୍ରା ମହୋତ୍ସବରେ ଶ୍ରୀମନ୍ଦିରରେ କେତେକ ସ୍ୱତନ୍ତ୍ର ନୀତି ପାଳନ କରାଯାଇଥାଏ ! ~ ଚନ୍ଦନଯାତ୍ରା ~ ଉକ୍ତ ଦିନ ଶ୍ରୀଗ୍ରହମାନଙ୍କ ସକାଳଧୂପ ଶେଷ ହେବାପରେ ତିନି ବାଡରେ ମଇଲମ ହୋଇ ମହାସ୍ନାନ କରାଯାଏ ! ଏହାପରେ ପୂର୍ବଦିନ ଠାରୁ ଅଧିବାସିତ ହୋଇଥିବା ଚନ୍ଦନ ପିଙ୍ଗଣ…

ଅକ୍ଷି ତୃତୀୟା

ଉପସ୍ଥାପନା: #ଶ୍ରୀକ୍ଷେତ୍ର_ଇତିହାସ ଅକ୍ଷୟ ପୁଣ୍ୟଯୁକ୍ତ ତୃତୀୟା, ଯେଉଁ ତୃତୀୟାରେ ଅନୁଷ୍ଠିତ ଧର୍ମର ଫଳ ଅସରନ୍ତି ଅଟେ । ବୈଶାଖ ଶୁକ୍ଳ ତୃତୀୟା, ଅକ୍ଷି ତୃତୀୟା । ସତ୍ୟଯୁଗ ଏ ଦିନ ଆରମ୍ଭ ହୋଇଥିଲା ବୋଲି ପୁରାଣରେ ବର୍ଣ୍ଣିତ । ଚାଷୀମାନେ ଏ ଅକ୍ଷି ତୃତୀୟା ଜମିରେ ପ୍ରଥମେ ଧାନ ବୁଣନ୍ତି । ଏହି ଦିନ ଶ୍ରୀ…

ଶ୍ରୀମନ୍ଦିରର ନିଆରା ଶବ୍ଦ

ଲେଖା: ଶିଶିର ସାହୁ ମନୋଜ ~ ଶ୍ରୀମନ୍ଦିରର ନିଆରା ଶବ୍ଦ ~ ଶ୍ରୀଜଗନ୍ନାଥଙ୍କୁ କଳିଙ୍ଗଦେଶର ପ୍ରକୃତ ରାଜା ଗଣନା କରାଯାଏ । ଏ ରାଜା ଏମିତି ସେମିତି ରାଜା ନୁହନ୍ତି । ଏହାଙ୍କର ଖାଦ୍ଯ, ଵସ୍ତ୍ର, ଅଳଙ୍କାର, ଵାସଗୃହ ଓ ଚଳଣି ଭଳି ଶବ୍ଦରେ ମଧ୍ୟ ରହିଛି ନିଆରାପଣ । ଶ୍ରୀମନ୍ଦିରର ନିଆରା ଶବ୍ଦ କିଛି…

ବାଳଭୋଗ

ଲେଖା: ଶ୍ରୀପୁରୁଷୋତ୍ତମ କାର୍ତ୍ତିକ ମାସରେ ଶ୍ରୀଜୀଉମାନଙ୍କ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ରାଧାଦାମୋଦର ବେଶ ହୋଇଥାଏ। ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗିଥାଏ ଯାହା ବାଳଧୂପ ବା ବାଳଭୋଗ ନାମରେ ପରିଚିତ। ସକାଳଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡିଆ, ଖୁଦି, ଚାଉଳିଆ, ସେଓ, କମଳା,…

ଦିବ୍ୟନୀତି

ଲେଖା: ଦେଵ ତ୍ରିପାଠୀ ~ ଦିବ୍ୟନୀତି ୧ ~ ~ ମଙ୍ଗଳ ଆରତୀ ~ ସେବକମାନେ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିବା ପରେ ଦିଅଁ ଶୟନ କରିଥିବା ଖଟଶେଯ ଇତ୍ୟାଦିକୁ ‘ଖଟଶେଯ ମେକାପ’ ସେବକ ଶେଯଘରକୁ ନେଇଯା’ନ୍ତି । ଦିଅଁମାନଙ୍କର ଶଯ୍ୟାତ୍ୟାଗ ପରେ ହୁଏ ମଙ୍ଗଳ ଆଳତି । ମଙ୍ଗଳ ଆଳତିରେ ତିନୋଟି ରୂପାଥାଳିରେ କର୍ପୁର,…