କଡ଼କଡ଼ା
ଲେଖା: ଅମ୍ବିକା ପଟ୍ଟନାୟକ ~ ଆମ ଓଡ଼ିଆ ଖାଦ୍ୟ: ପାଟିସୁଆଦିଆ ‘କଡ଼କଡ଼ା’ ନା . . ଏ ଚିତ୍ର ମସଲା ମୁଢ଼ି଼ର ଚିତ୍ର ନୁହେଁ l ଧାନ […]
ଲେଖା: ଅମୃତେଶ ଖଟୁଆ ସତ୍ୟାସତ୍ଯର ସପ୍ରମାଣ ଉଦ୍ଘାଟନ ସହ ଏକାଧିକ ବିଚାରର ଚର୍ଚ୍ଚା ଓ ପ୍ରତିଷ୍ଠା ପାଇଁ ଆଜୀବନ ଅବ୍ଯାହତ ରଖି ଲୋକସାହିତ୍ଯର ହୃଦୟଗ୍ରାହୀ ଉପଜୀବ୍ଯକୁ ମାଧ୍ୟମ
ଲେଖା: ନିରଞ୍ଜନ ସାହୁ ସମାଜସେବା, ସ୍ବଦେଶପ୍ରୀତି, ବଦାନ୍ୟତାର ପ୍ରତୀକ ଏହି ରାଜନ୍ ଙ୍କୁ ୧୮୮୭ ମସିହା ଫେବୃଆରୀ ମାସ ୧୬ ତାରିଖରେ ବ୍ରିଟିଶ ସରକାର ଅତ୍ୟନ୍ତ ପ୍ରୀତ
ଲେଖା: ଅମୃତେଶ ଖଟୁଆ “ଉଠ ଗୋ ଉତ୍କଳ-କମଳା, ଧନଧାନ୍ୟ ବରାଭୟ-ଦାୟିନୀ ତବ ଶଙ୍ଖ-କମଳ-ଦଳବାରି ଢାଳ କଳକଳ ସେ ଏହି ମେଦିନୀ। ଜନନୀ ଗୋ,
କେଉଁଠି ବ୍ୟବସାୟକୁ ନେଇ, ଅବା କେଉଁଠି ପାନରସିକଙ୍କ ପାଇଁ ଅବା କେଉଁଠି ଦିଅଁଙ୍କ ନୀତି ସହ ଯୋଡ଼ି ହୋଇ ପାନର ମହନୀୟତା ପ୍ରସ୍ଫୁଟିତ ହୋଇଥିଲା; କେଉଁଠି ପାନ ବ୍ୟବସାୟୀମାନେ ଯାବତୀୟ Value Addition କରିବା ସହିତ ନିଜ ନିଜର ବଜାର ଅଂଶ ବଢାଇ ପାରିବାର ସୁଯୋଗ ପାଇଥିଲେ, ମାତ୍ର ବ୍ୟାସଭୂମି ବାଲେଶ୍ଵର ଜିଲ୍ଲାର ପାନଚାଷୀ ଲଢିଚାଲିଥିଲେ ସଂଗ୍ରାମ, ନିଜ ପାନବରଜ ସୁରକ୍ଷା ପାଇଁ, ପାନ ଓ ବରଜକୁ ନେଇ ଯେଉଁ ଆବେଗରେ ବାନ୍ଧି ହୋଇଯାଇଥିଲେ, ସେଇ ଆବେଗଟିକକକୁ ଆବୋରି ଧରି କେତେ ସଂଘର୍ଷ କରିନାହାଁନ୍ତି ସେମାନେ . .
ଏମିତି ଲତାଟିଏ ଯେଉଁ ଥିରେ ନା ଫୁଲ ଫୁଟେ ନା ଫଳ ଧରେ, ଖାଲି ଡାଳି ଓ ପତ୍ର । ପାନଗଛ ଓ ‘ବରଜ’କୁ ଲୋକେ ଦେବୀକାଳୀ ରୂପେ ପୂଜା କରନ୍ତି । ସେଥିପାଇଁ ପାନବରଜକୁ ପାନତୋଳିବାକୁ ଯିବାବେଳେ କେତେଗୁଡ଼ିଏ ସତର୍କତା ଅବଲମ୍ବନ କରିବାକୁ ହୁଏ । ଦାନ୍ତ ଘଷୁଥିବା ସମୟରେ, ଶୌଚ ନ ହୋଇ, ମଇଳା ଲୁଗା ପିନ୍ଧି, ଜୋତାଚପଲ ପିନ୍ଧି ବରଜ ଭିତରକୁ ପ୍ରବେଶ କଲେ କିମ୍ବା ପାନପତ୍ର ତୋଳିଲେ ପାନଗଛ ମରିଯାଏ ବୋଲି ଲୋକମୁଖରେ ପରିଚିତ . .
ଡାକ୍ତର କିଶୋର ବିଶ୍ୱଜିତ ଜେନା ଲୋକେ କହନ୍ତି ଯେ ମୀନ, ପାନ, ଧାନ ଓ ଜ୍ଞାନର ରାଇଜ, ଅତି ଭୋଗେ ଭୋଗରାଇ ! କିନ୍ତୁ କିମ୍ବଦନ୍ତୀ କହେ